Skip to content
The Believer's Library

Desiya Bible

Isaiah 55 Saa25

Show Saa25 only
Verse × ×
1 "Listen! All you who are thirsty, come to the water; you without money, come, buy food and eat! Come, buy wine and milk for no price—free of charge. ଏ ସସ୍ ଲାଗ୍‌ବା ଲକ୍‌ମନ୍, ତମେ ପାନି ଲଗେ ଆସା, ଆରି ଜାକେ ମୁଲ୍‌କେ ଡାବୁନାଇଁ, ସେ ଆସ; ତମେ ଆସା, ଗେନା ଆରି କାଆ; ଉଁ, ଆସା, ଡାବୁକାସୁ ନଇଁତେ ଅଙ୍ଗୁର୍‌ ରସ୍ ଆରି ଦୁଦ୍ ଗେନା ।
2 Why spend money on what is not bread, and your labor on what does not satisfy? Listen carefully to me, and eat what is good, and your soul will delight in the richest food. ନ କାଇବା ଜିନିସର୍ ପାଇଁ କାଇକେ ଡାବୁ କର୍‌ଚ କଲାସ୍‌ନି ? ଆରି ଜାଇଟା ମନ୍‌ ପୁରେନାଇଁ, ସେଟାର୍‌ପାଇଁ କାଇକେ ତମେ କସ୍‌ଟ ସଙ୍ଗ୍ କାମ୍ କଲାସ୍‌ନି? ମନ୍‌ଦେଇ କରି ଆମର୍ କାତା ସୁନା ଆରି ନିମାନ୍ ଜିନିସ୍ କାଆ ଆରି ଗାଗଡ୍‌ ଅଇବା କାଦି କାଇ ତମର୍ ଜିବନ୍‌କେ ସାନ୍ତି ଅଇବାକେ ଦିଆସ୍‌ ।
3 Open your ears and come to me; listen, that your soul may live. I will make an everlasting covenant with you, my faithful love promised to David. କାନ୍‌ ଡେରା ଆରି ଆମର୍ ଲଗେ ଆସା; ସୁନା, ତାର୍‌ପଚେ ତମର୍ ଜିବନ୍ ବଁଚ୍‌ସି; ଅରି, ଆମେ ତମର୍ ସଙ୍ଗ୍ ଗଟେକ୍ ସବୁବେଲେ ରଇବା ନିଅମ୍, ଆରି, ଦାଉଦର୍ ପାଇଁ ସତ୍‌ସଙ୍ଗ୍‌ ଦୟା ବିଚାର୍ କର୍‌ସି ।
4 See, I have appointed him a witness to the peoples, a leader and commander of the peoples. ଦେକା, ଆମେ ତାକେ ଗସ୍‌ଟିମନର୍ ସାକି ରକାମ୍, ଗସ୍‌ଟିର୍‌ ମୁକିଆ ଆରି ଆଦେସ୍‌ଦେଉ ରକାମ୍ ବାଚିଆଚୁ ।
5 Surely you will summon a nation you do not know, and a nation that does not know you will run to you, because of your Father, the Holy One of Israel, for he has glorified you." ଦେକା, ଜନ୍ ଗସ୍‌ଟିକେ ତମେ ନାଜାନାସ୍, ତାକେ ତମେ ଡାକ୍‌ସା ଆରି ଜନ୍ ଗସ୍‌ଟି ତମ୍‌କେ ନାଜାନେ, ସେ ତମର୍ ଲଗେ ପାଲାଇ ଆଇସି, ସବୁବେଲର୍ ମାପ୍‌ରୁ ତମର୍ ପର୍‌ମେସରର୍ ଆରି ଇସ୍‌ରାଏଲର୍ ଦରମ୍‌ ରକାମର୍ ପାଇଁ ଏଟା ଗଟ୍‌ସି; କାଇକେ ବଇଲେ ସେ ତମ୍‌କେ ମଇମା କରିଆଚେ ।
6 Seek our Father while he may be found; call on him while he is near. ଜନ୍‌ଜାକ ସବୁବେଲର୍ ମାପ୍‌ରୁର୍ ଚିନ୍ ମିଲ୍‌ସି ସେତ୍‌କି ଜାକ ତମେ ତାକେ କଜା, ଜନ୍‌ଜାକ ସେ ଲଗେଆଚେ, ସେ ଜାକ ତାର୍‌ ଲଗେ ପାର୍‌ତନା କରା ।
7 Let the wicked abandon his way, and the unrighteous man his thoughts. Let him return to our Father, and our Father's heart will be moved with compassion for him; return to our Father, for he will freely pardon. କାରାପ୍‌ ବାଟେ ଜିବା ଲକ୍‌ମନ୍ ଆରି ଦରମ୍‌ ନଇଁଲା ଲକ୍ ନିଜର୍ ବାଟ୍ ଚାଡିଦେଅ; ଆରି, ସେ ସବୁବେଲର୍ ମାପ୍‌ରୁର୍ ତେଇ ବାଉଡି ଆସ, ତାର୍‌ପଚେ ସେ ତାକେ ଆଲାଦ୍‌ କର୍‌ସି; ଆରି ସେ ଆମର୍ ପର୍‌ମେସରର୍ ଲଗେ ବାଉଡ୍‌, କାଇକେ ବଇଲେ ସେ ସର୍‌ତେ ଜାକକେ କେମା କର୍‌ସି ।
