Skip to content
The Believer's Library

Desiya Bible

Isaiah 38 Saa25

Show Saa25 only
Verse × ×
1 In those days Hezekiah fell mortally ill. The prophet Isaiah son of Amoz came to him and said, "This is what our Father says: Put your house in order, for you will die; you will not recover." ସେ ବେଲେ ଇଜକିଅ ଜର୍ ଅଇକରି ଦୁର୍‌ବଲ୍ ଅଇ ରଇଲା । ତାର୍‌ପଚେ ଆମସର୍ ପିଲା ଜିସାଇଅ ବବିସତ୍ କାତା କଉ ଇଜକିଅର୍ ଲଗେ ଆସି କଇଲା, ସବୁବେଲର୍ ମାପ୍‌ରୁ ଏ କାତା କଇଲାନି, ତୁଇ ତର୍ ନିଜର୍ ଗର୍ ବିସଇରେ ଚିନ୍ତା କର୍, କାଇକେବଇଲେ ତୁଇ ଆରି ବେସି ଦିନ୍ ନ ବଞ୍ଚୁସ୍‌ନି ମର୍‌ସୁ ।
2 Then Hezekiah turned his face to the wall and prayed to our Father, ସେଡ୍‌କିବେଲେ ଇଜକିଅ କୁଡ୍ ବାଟେ ମୁଁ କରି ସବୁବେଲର୍ ମାପ୍‌ରୁର୍ ଲଗେ ପାର୍‌ତନା କରି କଇଲା,
3 and said, "Please, my Father, remember how I walked faithfully before you with a whole heart, and did what was good in your eyes." Hezekiah wept bitterly. ଏ ସବୁବେଲର୍ ମାପ୍‌ରୁ, ମୁଇ ଗୁଆରି କଲିନି, ମୁଇ କେନ୍ତାରି ସତ୍‌ ସଙ୍ଗ୍ ଆରି ସୁକଲ୍ ସଙ୍ଗ୍ ତର୍ ସଙ୍ଗ୍ ଇଣ୍ଡ୍‌ବି ଆରି ତର୍ ଲଗେ ବଲ୍ କାମ୍ କରି ଆଚିବଲି ମକେ ଅଲପ୍ ଏତାଅ । ଆରି ସେଡ୍‌କିବେଲେ ଇଜକିଅ ବେସି କାନ୍ଦ୍‌ବାର୍ ଦାର୍‌ଲା ।
4 Then the word of our Father came to Isaiah: ସେଡ୍‌କିବେଲେ ସବୁବେଲର୍ ମାପ୍‌ରୁର୍ ବାକିଅ ଜିସାଇଅର୍ ଲଗେ କେଟ୍‌ଲା,
5 "Go tell Hezekiah, 'This is what our Father says, the Father of your ancestor David: I have heard your prayer and seen your tears. I am adding fifteen years to your life.' ତୁଇ ଜାଇ ଇଜକିଅକେ କଅ, ସବୁବେଲର୍ ମାପ୍‌ରୁ, ତମର୍ ଆନିଦାଦି ଦାଉଦର୍ ପର୍‌ମେସର୍ ଏ କାତା କଇଲାନି, ମୁଇ ତାର୍ ପାର୍‌ତନା ସୁନ୍‌ଲି, ତମର୍ ଆଁକିର୍ ଆଁସୁ ଦେକ୍‌ଲି, ଦେକ୍, ମୁଇ ତର୍ ଆଇସ୍ ପନ୍ଦ୍‌ର ବରସ୍ ବଡାଇବି ।
6 I will rescue you and this city from the king of Assyria; I will defend this city. ଆରି, ମୁଇ ତକେ ଆରି ଏ ନଅଁର୍‌କେ ଅସୁରିଅ ରାଜାର୍ ଲଗେଅନି ଉଦାର୍ କର୍‌ବି ଆରି ଏ ନଅଁର୍‌କେ ସାଇଜ କର୍‌ବି ।
7 "This is your sign from our Father that he will do what he has promised: ଆରି, ସବୁବେଲର୍ ମାପ୍‌ରୁ କଇ ରଇବା ବାକିଅକେ ସିଦ୍ କର୍‌ସି, ତର୍ ପାଇଁ ସବୁବେଲର୍ ମାପ୍‌ରୁର୍ ଗଟେକ୍ ଚିନ୍ ଅଇସି ସେଟା ଅଇଲାନି;
