Skip to content
The Believer's Library

Desiya Bible

James 1 Saa25

Show Saa25 only
Verse × ×
1 James, a servant of our Father and the Lord Jesus Christ, to the twelve tribes scattered among the nations: greetings. ମୁଇ ଜାକୁବ ମାପ୍‌ରୁ ଜିସୁକିରିସ୍‌ଟ ଆରି ବାବା ପର୍‌ମେସରର୍‌ ଗଟେକ୍‌ ଗତିଦାଙ୍ଗ୍‌ଡା । ଗୁଲାଇ ଜଗତେ ଚିନ୍‌ଚତର୍‌ ଅଇଜାଇରଇବା ପର୍‌ମେସରର୍‌ ବାର୍‌ଟା କୁଟୁମର୍‌ ଲକ୍‌ମନ୍‌କେ ମୁଇ ଜୁଆର୍‌ ଜାନାଇକରି ଏ ଚିଟି ଲେକ୍‌ଲିନି ।
2 Consider it pure joy, my brothers and sisters, whenever you face trials of many kinds, ଏ ମର୍‌ ବାଇବଇନିମନ୍‌ ଜିବନ୍‌ ବିତାଇଲାବେଲେ ତମର୍‌ ବିସ୍‌ବାସ୍‌ ଡାଁଟ୍‌ ଆଚେ କି ନାଇ ବଲି, ଜେତ୍‌କି ଦୁକ୍‌ କସ୍‌ଟର୍‌ ପରିକା ଆଇଲେ, ଏଟା ଗଟେକ୍‌ ନିକ କରମର୍‌ ବିସଇ ବଲି ଏତାଆ ।
3 because you know that the testing of your faith produces perseverance. କାଇକେବଇଲେ, ଏନ୍ତାରି ଦୁକ୍‌ କସ୍‌ଟ ଆଇଲେ ତମର୍‌ ବିସ୍‌ବାସ୍‌ ପରିକାକରି ଡାଁଟ୍‌ ଆଚେବଲି ଦେକାଇସି । ଆରି ମୁରଚ୍‌ବାଟା ଅଦିକ୍‌ ଅଦିକ୍‌ ଅଇସି ବଲି ତମେ ଜାନିଆଚାସ୍‌ ।
4 Let perseverance finish its work so that you may be mature and complete, lacking nothing. ତମେ ସାରାସାରିଜାକ ମୁର୍‌ଚିକରି ରଇଲେ, କାଇ ବିସଇଟାନେ ମିସା ଉନା ନ ଅଇକରି ପୁରାପୁରୁନ୍‌ ସିଦ୍‌ ଅଇସା ।
5 If any of you lacks wisdom, ask our Father, who gives freely to all without criticizing, and it will be given you. ମାତର୍‌ ତମର୍‌ ବିତ୍‌ରେ ଜଦି କାକେ ଗିଆନ୍‌ ଉନା ରଇ, ଗିଆନ୍‌ ପାଇବାର୍‌ଆଲେ ପର୍‌ମେସର୍‌କେ ମାଙ୍ଗା । ସେ ତାର୍‍ ଆତ୍‌ ମେଲାକରି, ଦସ୍‌ ନ ଦାରି ସବୁକେ ଦାନ୍‌ କର୍‌ସି ।
6 Ask in faith, without doubting, for the doubter is like a sea wave, driven and tossed by the wind. ମାତର୍‌ ସେ ଅଇସି କି ନ ଅଏ ବଲିକରି ନ ବାବି, ବିସ୍‌ବାସର୍‌ ସଙ୍ଗ୍‍ ପାର୍‌ତନା କର୍‌ବାର୍‌ଆଚେ । କାଇକେ ବଇଲେ ଜେ ଅଇସି କି ନ ଅଏ ବଲିକରି ବାବ୍‌ସି, ସେ ପବନ୍‌ସଙ୍ଗ୍‍ ଇଣ୍ଡ୍‌ତେ ରଇବା ସମ୍‌ଦୁରର୍‌ ଉଲ୍‌କା ପାନି ପାରା ଗଟେକ୍‌ ଲକ୍‌ ।
7 That person should not expect to receive anything from our Father. ସେ ରକାମ୍‌ ଲକ୍‌ ମାପ୍‌ରୁର୍‌ ଟାନେଅନି କାଇଟା ଆଲେ ପାଇବି ବଲିକରି ଆସା ନ କର ।
