Skip to content
The Believer's Library

Desiya Bible

Isaiah 37 Saa25

Show Saa25 only
Verse × ×
1 When King Hezekiah heard it, he tore his clothes, put on mourning clothes, and went into the house of our Father. ତାର୍‌ପଚେ ରାଜା ଇଜକିଅ ଏ କାତା ସୁନି, ତାର୍ ପିନ୍ଦ୍‌ଲା ଚକା ପଚିଆ ଚିରିପାକାଇ ବାସ୍‌ତା ପିନ୍ଦି କରି ସବୁବେଲର୍ ମାପ୍‌ରୁର୍ ଗରେ ଗାଲା ।
2 He sent Eliakim the palace administrator, Shebna the scribe, and senior priests in sackcloth to the prophet Isaiah son of Amoz. ଆରି, ଇଲିଆକିମ୍‌କେ , ସିବନ୍‌ ଲେକକକେ ଆରି ଜାଜକ୍‌ମନର୍ ମୁକିଆ ମନ୍‌କେ ସୁକଲ୍ ବାସ୍‌ତା ଅଡାଇ ଆମସର୍ ପିଲା ଜିସାଇଅ ବବିସତ୍ ବକ୍‌ତାର୍‌ ଲଗେ ପାଟାଇଲା ।
3 They told him, "Hezekiah says: Today is a day of distress, reproof, and contempt. Children have come to birth, but no strength to deliver them. ତାର୍‌ପଚେ ସେମନ୍ ତାର୍ ଲଗେ ଜାଇ କରି କଇଲାଇ, ଇଜକିଅ ଆମ୍‌କେ ଏ କାତା କଇ ପାଟାଇଲା ଆଚେ, ଆଜିର୍ ଦିନ୍ ଅଇଲାନି ବିପଦର୍ ଦିନ୍ ଆରି କୁଆବଲା ଅଇବା ଦିନ୍ ଆରି ଇଜତ୍ ଜିକାଇ ଅଇବା ଦିନ୍; କାଇକେବଇଲେ ପିଲା ଜନମ୍ ଅଇବାକେ ଲଗାଲଗି ଅଇଲା, ମାତର୍ ଜନମ୍ ଦେବାକେ ସଗତ୍ ଆସେ ନାଇ ।
4 Perhaps your Father will hear the words of the Rabshakeh, whom his master the king of Assyria sent to mock the living Father, and will rebuke the words he heard. So lift up a prayer for the surviving remnant." ଅଇଲେ ଅଇସି, ଜିବନ୍ ମାପ୍‌ରୁକେ ନିନ୍ଦା ପାଇବାକେ ବଲିକରି ଆମର୍ ମାପ୍‌ରୁ ମଆ ରାଜା ଅସୁରିଅ ରାଜାର୍ ଲାଗି ପେରିତ୍ ରବ୍‌ସାକିର୍ ସର୍‌ତେ କାତା ସବୁବେଲର୍ ମାପ୍‌ରୁ ପର୍‌ମେସର୍ ସୁନ୍‌ସି; ଆରି ସବୁବେଲେର୍‌ ମାପ୍‌ରୁ ତମର୍ ଜନ୍ କାତା ସୁନ୍‌ଲା ଆଚେ, ସେଟାର୍ ଲାଗି ଆମ୍‌କେ ବିରଦ୍ କରି ପାର୍‌ସି; ଏଟାର୍ ପାଇଁ ଜେତେକ୍ ଲକ୍ ଆଚତ୍ ସେମନର୍ ପାଇଁ ପାର୍‌ତନା କରା ।
5 When the servants of King Hezekiah came to Isaiah, ଏନ୍ତାରି ଅଇକରି ଇଜକିଅ ରାଜାର୍ ଦାଙ୍ଗ୍‌ଡାମନ୍ ଜିସାଇଅର୍ ଲଗେ ଗାଲାଇ ।
