Skip to content
The Believer's Library

Desiya Bible

Isaiah 7 Saa25

Show Saa25 only
Verse × ×
1 In the days of Ahaz son of Jotham, son of Uzziah, king of Judah, Rezin king of Aram and Pekah son of Remaliah king of Israel marched on Jerusalem to fight it, but could not overpower it. ଜିଉଦା ଦେସର୍ ରାଜା ଉସିଅର୍ ନାତି ଜତମ୍‌ର ପିଲା ଆଅସ୍‌ର୍ ସମଇ ବେଲେ ଅରାମର୍ ରସିନ୍‌ ରାଜା ଆରି ରମଲିଅର୍ ପିଲା ପେକଅ ନାଉଁରେ ଇସ୍‌ରାଏଲର୍‌ ରାଜା ଜିରୁସାଲାମ୍ ଗଡର୍ ବିରୁଦେ ଜୁଇଦ୍ କର୍‌ବାକେ ସେ, ଜାଗାଇ ଗାଲା; ମାତର୍ ସେଟାକେ ଆରାଇ ନାପାର୍‌ଲା।
2 When the house of David heard, "Aram has joined forces with Ephraim," the hearts of Ahaz and his people shook like forest trees before the wind. କେବେ ନ ଆର୍‌ବା ଦାଉଦ୍ ବଁସ୍‌କେ ଗଟେକ୍ କବର୍ ପାଟାଇଲା ଜେ, ଅରାମ ଇପ୍‌ରଇମର୍ ବାଟେ ଅଇଲା ଆଚେ । ତାର୍‌ପଚେ ତାର୍ ଆତ୍‌ଗଡ୍‌ ଆରି ତାର୍ ଲକ୍‌ମନର୍ ଗାଗଡ୍ ପବନେ ତର୍‌ତରି କରି ବନର୍ ଗଚ୍‌ମନର୍ ପାରା ଚୁଲ୍‌ବୁଲି ଗାଲା।
3 Then our Father told Isaiah, "Go meet Ahaz, you and your son Shear-jashub, at the end of the upper pool's channel, on the road to the Launderer's Field, ସେଡ୍‌କିବେଲେ ସବୁବେଲର୍ ମାପ୍‌ରୁ ଜିସାଇଅକେ କଇଲା , ତୁଇ ଆରି ତର୍ ପିଲା ସାରଜାସୁବ ,ଦବା ଲୁଗାଦଉର୍‌ ପାଦାର୍ ରାଜା ଜିବା ବାଟର୍ ଉପ୍‌ରର୍‌ ବନ୍ଦର୍ ନାଲ୍ ମୁଣ୍ଡେ ଆଅସ୍‌ର୍ ସଙ୍ଗେ ବେଟ୍ ଅଇବାକେ ଜାଆ ।
4 and tell him: Take care, stay calm, don't be afraid or lose heart over these two smoking stubs of firewood—over the fierce anger of Rezin, Aram, and Remaliah's son. ଆରି ତାକେ କୁଆ, ଜାଗର୍‌ତା ଆରି ଚୁପ୍‌ ଅଇକରି ରୁଆ; ଏ ଦୁଆଁ ବାରଇବା ଦାରୁକେ ଦୁଇବାଟେ ଲେଞ୍ଜ୍ ,କଇବାକେ ଗାଲେ ,ରସିନ୍‌ ଆରି ଅରାମର୍ ଆରି ରମଲିଅର୍ ପିଲାର୍ ବେସି ରିସା ଅଇବାଟାକେ ତମେ ଡରି ଜାଆ ନାଇଁ ,ଆରି ନିଜର୍ ମନ୍‌କେ ଉନା କରାନାଇଁ।
5 Because Aram, along with Ephraim and the son of Remaliah, has plotted evil against you, saying, କାଇକେବଇଲେ ଅରାମ, ମିସା ଇପ୍‌ରଇମ୍‌ ଆରି ରମଲିଅର୍ ପିଲା ତମର୍ ବିରୁଦେ କୁଟ୍ ପାଁଚି କରି କଇଲାଇନି,
