Skip to content
The Believer's Library

Desiya Bible

Hebrews 13 Saa25

Show Saa25 only
Verse × ×
1 Let love for one another as family continue. କିରିସ୍‌ଟଟାନେ ମିସିବିଡି ରଇବା ବିସ୍‌ବାସି ବାଇବଇନି ପାରା ଆଲାଦ୍‌ କରାକରି ଅଇ ରୁଆ ।
2 Don't forget hospitality to strangers; through it some have hosted angels unaware. ନ ଚିନ୍‌ଲା ଲକ୍‌ମନ୍‌କେ ମିସା ତମର୍‌ ଗର୍‌ମନ୍‌କେ ଡାକିନିଆ । କାଇକେବଇଲେ କେତେଲକ୍‌ ନାଜାନିକରି ସେନ୍ତାରି ଦୁତ୍‌ମନ୍‌କେ ଡାକିନେଲାଇ ।
3 Remember prisoners as though chained with them, and the mistreated, since you too are in the body. ବନ୍ଦି ଗରେ ରଇବା ଲକ୍‌ମନ୍‌କେ ତମେ ତାକର୍‌ ସଙ୍ଗ୍‍ ରଇଲାପାରା ଦୟା ଦେକାଆ । ଦୁକ୍‌କସ୍‌ଟ ଅଇରଇବା ଲକ୍‌ମନ୍‌କେ ନିଜେ ତାକର୍‌ପାରା ଦୁକ୍‌କସ୍‌ଟ ପାଇଲୁନି ବଲି ଏତାଆ ।
4 Marriage should be honored among all, the marriage bed kept pure—our Father will judge the sexually immoral and adulterous. ବିବା ଅଇବାଟା ସବୁଲକ୍‌ ନିକ ବଲି ମାନତ୍‌ । ସବୁ ମାଇଜିମନସ୍‌ ମନ୍‌ ଗଟେକ୍‌ ମାଇଜି ଆରି ଗଟେକ୍‌ ମନସ୍‌ ଅଇକରି ସତ୍‌ସଙ୍ଗ୍‍ ରଇବାର୍‌ଆଚେ । ଜନ୍‌ ଲକ୍‌ମନ୍‌ ବେସିଆ କାମ୍‌ କରି ରଇବାଇ, ସେମନ୍‌କେ ପର୍‌ମେସର୍‌ ଡଣ୍ଡ୍‌ ଦେଇସି ।
5 Keep your life free from the love of money; be content with what you have, for our Father himself has said, "I will never leave you, never abandon you." ଡାବୁ ଆସା ଅଇକରି ତାର୍‌ପଚେ ପାଲାଆ ନାଇ । କାଇକେବଇଲେ ପର୍‌ମେସର୍‌ କଇଲାଆଚେ, “ମୁଇ ତମ୍‌କେ କେବେ ନ ପାସ୍‌ରି କି ନ ଚାଡି ।”
6 So we say with confidence: Our Father is my helper; I will not fear. What can anyone do to me? ତେବର୍‌ପାଇ ଆମେ ସାସ୍‌ ଦାରି କଇପାର୍‌ବୁ ପର୍‌ମେସର୍‌ ଆକା ମକେ ସାଇଜ କର୍‌ସି, ମୁଇ କେବେ ନ ଡରି ଲକ୍‌ମନ୍‌ ମକେ କାଇଟା କରି ନାପାରତ୍‌ ।
7 Remember your leaders who spoke our Father's word to you. Consider the outcome of their way of life, and imitate their faith. ଜନ୍‌ ଲକ୍‌ମନ୍‌ ତମ୍‌କେ ମୁକିଅ ଇସାବେ ଡାକିନେଇ ପର୍‌ମେସରର୍‌ ବାକିଅ ସିକାଇତେରଇଲାଇ, ସେମନର୍‌ ବିସଇ ବାବିଦେକା । ସେମନ୍‌ କେନ୍ତି ଜିଇଲାଇ ଆରି ମଲାଇ ? ତମେ ତାର୍‌ ପାରା ବିସ୍‌ବାସ୍‌ କରା ।
8 Jesus Christ is the same yesterday and today and forever. କାଇକେବଇଲେ, ଜିସୁକିରିସ୍‌ଟ କେବେ ନ ବାଦ୍‌ଲେ । ସେ ଆଜିର୍‌ପାଇ, କାଲିକର୍‌ପାଇ, ଆରି ସବୁଦିନର୍‌ ପାଇ ସମାନ୍‌ ସେ ରଇସି ।
