Skip to content
The Believer's Library

Desiya Bible

Hebrews 12 Saa25

Show Saa25 only
Verse × ×
1 So, with so great a cloud of witnesses surrounding us, let's strip off every weight and the sin that clings so tightly, and run with endurance the race laid out before us. ଏବେ ଆମେ ସବୁ ଆରାଜିତାଟାନେ ପାଲାଇବା ଲକ୍‌ମନର୍‌ପାରା ଆଚୁ । ଆମର୍‌ ଚାରିବେଟ୍‌ତି ଗଟେକ୍‌ ବଡ୍‌ ଦଲର୍‌ ସାକିମନ୍‌ ଦେକ୍‌ଲାଇନି । ତେବର୍‌ପାଇ ଜନ୍‌ଟାମନ୍‌ ଆମ୍‌କେ ବାଦା ଦେଲାନି, ଆରି ଜନ୍‌ ପାପ୍‌ମନ୍‌ ଆମ୍‌କେ ପଚ୍‌କେ ଜିକ୍‌ଲାନି, ସେଟା ସବୁ ବେଟି ପିଙ୍ଗିଦେବାର୍‌ । ଜନ୍‌ ଆରାଜିତା ଅଇ ପାଲାଇବାଟା ପର୍‌ମେସର୍‌ ଆମର୍‌ ମୁଆଟେ ସଙ୍ଗଇଆଚେ, ତେଇ ଆମେ ମୁର୍‌ଚିକରି ପାଲାଇ ସାରାଇଦେଉଁ ।
2 Looking to Jesus, the founder and perfecter of our faith, who for the joy set before him endured the cross, despising its shame, and is seated at the right hand of our Father's throne. ଆମର୍‌ ଆଁକି ଜିସୁର୍‌ଟାନେ ସଙ୍ଗଉ । ତାକେ ଆମେ ଆରାମେ ଅନି ସାରାସାରି ଜାକ ବିସ୍‌ବାସ୍‌ କରିଆଚୁ । ଜନ୍‌ ସାର୍‌ଦା ତାର୍‌ ମୁଆଟେ ସଙ୍ଗଇରଇଲା, ସେ ସାର୍‌ଦାର୍‌ଲାଗି ରଇବା ଦୁକ୍‌କସ୍‌ଟ ମୁର୍‌ଚି କରି ରଇଲା । ଆରି ତେଇ ମର୍‌ବା ଲାଜର୍‌ ବିସଇ ମନେ ଦାରେନାଇ । ପର୍‌ମେସର୍‌ ଆଜି ଜନ୍‌ ଜାଗାଇ ବସ୍‌ଲାଆଚେ, ତାର୍‌ ଉଜାବାଟେ ସେ ମିସା ବସ୍‌ଲାଆଚେ ।
3 Weigh how he endured such hostility from sinners against himself, so you don't grow weary or lose heart. ବାବିଦେକା, ସେ କେତେକ୍‌ ଦୁକ୍‌ କସ୍‌ଟ ପାଇଆଚେ । ସେ ପାପିମନର୍‌ ଟାନେଅନି କେତେକ୍‌ ଉଡା ସୁନିଆଚେ । ଜେନ୍ତାର୍‌କି ଆସା ନ କରି ଚାଡି ଦିଆସ୍‌ ନାଇ ।
4 In your struggle against sin you have not yet resisted to the point of shedding your blood. କାଇକେବଇଲେ ପାପର୍‌ ବିରୁଦେ ଆଇବା ଜୁଇଦେ ବନି ଜର୍‌ବା ଏତ୍‌କି ତମେ କରାସ୍‌ ନାଇତା ।