6 'Let us march up against Judah, terrify it, split it open for ourselves, and set the son of Tabeel as king over it,' ଆସା, ଆମେ ସବୁଲକ୍ ଜିଉଦା ବିରୁଦେ ଜାଇ ଜୁଇଦ୍ କରୁ ଆରି ତାକର୍ ମନ୍‌କେ ଏନେତେନେ କରିଦେଉଁ ଆରି ଆମର୍‌ ପାଇଁ ତେଇ ରଇବା ଜାଗା କରି ଗଟେକ୍ ରାଜାକେ , କଇବାକେ ଗାଲେ, ଟାବେଲର୍ ପିଲାକେ ଟିଆ କରୁ ।
7 this is what the Sovereign Father says: It will not stand, and it will not happen. ମାପ୍‌ରୁ ସବୁବେଲର୍ ମାପ୍‌ରୁ ଏ କାତା କଇଲାନି , ସେଟା ସାନ୍ତି ନ ଅଏ କି ପୁରାପୁରୁନ୍ ସିଦ୍ ନ ଅଏ।
8 For the head of Aram is Damascus, and the head of Damascus is Rezin. Within sixty-five years Ephraim will be shattered—no longer a people. କାଇକେବଇଲେ ଅରାମର୍ ମୁକିଅ ନଗର୍‌ ଦମେସ୍‌କସ୍ ଆରି ଦାମାସ୍‌କସର୍ ମୁକିଅ ନଗର୍ ରସିନ୍‌; ଆରି, ସାଟେ ପାଁଚ୍ ବରସ୍ ବିତ୍‌ରେ ଇପ୍‌ରିଅମ୍ ବାଗ୍ ବାଗ୍‌ ଅଇ ଏନ୍‌ତି ରକାମ୍ କୁରୁପ୍ ନାସ୍ ଅଇସି ଜେ, ସେ ଆରି ଗଟେକ୍‌ କୁଟୁମ୍ ଅଇକରି ନ ରଏ;
9 The head of Ephraim is Samaria, and the head of Samaria is the son of Remaliah. If you do not stand firm in faith, you will not stand at all." ଆରି, ଇପ୍‌ରିଇମର୍ ମୁକିଅ ନଗର୍ ଅଇଲାନି ସମରିଅ ଆରି ସମରିଆର୍ ମୁକିଆ ଅଇଲାନି ରମଲିଅର୍ ପିଲା । ଜେବେ ତମେ ବିସ୍‌ବାସ୍‌ ନ କରାସ୍ , ତେବେ ସାନ୍ତି ଅଇକରି ନ ରଏ , ଏ କାତା ସତ୍।
10 Our Father spoke to Ahaz again, saying, ତାର୍‌ପଚେ ସବୁବେଲର୍ ମାପ୍‌ରୁ ଆଅସ୍‌କେ ଆର୍‌ ତରେକ୍ କଇଲା,
11 "Ask your Father for a sign; make it deep as the grave or high as the heavens." ତମେ ସବୁବେଲର୍ ମାପ୍‌ରୁକେ ନିଜର୍ ପର୍‌ମେସର୍‌କେ ଗଟେକ୍ ଚିନ୍ ମାଙ୍ଗା; ସର୍‌ଗର୍‌ ଅ, କି, ପୁର୍‌ତିବିର୍‌ ଅ ଗଟେକ୍, ଚିନ୍ ମାଙ୍ଗ୍‌ ।
12 But Ahaz said, "I will not ask, and I will not put our Father to the test." ମାତର୍ ଆଅସ୍‌ କଇଲା , ମୁଇଁ ନ ମାଙ୍ଗି କି ସବୁବେଲର୍ ମାପ୍‌ରୁକେ ପରିକା ନ କରି।
13 Isaiah said, "Listen, house of David! Isn't it enough that you weary people? Must you weary my Father too? ତାର୍‌ପଚେ ସେ କଇଲା , ଏ ଦାଉଦ୍ ବଁସର୍ କୁଟୁମ୍ , ତମେ ଏବେ ସୁନା; ନର୍‌ଜାତିକେ ଦୁକ୍‌ ଦେବା ପାଇଁ ତମର୍‌ ପାଇଁ ବଲିକରି ସାନ୍ ବିସଇ ବଲିକରି ତମେ ମର୍ ପର୍‌ମେସର୍‌କେ ପରିକା କର୍‌ବାକେ ମନ୍ କଲାସ୍‌ନି କି ?