9 Don't be swept away by strange, varied teachings. It's good for the heart to be strengthened by grace, not by foods—those who live by them gain nothing. ତେବର୍‌ପାଇ ଲକ୍‌ମନ୍‌ ତମ୍‌କେ ବିନ୍‌ ବିନ୍‌ ସିକିଆ ସୁନାଇକରି ସତ୍‌ବାଟେଅନି ବିନେ ନେବାକେ ରାଜି ଉଆନାଇ । କାଇକେବଇଲେ ପର୍‌ମେସର୍‌ ଜିବନ୍‌ ଦୁକାଇକରି ଦୟା ଦେକାଇଲାଟା ଆମର୍‌ ମନ୍‌କେ ଡାଟ୍‌ କର୍‌ସି । କାଦିର୍‌ ଲାଗି ରଇବା ନିୟମ୍‌ ମାନ୍‌ବାଟା ନଏଁ । ସେନ୍ତାରି ନିୟମ୍‌ ମାନ୍‌ବା ଲକ୍‌, ତେଇ ଅନି କାଇଟା ମିସା ପାଅତ୍‌ ନାଇ ।
10 We have an altar from which those who serve the tent have no right to eat. ଜିଉଦିମନର୍‌ ବେଦିଟାନେ ସେବା କର୍‌ବା ପୁଜାରିମନ୍‌ ତେଇ ସର୍‌ପି ଦେଇରଇବା କାଇଟା ମିସା କାଇବାର୍‌ ନଏଁ ।
11 For the bodies of animals whose blood the high priest brings into the sanctuary for sin are burned outside the camp. ବଡ୍‌ ପୁଜାରି ପସୁମନର୍‌ ବନି ନେଇକରି, ପାପର୍‌ ବଲି ସର୍‌ପିଦେବାକେ ଅଦିକ୍‌ ସୁକଲ୍‌ ଜାଗାଇ ନେଇସି । ମାତର୍‌ ପଡିଜାଇରଇବା ପସୁମନର୍‌ ଗାଗଡ୍‌ ତୁମ୍‌ ଗର୍‌ ବାଇରେ ରଇସି ।
12 So Jesus also suffered outside the gate to make the people holy through his own blood. ସେଟାସେ ଜିସୁକେ ଅଇରଇଲା । କାଇକେବଇଲେ, ତାକେ ନଅରର୍‌ ବାଇରେ ଲକ୍‌ମନ୍‌ ମରାଇରଇଲାଇ । ଆରି ତାର୍‌ ବନି ଗୁଲାଇ ମୁନୁସ୍‌ ଜାତିର୍‌ ପାପ୍‌ ଦଇଦେଲା ।
13 Therefore let us go out to him outside the camp, bearing the shame he endured. ତେବର୍‌ପାଇ ନଅରର୍‌ ବାଇରେ ଜୁ । ଆରି ତାକେ ଆମେ ବିସ୍‌ବାସ୍‌ କଲାର୍‌ପାଇ, ଲକ୍‌ମନ୍‌ ଜେତ୍‌କି ନିନ୍ଦା କଲାଟା ଆମେ ମୁର୍‌ଚିକରି ରଉ ।
14 For here we have no lasting city, but we are seeking the city that is to come. କାଇକେ ବଇଲେ ଆମେ ସବୁଦିନ୍‌ ଏ ଜଗତେ ନ ରଉ । ମାତର୍‌ ଆଇବା ଦିନ୍‌ମନ୍‌କେ କେବେ ନ ସାର୍‌ବା ଦିନ୍‌ଜାକ ରଇବା ନଅରେ ରଇବୁ ବଲି ଆମେ ଜାଗିଆଚୁ ।
15 Through him, then, let us always offer our Father a sacrifice of praise—the fruit of lips confessing his name. ତେବେ ଆସା । ଜିସୁକିରିସ୍‌ଟକେ ଦେଇକରି ଆମେ ସବୁବେଲେ ପର୍‌ମେସର୍‌କେ ବଲି ସର୍‌ପି ଦେଇତେ ରଉ । ସେଟା ଆମର୍‌ ଟଣ୍ଡେଅନି ଆଇବା ଉପାସନା । ସେ ଆକା ମାପ୍‌ରୁ ବଲି ଆମେ କଉଁ ।
16 Don't forget to do good and share what you have—such sacrifices please our Father. ନିକ କାମ୍‌ କର୍‌ବାକେ ପାସ୍‌ରା ନାଇ । ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକ୍‌କେ ସାଇଜ କରା । କାଇକେବଇଲେ, ଏନ୍ତାରି ରଇବା ଚଲାଚଲ୍‌ତି ପର୍‌ମେସର୍‌କେ ସାର୍‌ଦା କରାଇବା ଗଟେକ୍‌ ବଲି ।
17 Obey your leaders and submit to them—they watch over your souls, since they'll answer for you. Let them do this joyfully, not with groaning, for that profits you nothing. ତମର୍‌ ମୁକିଅ ଲକ୍‌ମନର୍‌ କାତା ମାନିକରି ଆଦେସ୍‌ ଦେଲାଟା କରା । ସେମନ୍‌ ଜାଗୁଆଲ୍‌ମନର୍‌ ପାରା ନ ତାକିକରି ତମର୍‌ ଆତ୍‌ମାମନ୍‌କେ ଜତନ୍‌ କଲାନି । କାଇକେବଇଲେ ସେମନ୍‌କେ ତାକର୍‌ କରିରଇବା କାମ୍‌ ପର୍‌ମେସର୍‌ କେ ଇସାବ୍‌ ଦେବାକେ ପଡ୍‌ସି । ତମେ ଜଦି ତାକର୍‌ କାତା ମାନ୍‌ସା, ସେମନ୍‌ ସାର୍‌ଦା ସଙ୍ଗ୍‍ ସେବା କାମ୍‌ କର୍‌ବାଇ । ତମେ ତାକର୍‌ କାତା ନ ମାନ୍‌ଲେ, ସେମନ୍‌ ଦୁକ୍‌ ଅଇବାଇ । ତେବେ ତମ୍‌କେ କାଇ ସାଇଜ ନଏଁ ।