8 Such a person is double-minded and unstable in all their ways. ସେ ତା, ଦୁଇମନିଆ ଲକ୍‌, ସେ କର୍‌ବା ସବୁ କାମ୍‌ଟାନେ ତବିର୍‌ ନ ରଏ ।
9 Let the believer in humble circumstances take pride in their high position, ଗଟେକ୍‌ କାକୁର୍‌ତି ଅଇ ରଇବା ବିସ୍‌ବାସି ବାଇକେ ପର୍‌ମେସର୍‌ ସାଉକାର୍‌ କଲେ ସେ ସାର୍‌ଦା ଅ ।
10 but let the rich boast in their low state, since they'll pass like a wildflower. ସେନ୍ତାରିସେ ଗଟେକ୍‍ ସାଉକାର୍‍ ବିସ୍‌ବାସିକେ ସେ ଅର୍‌କିତ୍‌ କଲେ, ସେ ମିସା ସାର୍‌ଦା ଅ । କାଇକେବଇଲେ ସାଉକାର୍‌ ଲକ୍‌ ପଦାର୍‌ ଗାଁସର୍‌ ପୁଲ୍‌ ପାରା ଜାଉଁଲି ଜାଇସି ।
11 The sun rises with scorching heat and withers the grass. Its flower falls; its beauty vanishes. So the rich fade away amid their pursuits. ଜେନ୍ତି କି ବେଲ୍‌ ଉଦିକରି ବେସି ତାତିକଲେ ଗାଁସ୍‌ ସୁକିଜାଇସି, ତାର୍‌ ପୁଲ୍‌ ଜଡିଜାଇସି ଆରି ତାର୍‌ ବାନିମୁର୍‌ତି ନସି ଜାଇସି । ସେନ୍ତାରିସେ, ସାଉକାର୍‌ ଲକ୍‌ମନ୍‌ କାମ୍‌ କରି କରି ମରିଜିବାଇ ।
12 Blessed is the one who endures trial, because once tested they'll receive the crown of life our Father promised to those who love him. ଜନ୍‌ ଲକ୍‌ମନ୍‌ ପରିକା ଆଇଲେ ମିସା ମୁର୍‌ଚି କରି ରଇବାଇ, ସେମନ୍‌ କେଡେକ୍‌ ନିକ କରମର୍‍ ଲକ୍‌ । କାଇକେବଇଲେ ସେ ସବୁ ପରିକାଇ ସେମନ୍‌ ଡାଁଟ୍‌ ସଙ୍ଗ୍‌ ଟିଆଅଇଲାପଚେ, ପୁରୁସ୍‌କାର୍‌ ପାଇବାଇ । ପର୍‌ମେସର୍‌ ତାର୍‌ ନିଜର୍‌ ଲକ୍‌ମନ୍‌କେ ଜନ୍‌ ଜିବନର୍‌ ମୁକୁଟ୍‌ ଦେବାକେ ସପତ୍‌ କଲାଆଚେ, ସେମନ୍‌ ସେଟା ପୁରୁସ୍‌କାର୍‌ ଇସାବେ ମିଲାଇବାଇ ।
13 When tempted, no one should say, "Our Father is tempting me." Evil can't tempt our Father, and he tempts no one. କାକେ ମିସା ଦୁକ୍‌କସ୍‌ଟ ପାଇବା ପରିକା ଆଇଲେ, ଏ ପରିକା ପର୍‌ମେସର୍‌ ପାଟାଇଆଚେ ବଲିକରି କଇବାର୍‌ ନାଇ । କାଇକେବଇଲେ ପର୍‌ମେସର୍‌କେ କେ ମିସା ପରିକାକରି ନାପାରେ । ଆରି ସେ ନିଜେ କାକେ ପରିକା ନ କରେ ।
14 But each person is tempted, dragged away and lured by their own evil desire. ମାତର୍‌ ଗଟେକ୍‌ ଲକର୍‍ କରାପ୍‌ ଗୁନ୍‌ଚଲନ୍‌ ତାକେ ପରିକା କରାଇ ଅଇବାକେ ଡାକିନେଇସି ।
