Skip to content
The Believer's Library

Desiya Bible

Isaiah 49 Saa25

Show Saa25 only
Verse × ×
1 Listen to me, coastlands; pay attention, you peoples from afar. Our Father called me from the womb; from within my mother he named me. ଏ କୁପ୍‌ଲି ତେଇ ବାସା ଅଇ ରଇଲା ଲକ୍‌ମନ୍, ମର୍‌ କାତାକେ ସୁନା ; ଏ ଦୁର୍‌କେ ବାସାକରି ରଇବା କୁଟୁମର୍ ଲକ୍‌ମନ୍ , ମନ୍‌ଦିଆସ୍; ମୁଇ ଅଙ୍ଗେକାକେ ଅଇ ରଇବା ଦିନେ ଅନି ସବୁବେଲର୍ ମାପ୍‌ରୁ ମକେ ଡାକ୍‌ଲା ଆଚେ ; ମୁଇ ଆୟାର୍ ପେଟେ ରଇବା ଦିନେ ଅନି ସେ ମର୍ ନାଉଁକେ ଲେକ୍‌ଲା ଆଚେ ।
2 He made my mouth like a sharp sword; in the shadow of his hand he hid me. He made me a polished arrow; in his quiver he concealed me. ଆରି ସେ ମର୍ ମୁଁକେ ତିପ୍‌ତିପା କାଣ୍ଡା ପାରା କଲାଆଚେ, ତମର୍ ଆତର୍ ଚାଇଁରେ ସେ ମକେ ଲୁଚାଇ ଆଚେ ଆରି ସେ ମକେ କାଣ୍ଡ୍‌ ସଙ୍ଗଇବା କଲ୍‌ ପାରା କରି ତମର୍ ଗାଁସ୍ ତଲେ ଡାବି କରି ସଙ୍ଗଇ ଆଚୁସ୍;
3 And he said to me, "You are my servant, Israel, in whom I will display my splendor." ଆରି, ସେ ମକେ କଇଲା, ତମେ ଆମର୍ ଦାଙ୍ଗ୍‌ଡା; ତମେ ଇସ୍‌ରାଏଲ୍, ତମର୍ ଲାଗି ଆମେ ମଇମା ପାଇବି।
4 But I said, "I have labored in vain; I have spent my strength for nothing and in futility. Yet surely my justice is with my Father, and my reward with my Father." ମାତର୍ ମୁଇ କଇଲି, ମୁଇ କାଇ କାମ୍‌କେ ନ ଆଇବା କାମ୍ କଲି ଆଚି , ମୁଇ ବେକାର୍‌ବେକାର୍ ଆରି ଚୁଚାରେ ମର୍ ବପୁକେ ସାରାଇ ଆଚି ; ଅଇଲେ ମିସା ମର୍ ବିଚାର୍‌ନାକେ ସବୁବେଲର୍ ମାପ୍‌ରୁର୍ ଲଗେ ଆରି ମର୍ କଲା କାମର୍ ଆସିର୍‌ବାଦ୍ ମର୍ ପର୍‌ମେସରର୍‌ ଲଗେ ଆଚେ ।
5 And now our Father says—he who formed me from the womb to be his servant, to bring Jacob back to him, that Israel might be gathered to him, for I am honored in his eyes, and my Father has become my strength, ଆରି, ମକେ ତାର୍ ସେବା କାରିଆ ଅଇବାକେ ଆରି ଜାକୁବକେ ତାର୍ ଲଗେ ଆନ୍‌ବାକେ ଆରି ଇସ୍‌ରାଏଲ୍ ତାର୍ ଲଗେ ଟୁଲିଆଇ ଅଇବାକେ ଜେ ମକେ ପେଟ୍‌ ବିତ୍‌ରେ ଅନି ଗଡ୍‌ଲା ଆଚେ, ସେ ସବୁବେଲର୍ ମାପ୍‌ରୁ ଏବେ କଇଲାନି; କାଇକେ ବଇଲେ ମୁଇ ସବୁବେଲର୍ ମାପ୍‌ରୁ ଦେକ୍‌ବା ଇସାବେ ଆଲାଦର୍‌ ଲକ୍‌ ଆରି ମର୍ ପର୍‌ମେସର୍ ମର୍ ବପୁ ପାରା ଅଇଲା ଆଚେ ।