14 So the Sovereign Father himself will give you a sign: Look, the virgin will conceive, bear a son, and name him Immanuel. ସେଟାର୍ ପାଇଁ ସବୁବେଲର୍ ମାପ୍‌ରୁ ନିଜେ ତମ୍‌କେ ଗଟେକ୍ ଚିନ୍ ଦେଇସି; ଦେକା ଏ ଦାଙ୍ଗ୍‌ଡି ଗାଗ୍‌ଡେ ଅଇକରି ଗଟେକ୍ ପିଲା ଜନମ୍ ଦେଇସି ଆରି ତାର୍ ନାଉଁ ଇମାନୁଏଲ୍ ବଲିକରି ଦେଇସି ତାକେ ଆମର୍ ସଙ୍ଗେ ରଇବାକେ ପର୍‌ମେସର୍ ଚାଡ୍‌ସି।
15 He will eat curds and honey by the time he knows to reject evil and choose good. କାରାପ୍‌ଟାକେ ଚାଡ୍‌ସି ଆରି ନିମାନ୍‌ଟାକେ ବାଚ୍‌ବାକେ ଜାନ୍‌ବା ବେଲେ ସେ ଦଇ ଆରି ମୁଁ କାଇସି ।
16 Before the boy knows to reject evil and choose good, the land whose two kings you dread will be abandoned. କାଇକେ ବଇଲେ ପିଲା କରାପ୍‌ଟାକେ ଚାଡ୍‌ସି ଆରି ନିମାନ୍‌ଟାକେ ବାଚ୍‌ବାକେ ଜାନ୍‌ବା ଆଗ୍‌ତୁ ଜନ୍‌ ଦେସର୍ ଦୁଇଟା ରାଜାକେ ଗିନ୍‌ କଲାସ୍‌ନି, ସେ ଦେସେ ଲକ୍‌ ବାକ୍ ନ ରଅତ୍‌ ।
17 Our Father will bring on you, your people, and your father's house days unlike any since Ephraim broke from Judah—the king of Assyria. ଇପ୍‌ରିଅମ୍ ଜିଉଦାଇ ଅନି ଅଲ୍‌ଗା ଅଇଲା ଦିନେ ଅନି ଏ ରକାମ୍ କେବେ ମିସା ଅଏ ନାଇଁ, ସେ ରକାମ୍ ଦିନ୍ ସବୁବେଲର୍ ମାପ୍‌ରୁ ତମର୍ ପାଇଁ ଆରି ତମର୍ ଲକ୍‌ବାକ୍ ମନର୍ ଲାଗି ଆରି ତମର୍ ଆନିଦାଦି ମନର୍ ପାଇଁ ଗଟାଇସି; କଇବାକେ ଗାଲେ ଅସୁରର୍ ରାଜାକେ ଆନ୍‌ସି।
18 In that day our Father will whistle for the fly from Egypt's distant streams and for the bee in the land of Assyria, ଆରି ,ସେଦିନେ ସବୁବେଲର୍ ମାପ୍‌ରୁ ମିସର୍ ଦେସର୍ ଗାଡ୍‌ମନର୍ ମଚିମନ୍‌କେ ଆରି ଅସୁର୍ ଦେସର୍ ମୁଁମଚିମନ୍‌କେ ସୁଇଟି ମାରିକରି ଡାକ୍‌ସି।
19 and they will all come and settle in the steep ravines and in the clefts of the rocks, on all the thornbushes and at all the watering holes. ତାର୍‌ପଚେ ସେମନ୍ ସବୁ ଲକ୍‌ଜାକ ଆସିକରି ମେଲାନ୍ ବାଟାର୍‌ ମୁଆଟେ ଆରି ପାକ୍‌ନା ପର୍‌ଡେ ଆରି କାଟାର୍ ବନେ ଆରି ଗାଁସ୍‌ ରଇଲା ବୁଏଁ ବସ୍‌ବାଇ।
