Skip to content
The Believer's Library

Desiya Bible

Isaiah 51 Saa25

Show Saa25 only
Verse × ×
1 "Listen to me, you who pursue righteousness, you who seek our Father: look to the rock from which you were cut, and to the quarry from which you were dug. ଏ ଦରମ୍‌ବାଟେ ଇଣ୍ଡ୍‌ବା ଲକ୍‌ମନ୍, ଏ ସବୁବେଲର୍ ମାପ୍‌ରୁକେ କଜ୍‌ବା ଲକ୍‌ମନ୍, ତମେ ମର୍ କାତା ସୁନା, ତମେ ଜନ୍ ପାକ୍‌ନାଇ ଅନି କାଟି ଅଇ ରଇଲାସ୍‌ ଆରି ଜନ୍ କାଲର୍ ଚିନେ ଅନି କୁନି ଅଇ ରଇଲାସ୍, ସେ ଲଗେ ଦେକା ।
2 Look to Abraham your father, and to Sarah who gave you birth; for when he was only one I called him, and I blessed him and made him many. ତମର୍ ବାବା ଅବ୍‌ରାଆମର୍‌ ଲାଗି ଆରି ତମର୍ ଜନମ୍‌ ଦେଲା ସାରାକେ ଦେକ୍‌ତାସ୍ କାଇକେବଇଲେ ସେ ଗଟେକ୍ ଲକ୍ ରଇଲା ବେଲେ ମୁଇ ତାକେ ଡାକ୍‌ଲି ଆରି ମୁଇ ଆସିର୍‌ବାଦ୍ କରି ତାକେ ବେସି ବଁସ୍ କରାଇଲି ।
3 For our Father comforts Zion; he comforts all her ruins. He makes her wilderness like Eden, her desert like the garden of our Father. Joy and gladness are found in her, thanksgiving and the sound of song. କାଇକେ ବଇଲେ ସବୁବେଲର୍ ମାପ୍‌ରୁ ସିଅନ୍‌କେ ସାନ୍‌ତନା କଲା ଆଚେ; ସେ ତାର୍ ସବୁ ଜାଗା ମନ୍‌କେ ସାନ୍‌ତନା ଦେଲାଆଚେ; ସେ ତାର୍ ମରୁ ବୁଇଁକେ ଏଦନ୍ ବାଡର୍‌ ପାରା ଆରି ତାର୍ ମରୁବାଲିକେ ସବୁବେଲର୍ ମାପ୍‌ରୁର୍ ଉଦିଆନ୍ ବାଡ୍‌ ରକାମ୍ କରି ଆଚେ; ସାର୍‌ଦା ଆରି ସାଇସାର୍‌ଦା, ଦନିଅବାଦ୍ ଆରି ଗିତର୍ ଆଉଲି ତେଇ ସୁନା ଜାଇସି ।
4 "Listen to me, my people; hear me, my nation: for a teaching will go out from me, and I will set my justice as a light to the peoples. ଏ ମର୍ ଲକ୍‌ମନ୍, ମର୍ ବାକିଅକେ ମନ୍‌ଦିଆନ୍ ଦେଇକରି ସୁନା; ଏ ମର୍ ଦେସର୍‌ ଲକ୍‌ମନ୍ , ମର୍ କାତାକେ କାନ୍ ଡେରି କରି ସୁନା, କାଇକେ ବଇଲେ ମର୍ ତେଇଅନି ଗଟେକ୍ ନିଅମ୍ ଆଇସି ଆରି ମୁଇଁ ଗସ୍‌ଟିର୍ ଲକ୍‌ମନର୍ ଉଜଲ୍ କର୍‌ବାକେ ଆମର୍ ବିଚାର୍‌ ତିଆର୍ କରା ଜାଇସି ।
5 My righteousness is near, my salvation has gone out, and my arms will bring justice to the peoples; the coastlands wait for me, and they put their hope in my arm. ମର୍ ଦାପ୍‌ରେ ଆସି ଉଦାର୍ କର୍‌ବା ଦିନ୍ ଲଗାଲଗି କେଟ୍‌ଲା, ମୁଇ ଉଦାର୍ କର୍‌ବାଟା ବାରଇ ଆଚେ ଆରି ମର୍ ଆତ୍ ସବୁ ଗସ୍‌ଟିର୍ ବିଚାର୍ କର୍‌ସି; ସମ୍‌ଦୁରର୍ ମଜାଇ ରାଇଲା ଦେସ୍‌ମନ୍ ମକେ ଜାଗି ରଇବାଇ ଆରି ମର୍ ଆତେ ଆସା କରି ରଇବାଇ।