5 Have you forgotten the encouragement addressing you as sons? "My son, don't dismiss our Father's discipline, or lose heart when he corrects you. ପର୍‌ମେସରର୍‌ ସାସ୍‌ତରେ ଲେକା ଅଇଲାଟା ତମେ ପାସ୍‌ରିଗାଲାସ୍‌ କି ? ସେ ତାର୍‌ ପିଲାଜିଲାମନ୍‌କେ ମନ୍‌ ସାର୍‌ଦା କରାଇ ଏନ୍ତାରି କଇରଇଲା । ସେ କଇଲା, ମର୍‌ ପଅ ମାପ୍‌ରୁର୍‌ ସାସନ୍‌ କର୍‌ବାଟା ଏଲା କର୍‌ବାର୍‌ ନାଇ । ସେ ତମ୍‌କେ ଡଣ୍ଡ୍‌ ଦେବାବେଲେ ଆସା ଚାଡ୍‌ବାର୍‌ ନାଇ ।
6 For our Father disciplines the one he loves, and chastises every son whom he receives." କାଇକେବଇଲେ ମାପ୍‌ରୁ ଜେତ୍‌କି ଲକ୍‌କେ ଆଲାଦ୍‌ କର୍‌ସି, ସେତ୍‌କି ଲକ୍‌କେ ସେ ସାସନ୍‌ କର୍‌ସି । ଆରି ଜେତ୍‌କି ଲକ୍‌କେ ତାର୍‌ ପିଲାଜିଲା ବଲି ଏଜିଆଚେ ସେ ସବୁ ଲକ୍‌କେ ଡଣ୍ଡ୍‌ ଦେଇସି ।
7 It is for discipline that you endure. Our Father is treating you as sons; for what son is there whom his father does not discipline? ତେବର୍‌ପାଇ ତମର୍‌ ଦୁକ୍‌କସ୍‌ଟ ସବୁ ତମର୍‌ ବାବାର୍‌ତେଇଅନି ମିଲିରଇବା ଡଣ୍ଡ୍‌ ପାରା ବଲି ବାବ୍‌ବାର୍‌ ଆଚେ । ପର୍‌ମେସର୍‌ ତମ୍‌କେ ତାର୍‌ ପିଲା ଜିଲା ବଲି ଏଜ୍‌ଲାନି । ଏଟା ତମର୍‌ ଦୁକ୍‌କସ୍‌ଟ ପାଇବାତେଇଅନି ଜାନାପଡ୍‌ସି । କାଇକେବଇଲେ, ତାର୍‌ ପିଲାକେ ଡଣ୍ଡ୍‌ ନ ଦେଲା ବାବା କେ ଆଚେ ?
8 If you lack the discipline all children share, you're illegitimate, not sons. ତେବର୍‌ପାଇ ତାର୍‌ ସବୁ ପିଲାଜିଲାପାରା ପର୍‌ମେସର୍‌ ଜଦି ତମ୍‌କେ ଡଣ୍ଡ୍‌ ନ ଦେଏ, ତାର୍‌ ଅରତ୍‌ ଅଇଲାନି ସତଇସେ ତମେ ତାର୍‌ ପିଲାଜିଲା ନୁଆସ୍‌, ମାତର୍‌ ଉପ୍‌କା ପିଲାଜିଲା ।
9 Then too, we had physical fathers who disciplined us, and we respected them. Shouldn't we submit far more to the Father of spirits, and live? ଆମ୍‌କେ ଜନମ୍‌ ଦେଲା ବାବାମନ୍‌ ଡଣ୍ଡ୍‌ ଦେଇରଇଲାଇ ଆରି ସେଟାର୍‌ପାଇଁ ଆମେ ସେମନ୍‌କେ ମାନିଅ କର୍‌ତେରଇଲୁ । ସେନ୍ତାର୍‌ଆଲେ ସର୍‌ଗେ ରଇବା ଆମର୍‌ ବାବାକେ ଆମେ କେତେକ୍‌ ଅଦିକ୍‌ ନିଜ୍‌କେ ସର୍‌ପିଅଇ ବଁଚ୍‌ବୁ ?
10 They disciplined us briefly as they saw fit; he disciplines us for our good, so we may share his holiness. ଆମର୍‌ ବାବାମନ୍‌ ସେମନ୍‌ ଟକ୍‌ ବଲି ବାବ୍‌ବା ଇସାବେ, ଚନେକର୍‌ପାଇ ରଇବା ଏ ଜିବନେ ଆମ୍‌କେ ଡଣ୍ଡ୍‌ ଦେଇରଇଲାଇ । ମାତର୍‌ ଜେଡେବେଲେ ପର୍‌ମେସର୍‌ ଆମ୍‌କେ ଡଣ୍ଡ୍‌ ଦେଇସି, ଆମର୍‌ ନିକପାଇ ଦେଇସି । ଜେନ୍ତାରିକି ଆମେମିସା ତାର୍‌ପାରା ସୁକଲ୍‌ ଅଇବୁ ।
11 For the moment all discipline seems painful rather than pleasant, but later it yields the peaceful fruit of righteousness to those who have been trained by it. ଜେଡେବେଲେ ଡଣ୍ଡ୍‌ ପାଇବୁ, ଆମେ ସାର୍‌ଦା ନ ଅଉଁ, ମାତର୍‌ ଦୁକ୍‌ ଅଇବୁ । ସେଟା ସତ୍‌, ମାତର୍‌ ସେ ଡଣ୍ଡ୍‌ ପାଇଲାତେଇଅନି କାଇକାଇଟା ସିକ୍‌ଲା ପଚେ, ସେଟା ନିକ ବଲି ବାବ୍‌ବୁ । କାଇକେବଇଲେ ସେଟା ଆମ୍‌କେ ସାନ୍ତିସଙ୍ଗ୍‍ ରଇବା ମନ୍‌ ଆରି ଗଟେକ୍‌ ଦରମ୍‌ ଚଲାଚଲ୍‌ତି କର୍‌ବାକେ ସାଇଜ କର୍‌ସି ।
12 Therefore lift your drooping hands and strengthen your weak knees, ତେବର୍‌ପାଇ ଅଦୁଆ ଅଇରଇବା ଆତ୍‌ ଉଟାଆ ଆରି ଲୁଡ୍‌ଗୁଡି ଜାଇତେରଇବା ମାଣ୍ଡିମନ୍‌ ଡାଁଟ୍‌କରା ।
13 and make straight paths for your feet, so the lame limb won't be dislocated but instead healed. ସଲକ୍‌ ବାଟେ ଇଣ୍ଡିଜା । ସେନ୍ତାର୍‌କଲେ ତମର୍‌ ନ ଆଇବା ପାଦ୍‌ ନିକଅଇ ଡାଁଟ୍‌ ଅଇସି ।
14 Pursue peace with everyone, and the holiness without which no one will see our Father. ସବୁ ଲକର୍‌ ସଙ୍ଗ୍‌ ସୁସାରେ ଆରି ସୁକଲ୍‌ ସଙ୍ଗ୍‌ ରଇବାକେ ଚେସ୍‌ଟା କରା, ଆରିକେ ସୁକଲ୍‌ ନ ଅଇକରି ମାପ୍‌ରୁକେ ଦେକି ନାପାରତ୍‌ ।
15 Watch that no one falls short of our Father's grace, that no root of bitterness grows up to cause trouble and make many unclean, ଗଟେକ୍‌ ଲକ୍‌ ଆରିଗଟେକ୍‌ ଲକ୍‌କେ ଜାଗ୍‌ରତ୍‌ କରାଆ । ଜେନ୍ତାରି କି ପର୍‌ମେସର୍‌ ଜିବନ୍‌ ଦୁକାଇକରି ଦୟା ଦେକାଇଲାଟାନେଅନି କେ ପଚ୍‌କେ ନ ଜାଅତ୍‌ । କାଇକେବଇଲେ ସେନ୍ତାରି ଲକ୍‌ ପିତା ପଲ୍‌ ଦାର୍‌ବା ଗଟେକ୍‌ ଗଚ୍‌ ପାରା ରଇସି ଆରି ବେସି ଲକ୍‌କେ ତାର୍‌ ବିସ୍‌ ସଙ୍ଗ୍‍ ଅଇରାନ୍‌ କର୍‌ସି ।
16 that no one is sexually immoral or unholy like Esau, who sold his birthright for one meal. ଜାଗର୍‌ତା ରୁଆ, ତମର୍‌ ବିତ୍‌ରେ କେ ମିସା ବେସିଆ କାମ୍‌ କରାନାଇ । ପର୍‌ମେସର୍‌କେ ବିସ୍‌ବାସ୍‌ ନ କରି ରଇବା ଏସ୍‌ଅ ପାରା ନ ଉଆ । ସେ ଗଟେକ୍‌ କାଦିର୍‌ପାଇ ପର୍‌ମେସର୍‌ ସେ ପାଇସି ବଲି କାତା ଦେଇରଇବା ବଡ୍‌ ପିଲାର୍‌ ଅଦିକାର୍‌ ପାଲ୍‌ଟାଇଲା ।