20 In that day the Sovereign Father will shave—with a razor hired from beyond the Euphrates, the king of Assyria—the head and leg hair, and sweep the beard away too. ସେ ଦିନେ ମାପ୍‌ରୁ ପରାତ୍ ଗାଡର୍‌ ସେପାଟେ ବାଣ୍ଡାରିକେ ଡାକି ବାଡା ଦେଇକରି, କଇବାକେ ଗାଲେ, ଅସୁରର୍ ରାଜାର୍‌ ଲାଗି ମୁଣ୍ଡ୍ ଆରି ଗାଗଡର୍‌ ବାଲ୍ କୁରାଇସି ଆରି ଚଡ୍‌କେ ମିସା କୁରାଇ କରି ନସ୍‌ଟ କରି ଦେଇସି।
21 In that day a man will keep alive a young cow and two sheep, ସେ ଦିନେ କେଆଲେ ଗଟେକ୍ ଲକ୍ ଗଟେକ୍ ଅସର୍ ଆରି ଦୁଇଟା ମେଣ୍ଡା ପାଲ୍‌ଲା,
22 and because of the abundance of milk, he will eat curds; all left in the land will eat curds and honey. ସେମନର୍ ମନ୍‌ ରଇଲାକି ଦୁଦର୍ ବାଦୁଲେ ସେ ଦଇ କାଇସି; କାଇକେ ବଇଲେ ସେ ଦେସ୍‌ ବିତ୍‌ରେ ଅଦିକ୍‌ ଲକ୍ ଦଇ ଆରି ମୁଁ କାଇବାଇ ।
23 That day, every place with 1,000 vines worth 1,000 silver pieces will become thorns and thornbushes. ଆରି ,ଜେ ଜେ ସେ ଜାଗାଇ ଅଜାର୍‌ଟା ରୁପା ଟାଙ୍ଗାର୍ ଏତ୍‌କି ମୁଲିଅର୍ ଅଙ୍ଗୁର୍ ମାଲ୍ ରଇଲା, ସେଟାମନ୍ ସବୁ ସେଦିନେ, ସେ ସବୁଜାକ ଜାଗା କାନ୍‌କଲି ଆରି କାଟାବୁଟା ଗଚ୍ ଅଇବାଇ।
24 People come there with arrows and bow, for all the land will be thornbushes and thorns. ଆରି ସବୁଜାକ ଦେସର୍‌ କାନ୍‌କଲି କାଟାଗଚ୍‌ ଅଇଲାକେ ଲକ୍‌ମନ୍ ଦୁନୁ କାଣ୍ଡ୍‌ ଦାରିକରି ସେ ଜାଗାଇ ଜିବାଇ।
25 You will not go to the hills once worked with the hoe, for fear of the thornbushes and thorns; they become pasture for cattle and trampling ground for sheep." ଆରି , ଜନ୍‌ ପର୍‌ବତ୍ ମନ୍‌କେ କଡ୍‌କି ସଙ୍ଗେ କାଲ୍ ମାରି ରଇଲାଇ, ତମେ କାନ୍‌କଲି ଆରି କାଟାର୍ ବନ୍‌କେ ଡରିକରି ସେ ଜାଗାଇ ନ ଜାଆସ୍, ମାତର୍ ସେଟା ଗାଇଗରୁମନ୍ ଚାର୍‌ବା ଜାଗା ଆରି ମେଣ୍ଡାମନ୍ ଚାର୍‌ବା ଜାଗା ଅଇସି।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]