Skip to content
The Believer's Library

Desiya Bible

Isaiah 50 Saa25

Show Saa25 only
Verse × ×
1 This is what our Father says: "Where is your mother's certificate of divorce, with which I sent her away? Or to which of my creditors did I sell you? Look, you were sold for your sins, and your mother was sent away for your offenses. ସବୁବେଲର୍ ମାପ୍‌ରୁ ଏ କାତା କଇଲାନି, ମୁଇଁ ଜନ୍ ରାଜିନାମା ଚିଟିଲେକି କରି ତମର୍ ଆୟାକେ ଚାଡିଆଚି, ସେ ରାଜିନାମା ଚିଟି କେନେ? ଆରି ମର୍‌ ବେବାର୍‌ ବାଟ୍ କରୁମନର୍‌ ବିତ୍‌ରେଅନି କାର୍ ଲଗେ ତମ୍‌କେ ବିକି ଆଚି? ଦେକା, ତମେ ନିଜର୍‌ କାରାପ୍ କାମର୍ ପାଇଁ ବିକିଅଇ ରଇଲାସ୍ ଆରି ତମର୍ ଅଦରମର୍ କାମର୍ ପାଇଁ ତମର୍ ମାଆ ଚାଡିଜାଇ ରଇଲା ।
2 Why, when I came, was there no one? When I called, was there no one to answer? Is my hand too short to redeem? Or have I no power to deliver? Look, by my rebuke I dry up the sea, I turn the rivers into a desert; their fish stink for lack of water and die of thirst. ମୁଇଁ ଆଇବା ବେଲେ କାଇକେ କେ ମିସା ନ ରଇଲାସ୍ ମୁଇଁ ଡାକ୍‌ବା ବେଲେ କାଇକେ କେ ମିସା ଉତର୍ ଦେବାକେ ନ ରଇଲାସ୍? ମର୍ ଆତ୍ କାଇ ଚଟ୍‌ ଅଇ ଆଚେ ଜେ, ସେଟାକେ ମୁକ୍‌ଲାଇ ନାପାରେ? କି ଉଦାର୍ କର୍‌ବାକେ କାଇ ମକେ ବପୁ ନାଇଁ? ଦେକା, ମୁଇଁ ମର୍ ଦମକ୍‌ ସଙ୍ଗ୍ ସମ୍‌ଦୁର୍‌କେ ସୁକାଇବି, ଆରି ଗାଡ୍‌ନାଲ୍‌ ସବୁକେ ଡଙ୍ଗର୍ କର୍‌ବି; ତେଇ ରଇବା ମାଚ୍‌ମନ୍‌ ସବୁ ପାନି ଆଁଟି ସୁକି ଗାଲେ ସସ୍‌କେ ମରି ଜାଇ ବାସ୍‌ନା ଅଇବାଇ ।
3 I clothe the heavens with blackness and cover them with black cloth." ଆମେ ଆକାସ୍ ମଣ୍ଡଲ୍‌କେ କାଲିଆ ବସ୍‌ତର୍‌ ପିନ୍ଦାଇବି ଆରି ସାନ୍ ବସ୍‌ତର୍‌ ସଙ୍ଗେ ସବୁକେ ଡାବ୍‌ବି ।
4 My Sovereign Father has given me a disciple's tongue, that I may know how to speak a sustaining word to the weary. Morning by morning he awakens, he awakens my ear to hear as a disciple. ମୁଇ ଜେମ୍‌ନ୍ତାର୍‌ ତାକି ଜାଇ ରଇବା ଲକ୍‌କେ ବାକିଅ ସଙ୍ଗ୍ ସାନ୍ତି ଦେଇ ପାର୍‌ବି, ସେଟାର୍‌ପାଇଁ ମାପ୍‌ରୁ ମକେ ସିକିତ୍‌ ଲକର୍ ଜିବ୍ ଦେଇଆଚେ; ସେ ସବୁ ସାକାଲେ ଜାଗର୍‌ତା କୁରାଇସି, ସିକିତ୍ ଲକର୍ ପାରା ସୁନ୍‌ବାକେ ସେ ମର୍ କାନ୍‌କେ ଜାଗର୍‌ତା କୁରାଇସି ।
5 My Sovereign Father has opened my ear, and I was not rebellious; I did not turn away. ମାପ୍‌ରୁ, ସବୁବେଲର୍ ମାପ୍‌ରୁ ମର୍ କାନ୍‌କେ ମେଲା କରି ଆଚେ, ଆରି ମୁଇଁ ବିରଦି ଅଇ ନାଇଁ, କି ପଚ୍‌ବାଟେ ଲେଉଟି ଜାଇ ନାଇଁ ।