8 Look, I'll turn back the shadow ten steps the sun has descended on Ahaz's stairway." So the sun turned back the ten steps it had gone down. ଦେକ୍, ମୁଇ ଆଅସ୍‌ ରାଜାର୍ ବେଲର୍ ଚାଁଇ ଜେତେକ୍ ଦୁର୍ ଜାଇସି, ତାର୍ ଦସ୍ ପାଦ୍ ଜାକ ପଚ୍‌କେ ବାଉଡାଇ ଆନ୍‌ବି । ସେଟାର୍ ପାଇଁ ବେଲର୍ ଚାଇଁ ଜେତ୍‌କି ଜାଇତେ ରଇଲା, ସେତ୍‌କି ଦସ୍ ପାଦ୍ ପଚ୍‌କେ ବାଉଡି ଆଇତେ ରଇଲା ।
9 A writing of Hezekiah king of Judah, after his illness and recovery: ଜିଉଦାର୍ ରାଜା ଇଜକିଅ ଜର୍ ଦାରାଇ ଅଇକରି ନିକ ଅଇଲା ପଚେ ଏଟା ଲେକ୍‌ଲା ଆଚେ ଜେ,
10 I said, "In the middle of my days I must go through the gates of the grave; I am robbed of the rest of my years." ମୁଇ କଇଲି, ମୁଇ ମର୍‌ବା ମୁଇଁଦାନିଆଁ ବେଲେ ପାତାଲର୍ ଦୁଆରେ ଜାଇ ପୁର୍‌ବି; ମୁଇ ଜେତ୍‌କି ବରସ୍‌ ବଁଚ୍‌ବାର୍ ରଇଲା ସେତ୍‌କି ବରସ୍ ବଁଚ୍‌ଲି।
11 I said, "I will not see our Father himself in the land of the living; I will look on humanity no longer, among those who dwell in this passing world. ମୁଇ ବାବ୍‌ଲି, ମୁଇ ସବୁବେଲର୍ ମାପ୍‌ରୁକେ, ଜିଇ ରଇଲା ଲକ୍‌ମନର୍ ଦେସେ ସବୁବେଲର୍ ମାପ୍‌ରୁକେ ନ ଦେକି; କି ଜଗତ୍ ତେଇ ବଁଚି ରଇଲା ଲକ୍‌ ମନ୍‌କେ ନ ଦେକି ।
12 My dwelling is pulled up and carried off from me like a shepherd's tent. I have rolled up my life like a weaver; he cuts me off from the loom; from day to night you bring me to an end. ମର୍ ଜିବନ୍ ସାର୍‌ଲା ଆଚେ ଆରି ମେଣ୍ଡା ଚାରାଉର୍ କୁଡିଆ ପାରା ମର୍ ଲଗେ ଅନି ଗୁଚାଇ ଆଚତ୍; ମୁଇ ଲୁଗାପଚିଆ ପାରା ମର୍ ଜିବନ୍‌କେ ଡାବାଇଲିନି; ସେ ମକେ ଲୁଗା କାଟ୍‌ଲା ପାରା କାଟ୍‌ସି; ଗଟେକ୍ ରାତି ବିତ୍‌ରେ ସେ ମକେ ମରାଇସି ।
13 I waited quietly until morning, but like a lion he breaks all my bones; from day to night you bring me to an end. ମୁଇ ସାକାଲ୍ ପାଇବା ଜାକ ଦୁକ୍ କସ୍‌ଟ ପାଇ କାନ୍ଦି କାନ୍ଦି ରଇଲି; ସିଅଁ ବାଗ୍ ଜେନ୍ତାରି ଆଡ୍ କାତ୍‌ରି ଗୁଣ୍ଡ୍‌ଗୁଣ୍ଡା କର୍‌ସି ସେନ୍ତାରି ମର୍ ଆଡ୍‌ମନ୍ ଗୁଣ୍ଡ୍ ଅଇ ଗାଲାଆଚେ; ମୁଇ ବାବ୍‌ଲି ଜେ ସବୁବେବେଲର୍ ମାପ୍‌ରୁ ମକେ ଗଟେକ୍ ରାତି ବିତ୍‌ରେ ମର୍ ଜିବନ୍‌କେ ଦାରି ଜାଇସୁ।
14 Like a swift or a crane I chirp; I moan like a dove. My eyes grow weary looking upward. O Sovereign Father, I am hard-pressed; be my guarantee of safety!" ତାରାଲି ଚଡଇ ଆରି ଡଲି ଚଡଇ ପାରା ମୁଇଁ ଚିଇଁ ଚିଇଁ ସବଦ୍‌ କଲି ଆରି ପରୁଆ ପାରା ଦୁକ୍‌ ଅଇ ଡାକ୍‌ଲି; ଉପ୍‌ରେ ଦେକି ଦେକି ମର୍ ଆଁକି ଜଲି ଗାଲାନି; ଏ ସବୁବେଲର୍ ମାପ୍‌ରୁ, ମୁଇ ଦୁର୍‌ବଲ୍ ଲକ୍ ତୁଇ ମକେ ବିପଦ୍ ଲଗେଅନି ଉଦାର୍ କର୍ ।
