Skip to content
The Believer's Library

Desiya Bible

Isaiah 39 Saa25

Show Saa25 only
Verse × ×
1 At that time Merodach-baladan son of Baladan, king of Babylon, sent letters and a gift to Hezekiah, having heard he had been sick and recovered. ସେ ବେଲାଇ ବଲ୍‌ଦନର୍ ପିଲା ବାବିଲର୍ ରାଜା ମର୍‌ଦକ୍ ବଲ୍‌ଦନ୍ ଇଜକିଅ ଜର୍ ଅଇଲାଟା ସୁନିକରି,ସେ ଗଟେକ୍ ଚିଟି ଆରି ଜିନିସ୍ ପାଟାଇଲା; କାଇକେ ବଇଲେ ତାର୍ ରଗ୍ ଅଇ ରଇଲାଟା ନିମାନ୍ ଅଇଲା କବର୍ ସେ ସୁନି ରଇଲା ।
2 Hezekiah gladly received them and showed them his treasure house—the silver, gold, spices, fine oil, his whole armory, all in his storehouses. Nothing in his house or kingdom did Hezekiah not show them. ତାର୍‌ପଚେ ଇଜକିଅ ସାର୍‌ଦା ଅଇକରି ସେ ଆସି ରଇଲା ଲକ୍‌ମନ୍‌କେ ବେସି ସାମାନ୍‌ପତର୍ ରଇଲା ଗର୍, ରୁପା, ସୁନା ଆରି ବାସ୍‌ନା ଚିକନ୍ ଆରି ବେସି ଦାମ୍ ରଇଲା ଚିକନ୍ ଆରି ତାର୍ ଜୁଇଦ୍ ଜିନିସ୍ ସଙ୍ଗଇଲା ଗର୍ ଆରି ବଣ୍ଡାର୍ ଗର୍ ଦେକାଇଲା; ଇଜକିଅ ସେମନ୍ ଜାଇଟା ଦେକାଏ ନାଇ, ଏନ୍ତାରି କାଇ ଜିନିସ୍ କି ଗର୍ ତାର୍ ରାଇଜ୍ ତେଇ ନ ରଇଲା ।
3 Then Isaiah the prophet came to King Hezekiah and asked, "What did these men say, and where did they come from?" Hezekiah said, "From a distant land, from Babylon." ସେଡ୍‌କିବେଲେ ଜିସାଇଅ ଇଜକିଅ ରାଜାର୍ ଲଗେ ଆସି କଇଲା, ଏ ଲକ୍‌ମନ୍ କାଇଟା ବଲିକରି କଇଲାଇ? ସେମନ୍ କନ୍ତେ ଅନି ତର୍ ଲଗେ ଆସି ରଇଲାଇ? ସେଡ୍‌କିବେଲେ ଇଜକିଅ କଇଲା, ସେମନ୍ ବାବିଲ୍ ଦେସେ ଅନି ଆସି ରଇଲାଇ ।
4 He asked, "What have they seen in your house?" Hezekiah answered, "They saw everything in my house. Nothing in my storehouses I didn't show them." ସେଡ୍‌କିବେଲେ ଜିସାଇଅ ପାଚାର୍‌ଲା, ସେମନ୍ ତର୍ ଗରେ କାଇ କାଇଟା ଦେକ୍‌ଲାଇ? ଇଜକିଅ କଇଲା, ମର୍ ଗରେ ଆରି ମର୍ ଦେସେ ଜାଇ ଜାଇଟା ଆଚେ, ସେଟା ସର୍‌ତେ ମୁଇ ସେମନ୍‌କେ ଦେକାଇଲି, ଏନ୍ତି କାଇ ଜିନିସ୍ ମର୍ ଲଗେ ନାଇ ମୁଇ ସେମନ୍‌କେ ନ ଦେକାଇଲାଟା ।
5 Then Isaiah said to Hezekiah, "Hear the word of the Father of heaven's armies: ସେଡ୍‌କିବେଲେ ଜିସାଇଅ ଇଜକିଅକେ କଇଲା, ଏବେ ସବୁର୍‌ ତେଇଅନି ବପୁ ରଇଲା ସବୁବେଲର୍ ମାପ୍‌ରୁର୍‌ ବାକିଅ ସୁନା ।
6 The days are coming when everything in your house, all your ancestors stored up to now, will be carried to Babylon. Nothing will be left, says our Father. ଦେକ୍, ତର୍ ଗରେ ରଇଲାଟା ଆରି ତର୍ ଆନି ଦାଦିମନ୍ ଜାଇ ଜାଇ ଜିନିସ୍ ଅର୍‌ଜି କରି ସଙ୍ଗ୍‌ଇ ରଇଲାଇ ସେଟା ଏବେ ବାବିଲ୍ ଦେସେ ନେବା ବେଲା ଆଇଲାନି; ସବୁବେଲର୍ ମାପ୍‌ରୁ କଇଲାନି କାଇଟା ମିସା ନ ଚାଡେ ।
7 Some of your own sons, your own offspring, will be taken to serve as officials in the palace of the king of Babylon." ଆରି, ତର୍ ପିଲାମନର୍ ବିତ୍‌ରେ ଅନି କି ତର୍ ବନି ଲାଗିକରି ଜେତେକ୍ ଜନମ୍ ଅଇବାଇ, ସେମନ୍‌କେ ସର୍‌ତେ ଲକ୍‌କେ ଦାରି ଜିବାଇ ଆରି ସେମନ୍ ବାବିଲ୍ ରାଜାର୍ ମେଡ୍ ଗରେ ବେଜୁ ଅଇକରି ରଇବାଇ ।
8 Then Hezekiah told Isaiah, "The word of our Father you have spoken is good." For he thought, "There will be peace and security in my lifetime." ସେଡ୍‌କିବେଲେ ଇଜକିଅ ଜିସାଇଅକେ କଇଲା, ତୁଇ ସବୁବେଲର୍ ମାପ୍‌ରୁର୍ ଜନ୍ ବାକିଅ କଇ ଆଚୁସ୍‌, ସେଟା ନିକ । ସେ ଆରି ତରେକ୍ କଇଲା, କାଇକେବଇଲେ ମୁଇ ରଇବା ବେଲାଇ ସାନ୍ତି ଆରି ସତ୍‌ ରାଇଜ୍ ଆଇସି ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]