6 Isaiah told them, "Tell your master: our Father says: Don't fear the words you heard, with which the king of Assyria's servants insulted me. ତାର୍‌ପଚେ ଜିସାଇଅ ସେମନ୍‌କେ କଇଲା, ତମେ ତମର୍ ସାଉକାର୍‌କେ ଏନ୍ତାରି ବଲିକରି କୁଆ, ସବୁବେଲର୍ ମାପ୍‌ରୁ ଏନ୍‌ତାର୍ ବଲିକରି କଇଲାନି , ଅସୁରିର୍ ରାଜାର୍ ଦାଙ୍ଗ୍‌ଡାମନ୍ ଆମ୍‌କେ ନିନ୍ଦା କର୍‌ବାକେ ଜନ୍ କାତା ସୁନି ଆଚୁସ୍, ସେଟାର୍ ପାଇଁ ବଲିକରି ଡରି ଜାଆ ନାଇଁ ।
7 Look, I will put a spirit in him, so he hears a report, returns to his own land, and there I will make him fall by the sword." ଦେକା, ତାକେ ମୁଇ ଗଟେକ୍ ଆତ୍‌ମା ପାଟାଇବି, ଆରି ସେ କାଇଆଲେ ଗଟେକ୍ ସବଦ୍ ସୁନି କରି ତାର୍ ଦେସେ ବାଉଡି ଉଟି ଜାଇସି; ଆରି, ଆମେ ତାକେ ତାର୍ ନିଜର୍ ଦେସେ ତାକେ କାଣ୍ଡା ସଙ୍ଗ୍ ମାରି ମରାଇବାର୍‌ ଅଇସି ।
8 The Rabshakeh returned and found the Assyrian king fighting Libnah, having heard the king had left Lachish. ତାର୍‌ପଚେ ଅସୁରିଅ ରାଜା ଲାକିସ୍ ତେଇ କେଟ୍‌ଲା ଆଚେ ବଲି ସୁନି ରବ୍‌ସାକି ବାଟେ ଅନି ବାଉଡି ଉଟି ଗାଲା ଆରି ତାକେ ଲିବାନ୍ ବିରୁଦେ ଜୁଇଦ୍ କର୍‌ବାଟା ଦେକ୍‌ଲା ।
9 The king heard about Tirhakah king of Cush: "He has come out to fight you." Hearing this, he sent messengers to Hezekiah: ଆରି ଅସୁରିଅ ରାଜା କୁସ୍ ଦେସର୍ ତିର୍‌ଅକ ରାଜାର୍ ବିସଇରେ ସୁନ୍‌ଲା ଜେ, ସେ ତମର୍ ସଙ୍ଗ୍ ଜୁଇଦ୍ କର୍‌ବାକେ ଆଇଲାନି; ସେଟା ସୁନିକରି ସେଡ୍‌କିବେଲେ ସେ ଇଜକିଅର୍ ଲଗେ ତାର୍ ଗଟେକ୍ ଲକ୍‌କେ କବର୍ କଇ ପାଟାଇଲା,
10 "Tell Hezekiah king of Judah: Don't let the God you trust deceive you, saying, 'Jerusalem won't fall to Assyria's king.' ତମେ ଜିଉଦାର୍ ରାଜା ଇଜକିଅକେ ଏ କାତା କଇସା, ଜିରୁସାଲାମ୍ ଅସୁରିଅ ରାଜାର୍ ଆତେ ଦାରା ନ ପଡୁସ୍ ବଲି, ଏ କାତା କଇକରି ତମର୍ ବିସ୍‌ବାସ୍‌କେ ସବୁବେଲର୍ ମାପ୍‌ରୁ ତମ୍‌କେ ନ ଗେବ୍‌ରାଅ ।
11 You have heard what the kings of Assyria did to all lands, destroying them completely. And you—will you be rescued? ଦେକା,ଅସୁରି ରାଜାମନ୍ ଜନ୍ ରକାମ୍ ବିନାସ୍ କରି ଦେସ୍‌କେ ଜେନ୍‌ତି କରି ଆଚତ୍, ସେ ବିସଇରେ ତମେ ସୁନି ଆଚାସ୍; ଆରି, ତମେ କାଇ ଉଦାର୍ ପାଇସା ?