15 What can I say? He has spoken to me, and he himself has done it. I will walk slowly all my years because of the bitterness of my soul. ମୁଇ କାଇଟା କଇବି? ସେ ସବୁବେଲର୍ ମାପ୍‌ରୁ ସିଦ୍ କରିଆଚେ; ମର୍ ଗାଗଡର୍ କସ୍‌ଟ ପାଇଁ ବଲିକରି ସେଟାର୍ ପାଇଁ ମୁଇ ।
16 O Sovereign Father, by such things people live, and in all of them is the life of my spirit. So restore me to health and let me live! ଏ ସବୁବେଲର୍ ମାପ୍‌ରୁ, ତର୍ ଲାଗିଆକା ମୁଇ ଜିଇବି, ଆରି ତର୍ ତେଇ ଆକା ମର୍ ଜିବନ୍ ଆଚେ, ମକେ ନିକ କରି ବଁଚାଉ।
17 Surely it was for my own good that I suffered such bitterness. In your love you held back my life from the pit of destruction, for you have thrown all my sins behind your back. ଦେକା, ମୁଇ ନିଜ୍‌କେ ସାନ୍ତି ପାଇବାକେ ବେସି ଦୁକ୍ କସ୍‌ଟ ପାଇଲି; ମାତର୍ ତୁଇ ମର୍ ଜିବନ୍‌କେ ଆଲାଦ୍ କରି ବିପଦ୍ ତେଇ ଅନି ଉଦାର୍ କଲୁସ୍; କାଇକେ ବଇଲେ ତୁଇ ତର୍ ପଚ୍‌ବାଟେ ମର୍ ସବୁ ପାପ୍‌କେ ପିଙ୍ଗି ଦେଇ ଆଚୁସ୍ ।
18 For the grave cannot praise you; death cannot sing your praise. Those who go down to the pit cannot hope for your faithfulness. କାଇକେବଇଲେ ପାତାଲ୍‌ପୁର୍‌ ତମ୍‌କେ ମଇମା କରି ନାପାରେ, ମଲା ଲକ୍‌ମନ୍‌ ତକେ କେବେ ମିସା ଆଲାଦ୍ କରି ନାପାରେ କି ତପି ଅଇଲା ଲକ୍‌ମନ୍‌ ତକେ ସତ୍‌ ନ କରତ୍ ।
19 The living, the living—they praise you, as I do this day; the father makes your faithfulness known to the children. ଜେନ୍ତାରି କି ମୁଇ ଆଜି ତକେ ଆସିର୍‌ବାଦ୍‌ କଲିନି, ଏନ୍ତାରି ଜିବନ୍ ରଇଲା ଲକ୍ ତର୍ ଆସିର୍‌ବାଦ୍ କର୍‌ବାଇ; ବାବା ତାର୍ ପିଲାମନ୍‌କେ ସତ୍‌ କାତା କଇ ଜାଗର୍‌ତା କୁରାଇସି ।
20 Our Father will save me, and we will play my songs on stringed instruments all the days of our lives, in the house of our Father. ସବୁବେଲର୍ ମାପ୍‌ରୁ ମର୍ ଉଦାର୍ କାରିଆ, ଏଟାର୍ ପାଇଁ ଜିବନ୍ ରଇବା ଜାକ ସବୁବେଲର୍ ମାପ୍‌ରୁର୍ ଗରେ ବାଜା ବାଜାଇ ଗିତ୍ ଗାଇକରି ପାର୍‌ତନା କର୍‌ତେ ରଇବି ।
21 Isaiah had said, "Let them take a fig cake, apply it to the boil, and he'll recover." ଜିସାଇଅ କଇ ରଇଲା, ସେମନ୍ ଡୁମ୍‌ରି ଗଚର୍ ଚାଲି ନେଇକରି ଉକ୍‌ଲାଇ ଗାଉ ତେଇ ଲେଦି ଅଅତ୍‌, ତାର୍‌ପଚେ ସେମନ୍ ନିକ ଅଇବାଇ ।
22 Hezekiah had asked, "What is the sign that I will go up to the house of our Father?" ଇଜକିଅ ମିସା କଇ ରଇଲା, ମୁଇ ଜେ ସବୁବେଲର୍ ମାପ୍‌ରୁର୍ ଗରେ ଜିବି, ତେଇର୍ ଚିନ୍ କାଇଟା?
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]