6 he says: "It is too small a thing for you to be my servant to raise up the tribes of Jacob and to bring back those preserved in Israel; I will also make you a light for the nations, that my salvation may reach to the ends of the earth." ସେଟାର୍ ପାଇଁ ସେ କଇଲା , ତମେ ମାତର୍ ଜାକୁବର୍ କୁଟୁମ୍‌କେ ଗଟନ୍ କର୍‌ବ୍‌କେ ଆରି ଇସାରାଏଲର୍ ସଙ୍ଗଇ ରଇବା ଲକ୍‌ମନ୍‌କେ ଆରିତରେକ୍ ବାଉଡାଇ ଆନ୍‌ବାକେ ମର୍ ଦାଙ୍ଗ୍‌ଡା ଅଇସି , ଏଟା ଅଇଲାନି ଗଟେକ୍ ସାନ୍ ବିସୟ୍ ; ତମେ ପୁର୍‌ତିବିର୍ ସନ୍ଦି ଜାକ ଜେନ୍‌ତିକି ମର୍ ତିଆର୍ କଲା ଉଦାର୍‌କାରିଆ ପାରା ଅଇସା , ସେଟାର୍‌ ପାଇଁ ଆମେ ତମ୍‌କେ ଅଲ୍‌ଗା ଦେସର୍ ଲକ୍‌ମନର୍ ଉଜଲ୍ ପାରା ମିସା ଅଇସା ।
7 This is what our Father says, the Redeemer of Israel, his Holy One, to the one deeply despised, abhorred by the nation, to the servant of rulers: Kings will see and rise; princes will bow down, because of your Father who is faithful, the Holy One of Israel, who has chosen you. ଜାକେ କି ନର୍‌ଜାତି ନ ନାମତ୍ , ଜନ୍‌ଟାକେ କି ଦେସର୍ ଲକ୍‌ମନ୍ ଗିନ୍‌ କର୍‌ବାଇ , ଜେକି ସାସନ୍ କାରିଆମନର୍ ଦାଙ୍ଗ୍‌ଡା , ସେଟାକେ ଇସ୍‌ରାଏଲ୍ ଦେସର୍ ମୁକ୍‌ତି କାରିଆ ଆରି ଇସ୍‌ରାଏଲ୍ ଦେସର୍ ସୁକଲ୍ ସବୁବେଲର୍ ମାପ୍‌ରୁ ଏ କାତା କଇଲା ଆଚେ, ବିସ୍‌ବାସ୍‌ କଲା ଆରି ଇସ୍‌ରାଏଲର୍ ସୁକଲ୍ ସବୁବେଲର୍ ମାପ୍‌ରୁ ତମ୍‌କେ ବାଚ୍‌ଲା ଆଚେ, ତାର୍‌ ପାଇଁ ବଲିକରି ରାଜାମନ୍ ତମ୍‌କେ ଦେକ୍‌ଲେ ଉଟ୍‌ବାଇ; ମୁକିଆମନ୍ ତମ୍‌କେ ଜୁଆର୍ କର୍‌ବାଇ ।
8 This is what our Father says: In a time of favor I answered you, and in a day of salvation I helped you; I will keep you and give you as a covenant for the people, to restore the land, to apportion the desolate inheritances, ସବୁବେଲର୍ ମାପ୍‌ରୁ ଏ କାତା କଇଲାନି, ମୁଇ ଚାଡି ଜିବା ସମଇରେ ତମ୍‌କେ ଉତର୍ ଦେଇ ଆଚି ଆରି ଉଦାର୍ ପାଇବା ଦିନେ ମୁଇ ତମ୍‌କେ ସାଇଜ କରିଆଚି ; ଆରି, ମୁଇ ତମ୍‌କେ ରକିଆ କର୍‌ବି ଆରି ଦେସର୍ ଉନତି ପାଇଁ ବଲିକରି , ଲକ୍‌ମନ୍‌କେ ସେମନର୍ କୁରୁପ୍‌ନାସ୍ ଅଇଲା ଲକ୍‌ମନ୍‌କେ ବାବ୍‌ନା କର୍‌ବାକେ ମୁଇଁ ତକେ ମୁକିଆ କରି ଲକ୍‌ମନର୍ ନିଅମ୍ ପାରା ବାଚ୍‌ବି;
9 saying to the prisoners, 'Come out,' and to those in darkness, 'Show yourselves.' Along the roads they will feed, and on all the bare heights will be their pasture. ତମେ ବନ୍ଦି ଅଇ ରଇଲା ଲକ୍‌ମନ୍‌କେ ବାରଇ କରି ଜାଆ ବଲିକରି , ଆନ୍ଦାରେ ରଇବା ଲକ୍‌ମନ୍‌ ଉଜଲ୍ ଦେକା ବଲିକରି କଇସା । ସେମନ୍ ବାଟ୍ ମନ୍‌କେ ଚାର୍‌ବାଇ ଆରି ଗଚ୍‌କୁଟ୍ ନ ରଇବା ଉଚ୍ ପର୍‌ବତ୍ ସେମନର୍ ଚାର୍‌ବା ଜାଗା ଅଇସି ।
10 They will not hunger or thirst, nor will scorching wind or sun strike them, for the one whose heart is moved with compassion for them will lead them, and by springs of water he will guide them. ସେମନ୍ ସସେ କି ବୁକେ ନ ରଅତ୍ ; କି କାରା କି ବେଲର୍ ତାରାସ୍ ସେମନ୍‌କେ ନ ପାଏ; କାଇକେ ବଇଲେ ଜେ ସେମନ୍‌କେ ଲାଡ୍‌ କର୍‌ସି, ସେମନ୍‌କେ ଚାଲାଇସି, ପାନି ଜଲା ପାଲି ପାଲି ସେମନ୍‌କେ କାଡାଇ ନେଇସି ।
11 And I will turn all my mountains into a road, and my highways will be raised up. ଆରି,ମୁଇଁ ତମର୍ ଡଙ୍ଗର୍‌କେ ଗଟେକ୍ ବାଟ୍ କର୍‌ବାକେ ଆରି ମର୍ ଅସାର୍ ବାଟ୍ ସବୁଜାକକେ ଉଚ୍ କର୍‌ବି ।
12 Look—these will come from far away; and look, these from the north and the west, and these from the land of Sinim. ଦେକା , ଏ ଲକ୍‌ମନ୍ ଦୁରିକେ ଅନି ଆଇବାଇ; ଆରି ଦେକା , ଏ ଲକ୍‌ମନ୍ ଉତର୍ ଦିଗେ ଅନି ଆରି ପଚିମ୍ ଦିଗେଅନି ଆଇବାଇ; ଆରି , ଏ ଲକ୍‌ମନ୍ ସିନିମ୍ ଦେସେ ଅନି ଆଇବାଇ।
13 Sing for joy, heavens, and rejoice, earth; break out in singing, mountains! For our Father has comforted his people, and his heart is moved with compassion for his afflicted ones. ଏ ଆକାସ୍ ମଣ୍ଡଲ୍, ଗିତ୍ କୁଆ , ଏ ପୁର୍‌ତିବି, ସାର୍‌ଦା ଉଆ ; ଏ ପର୍‌ବତ୍‌ମନ୍ , ଆଉଲି ଅଇକରି ଗିତ୍ ଗାଆ; କାଇକେ ବଇଲେ ସବୁବେଲର୍ ମାପ୍‌ରୁ ନିଜର୍ ଲକ୍‌ମନ୍‌କେ ସାନ୍‌ତି ଦେଇ ଆଚେ ଆରି ନିଜର୍ ଦୁକେ ରଇଲା ଲକ୍‌ମନ୍‌କେ ଲାଡ୍‌ କଲାଆଚେ ।