12 Did the nations' gods rescue those my fathers destroyed: Gozan, Haran, Rezeph, and Eden's people in Telassar? ମର୍ ଆନିଦାଦିମନ୍ ଜନ୍ ଗସନର୍ ଲକ୍‌କେ, ଆରଣର୍ ଲକ୍‌କେ ଆରି ରେସପ୍‌ ଦେସର୍‌ ଲକ୍‌ମନ୍‌କେ ଆରି ଏଦନର୍ ଜନ୍ ତଲ୍‌ସର୍ ଜାଗାଇ ବାସା ଅଇ ରଇଲାଇ ସେମନ୍‌କେ ମାରି ମରାଇଲାଇ, ସେମନର୍ ଦେବ୍‌ତାମନ୍ କାଇ ସେମନ୍‌କେ ଉଦାର୍ କଲାଇ?
13 Where is the king of Hamath, the king of Arpad, the king of Sepharvaim, Hena, and Ivvah?" ଅମାତର୍ ରାଜା, ଅର୍‌ପଦର୍ ରାଜା ସପର୍‌ବଇମର୍‌ ନଅଁରର୍‌ ଏନାର୍ ଆରି ଅବାରର୍ ରାଜା କେନେ ଗାଲାଇ ?
14 Hezekiah took the letter from the messengers, read it, went up to our Father's house, and spread it out before our Father. ତାର୍‌ପଚେ ଇଜକିଅ କବର୍ ଆନୁର୍ ଆତେ ଅନି ବଇ ମାଗି ପଡ୍‌ଲା; ଆରି, ଇଜକିଅ ସବୁବେଲର୍ ମାପ୍‌ରୁର୍ ଗରେ ଜାଇକରି ସବୁବେଲର୍ ମାପ୍‌ରୁକେ ସୁନାଇ ବାକେ ମେଲାଇଲା ।
15 And Hezekiah prayed to our Father, saying: ଆରି, ଇଜକିଅ ସବୁବେଲର୍ ମାପ୍‌ରୁର୍ ଲଗେ ପାର୍‌ତନା କରି କଇଲା,
16 "Father of heaven's armies, the Father of Israel, enthroned above the cherubim—you alone are our Father over all earth's kingdoms; you made the heavens and the earth. ଏ ଦୁତ୍‌ମନର୍ ଉପ୍‌ରେ ବାସା ଅଇ ରଇବା ସଇନମନର୍‌ ମୁକିଆ ସବୁବେଲର୍ ମାପ୍‌ରୁ, ଇସ୍‌ରାଇଲର୍ ପର୍‌ମେସର୍, ତୁଇ, ଆରି ତୁଇ ଆକା ପୁର୍‌ତିବିର୍‌ ପର୍‌ମେସର୍, ତୁଇ ଆକା ଆକାସ୍‌ ଆରି ପୁର୍‌ତିବିକେ ତିଆର୍ କରି ଆଚୁସ୍ ।
17 Bend down, our Father, and hear; open your eyes, our Father, and see; hear all Sennacherib's words sent to mock the living Father. ଏ ସବୁବେଲର୍ ମାପ୍‌ରୁ, ମୁଇ କଇବା କାତା କାନ୍ ଡେରିକରି ସୁନ୍ ସବୁବେଲର୍ ମାପ୍‌ରୁ, ତର୍ ଆଁକି ମେଲା କରି ଦେକ୍, ଆରି, ଜିବନ୍ ପର୍‌ମେସର୍‌କେ ନିନ୍ଦା କର୍‌ବାକେ ସନେଏରିବ୍ ଚିଟି ତେଇ ଜାଇଟା ଲେକି ପାଟାଇଲା ଆଚେ, ସେଟା ମୁଇ ପଡ୍‌ଲିନି ସୁନ୍ ।