8 "For my thoughts are not your thoughts, neither are your ways my ways,' declares our Father. କାଇକେବଇଲେ ସବୁବେଲର୍ ମାପ୍‌ରୁ କଇଲାନି, ମର୍ ବାବ୍‌ନା ତମର୍ ବାବ୍‌ନା ରକାମ୍ ନାଇଁ, ଆରି ତମର୍ ବାଟ୍‌ ଆମର୍ ବାଟ୍ ପାରା ନାଇଁ ।
9 'For as the heavens are higher than the earth, so are my ways higher than your ways, and my thoughts than your thoughts. କାଇକେ ବଇଲେ ପୁର୍‌ତିବି ଚାଡି ଆକାସ୍‌ମଣ୍ଡଲ୍‌ ଜେନ୍ତାର୍ ଉଚା, ସେ ରକାମ୍‌ ଆମର୍ ବାଟ୍‌ସବୁ ତମର୍ ବାଟ୍ ଚାଡି ଆରି ଆମର୍ ନିଅମ୍ ସବୁ ତମର୍ ନିଅମ୍ ଚାଡି ଉଚା ଆଚେ ।
10 "For as the rain and the snow come down from heaven and do not return there, but water the earth, making it produce and sprout, giving seed to the sower and bread for those who eat, କାଇକେବଇଲେ ଜେନ୍ତାର୍ ବର୍‌ସା ଆରି ଦୁଉଁରି ଆକାସେ ଅନି ତଲେ ଆଇସି ଆରି ସିତି ବାଉଡି ନ ଜାଏ, ମାତର୍ ବୁଇଁକେ ସିତ୍‌ଲି କର୍‌ସି, ଆରି ତାକେ ପଲ୍‌ପୁଲ୍ ଆରି ଗାଁସ୍‌ସବୁ ଉବ୍‌ଜାଇସି, ଆକାସେ ଉଡ୍‌ବା ଚଡଇ ମନ୍‌କେ କାଇବାକେ ମୁଞ୍ଜି ଉବ୍‌ଜାଇବାକେ ସାଇଜ କର୍‌ସି ଆରି ଲକ୍‌ମନର୍ ପାଇଁ କାଦି ଜାଗାଇସି ।
11 so will my word be that goes out from my mouth: it will not return to me empty, but will accomplish what I desire and achieve the purpose for which I sent it. ମର୍ ଟଣ୍ଡେଅନି ବାରଇବା ବାକିଅ ସେନ୍‌ତାର୍ ଅଇସି; ସେଟା ମିଚ୍ ନ ଅଇତେ ଆମର୍ ଲଗେ ବାଉଡି ନ ଆସେ, ମାତର୍ ଆମେ ଜାଇଟା ଇଚାକର୍‌ବୁ, ସେଟା ସିଦ୍ କର୍‌ସି ଆରି ଜନ୍ କାମର୍‌ ପାଇଁ ଆମେ ପାଟାଇବୁ, ସେଟା ସପଲ୍ ଅଇସି ।
12 You will go out in joy and be led out in peace; the mountains and the hills will break into singing before you, and all the trees of the field will clap their hands. ତେବେ ତମେ ସାର୍‌ଦା ସଙ୍ଗ୍ ବାରଇ ସାନ୍ତିସଙ୍ଗ୍ ଆଗେ ଆଗେ ନେବାଇ; କୁପ୍‌ଲି ଆରି ଡଙ୍ଗର୍‌ମନ୍ ତମର୍ ମୁଆଟେ ଆଉଲି ଅଇ ଗିତ୍ ଗାଇବାଇ ଆରି ସବୁ ବୁଇଁର୍‌ ଗଚ୍‌କୁଟ୍ ସବୁ ତାପ୍‌ଲି ମାର୍‌ବାଇ ।
13 Instead of the thornbush the cypress will grow, and instead of the brier the myrtle will grow. This will be for the renown of our Father, an everlasting sign that will not be cut off.'" କାଟାଗଚ୍ ବାଦୁଲେ ଦେବ୍‌ଦାରୁ ଆରି କାଟାକଲି କାଟା ବାଦୁଲେ ମେଏନ୍ଦି ଗଚ୍ ଜାତ୍ ଅଇସି; ଆରି, ସେଟା ସବୁବେଲର୍ ମାପ୍‌ରୁର୍ ପର୍‌ସଙ୍ଗ୍‌ସା ରକାମ୍ ଆରି କେବେମିସା ନ କୁଇ ସବୁବେଲର୍ ଚିନ୍ ରକାମ୍ ଅଇସି ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]