Side by side with the Father's Heart Bible™ ଜିସୁ ମସାର୍ ତଃୟ୍ହୁଣି ବଃଡ୍
1କ୍ରିସ୍ଟିଆନ୍ ସଃଙ୍ଗ୍ମଃନ୍ ଏ ଇସ୍ୱରାର୍ କୁଦାୟ୍ ଅୟ୍ଲାର୍ ପବିତ୍ର ବାୟ୍ବେଣିମଃନ୍, ଅଃମିମଃନାର୍ ବିସ୍ୱାସାର୍ କଃତା ହଃର୍କାରେ ପେରିତ୍ ଆର୍ ମୁଳ୍ ଜାଜକ୍ ଜିସୁର୍ କଃତା ବାବି ଦଃକା; 2ମସା ଜଃନ୍କାର୍ ଇସ୍ୱରାର୍ ଗଃର୍ ବିତ୍ରେ ବିସ୍ୱାସି ରିଲା, ଇସ୍ୱର୍ ବାଚ୍ଲା ଜିସୁ ସେରଃକମ୍ ଇ କାମେ ଇସ୍ୱର୍ ତଃୟ୍ ବିସ୍ୱାସି ରିଲା । 3ଗଃର୍ ତଃୟ୍ହୁଣି ଗଃର୍ ତିଆର୍ କଃରୁ ଜଃନ୍କଃରି ଅଃଦିକ୍ ମାୟ୍ନ୍ ହାୟ୍ଦ୍, ସେବାନ୍ୟା ସେ ମସାର୍ ତଃୟ୍ହୁଣି ଅଃଦିକ୍ ଜଃଜ୍ମାନାର୍ ଜୟ୍ଗ୍ ବଃଲି ଗଃଣିତା ଅୟିଆଚେ । 4ଜଃନ୍କାର୍ କି ହଃତି ଗଃର୍ କୁୟି ନୟ୍ଲେକ୍ କୁୟି ଲକ୍ ତିଆର୍ କଃଲାର୍, ମଃତର୍ ସଃବୁ ବିସୟାର୍ ଜେ ତିଆର୍ କଃର୍ତା ଲକ୍, ସେ ଇସ୍ୱର୍ । 5ଗଟ୍ ଦଃଙ୍ଗ୍ଳା ବାବେ ମସା ଇସ୍ୱରାର୍ ଗଃରେ ମାୟ୍ନ୍କାରି ବିସ୍ୱାସି ଲକ୍ରିଲା, ଆର୍ ତାର୍ କାମ୍ ଇସ୍ୱର୍ ଆଗେ ଜାଣାଉତାର୍ ବିସୟ୍ ହର୍ ରିଲା । 6ମଃତର୍ କ୍ରିସ୍ଟ ତାର୍ ହୟିସି ଇସାବେ ଇସ୍ୱରାର୍ ହୁରୁଣ୍ ଗଃରାର୍ ହର୍; ଜଦି ଅଃମିମଃନାର୍ ସାସ୍ ଆଚେ ତଃବେ ଗଃର୍ବାର୍ କଃତା ଜେ ଅଃମିମଃନାର୍ ବଃର୍ସା, ଅଃଟୁଆ ଆଚେ, ତଃବେ ଅଃମିମଃନ୍ ତ ତାର୍ ଗଃର୍ ।
ଇସ୍ୱରାର୍ ଲକ୍ମଃନାର୍ ଗିନେ
7ବଃଲେକ୍ ପବିତ୍ର ଆତ୍ମା ଜଃନ୍କାର୍ କୟ୍ଦ୍,“ଆଜି ଜଦି ତୁମିମଃନ୍ ତାର୍ କଃତା ସୁଣାସ୍,
8ଜଃନ୍କଃରି ରିସା ଜାତ୍ ଅଃଉତା ଟାଣେ ଆର୍ ବଃଟାୟ୍ ପରିକ୍ୟା ଦିନ୍ ଗଃଟିରିଲି,ସେବାନ୍ୟା ନିଜାର୍ ନିଜାର୍ ମଃନ୍ ଅଃଟୁଆ କଃରା ନାୟ୍ ।
9ସେ ବଃଟାୟ୍ ତୁମିମଃନାର୍ ଦାଦିବାବୁମଃନ୍ ପରିକ୍ୟା କଃରି ଅଃମିକ୍ ଲଳ୍ଲାୟ୍,ଆର୍ ଚାଳିସ୍ ବଃର୍ସ୍ ହଃତେକ୍ ଅଃମାର୍ କାମ୍ ଦଃକ୍ଲାୟ୍ ।
10ସେତାର୍ଗିନେ ଅଃମି ଇ ବଃଉଁସ୍ ଉହ୍ରେ ରିସା ଅୟି କୟ୍ଲୁ,‘ସେମଃନ୍ ସଃବୁବଃଳ୍ ମଃନେ ବାଣା ଅୟ୍ଆଚ୍ତି, ସେମଃନ୍ ଅଃମାର୍ ବାଟ୍ ସଃବୁ ନଃଜାଣ୍ତି ।ଆର୍ ମର୍ ଆଦେସ୍ ମାନୁ ନଃଚ୍ତି ।
