Skip to content
The Believer's Library

Desiya Bible

Isaiah 8 Saa25

Show Saa25 only
Verse × ×
1 Our Father said to me, "Take a large tablet and write on it plainly: 'Belonging to Maher-shalal-hash-baz.'" ଆରି, ସବୁବେଲର୍ ମାପ୍‌ରୁ ମକେ କଇଲା, ତମେ ଗଟେକ୍ ବଡ୍ ପାଟା ନେଇକରି ଲକ୍‌ମନ୍ ଜାନ୍‌ଲା ପାରା ଅକିଅର୍‌ ସଙ୍ଗେ ଲେକ୍‌, ମଏର ସାଲଲଆସ୍‌ ବସ୍ ଚରାଇ ରଇବା ଦନ୍‌ସପତି ଦାପ୍‌ରେ ଆଇଲାନି , ଚରାଇ ରଇବା ସବୁଜାକ ଦିନ୍‌ସୁ ପତର୍ ଦାପ୍‌ରେ ଗାଲାନି;
2 So I called reliable witnesses to attest for me—Uriah the priest and Zechariah son of Jeberechiah. ଆରି , ମୁଇଁ ସାକି ଦେଇରଇବା ଉରିଅର୍ ଜାଜକ୍ ଆରି ଜିବରିକିଅର୍ ପିଲା ଜିକରିଅକେ ନିଜର୍ ବିସ୍‌ବାସ୍‌ର୍ ସାକି ରକ୍‌ବି।
3 Then I went to the prophetess; she conceived and bore a son, and our Father said to me, "Name him Maher-shalal-hash-baz. ମୁଇଁ ବବିସତ୍‌ବକ୍‌ତି ସଙ୍ଗେ ସୁଆବସା କଲାକେ , ସେ ଗାଗ୍‌ଡେ ଅଇ କରି ଗଟେକ୍ ପିଲା ଜନମ୍ କଲା। ସେଟାର୍ ପାଇଁ ସବୁବେଲର୍ ମାପ୍‌ରୁ ମକେ କଇଲା,ତାର୍ ନାଉଁ ମେଏର ସାଲଲାସ୍ ବସ୍ ବଲିକରି ଦିଆସ୍ ।
4 Before the boy knows how to cry 'My father' or 'My mother,' Damascus's wealth and Samaria's plunder will be carried off before Assyria's king." କାଇକେବଇଲେ ଏ ପିଲା ଅଇଲାନି ମର୍ ବାବା ଆରି ମର୍ ଆୟା ବଲିକରି ଡାକ୍‌ବା ଆଗ୍‌ତୁ ଦମେସକର୍ ସବୁ ଦନ୍‌ସଁପତି ଆରି ସମରିଅର୍ ଚରାଇ ରଇବା ଦନ୍‌ସଁପତିକେ ଅସୁର୍ ରାଜାର୍ ଆଗେ ଆଗେ ବଇ ନେବାଇ।
5 Our Father spoke to me yet again: ତାର୍‌ପଚେ ସବୁବେଲର୍ ମାପ୍‌ରୁ ମକେ ଆରି ତରେକ୍ କଇଲା,
6 "Because this people has refused the gently flowing waters of Shiloah and rejoices over Rezin and the son of Remaliah, ଏ ଲକ୍‌ମନ୍ ଅଇଲାଇନି ସିଲର୍ ଦିରେ ଦିରେ ବଇଜିବା ପାନି ନିଚିକରି ରସିନ୍‌ ଆରି ରମଲିଅର୍ ପିଲାର୍‌ ଟାନେ ସାର୍‌ଦା କଲାସ୍‌ନି;
7 therefore the Sovereign Father is about to bring up against them the mighty floodwaters of the River—the king of Assyria and all his glory. It will rise over all its channels and overflow all its banks, ତେବର୍‌ ପାଇଁ ଦେକା, ମାପ୍‌ରୁ ଏବେ ପରାତ୍ ଗାଡର୍‌ ବଏଁକାର୍ ଆରି ବେସି ପାନି ପାରା ଅସୁରର୍ ରାଜାକେ ଆରି ତାର୍ ସବୁଜାକ ସକ୍‌ତିକେ ସେମନ୍‌ ଜିଉଦାର୍ ବିରଦ୍‌ରେ ଆନ୍‌ଲାନି; ତେବର୍‌ ପାଇଁ ନିଜର୍ ସବୁଜାକ ପାନି ଜମି ରଇବା ଉପ୍‌ରେ ପାନି ଉଚ୍‌ଲି ଜାଇକରି ନିଜର୍ ବନ୍ଦ୍ ଉପ୍‌ରେ ଚାପି କରି ଜାଇସି;