14 But Zion said, "Our Father has forsaken me; the Sovereign Father has forgotten me." ମାତର୍ ସିଅନ୍ ଦେସର୍ ଲକମନ୍ କଇଲାଇ, ସବୁବେଲର୍ ମାପ୍‌ରୁ ମକେ ଚାଡିଦେଇ ଆଚେ , ମାପ୍‌ରୁ ମକେ ପାସ୍‌ରି ଦେଇ ଆଚେ ।
15 "Can a woman forget her nursing child, that her heart would not be moved with compassion for the son of her womb? Even these may forget, yet I will not forget you. ତାର୍‌ପଚେ ସବୁବେଲର୍ ମାପ୍‌ରୁ କଇଲାନି, ମାଇଜି ଟକିମନ୍ ନିଜର୍ ଜନମ୍ ଦେଇ ରଇଲା ପିଲା ଜିଲା ମନ୍‌କେ ଜତନ୍ ନ କରି ନିଜର୍ ଦୁଦ୍ କାଇବା କଁଲା ପିଲାମନ୍‌କେ ପାସ୍‌ରି ମିସା ଜାଇ ପାରତ୍ ? ଉଁ, ଏମନ୍ ପାସ୍‌ରି ମିସା ଜାଇ ପାରତ୍ , ଅଇଲେ ମିସା ମୁଇଁ ତମ୍‌କେ ନ ପାସ୍‌ରି ।
16 Look—I have engraved you on the palms of my hands; your walls are ever before me. ଦେକା, ଆମେ ଆମର୍ ଆତର୍ ପାପୁଲି ଟାନେ ତମର୍ ବାନିମୁର୍‌ତିକେ ଲେକି ଆଚି; ତମର୍ ଚାରି ବେଟ୍‌ତି ପାଚୁରି ପାରା ଜାଗିକରି ଆଚି।
17 Your children hurry back; those who tore you down and laid you waste go away from you. ତମର୍ ପିଲାଜିଲାମନ୍ ଦାପ୍‌ରେ ଆଇଲାନି , ତମର୍ କାରାପ୍ ଲକ୍‌ମନ୍‌ ଆରି ଜନ୍ ଲକ୍‌ମନ୍ ତମ୍‌କେ କୁରୁପ୍‌ନାସ୍ କଲାଇ, ସେ ଲକ୍‌ମନ୍ ଆରି ତମର୍ ଲଗେ ନ ରଅତ ।
18 Look all around you and see: they all gather and come to you. As surely as I live, declares our Father, you will wear them all like an ornament; you will bind them on like a bride. ତମେ ଆଁକି ମେଲାଇକରି ଚାରିବେଡ୍‌ତି ଦେକା; ଏ ସବୁଲକ୍‌ଜାକ ରୁଣ୍ଡିକରି ତମର୍ ଲଗେ ଆଇଲାଇନି । ସବୁବେଲର୍ ମାପ୍‌ରୁ କଇଲାନି, ଆମେ ଜିଇ ରଇବା ଇସାବେ ତମେ ବସ୍‌ତର୍ ଅଡ୍‌ଲା ଲକ୍‌ପାରା ଏ ସବୁଲକ୍‌କେ ଅଡାଇସା, ଆରି ବିବା ଅଇବା ଦାଙ୍ଗ୍‌ଡି ଜେନ୍‌ତିକି ତିଆର୍ ପିଆର୍ ଅଇସି ସେରକାମ୍ ସଜବାଜ ଅଇସା ।