11ଇତାକ୍ ମୁୟ୍ଁ ନିଜେ ରିସା ଅୟି ସଃୟ୍ତ୍ କଃଲେ,ସେମଃନ୍ ମୁୟ୍ଁ କୟ୍ଲା ଦେସେ କଃବେହେଁ ହୁରୁ ନଃହାର୍ତି ।’”
12ଏ ବାୟ୍ବେଣିମଃନ୍, ଜଃଗ୍ରାତ୍, ଅଃଉଆ ଜଃନ୍କଃରି ତୁମାର୍ କାର୍ ମଃନ୍ ଜିବନ୍ ଇସ୍ୱରାର୍ ବିସ୍ୱାସ୍ ତଃୟ୍ହୁଣି ଦୁରି ନଃଜଃଉଅ । 13ମଃତର୍ କଃଡେବଃଳ୍ ହାହାର୍ ଟକ୍ତା ତଃୟ୍ ତୁମିମଃନାର୍ ବିତ୍ରେ କେଏ ଅଃଟୁଆ ମଃନାର୍ ଲକ୍ ଅୟ୍ଦ୍, ଇତାର୍ ଗିନେ ଆଜି ବେଳା ରେଉଁ ରେଉଁ ହଃତି ଦିନ୍ ଗଟ୍ଲକ୍ ଆରେକ୍ ଗଟେ ଲକେ ଉହ୍କାର୍ କଃର । 14ବଃଲେକ୍ ଆରୁମେ ଅଃମିମଃନାର୍ ଜୁୟି ବିସ୍ୱାସ୍ ରିଲି, ସେରି ଜଦି ସେସ୍ ହଃତେକ୍ ଦଃରି ରେଉଁନ୍ଦ୍, ତଃବେ କ୍ରିସ୍ଟର୍ ସଃଙ୍ଗାର୍ ବାଗିଦାରି ଅୟି ରେଉଁନ୍ଦ୍ ।
15କଃତା ଆଚେ,“ଆଜି ଜଦି ତୁମିମଃନ୍ ତାର୍ କଃତା ସୁଣାସ୍,ଜଃନ୍କଃରି ରିସା ଜଃନ୍ମାଉତା ଟାଣେ ଗଃଟିରିଲି,ସେମଃନ୍ ଇସ୍ୱରାର୍ ବିରଦି ଅୟ୍ରିଲାୟ୍ ସେବାନ୍ୟା ନିଜାର୍ ନିଜାର୍ ମଃନ୍ ଅଃଟୁଆ କଃରା ନାୟ୍ ।”
16ତଃବେ ଜୁୟି ଲକ୍ମଃନ୍ ସୁଣି ରିସା କଃରାୟ୍ଲାୟ୍ ? ମସାର୍ ଦଃୟି ମିସର୍ ଦେସେ ହୁଣି ଜୁୟି ଲକ୍ମଃନ୍ ବାରାୟ୍ ଆସି ରିଲାୟ୍, ସେ ସଃବୁ ଲକ୍ମଃନ୍ କାୟି ସେମଃନ୍ ନୟ୍ ? 17ଆର୍ ଜୁୟି ଲକ୍ମଃନାର୍ ଉହ୍ରେ ଚାଳିସ୍ ବଃର୍ସ୍ ହଃତେକ୍ ସେ ରିସା ଅୟ୍ରିଲା ? ଜୁୟି ଲକ୍ମଃନ୍ ହାହ୍ କଃରି ରିଲାୟ୍, ଜୁୟି ଲକ୍ମଃନାର୍ ମଃଳ୍ ବଃଟାୟ୍ ହଃକାୟ୍ ଅୟ୍ରିଲି, କାୟି ସେମଃନାର୍ ଉହ୍ରେ ନାୟ୍ ? 18ଇସ୍ୱର୍ ଜଃଡେବଃଳ୍ ସଃୟ୍ତ୍ କଃରି କୟ୍ରିଲା ସେହର୍ “ମର୍ ବିସାଉଁଣି ତଃୟ୍ ହୁରୁ ନଃହାର୍ତି” ସେ ଇରି ଜାକେ କୟ୍ରିଲା ସେମଃନ୍ ଇସ୍ୱରାର୍ ବିରୁଦେ କୟ୍ରିଲା ଲକ୍ମଃନ୍ । 19ବଃଲେକ୍ ଅଃମିମଃନ୍ ଦଃକୁଲୁ ଜେ, ସେମଃନାର୍ ଅବିସ୍ୱାସାର୍ ଗିନେ ସେମଃନ୍ ସେ ସଃୟ୍ତ୍ କଃଲା କିଣାନ୍ ଦେସେ ହୁରୁ ନଃହାୟ୍ଲାୟ୍ ।