8 and it will sweep on into Judah, flooding and passing through, reaching up to the neck; and its outstretched wings will fill the breadth of your land, Immanuel." ଆରି, ସେଟା ଅଦିକ୍ ଅଦିକ୍ ଅଇଜାଇକରି ଆଗ୍‌କେ ଜିଉଦା ଦେସ୍‌ ଜାକ ବଇ ଜାଇସି; ସେ ପାନି ଉଚ୍‌ଲି ଜାଇକରି ସବୁବାଟେ ବଇ ଜାଇସି; ସବଦ୍‌ ଅଇକରି ଉଟ୍‌ସି; ଆରି ଏ ଇମାନୁଏଲ୍ , ତାର୍ ଆତର୍ ବପୁ ତମର୍ ଦେସର୍ ପାକ୍‌ନାକେ ଡାବି ଦେଲାପାରା ରକିଆ କର୍‌ସି ।
9 Be shattered, you peoples, and be broken! Listen, all you distant lands! Strap on your armor and be broken; strap on your armor and be broken! ଏ କୁଟୁମର୍ ସବୁଲକ୍, ତମେ ଆଉଲି ଉଆ, ଏଲେମିସା ତମେ ବିନାସ୍‌ ଅଇ ଜାଇସା; ଆରି ଏ ଦୁର୍‌କେ ରଇବା ଦେସର୍ ଲକ୍‌ମନ୍ , ତମେ କାନ୍ ଡେରି କରି ସୁନା; ତମେ ଆଁଟାବେଡା ବାନ୍ଦି ଅଇକରି ରଇଲେ ମିସା, ବିନାସ୍ ଅଇ ଜାଇସା।
10 Devise your plan, but it will come to nothing; speak your word, but it will not stand—for our Father is with us. ଗଟେକ୍ ଅଇ କରି ଜଜ୍‌ନା କଲେ ମିସା, ସେଟା ସପଲ୍ ନ ଅଏ; କାତା କଇସା, ମାତର୍ ସେଟା ସବୁବେଲେ ନ ରଏ; କାଇକେ ବଇଲେ ପର୍‌ମେସର୍ ଆମର୍ ସଙ୍ଗେ ଆଚେ।
11 For this is what our Father told me, his strong hand on me, warning me not to walk this people's way: କାଇକେ ବଇଲେ ସବୁବେଲର୍ ମାପ୍‌ରୁ ବେସି ଡାଟ୍ ରଇବା ଆତ୍ ସଙ୍ଗେ ମକେ ଦାରିକରି ଏନ୍‌ତାର୍ ବଲିକରି କଇଲା ଆରି ମୁଇଁ ଜେନ୍‌ତିକି ଏ ଲକ୍‌ମନର୍‌ ବାଟେ ନ ଜାଇ, ସେଟାର୍ ପାଇଁ ବଲିକରି ମକେ ଆଦେସ୍ ଦେଇକରି କଇଲା ଆଚେ,
12 "Do not call conspiracy everything this people calls conspiracy; do not fear what they fear, and do not be terrified. ଏ ଲକ୍‌ମନ୍‌ ଜନ୍‌ ବିସଇକେ ସଡ୍‌ଜନ୍ତର୍‌ ବଲିକରି କଇବାଇ, ତମେ ସେଟାମନ୍‌କେ ସଡ୍‌ଜନ୍ତର୍ ବଲିକରି କୁଆ ନାଇଁ ; କି ସେମନ୍ ଡର୍‌ବା ବିସଇକେ ତମେ ଡରା ନାଇଁ; କି ସେ ବିସଇ ନେଇକରି ଡରି ଜାଆ ନାଇଁ।
13 The Father of heaven's armies—he is the one you should regard as holy. Let him be your fear; let him be your dread. ସବୁବେଲର୍ ମାପ୍‌ରୁ ଆକା ତମ୍‌କେ ସୁକଲ୍ କର୍‌ସି , ଆରି ସେଟା ତମର୍ ଡର୍‌ବା ଜାଗା ଅ ଆରି ସେ ତମ୍‌କେ ଡର୍‌ସି ।
14 He will become a sanctuary; but to both houses of Israel he will be a stone that makes them stumble and a rock that makes them fall, and to the inhabitants of Jerusalem a trap and a snare. ତାର୍‌ପଚେ ସେଟା ସୁକଲ୍ ଜାଗା ପାରା ଅଇସି, ମାତର୍ ଇସ୍‌ରାଏଲର୍ ଦୁଇ କୁଟୁମର୍ ଲକ୍‌ମନ୍‌କେ ନସ୍‌ଟ ଅଇଜିବା ପାକ୍‌ନା ପାରା ଆରି କସ୍‌ଟ ଅଇସି , ଜିରୁସାଲମେ ବାସା ଅଇରଇବା ଲକ୍‌ମନର୍ ପାଇଁ ପାନ୍ଦ୍ ପାରା ଅଇସି।
15 Many among them will stumble; they will fall and be broken, they will be snared and captured." ଆରି , ବେସି ଲକ୍‌ମନ୍ ଜଟିଆଇ ଅଇ ନସ୍‌ଟ ଅଇ କରି ତପି ଅଇ ନସ୍‌ଟ ଅଇବାଇ ଆରି ସେ ପାନ୍ଦେ ପଡିକରି ଦାରା ପଡ୍‌ବାଇ।