18 True, our Father, the kings of Assyria have destroyed all the nations and their lands, ଏ ସବୁବେଲର୍ ମାପ୍‌ରୁ, ଅସୁରିଅର୍ ରାଜାମନ୍ ସାରା ଦେସର୍ ଲକ୍‌ମନ୍‌କେ ସେମନର୍ ଦେସ୍‌କେ ଚିନ୍‌ବିନ୍ କରି ଦେଲା ଆଚେ।
19 and threw their gods into the fire—not gods but work of human hands, wood and stone; so they destroyed them. ଆରି ସେମନର୍ ଦେବ୍‌ତାମନ୍‌କେ ଜଇ ଲଗେ ପିଙ୍ଗି ପଡାଇ ପାକାଇ ଆଚତ୍, ଏ କାତା ସତ୍; କାଇକେବଇଲେ ସେମନ୍ ପର୍‌ମେସର୍ ନଅତ୍; ନର୍‌ଜାତି ତିଆର୍ କଲା ନିଅମ୍ , ଗଚ୍ ଆରି ପାକ୍‌ନା ମାତର୍ ; ସେଟାର୍ ପାଇଁ ସେମନ୍‌କେ କୁରୁପ୍ ନାସ୍ କଲା ଆଚେ ।
20 Now, our Father, save us from his hand, so all earth's kingdoms may know you alone are our Father." ସେଟାର୍ ପାଇଁ ଏବେ, ଏ ସବୁବେଲର୍ ମାପ୍‌ରୁ, ଆମର୍ ପର୍‌ମେସର୍, ତାର୍ ଆତେ ଅନି ଆମ୍‌କେ ଉଦାର୍ କର୍, ତେବେ ମୁଇ କଇବି ତୁଇ ମର୍ ସବୁବେଲର୍ ମାପ୍‌ରୁ ଅଇସୁ, ଏ ବିସଇରେ ପୁର୍‌ତି ସାରାର୍ ଲକ୍ ଜାନ୍‌ବାଇ ।
21 Then Isaiah son of Amoz sent to Hezekiah: This is what the Father of Israel says: Because you prayed to me about Sennacherib king of Assyria, ତାର୍‌ପଚେ ଆମସର୍ ପିଲା ଜିସାଇଅ ଇଜକିଅର୍ ଲଗେ କବର୍ ପାଟାଇ କଇଲା, ସବୁବେଲର୍ ମାପ୍‌ରୁ ଇସ୍‌ରାଇଲର୍ ପର୍‌ମେସର୍ ଏ କାତା କଇଲାନି, ତମେ ଅସୁରର୍ ରାଜା ସନେଏରିବ୍ ବିରୁଦରେ ଆମର୍ ଲଗେ ପାର୍‌ତନା କଲାକେ,
22 this is the word that our Father has spoken against him: "She despises you, she scorns you—the virgin daughter of Zion; behind you she shakes her head—the daughter of Jerusalem. ସବୁବେଲର୍ ମାପ୍‌ରୁ ଏ କାତା କଇଲା ଆଚେ, ଜିରୁସାଲାମ୍ ନଅଁରର୍ ଦାଙ୍ଗ୍‌ଡି ଟକିମନ୍ ତକେ ଗିନ୍ କଲାଇ ଆଚତ୍‌ ଆରି ତର୍ ମନ୍‌କେ ଉନା କରିଆଚତ୍‌; ଜିରୁସାଲାମ୍ ଦାଙ୍ଗ୍‌ଡି ଟକିମନ୍ ତର୍‌ବାଟେ ମୁଣ୍ଡ୍ ଜୁଲାଇଲା ଆଚେ ।
23 Whom have you mocked and reviled? Against whom have you raised your voice and lifted your eyes in pride? Against the Holy One of Israel! ତମେ କାକେ ଇଜତ୍ ଜିକି ଆଚାସ୍ ଆରି ନିନ୍ଦା କରି ଆଚାସ୍? ଆରି ତମେ କାର୍ ବିରୁଦେ ଆଉଲି ଅଇଲୁସ୍‌ନି ଆରି କାକେ ବଡ୍ ବଡ୍ ଆଁକି ଦେକ୍‌ଲୁସ୍‌ନି ? ଇସ୍‌ରାଇଲର୍ ସୁକଲ୍ ପର୍‌ମେସରର୍ ବିରୁଦେ କଲୁସ୍‌ନି ।