6 I gave my back to those who strike, and my cheeks to those who pull out the beard; I did not hide my face from disgrace and spitting. ମୁଇଁ ମାର୍‌ବା ଲକର୍ ତେଇ ନିଜର୍ ପିଟି ଅଡ୍‌ଲି, ଦାଡି ଜିକ୍‌ବା ଲକ୍‌ମନର୍‌ ତେଇ ନିଜର୍ ଗାଲ୍ ଅଡିଦେଲି; ମୁଇଁ ଅପ୍‌ମାନ୍ ଆରି ତୁକ୍‌ବା ଲକ୍‌ମନ୍‌କେ ମର୍‌ ମୁ ଲୁଚାଇ ନାଇଁ ।
7 But my Sovereign Father helps me; therefore I have not been disgraced; therefore I have set my face like flint, and I know that I will not be put to shame. କାଇକେବଇଲେ ସବୁବେଲର୍‌ ମାପ୍‌ରୁ ମକେ ସାଇଜ କର୍‌ସି; ସେଟାର୍‌ ପାଇଁ ମୁଇଁ ତେରେପେତେ ଅଇନାଇଁ; ସେଟାର୍‌ପାଇଁ ମୁଇଁ ଜକ୍‌ମକି ଜିବା ପାକ୍‌ନା ପାରା ନିଜର୍ ମୁକେ ଜତନ୍ କରି ସଙ୍ଗଇ ଆଚି, ଆରି ମୁଇଁ ଲାଜ୍ ଅଇ ନାଇଁ ଏଟା ମୁଇ ଜାନି ।
8 My vindicator is near. Who will contend with me? Let us stand together. Who is my adversary? Let him come near to me. ଜେ ମକେ ଦରମ୍‌ ଲକ୍ ବଲିକରି କଇସି, ସେ ମର୍‌ ସଙ୍ଗେ କେ ମର୍ ବିରଦ୍ କର୍‌ସି? ଆସା, ଆମେ ଗଟେକ୍ ଲଗେ ଟିଆ ଅଉଁ; ମର୍ ବିରଦି କେ? ସେ ମର୍‌ ଲଗେ ଆସ ।
9 See, my Sovereign Father helps me; who will declare me guilty? Look, all of them will wear out like a garment; the moth will eat them up. ଦେକା, ମାପ୍‌ରୁ, ସବୁବେଲର୍ ମାପ୍‌ରୁ ମକେ ସାଇଜ କର୍‌ସି; କେ ମକେ ଦସି କର୍‌ସି? ଦେକା ସେମନ୍ ବସ୍‌ତର୍ ପାରା ମୁର୍‌କି ଅଇବାଇ; କିଡା ସେମନ୍‌କେ କାଇସି ।
10 Who among you fears our Father and obeys the voice of his servant? Let the one who walks in darkness and has no light trust in his name and lean on his Father. ଜେ ସବୁବେଲର୍ ମାପ୍‌ରୁ, କେ ଡର୍‌ସି ଆରି ତାର୍ ସେବାକାରିଆର୍ ବାକିଅ ପାଲନ୍ କର୍‌ସି, ତମର୍ ବିତ୍‌ରେ ଏ ରକାମ୍ କେ ଆଚେ? ଜନ୍‌ଲକ୍ ଆନ୍ଦାର୍ ବାଟେ ଇଣ୍ଡ୍‌ସି ଆରି ଉଜଲ୍ ନ ପାଏ ସେ ସବୁବେଲର୍ ମାପ୍‌ରୁର୍ ନାଉଁରେ ବିସ୍‌ବାସ୍ କର ଆରି ନିଜର୍ ପର୍‌ମେସରର୍ ଉପ୍‌ରେ ଆସା କର ।
11 Look, all you who kindle a fire, who arm yourselves with torches: walk in the light of your fire and among the torches you have lit! This is what you will receive from my hand: you will lie down in torment. ଜଇ ଲାଗାଇଲାସ୍‌ନି, ଜଇ ମୁଟ୍‌ଲା ସଙ୍ଗେ ଆମ୍‌କେ ସବୁକେ ବେଡି ଆଚୁସ୍‌ ଜେ ଆମ୍‌କେ, ତମେ ସବୁଲକ୍ ଦେକା ତମେ ତମର୍ ଜଇ ଅଲା ଆରି ତମର୍ ଲାଗ୍‌ଲା ଜଇ ଅଲା ବିତ୍‌ରେ ଇଣ୍ଡା । ମର୍ ଆତେ ଅନି ଏଟା ତମେ ପାଇସା; ତମେ ଦୁକ୍‌ସଙ୍ଗ୍ ସଇସା ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]