16 Preserve the testimony; seal the teaching among my disciples. ତମେ ଏ ଦେକାଇ ରଇବା ବାକିଅକେ ମାନା , ମର୍ ସିସ୍‌ମନର୍ ବିତ୍‌ରେ ନିଅମର୍ ଚିନ୍‌କରି ସଙ୍ଗୁଆ ।
17 I will wait for our Father, who is hiding his face from the house of Jacob; I will hope in him. ଆରି, ଜେ ଜାକୁବ୍ ବଁସେ ଅନି ନିଜର୍ ଟଣ୍ଡ୍‌କେ ଚୁପ୍‌ କର୍‌ସି, ମୁଇଁ ସେ ସବୁବେଲର୍ ମାପ୍‌ରୁକେ ଜାଗିକରି ରଇବି ଆରି ସେ ଆଇବା ବାଟ୍‌କେ ଦେକ୍‌ତେ ରଇବି।
18 Here am I, and the children our Father gave me—signs and wonders in Israel from the Father of heaven's armies, who lives on Mount Zion. ଦେକା , ମୁଇଁ ଆରି ସବୁବେଲର୍ ମାପ୍‌ରୁର୍ ଲାଗି ମକେ ଜାତ୍‌ କରି ରଇବା ପିଲାଜିଲାମନ୍ ସିଅନ୍ ପର୍‌ବତେ ବାସାଅଇ ରଇବା ଲକ୍‌ମନ୍ ସବୁବେଲର୍ ବପୁରଇବା ମାପ୍‌ରୁ ଟାନେଅନି ଇସ୍‌ରାଏଲ୍ ବିତ୍‌ରେ ଚିନ୍‌ ଆରି ବଏଁକାର୍ ପାରା ଅଇସି।
19 When they tell you, "Ask the mediums and those who consult spirits, who whisper and mutter," should a people not ask their Father? Should they consult the dead for the living? ଆରି, ଜେଡେବେଲେ ସେମନ୍ ଜଦି ତମ୍‌କେ କଇବାଇ, ଜନ୍ ଦିସାରି ଗୁନିଆଁମନ୍ ଆଉଲି ଅଇକରି ଆରି କୁସୁକୁସୁ ଅଇକରି କଇବାଇ, ସେମନ୍‌କେ ଚିନା; ତମେ କୁଆ ଲକ୍‌ମନ୍ କାଇ ନିଜର୍ ନିଜର୍ ପର୍‌ମେସରର୍ ବାଟେ ନ ଜାଅତ୍ ? ସେମନ୍‌ କାଇ ଜିଇରଇବା ବାଦୁଲେ ମରି ରଇବା ଲକ୍‌ମନର୍ ବାଟେ ଜିବାଇ?
20 To the teaching and the testimony! If they don't speak according to this word, they have no light of dawn. ନିଅମ୍ ଆରି ପର୍‌ମାନ୍ ପାଇ ରଇବା ବାକିଅର୍ ବାଟେ ଜାଆ। ଜେବେ ସେମନ୍ ଏ ବାକିଅ ଇସାବେ କାତା ନ କଅତ୍, ତେବେ ସେମନର୍ ବାଟ୍ ସବୁ ଆନ୍ଦାର୍‌ ।
21 Distressed and hungry, they will roam the land; when famished, they will rage and curse their king and their Father, and look up. ଆରି, ସେମନ୍ ବେସି କସ୍‌ଟ ଆରି ଦୁକ୍ ଅଇକରି ଦେସ୍‌ବିତ୍‌ରେ ପୁରିକରି ଜିବାଇ , ଆରି ବେସି ବୁକ୍‌ ଲାଗ୍‌ଲେ ସେମନ୍ ରିସା ଅଇଜାଇକରି ନିଜର୍ ରାଜାର୍ ଲାଗି ଆରି ନିଜର୍ ପର୍‌ମେସରର୍‌କେ ଅବିସାପ୍ ଦେଇକରି ସରଗ୍‌ ବାଟେ ନିଜର୍ ନିଜର୍ ମୁଁକେ ଦେକ୍‌ବାଇ;
22 They will look to the earth and see only distress and darkness, the gloom of anguish; and they will be driven into thick darkness. ଆରି , ସେମନ୍ ବୁଇଁକେ ନିକକରି ଦେକ୍‌ବାଇ, ଆରି ଦେକା, ଦୁକର୍‌ ବେଲେ ଆରି ଆନ୍ଦାରେ, ଦୁକ୍‌ ପାଇବା ପାରା ବେସି ଆନ୍ଦାର୍; ଆରି, ସେମନ୍ ବେସି ଆନ୍ଦାର୍‌କେ ବାର୍‌କରାଇ ଦେବାଇ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]