6 Lift up your eyes to the heavens, and look at the earth beneath: the heavens will vanish like smoke, the earth will wear out like a garment, and those who live in it will die like gnats; but my salvation will last forever, and my righteousness will never be shattered. ତମେ ଆକାସ୍ ବାଦଲ୍ ଉପ୍‌ରେ ଦେକା ଆରି ତଲେ ରଇବା ବୁଇଁକେ ଦେକା, କାଇକେବଇଲେ ଆକାସ୍ ମଣ୍ଡଲ୍ ଦୁଆଁ ପାରା ଉଡି ଜାଇସି ଆରି ବୁଇଁ ସବୁ ବସ୍‌ତର୍ ରକାମ୍ ଜିରି ଜାଇସି, ଆରି ତେଇ ବାସା ଅଇଲା ଲକ୍‌ମନ୍ ମଚି ରକାମ୍ ମରି ଜିବାଇ; ମାତର୍ ମର୍ ମୁକ୍‌ତି ସବୁଦିନର୍ ପାଇଁ ରଇସି ଆରି ମର୍ ଦରମର୍ ଜୁଗ୍ ନ ସାରେ ।
7 Listen to me, you who know righteousness, the people who carry my teaching in their hearts: do not fear the reproach of mortals, and do not be shattered by their insults. ଏ ସୁକଲ୍ ବାଟେ ଇଣ୍ଡ୍‌ବା ଲକ୍‌ମନ୍, ତମର୍ ମନ୍ ବିତ୍‌ରେ ମର୍ ନିଅମ୍ ଆଚେ, ତମେ ମର୍ କାତା ସୁନା; ତମେ ଲକ୍‌ମନର୍ ଇନ୍ କର୍‌ବାଟାକେ ଡରାନାଇଁ, ଆରି ସେମନ୍ ନିନ୍ଦାକଲେ କିଲ୍‌ବିଲ୍ ଉଆ ନାଇଁ ।
8 For the moth will eat them like a garment, and the worm will eat them like wool; but my righteousness will last forever, and my salvation to all generations." କାଇକେ ବଇଲେ ଅଲ୍‌ମା କିଡା ସେମନ୍‌କେ ବସ୍‌ତର୍ ପାରା କାଇ ପାକାଇସି ଆରି କିଡା ସେମନ୍‌କେ ଚେଣ୍ଡି ରକାମ୍ କାଇ ପାକାଇସି ମାତର୍ ମର୍ ଦରମ୍ ଜୁଗ୍ ଜୁଗ୍‌ ସବୁବେଲର୍ ପାଇଁ ରଇସି ଆରି ମର୍ ଉଦାର୍ କର୍‌ବାଟା ମୁନୁସ୍‌ ଜାତିର୍‌ ଉପ୍‌ରେ ସବୁବେଲେ ରଇସି ।
9 Awake, awake, clothe yourself with strength, O arm of our Father! Awake as in days of old, in the generations long past. Was it not you who cut the sea monster Rahab to pieces, who pierced the dragon through? ଏ ସବୁବେଲର୍ ମାପ୍‌ରୁ ଉଟ୍‌ ଆରି ଜାଗର୍‌ତା ଉଆ ଆରି ଆମ୍‌କେ ସାଇଜ କର୍‌ବାକେ ବପୁ ଅ, ଜେମ୍‌ନ୍ତାର୍‌କି ପୁରୁବ୍ କାଲେ, ପାର୍‌ଚିନ୍ କାଲର୍ ମୁନୁସ୍‌ ଜାତିର୍ ରିତିନିତି ବେଲେ, ସେ ରକାମ୍ ଜାଗା । ଜେକି ରାଆବ୍‌କେ ମୁକାମୁକା କରି କାଟ୍‌ଲା, ପାନି ତେଇ ରଇବା ବଡ୍ ଜନ୍ତୁକେ ଦୁନୁ କାଣ୍ଡ୍ ସଙ୍ଗେ ବିନ୍ଦ୍‌ଲାଇ, ସେ କାଇ ତମେ ନୁଆସ୍?