15 Then desire conceives and gives birth to sin; sin, full-grown, gives birth to death. ତାର୍‌ପଚେ ତାର୍‌ କାରାପ୍‌ ଗୁନ୍‌ଚଲନେଅନି ପାପ୍‌ ବାରଇସି । ଆରି ପାପ୍‌ ଅଦିକ୍‌ ଅଦିକ୍‌ ବଡିଜାଇକରି ମରନ୍‌ ଆଇସି ।
16 Don't be deceived, my dear brothers and sisters. ଏ ମର୍‌ ଆଲାଦର୍‌ ବାଇବଇନିମନ୍‌, ତମେ ନାଡାଇଉଆ ନାଇ ।
17 Every good and perfect gift is from above, coming down from the Father of lights, who never changes or casts a shifting shadow. ସବୁ ନିକ ଆରି ସିଦ୍‌ ରଇବା ଦାନ୍‌ ପର୍‌ମେସର୍‌ ଦେଲା ଆଚେ । ବାଦ୍‌ଲେ ଉଜଲ୍‌ ଅଇବା ସବୁଜାକ ସେ ତିଆର୍‌କଲା ଆଚେ । ସେଟାମନ୍‌ ବାଦ୍‌ଲେ ବୁଲ୍‌ବାବେଲେ ବାଦଲ୍‌ସି ଆରି ଚାଇଁ ଏନେତେନେ ଅଇସି । ମାତର୍‌ ପର୍‌ମେସର୍‌ ଅଲପ୍‌ ମିସା ସେନ୍ତାରି ନ କରେ ।
18 By his choice, he gave us birth through the word of truth, so we'd be a kind of firstfruits of his creation. ତାର୍‌ ସତ୍‌ ବାକିଅ ଆମ୍‌କେ ଜାନାଇକରି ତାର୍‌ତେଇଅନି ଆମ୍‌କେ ଜିବନ୍‌ ଦେବାକେ ସେ ମନ୍‍ କଲା । ଜେତ୍‌କି ସବୁ ବିସଇ ସେ ତିଆର୍‌କଲା ମିସା ଆମେ ଅବ୍‌କା ତାର୍‌ପାଇସେ ଅଇବାକେ ସେ ମନ୍‍ କଲା ।
19 Know this, my dear brothers and sisters: everyone should be quick to listen, slow to speak, slow to anger, ଏ ମର୍‌ ଆଲାଦର୍‌ ବାଇବଇନିମନ୍‌, ମନେ ରକିରୁଆ । ତମେ ଆଗ୍‌ତୁ ନିକକରି ସୁନା । ମାତର୍‌ ବାବିଚିନ୍ତିକରି କାତା କୁଆ । ଦାପ୍‌ରେ ରିସା ଉଆନାଇ ।
20 because human anger does not produce the righteousness of our Father. କାଇକେବଇଲେ ମୁନୁସର୍‌ ରିସାର୍‌ ଲାଗି ପର୍‌ମେସର୍‌ ସୁକଲ୍‌ସଙ୍ଗ୍‍ ଜଜ୍‌ନା କଲାଟା ନସିଜାଇସି ।
21 So strip off all moral filth and excess evil; humbly receive the word planted in you, able to save your souls. ସେଟାର୍‌ ପାଇ ତମର୍‌ ଚଲାଚଲ୍‌ତି ଟାନେଅନି ବାରଇବା ସବୁ ରକାମର୍‌ କାରାପ୍‌ ଅବିଆସ୍‌ ଚାଡିଦିଆସ୍‌ । ପର୍‌ମେସର୍‌କେ ନିଜର୍‌ ମନ୍‌ ସର୍‌ପି ଦିଆସ୍‌ । ତମର୍‌ ମନ୍‌ ବିତ୍‌ରେ ସେ ଜନ୍‌ ବାକିଅ ରପିଆଚେ ସେଟାକେ ଦିଆନ୍‌ ଦିଆ । ସେ ବାକିଅ ତମ୍‌କେ ରକିଆ କର୍‌ସି ।