19 Surely your ruins and your desolate places and your devastated land—surely now you will be too cramped for your inhabitants, and those who swallowed you up will be far away. କାଇକେ ବଇଲେ ସତ୍‌ବାବ୍‌ରେ ଏବେ ତମେ , ତମର୍ ବିନାସ୍ କାରିଆମନ୍ ଆରି ଚିମ୍‌ରା ଜାଗାପାରା ସବୁଜାକ ତମର୍ କୁରୁପ୍‌ନାସ୍ ଅଇ ରଇବା ଦେସେ ବାସା ଅଇ ରଇଲା ଲକ୍‌ମନର୍ ପାଇଁ ସାନ୍ ଅଇଜାଇସି ଆରି ତମ୍‌କେ ନସ୍‌ଟ କର୍‌ବା ଲକ୍‌ମନ୍ ଆରି ନ ରଅତ୍‌ନି।
20 The children born in your bereavement will yet say in your hearing, "This place is too narrow for me; make room for me to live." ତମର୍ ଲଗେ ଅନି ଦୁରିକେ ଦାରିଜାଇ ରଇଲା ପିଲାମନ୍ ଆରିତରେକ୍ ତମର୍ କାନେ ଆସିକରି କଇବାଇ , ଏ ଜାଗା ଅଇଲାନି ମର୍‌ପାଇଁ ବେସି ସାନ୍ ; ମକେ ଜାଗା ଦିଆ , ମୁଇ ବାସା ଅଇ ରଇବି।
21 Then you will say in your heart, "Who bore these for me? I was bereaved and barren, exiled and cast aside—who has raised these? I was left all alone; where did these come from?" ସେଡ୍‌କିବେଲେ ତମେ ମନେମନେ କଇସା , ମର୍ ପିଲାଟକିମନ୍ ଆଜିଗାଲାଇ ଆଚତ୍ , ମୁଇ ଗଟେକ୍ ଲକ୍‌ସେ, ବନ୍‌ବାସ୍ ଜାଇକରି ଏନେତେନେ ବାୟାଲକର୍ ପାରା ବୁଲ୍‌ନି, ମର୍ ଏ ସବୁଲକ୍‌କେ ଜନମ୍ ଦେଲାଆଚେ ? ଆରି ଏ ମନ୍‌କେ କେ ପର୍‌ତି ପାଲନ୍ କଲାଆଚେ ? ଦେକା , ମୁଇ ଗଟେକ୍‌ ଲକ୍‌ସେ ରଇଲି ; ଏ ଲକ୍‌ମନ୍ କନ୍‌ତେଇ ରଇଲାଇ?
22 This is what the Sovereign Father says: Look—I will lift up my hand to the nations and raise my signal to the peoples; and they will bring your sons in their arms, and your daughters will be carried on their shoulders. ସବୁବେଲର୍ ମାପ୍‌ରୁ ଏ କାତା କଇଲା ଆଚେ, ଦେକା ଆମେ ଅଲ୍‌ଗା ଦେସର୍ ଲକ୍‌ମନର୍ ପାଇଁ ଆମର୍ ଆତ୍ ଟେକ୍‌ବୁ ଆରି ସବୁ କୁଟୁମର୍ ପାଇଁ ନିଜର୍ ଚିରାଲ୍ ଟେକ୍‌ସା ; ତାର୍‌ପଚେ ସେମନ୍ ତମର୍ ପିଲା ମନ୍‌କେ କଲେ ଦାର୍‌ବାଇ ଆରି ତମର୍ ଟକିମନ୍‌କେ ସେମନର୍ କାକେ ଦାର୍‌ବାଇ ।