10 Was it not you who dried up the sea, the waters of the great deep, who made the depths of the sea a road for the redeemed to cross over? ଜେ ସମ୍‌ଦୁର୍‌କେ,ବେସି ଡେଙ୍ଗ୍‌ ରଇବା ପାନିକେ ସୁକାଇଲା, ଜେ ମୁକ୍‌ତି ପାଇଲା ଲକ୍‌ମନ୍‌କେ ଲଙ୍ଗ୍‌ବାକେ ସମ୍‌ଦୁରର୍ ବେସିଡେଙ୍ଗ୍ ସମ୍‌ଦୁରେ ବାଟ୍‌ ତିଆର୍ କଲା, ସେ କାଇ ତମେ ନୁଆସ୍?
11 So the ransomed of our Father will return and come to Zion with singing; everlasting joy will crown their heads. Gladness and joy will overtake them, and sorrow and sighing will flee away. ଆରି, ସବୁବେଲର୍ ମାପ୍‌ରୁର୍ ରକିଆ ପାଇବା ଲକ୍‌ମନ୍ ବାଉଡି ଆଇବାଇ ଆରି ସାର୍‌ଦା କରି କରି ସିଅନ୍‌ ତେଇ କେଟ୍‌ବାଇ; ସବୁବେଲେ ସାର୍‌ଦା ଆରି ଲାଡ୍‌ ପାଇବାଇ, ଆରି ଦୁକ୍‌ କସ୍‌ଟରେ କାନ୍ଦ୍‌ବାଟା ସବୁ ଦିନର୍ ପାଇଁ ଦୁର୍ ଅଇଜାଇସି ।
12 "I, I am the one who comforts you. Who are you to fear mere mortals who die, people who pass away like grass, ଜେ ତମ୍‌କେ ସାନ୍ତନା ଦେଇସି, ସେ ଅଇଲାନି ମୁଇଁ, ମୁଇଁ ସେ; ମରନ୍ ଲଗେ ଅନି ବଞ୍ଚ୍‌ଲା ନର୍ ମୁନୁସ୍‌କେ ଆରି ଜେ ତାକେ ଗାଁସ୍ ରକାମ୍ କର୍‌ସି, ଏ ରକାମ୍ ନର୍‌ ଲକ୍‌କେ ଡରା ନାଇଁ,
13 that you forget me, your Maker, who stretched out the heavens and laid the foundations of the earth? You live in constant dread all day long because of the fury of the oppressor, who is bent on destruction. But where is the fury of the oppressor? ଆରି ଆକାସ୍‌ ମଣ୍ଡଲ୍ ତିଆର୍‌ କଲା ଆରି ପୁର୍‌ତିବିର୍ ମୁଲ୍‌ଦୁଆ ତିଆର୍‌ କଲା, ତମ୍‌କେ ତିଆର୍ କଲା ସବୁବେଲର୍ ମାପ୍‌ରୁକେ ପାସ୍‌ରି ଆଚାସ୍ ଆରି ଚରାଇ ଆନ୍‌ଲା ଜିନିସ୍‌କେ ବିନାସ୍ କର୍‌ବାକେ ତିଆର୍ ଅଇ ଉଟ୍‌ବା ବେଲେ ତାର୍ ରିସାର୍‌ ପାଇଁ ଦିନ୍‌ ଜାକ ଚୁପ୍‌ଅଇ ଡର୍‌ଲାସ୍‌ନି ଜେ ତମେ, ତମେ କେ? ଆରି, ସେ ତାକର୍ ଉପ୍‌ରେ ଅନିଆଇ କରି ରଇଲା ରିସା କେନେ?