18 Pray for us, since we're sure our conscience is clear, wanting to act honorably in everything. ଆମର୍‌ ପାଇ ପାର୍‌ତନା କର୍‌ତେରୁଆ । ଆମର୍‌ ବିବେକ୍‌ ଆମେ କରିରଇବା କାମ୍‌ ସତ୍‌ ବଲି ସାକିଦେଲାନି ।
19 I urge you even more to do this, so I may be restored to you sooner. ମର୍‌ପାଇ ମିସା ପାର୍‌ତନା କରା । ଜେନ୍ତାରି କି ପର୍‌ମେସର୍‌ ଦାପ୍‌ରେ ମକେ ତମର୍‌ଲଗେ ପାଟାଇସି ।
20 May our Father of peace, who raised our Lord Jesus—the great Shepherd of the sheep—from the dead by the blood of the eternal covenant, ଆମର୍‌ ମାପ୍‌ରୁ ଜିସୁକେ ପର୍‌ମେସର୍‌ ମଲାତେଇଅନି ଉଟାଇଲା । ସେ ଗଟେକ୍‌ ଗଉଡ୍‌ପାରା ଆମ୍‌କେ ଜାଗିରଇସି । ଆମେ ପର୍‌ମେସର୍‌ ସଙ୍ଗ୍‍ ସବୁଦିନର୍‌ପାଇ ଗଟେକ୍‌ ଅଇବାଟାକେ ତାର୍‌ ବନି ଜରାଇଲା ।
21 complete you in every good thing to do his will, working in us what pleases him through Jesus Christ, to whom be glory forever and ever. Amen. ଜିସୁକିରିସ୍‌ଟର୍‌ ଲାଗି ସାନ୍ତି ଦେବା ପର୍‌ମେସର୍‌ ତମ୍‌କେ ସବୁ ରକାମର୍‌ ସାଇଜ ଦେଅ । ଜେନ୍ତାରି କି ସେ ମନ୍‍ କଲାଟା ତମେ ପୁରାପୁରୁନ୍‌ କର୍‌ସା । ଆମେ କର୍‌ବା କାମ୍‌ ତାକେ ସାର୍‌ଦା ଦେଅ । ଜିସୁକିରିସ୍‌ଟକେ ଆମେ ନ ସାର୍‌ବା ଦିନ୍‌ଜାକ ଡାକ୍‌ପୁଟା ଦେଉଁ ।
22 Brothers and sisters, I urge you to bear with this word of encouragement—I've written only briefly. ଏ ମର୍‌ ବାଇବଇନିମନ୍‌, ମୁଇଁ ତମ୍‌କେ ବାବୁଜିଆ କଲିନି, ମୁଇ ତମ୍‌କେ କଇଲା ଏ ସବୁ କାତା ମୁର୍‌ଚିକରି ସୁନା । କାଇକେବଇଲେ, ଏ ଚିଟି ବେସି ଡେଙ୍ଗ୍‌ ନାଇ ।
23 Know that our brother Timothy has been released; if he comes soon, I will see you with him. ଆମର୍‌ ବାଇ ତିମତି ବନ୍ଦିଗରେ ଅନି ମୁକ୍‌ଲି ଆଚେବଲି ଜାନ୍‌ସା । ସେ ଜଦି ସେ ଦାପ୍‌ରେ ଆଇସି, ତେବେ ମର୍‌ସଙ୍ଗ୍‍ ତାକେ ଡାକିଆନ୍‌ବି ।
24 Greet all your leaders and all the saints. Those from Italy send you greetings. ତେଇ ରଇବା ତମର୍‌ ମୁକିଅ ଲକ୍‌ମନ୍‌କେ ଆରି ପର୍‌ମେସରର୍‌ ସବୁ ଲକ୍‌ମନ୍‌କେ ମର୍‌ ଜୁଆର୍‌ ଜାନାଇ ଦିଆସ୍‌ । ଇଟାଲିତେଇ ମର୍‌ ସଙ୍ଗ୍‍ ରଇବା ଆମର୍‌ ବାଇବନିମନ୍‌ ମିସା ଜୁଆର୍‌ ଜାନାଇଲାଇନି ।
25 Grace be with you all. Amen. ପର୍‌ମେସର୍‌ ତମ୍‌କେ ସବୁଲକ୍‌କେ ତାର୍‌ ଜିବନ୍‌ ଦୁକାଇ ଦୟା ଦେକାଅ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]