17 You know that afterward, wanting to inherit the blessing, he was rejected, for he found no opportunity to reverse the decision, though he sought the blessing with tears. ଆମେ ଜାନିଆଚୁ ଜେ ସେ ସେନ୍ତାରି କଲାପଚେ, କରିରଇବା କାମର୍‌ ପାଇ ଦୁକ୍‌ କଲା । କାଇକେବଇଲେ ବାବାର୍‌ ବଡ୍‌ ପଅ ଇସାବେ ତାର୍‌ ବାବାର୍‌ ଆସିର୍‌ବାଦ୍‌ ପାଇବାକେ ବେସି ମନ୍‍ କଲା । ମାତର୍‌ ତାର୍‌ ସଙ୍ଗ୍‌ କାନ୍ଦିକରି ବାବୁଜିଆ କଲାମିସା, ସେ ମିଲାଇ ନାପାର୍‌ଲା କି କରିରଇବା କାମ୍‌ ମିସା ବାଦ୍‌ଲେ ନାଇ ।
18 For you have not come to what can be touched, and blazing fire, and darkness, and gloom, and storm, ଇସ୍‌ରାଏଲର୍‌ ଲକ୍‌ମନ୍‌ ପର୍‌ମେସରର୍‌ ଲଗେ ଆଇଲାପାରା ତମେ ଆସାସ୍‌ ନାଇ । ସେମନ୍‌ ଜନ୍‌ଟା ଦେକ୍‌ଲାଇ, ସେଟା ଜାନିପାର୍‌ଲାଇ । ସିନୟ ପର୍‌ବତେ ରଇବା ଜଇ ଦେକ୍‌ଲାଇ । ବେସି ଆନ୍ଦାର୍‌ ଅଇଲାଟା ଆରି ଜବର୍‌ ପବନ୍‌ ଆଇଲାଟା ତେଇ ରଇକରି ଜାନିପାର୍‌ଲାଇ ।
19 and a trumpet blast, and a voice of words, whose hearers begged no more be said to them. ମଇରି ପୁକ୍‌ବାଟା ଆରି ସବଦ୍‌ ଅଇବାଟା ସୁନ୍‌ଲାଇ । ସେ ସବଦ୍‌ ସୁନ୍‌ଲାକେ ଲକ୍‌ମନ୍‌ ଆରି ନ ସୁନୁ ବଲି ବାବୁଜିଆ କଲାଇ ।
20 For they could not bear the command: "If even an animal touches the mountain, it must be stoned." କାଇକେବଇଲେ ତେଇ ଦେଇରଇବା ଆଦେସ୍‌କେ ସେମନ୍‌ ବେସି ଡର୍‌ଲାଇ । “ଗଟେକ୍‌ ପସୁ ମିସା ସେ ପର୍‌ବତେ ପାଦ୍‌ ମାଣ୍ଡ୍‌ଲେ ତାକେ ପାକ୍‌ନା ସଙ୍ଗ୍‍ ମାରି ମରାଇବାର୍‌ ଆଚେ ।” ବଲି ଆଦେସ୍‌ ରଇଲା ।
21 Indeed, so terrifying was the sight that Moses said, "I am trembling with fear." ଜନ୍‌ଟା ଦେକିଅଇଲା ଆରି ସୁନି ଅଇଲା, ସେଟା ବେସି ଡର୍‌ ଲାଗ୍‌ବାଟା ରଇଲା । ଜେନ୍ତାରି କି ମସା ମିସା କଇଲା, “ସତଇସେ ମୁଇମିସା ତର୍‌ତରି କରି ଡର୍‌ଲିନି ।”
22 But you have come to Mount Zion, city of the living Father, heavenly Jerusalem, and to countless angels in joyful assembly, ମାତର୍‌ ଏବେ ଆମେ ସିଅନ୍‌ ପର୍‌ବତେ ଆସିଆଚୁ । ସେଟା ଅଇଲାନି ସର୍‌ଗେ ରଇବା ଜିରୁସାଲେମ୍‌ । ଜିବନ୍‌ ରଇବା ପର୍‌ମେସରର୍‌ ନଅରେ ଆଇଲୁ ଆଚୁ । ଜନ୍‌ଟାନେ କି ଅଜାର୍‌ ଅଜାର୍‌ ଦୁତ୍‌ମନ୍‌ ଆଚତ୍‌ ।
23 and to the assembly of the firstborn enrolled in heaven, and to our Father, judge of all, and to the spirits of the righteous made perfect, ପର୍‌ମେସରର୍‌ ପଣୁଆ ପିଲାମନ୍‌ ସାର୍‌ଦାସଙ୍ଗ୍‍ ରୁଣ୍ଡିରଇବା ଜାଗାଇ ଆମେ ଆଇଲୁଆଚୁ । ତାକର୍‌ ନାଉଁମନ୍‌ ସର୍‌ଗେ ଲେକାଅଇଲା ଆଚେ । ଆମେ ପର୍‌ମେସରର୍‌ ଲଗେ ଆଇଲୁ ଆଚୁ । ସେ ସବୁକେ ବିଚାର୍‌ କର୍‌ସି । ସେ ସିଦ୍‌ କରିରଇବା ଦରମ୍‌ଲକର୍‌ ଆତ୍‌ମାମନର୍‌ଟାନେ ଆଇଲୁ ଆଚୁ ।