22 Do not merely listen to the word, and so deceive yourselves. Do what it says. ବାକିଅ ଜନ୍‌ଟା କରା ବଲି କଇଲାନି, ସେଟା କରା । ଅବ୍‌କା ସୁନିକରି ରଇବା ଲକ୍‌ମନର୍‌ପାରା ଉଆ ନାଇ । ଏନ୍ତାରିକଲେ ତମେ ନିଜେ ନାଡାଇ ଅଇଲାସ୍‌ନି ।
23 Anyone who hears the word but doesn't act on it is like one who looks at his natural face in a mirror, ଜନ୍‌ଲକ୍‌ ପର୍‌ମେସରର୍‌ ବାକିଅ ଅବ୍‌କା ସୁନ୍‌ସି, ମାତର୍‌ ତେଇର୍‌ କାତା ନ ନାମେ, ସେ ତାର୍‌ ମୁଏ ରଇବା ଆର୍‌ଲା, ଦର୍‌ପନେ ଦେକ୍‌ବା ଲକ୍‌ ପାରା ।
24 and, after looking at himself, goes away and immediately forgets what he looks like. ସେ ନିକ କରି ନିଜର୍‌ ଚାଁଇ ଦେକି ଅଇତେରଇସି । ମାତର୍‌ ତେଇଅନି ଉଟିଗାଲା ପଚେ ତାର୍‌ ବାନିମୁର୍‌ତି ପାସ୍‌ରି ଜାଇସି ।
25 But whoever peers into the perfect law of freedom, continuing in it—not a forgetful hearer but a doer who acts—will be blessed in his doing. ମାତର୍‌ ମୁନୁସର୍‌ ମୁକ୍‌ତି ପାଇ ଗଟେକ୍‌ ପୁରାପୁରୁନ୍‌ ନିୟମ୍‌ ଆଚେ । ଜେ ସେ କାତା ସୁନିକରି ନ ପାସ୍‌ରେ, ଆରି ତାର୍‌ଲାଗି ସବୁ ମନ୍‌ପରାନ୍‌ ଦେଇକରି ନିଜର୍‌ ଜିବନ୍‌ତେଇ ମାନିକରି ରଇସି ବଇଲେ ପର୍‌ମେସର୍‌ ତାର୍‌ କରିରଇବା ସବୁ କାମ୍‌ ମଙ୍ଗଲ୍‍ କର୍‌ସି ।
26 If anyone thinks himself religious but doesn't control his tongue, he deceives his own heart—his religion is worthless. କେ ଜଦି ମୁଇ ନିଜେ ଗଟେକ୍‌ ଦରମ୍‌ ଲକ୍‌ ବଲି ବାବ୍‌ଲାନି, ସେ ଜଦି ତାର୍‌ ନିଜର୍‌ ଜିବ୍‌ ଜାଗର୍‌ତା କରେ ନାଇ, ସେ ନିଜେ ଆକା ନାଡାଇ ଅଇଲାନି । ତାର୍‌ ରିତିନିତି କର୍‌ବାଟା ଚୁଚାଆଇସେ ।
27 Pure and spotless religion before our Father is this: caring for orphans and widows in their distress, and keeping oneself unstained from the world. ପର୍‌ମେସର୍‌ ଦେକ୍‌ବା ଇସାବେ ଜନ୍‌ ରିତିନିତି ସତ୍‌ ଆରି ନିକ, ସେଟା ଅଇଲାନି ଦୁକେ ରଇବା ଟୁରାଟୁରି ପିଲାମନ୍‌ ଆରି ରାଣ୍ଡିଜୁଣ୍ଡିମନର୍‌ ଜତନ୍‌ କର୍‌ବାଟା । ପଚେ ଜଗତର୍‌ ଜଞ୍ଜାଲେଅନି ମୁକଲ୍‌ବାଟା, ଜେନ୍ତାରିକି ସେ ସବୁ ତାକେ ନ ନସାଏ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]