24 By your servants you have mocked the Sovereign Father, and you have said, 'With my many chariots I have gone up to the heights of the mountains, to the far reaches of Lebanon. I cut down its tallest cedars, its choicest cypresses; I came to its remotest height, its densest forest. ତୁଇ ତର୍ ଦାଙ୍ଗ୍‌ଡାମନର୍ ସଙ୍ଗ୍ ସବୁବେଲର୍ ମାପ୍‌ରୁକେ ଇଜତ୍ ଜିକି ଆଚୁସ୍, ଆମେ ଆମର୍ ବେସି ରତ୍ ସଙ୍ଗ୍ ସବୁବେଲର୍ ମାପ୍‌ରୁର୍ ଡଙ୍ଗ୍‌ରେ ଆରି ଲିବାନନର୍ ବିତ୍‌ରେ ଆସି ଆଚୁ; ଆରି, ଆମେ ଡେଙ୍ଗ୍ ରଇଲା ଏରସ୍ ଗଚ୍ ଆରି ଡେଙ୍ଗ୍ ରଇଲା ଦେବ୍‌ଦାରୁ ଗଚ୍ ମିସା କାଟି ପାକାଇବୁ; ଆରି, ଆମେ ତାର୍ ଦୁର୍‌କର୍ ଉଚ୍‌ଜାଗାଇ ଆରି ତାର୍ ପଲ୍ ବର୍‌ତି ଅଇରଇବା ବାଡ୍ ପାରା ବନେ ପୁର୍‌ସା।
25 I dug wells and drank water; with the sole of my foot I dried up all the streams of Egypt.' ଆମେ ମରୁବାଲି ତେଇ କୁନି କରି ପାନି କୁଆଇ ଆଚି, ଆରି ମୁଇ ତର୍ ପାଦ୍ ତଲର୍ ମିସର୍ ଗାଡ୍‌ ସୁକାଇ ଦେବି ।
26 Have you not heard? Long ago I did it; from days of old I planned it. Now I have made it happen, that you should turn fortified cities into heaps of ruins. ଏଟା କେନ୍ତାରି ପୁରୁବ୍ କାଲେ ଅନି ଦାରି ଆମେ ତିଆର୍ କରି ଆଚି ଆରି ପୁରୁବ୍ କାଲେ ଅନି ଏଟା ନିମାନ୍ କରି ସଙ୍ଗ୍‌ଇ ଆଚି? ଏ କାତା କାଇ ତମେ ନାଜାନାସ୍? ତମେ ପାଚୁରି ତିଆର୍ କରି ବାସା ଅଇଲା ନଅଁର୍‌କେ ବସ୍‌ଲାଇ କାଚ୍‌ରା ଗାଦି ତିଆର୍ କର୍‌ସା, ଏଟା ଏବେ ମୁଇ ପୁରାପୁରୁନ୍ କଲିନି ।
27 Their inhabitants, stripped of their strength, were dismayed and put to shame; they were like plants of the field, like tender grass, like grass on the rooftops, withered before it can grow. ଏଟାର୍ ପାଇଁ ଇତି ବାସା ଅଇଲା ଲକ୍‌ମନ୍ ଜେତେକ୍ ଲକ୍ ଜିଇ ରଇଲାଇ, ସେମନ୍ ଦୁର୍‌ବଲ୍ ଆରି ତେରେପେତେ ଅଇଗାଲାଇ; ଏମନ୍ ପାଦାର୍ ଗାଁସ୍ ଗଚେ ଲାମ୍‌ବା ମାଲ୍ ଆରି ଚାନି ଉପ୍‌ରେ ଆଁକର୍‌ବା ଗାଁସ୍‌ ପାରା ଅଇଲାଇ ।