24 and to Jesus, mediator of a new covenant, and to sprinkled blood speaking a better word than Abel's blood. ଆରି ନୁଆ ରାଜିନାମା ତିଆର୍‌ କରିରଇବା ଜିସୁକିରିସ୍‌ଟର୍‌ ଲଗେ ଆଇଲୁଆଚୁ । ସେ ତାର୍‌ ବନି ଜରାଇରଇଲା । ସେଟା ଏବଲର୍‌ ବନିତେଇଅନି ନିକ ଆଚେ ।
25 See that you don't refuse the One speaking. If those who refused the One warning them on earth didn't escape, how much less will we, if we turn from the One warning from heaven. ଜନ୍‌ଟା ତମ୍‌କେ ପର୍‌ମେସର୍‌ କଇଲାନି, ନ ସୁନ୍‌ଲା ଲକର୍‌ପାରା ଉଆ ନାଇ । କାଇକେବଇଲେ ପର୍‌ମେସରର୍‌ କାତା ନ ମାନ୍‌ଲାକେ ଆମର୍‌ ଆନିଦାଦିମନ୍‌ ସିନୟ ପର୍‌ବତେ ଡଣ୍ଡ୍‌ ପାଇରଇଲାଇ । ଜନ୍‌ ଲକ୍‌ ଆମ୍‌କେ ସର୍‌ଗେଅନି କଇଲାନି, ସେ କାତା ଆମେ ନ ସୁନିକରି ଏଲାକଲେ, କେତେକ୍‌ ଅଦିକ୍‌ ଡଣ୍ଡ୍‌ ପାଇବୁ ?
26 Then his voice shook the earth; now he has promised: "Yet once more I will shake not only the earth but also the heavens." କାଇକେବଇଲେ, ସିନୟ ପର୍‌ବତେ ପର୍‌ମେସର୍‌ କାତା ଅଇଲାବେଲେ, ଦର୍‌ତନି ଚୁଲ୍‌ବୁଲିଗାଲା । ମାତର୍‌ ସେ ଏବେ କାତା ଦେଇ କଇଲା ଆଚେ, “ମୁଇ ଆରିତରେକ୍‌ ଦର୍‌ତନିକେ ଚୁଲ୍‌ବୁଲାଇବି । ଅବ୍‌କା ଦର୍‌ତନିସେ ନଏଁ, ଆକାସେ ରଇବା ସବୁଜାକକେ ମିସା କର୍‌ବି ।”
27 The phrase "Yet once more" signals removal of shaken things—that is, created things—so the unshaken may remain. ଜେଡେବେଲେ ସେ ଆରିତରେକ୍‌ ବଲି କଇରଇଲା, ତାର୍‌ ଅରତ୍‌ ଅଇଲାନି ତିଆର୍‌ କରିରଇବା ସବୁଜାକ ଚୁଲ୍‌ବୁଲାଇ କରି ସବୁଜାକ ଦାରିଜାଇସି । ଜେନ୍ତାରି କି ନ ଚୁଲ୍‌ବୁଲ୍‌ବାଟାସେ ରଇସି ।
28 So, receiving an unshakable kingdom, let's hold on to thankfulness and offer our Father acceptable worship, with reverence and awe, ସେଟାର୍‌ପାଇଁ ଆମେ ପର୍‌ମେସର୍‌କେ ଦନିଅବାଦ୍‌ ଦେଉଁ । କାଇକେବଇଲେ ସେ ଆମ୍‌କେ ସାସନ୍‌ କଲାନି । ଆରି ତାର୍‌ ରାଇଜ୍‌ ନ ଚୁଲ୍‌ବୁଲେ । ତାକେ ସାର୍‌ଦା କରାଇବାକେ ଡରିକରି ସନ୍‌ମାନ୍‌ ସଙ୍ଗ୍‌ ଉପାସନା କରୁ ।
29 for our Father is a consuming fire. କାଇକେବଇଲେ ଆମର୍‌ ପର୍‌ମେସର୍‌ ସବୁକେ ପଡାଇକରି କୁରୁପ୍‌ନାସ୍‌ କର୍‌ବା ଜଇପାରା ଆଚେ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]