14 The one bent down in chains will soon be set free; he will not die and go down to the pit, nor will he go hungry. ବନ୍ଦି ରଇବା ଲକ୍‌ମନ୍ ଦାପ୍‌ରେ ମୁକଲ୍‌ ବାଇ; ଆରି, ସେମନ୍ କେବେ ମିସା ନ ମରତ୍‌, ଆରି ତାର୍ କାଦିର୍ ଅବାବ୍ ନଏଁ ।
15 For I am your Father, who stirs up the sea so that its waves roar—the Father of heaven's armies is his name. କାଇକେବଇଲେ ଗାଡ୍ ଗରଜ୍‌ଲା ପାରା ସବୁ ଆଉଲି କର୍‌ବାକେ ଜେ ସମ୍‌ଦୁର୍‌କେ ଉଲ୍‌କା କଲିନି, ମୁଇ ସେ ସବୁବେଲର୍ ମାପ୍‌ରୁ; ତାର୍ ନାଉଁ ସବୁର୍‌ ତେଇଅନି ବଡ୍‌ ସବୁବେଲର୍ ଆପ୍‌ରୁ ।
16 And I have put my words in your mouth and covered you with the shadow of my hand, planting the heavens and laying the foundations of the earth, and saying to Zion, 'You are my people.'" ଆରି, ଆକାସ୍‌ ମଣ୍ଡଲ୍‌ ତିଆର୍‌ କଲା, ଆରି ପୁର୍‌ତିବିର୍ କୁନାଦି ତିଆର୍ କର୍‌ବାଟା ଆରି ତମେ ମର୍ ଲକ୍, ଏଟା ସିଅନ୍‌କେ କଇବାକେ ଆମେ ତମର୍ ଟଣ୍ଡେ ନିଜର୍ ବାକିଅ ସଙ୍ଗଇ ଆଚି ଆରି ନିଜର୍ ଆତର୍ ଚାଇ ସଙ୍ଗ୍ ତମ୍‌କେ ରକିଆ କରି ଆଚି ।
17 Awake, awake! Rise up, O Jerusalem, you who have drunk from the hand of our Father the cup of his wrath, who have drained the bowl to the dregs, the cup that makes you stagger. ଏ ଜିରୁସାଲାମ୍ ଉଟ୍, ଟିଆ ଅ, ତମେ ସବୁବେଲର୍ ମାପ୍‌ରୁର୍ ଆତେ ଅନି ତାର୍ ଅବିସାପ୍ ପାରା ଡଣ୍ଡ୍ ଚାପାଇ ଅଇ ଆଚାସ୍‌; ତମେ ନ ଅଇଲା କାତାକେ ବିସ୍‌ବାସ୍ କରି ବେସି ବଡ୍ ଗିନାଇ କାଇ କରି ସେଟା ସାରାଇ ଆଚୁସ୍ ।
18 Among all the children she has borne there is no one to guide her; among all the children she has raised there is no one to take her by the hand. ସେ ଜନ୍ ପିଲାମନ୍‌କେ ଜନମ୍ କରିଆଚେ, ସେମନର୍ ବିତ୍‌ରେ ତାକେ ବାଟ୍ ଦେକାଇବାକେ କେ ନାଇଁ; କି ସେ ଜନ୍ ପିଲାମନ୍‌କେ ପସ୍‌ଲା ପାଲ୍‌ଲା ଆଚେ, ସେ ସବୁ ଲକର୍ ବିତ୍‌ରେ ତାର୍ ଆତ୍‌ ଦାରି ନେବାକେ କେ ମିସା ନାଇଁ ।
19 These two things have fallen on you—who will mourn for you?—ruin and destruction, famine and sword. Who can comfort you? ଏ ଦୁଇଟା ବିସଇ ତମର୍‌ ତେଇ ଗଟି ଆଚେ ତମର୍ ପାଇଁ କେ କାନ୍ଦ୍‌ବାଇ? ସୁନ୍‌ସାନ୍ ଆରି ବିନାସ୍, ଆରି ମର୍‌ଡି ଆରି ଜୁଇଦର୍ ବେଲା ଲଗେ କେଟ୍‌ଲା ଆଚେ ; ମୁଇ କନ୍ ରକାମ୍ ତମ୍‌କେ ଉଦାର୍ କର୍‌ବି?