28 But I know when you sit down, when you go out, and when you come in, and when you rage against me. ମାତର୍ ତମର୍ ବସ୍‌ବାଟା ଆରି ପୁର୍‌ବାଟା ଆରି ବାଇଲେ ଜିବାଟା ଆରି ବିତ୍‌ରେ ଆଇବାଟା ଆରି ଆମର୍ ବିରୁଦେ ରିସା ଅଇବାଟା ମୁଇ ଜାନି ।
29 Because you rage against me, and your arrogance has reached my ears, I will put my hook in your nose and my bridle in your mouth, and I will turn you back by the way you came. ତୁଇ ମର୍ ଉପ୍‌ରେ ରିସା ଅଇ ଆଚୁସ୍ ଆରି ତର୍ କଇବା କାରାପ୍ କାତାମନ୍ ମର୍ କାନେ ସୁନି ଆଚି, ଏଟାର୍ ପାଇଁ ତର୍ ନାକେ ଲାଗାମ୍‌ ଲାଗାଇବି ଆରି ତମ୍‌ନାଇ କତ୍‌ରା ଲାଗାଇବି, ଆରି ତୁଇ ଜନ୍‌ବାଟେ ଆସିଆଚୁସ୍ ସେ ବାଟେ ମୁଇ ତକେ ପାଟାଇ ଦେବି ।
30 "This is your sign: this year you'll eat what grows on its own, the second year what springs from that, the third year sow and reap, plant vineyards and eat their fruit. ଏଟାର୍ ପାଇଁ ଏ ଇଜକିଅ ତର୍ ପାଇଁ ଗଟେକ୍ ଚିନ୍ ଅଇସି ସେଟା ଅଇଲାନି; ତମେ ନିଜେ ପରତୁମ୍ ବରସ୍ ପାଚାଇଲା କାଦି ଆରି ତାର୍ ଆର୍‌ଗଟେକ୍ ବରସ୍ ମିସା ସେ କାଦିସେ କାଇସା; ଆରି, ତିନ୍ ବରସ୍ ଅଇଲେ ଚାସ୍ କରି କାଟ୍‌ସା ଆରି ଅଙ୍ଗୁର୍ ବାଡ୍ କରି ତେଇର୍ ପଲ୍ କାଇସୁ ।
31 And the surviving remnant of the house of Judah will again take root downward and bear fruit upward. ତାର୍‌ପଚେ ଜିଉଦା ବଁସର୍ ଜେତେକ୍ ଲକ୍ ଜିଇଲାଇ ଆଚତ୍ ସେମନ୍ ଆର୍‌ତରେକ୍ ଚେର୍ ବାରଇ ଗାଜା ଅଇ ପଲ୍ ଦାର୍‌ବାଇ ।
32 For out of Jerusalem will go a remnant, and out of Mount Zion a band of survivors. The zeal of the Father of heaven's armies will accomplish this. କାଇକେବଇଲେ ଜିରୁସାଲାମେ ଅନି ଗଟେକ୍ ଅଦାବାଗ୍ ଲକ୍ ଆରି ଉଦାର୍ ପାଇଲା ଲକ୍ ସିନଇ ଅନି ବାରଇ ଆଇବାଇ; ସରଗେ ରଇଲା ସବୁବେଲର୍ ମାପ୍‌ରୁର୍ ଆଲାଦ୍ ସିଦ୍ ଅଇସି ।