23 Kings will be your foster fathers, and their queens your nursing mothers. With faces to the ground they will bow down to you and lick the dust of your feet. Then you will know that I am your Father; those who wait for me will not be ashamed." ଆରି, ରାଜାମନ୍ ତମର୍ ଲାଲନ୍ ପାଲନ୍ କର୍‌ବା ବାବା ଆରି ସେମନର୍ ରାନିମନ୍ ତମ୍‌କେ ପର୍‌ତିପାଲନ୍ କର୍‌ବା ଆୟା ଅଇବାଇ; ସେମନ୍ ମାଣ୍ଡିକୁଟା ଦେଇକରି ତମ୍‌କେ ଜୁଆର୍ କର୍‌ବାଇ ଆରି ତମର୍ ପାଦର୍ ଦୁଲିକେ ଚାଟ୍‌ବାଇ ; ତାର୍‌ପଚେ ଆମେ ଜେ ସବୁବେଲର୍ ମାପ୍‌ରୁ ଆରି ଆମ୍‌କେ ଜାଗିକରି ରଇବା ଲକ୍‌ମନ୍ ଜେ ଲାଜ୍ ନ ଉଆସ୍, ଏଟା ତମେ ଜାନ୍‌ସା ।
24 Can the plunder be taken from the mighty, or the captives of a tyrant be rescued? ବପୁ ରଇଲା ଲକ୍‌ମନର୍ ଟାନେଅନି ଚରାଇ ରଇବା ଜିନିସ୍ ପତର୍‌କେ ନିଆ ଜାଇସି , ଆରି ନିମାନ୍‌ କାମ୍‌ କରି ବନ୍ଦିଅଇ ରଇବା ଲକ୍‌ମନ୍‌କେ କାଇ ମୁକ୍‌ଲାଇ ଦିଆ ଜାଇସି ?
25 But this is what our Father says: Even the captives of the mighty will be taken, and the plunder of the tyrant rescued; for I myself will contend with those who contend with you, and I will save your children. ମାତର୍ ସବୁବେଲର୍ ମାପ୍‌ରୁ ଏନ୍‌ତାର୍ ବଲିକରି କଇଲାନି , ବପୁର୍‌ଲାଗି ବନ୍ଦିଅଇ ରଇବା ଲକ୍‌ମନ୍ ଉଁ ମୁକଲ୍‌ ବାଇ ଆରି ବଏଁକାର୍ ଲକ୍‌ମନର୍‌ ଚରାଇ ରଇବା ଜିନିସ୍‌ ପତର୍ ମନ୍‌କେ ମୁକ୍‌ଲା ଜାଇସି; କାଇକେ ବଇଲେ ତମେ ବିରଦ୍ କାରିଆମନର୍ ସଙ୍ଗେ ମୁଇ ବିରଦ୍ କର୍‌ବି ଆରି ତମର୍ ପିଲା ଟକିମନ୍‌କେ ମୁଇଁ ରକିଆ କର୍‌ବି ।
26 I will make your oppressors eat their own flesh, and they will be drunk on their own blood as with sweet wine. Then all flesh will know that I am your Savior—your Father—and your Redeemer, the Mighty One of Jacob. ଆରି,ମୁଇ ତମର୍ କାରାପ୍‌କାମ୍ କର୍‌ତେ ରଇବା ଲକ୍‌ମନ୍‌କେ ସେମନର୍ ନିଜର୍ ଗାଗଡର୍ ମାଉଁସ୍ କୁଆବି ଆରି ଅଙ୍ଗୁର୍‌ ରସ୍ କାଇକରି ମାତ୍‌ବା ପାରା ସେମନ୍ ନିଜର୍ ବନି କାଇକରି ମାତ୍‌ବାଇ ; ତେବର୍ ପାଇଁ ମୁଇଁ ଆକା ସବୁବେଲର୍ ମାପ୍‌ରୁ , ତମର୍ ଉଦାର୍‌ କାରିଆ ଆରି ତମର୍ ମୁକ୍‌ତି ଦାତା , ଜାକୁବର୍ ବପୁ କାରିଆ, ଏଟା ସବୁ ଜିବନ୍ ରଇବା ଲକ୍‌ମନ୍‌ ଜାନ୍‌ବାଇ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]