20 Your children have fainted; they lie at every street corner like an antelope caught in a net, filled with the wrath of our Father, the rebuke of your Father. ଜାଲ୍ ତେଇ ଲାଗି ରଇଲା କଟ୍‌ରା ପାରା ତମର୍ ପିଲାମନ୍‌ ମୁର୍‌ଚା ଅଇ ଆଚତ୍, ସେମନ୍ ସବୁଲକ୍ ସଡ୍‌କ୍ ପାଲି ଅଦ୍‌ରି ଆଚତ୍; ସେମନ୍ ସବୁବେଲର୍ ମାପ୍‌ରୁର୍ ରିସାଇ, ତମର୍ ପର୍‌ମେସରର୍ ସବଦ୍‌କେ ସୁନି ଡରି ମୁର୍‌ଚା ଅଇ ଆଚତ୍ ।
21 Therefore hear this, you who are afflicted, drunk, but not with wine: ସେଟାର୍‌ ପାଇଁ ଏ ଦୁକ୍‌ରେ ରଇବା ମାଇଜି ଆରି ତୁଇ ଅଙ୍ଗୁର୍ ରସ୍ ନ କାଇ କରି ମାତ୍‌ ଲୁସ୍‌ନି, ତୁଇ ଏବେ ଏଟା ସୁନ୍‌;
22 This is what your Sovereign Father says, who defends the cause of his people: 'See, I have taken from your hand the cup that makes you stagger, the bowl of my wrath; you will never drink it again.' ତମର୍ ମାପ୍‌ରୁ, ସବୁବେଲର୍ ମାପ୍‌ରୁ ଆରି ନିଜର୍ ଲକ୍‌ମନର୍‌ ବାଟେ ଅଇବା ତମର୍ ପର୍‌ମେସର୍ ଏ କାତା କଇଲାନି, ଦେକା, ମୁଇ ନ ମାତି କରି ଡଣ୍ଡ୍‌ ପାଇବା ଲକ୍, ଅଇଲା କାତାକେ ବିସ୍‌ବାସ୍ କରି କାଇଲା ଗିନା, ଆରି, ଆମର୍ ରିସା ରକାମର୍ ବଡ୍‌ଟା ଗିନା ତମର୍ ଆତେଅନି ବେଟି ନେଲିଆଚି; ତମେ ଆରି ସେଟା କାଆ ନାଇଁ;
23 I will put it into the hand of your tormentors, who said to you, 'Bow down so we can walk over you,' so that you made your back like the ground, like a street for them to cross. ଆରି, ଜନ୍‌ ଲକ୍‌ମନ୍‌ ତମ୍‌କେ କସ୍‌ଟ ଦେଲାଇନି, ସେମନର୍ ଆତେ ଆମେ ସେଟା ଦେଉଁ; ସେମନ୍ ତମର୍ ଜିବନ୍‌କେ କଇ ଆଚତ୍, ଆଉ, ମୁଇ ତମର୍ ଉପର୍‌ ବାଟେ ଇଣ୍ଡି ଜିବୁ, ଆରି, ତମେ ବୁଇଁ ଆରି ସଡକ୍ ରକାମ୍‌ ଇଣ୍ଡ୍‌ବା ଲକ୍‌ମନ୍‌ର୍ ପାଇଁ ନିଜର୍ ପିଟି ଦେକାଇ ଦେଇ ଆଚାସ୍‌
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]