33 So our Father says about Assyria's king: He will not enter this city or shoot an arrow here, confront it with a shield, or build a siege ramp against it. ଏଟାର୍ ପାଇଁ ସବୁବେଲର୍ ମାପ୍‌ରୁ ଅସୁରର୍‌ ରାଜାର୍ ବିସଇରେ ଏ କାତା କଇଲାନି, ସେ ଏ ନଅଁରେ ନ ଆସେ, କି ତେଇ ତାର୍ କାଣ୍ଡ୍‌ ନ ମାରେ, କି ତାର୍ ମୁଆଁଟେ ରକିଆ କର୍‌ବାକେ ଆଡ୍‌ବାଟା ଦାରି ନ ଆସେ, କି ତାର୍ ଚାରିବେଟ୍‌ତି ବାଡ୍ ନ ବୁନେ ।
34 He will return the way he came; he will not come into this city, declares our Father. ସବୁବେଲର୍ ମାପ୍‌ରୁ କଇଲାନି, ସେ ଜନ୍ ବାଟେ ଅନି ଆଇଲାଆଚେ, ସେ ସେବାଟେ ବାଉଡି ଜାଅ ଆରି ସେ ଏ ନଅଁରେ ନ ଆସ ।
35 For I will defend this city to save it, for my own sake and for the sake of David my servant." କାଇକେବଇଲେ ମୁଇ ମର୍ ପାଇଁ ଆରି ମର୍ ଦାସ୍ ଦାଉଦର୍ ପାଇଁ ଏ ନଅଁର୍‌କେ ରକିଆ କର୍‌ବାକେ ସାଇଜ କର୍‌ବି ।
36 Then our Father's messenger went out and struck down 185,000 in the Assyrian camp; when people rose early in the morning, there were dead bodies everywhere. ସବୁବେଲର୍ ମାପ୍‌ରୁର୍ ଦୁତ୍ ବାରଇ ଆସି କରି ଅସୁର୍‌ମନର୍ କୁଡିଆ ତେଇ ଲକେ ଅସେ ପାଞ୍ଚ୍ ଅଜାର୍ ଲକ୍‌କେ ମାରି ମରାଇଲା; ତାର୍‌ପଚେ ଲକ୍‌ମନ୍ କୁକ୍‌ଡା ଡାକେ ଉଟି କରି ଦେକ୍‌ଲା, ସେଡ୍‌କିବେଲେ ସର୍‌ତେ ଲକ୍ ମରି ଜାଇ ଆଚତ୍ ।
37 So Sennacherib king of Assyria broke camp and went home, and he stayed at Nineveh. ତାର୍‌ପଚେ ଅସୁରର୍ ରାଜା ସନେଏରିବ୍ ତେଇ ବାଉଡି ଉଟି ଗାଲା ଆରି ନିନିବି ନଅଁରେ ଜାଇ ବାସା କଲା ।
38 As he worshiped in the temple of his god Nisroch, his sons Adrammelech and Sharezer struck him with the sword and fled to Ararat. His son Esarhaddon ruled in his place. ତାର୍‌ପଚେ ସେ ତାର୍ ନିସ୍‌ରକ୍ ନାଉଁର୍ ଦେବ୍‌ତାକେ ଗର୍‌ ବିତ୍‌ରେ ପୁଜା କଲାବେଲେ ତାର୍ ଦୁଇଟା ପିଲାମନ୍ ଅଦ୍‌ରମେଲକ୍ ଆରି ସରେସ୍‌ଚର୍ ତାକେ କାଣ୍ଡା ସଙ୍ଗ୍ ମାରି ମରାଇଲାଇ । ତାର୍‌ପଚେ ସେମନ୍ ଆରାରାଟ୍‌ ନାଉଁର୍ ଦେସେ ପାଲାଇ ଜାଇ ବାସା ଅଇଲାଇ । ତାର୍‌ପଚେ ତାକର୍ ପିଲାମନର୍ ବିତ୍‌ରେ ଅନି ଏସ୍‌ଅର୍‌ଦନ୍ ତାର୍ ପଦବି ତେଇ ବସି ସାସନ୍ କଲା ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]