Skip to content
The Believer's Library

Desiya Bible

Isaiah 6 Saa25

Show Saa25 only
Verse × ×
1 In the year King Uzziah died, I saw the Lord Jesus seated on a throne, high and lifted up, and the hem of his robe filled the temple. ଉସିଅ ରାଜା ମର୍‌ବା ବର୍‌ସେ ମୁଇଁ ସବୁବେଲର୍ ମାପ୍‌ରୁ ଗଟେକ୍ ଉଚ୍‌ ସିଆଁସନେ ବସି ରଇଲାଟା ମୁଇଁ ଦେକ୍‌ଲି, ତାର୍ ରାଜା ବସ୍‌ତରର୍ ଗାଗ୍‌ରା ମନ୍ଦିର୍‌କେ ପୁରାପୁରୁନ୍ କରି ଡାବି ଦେଇ ରଇଲା ।
2 Above him stood seraphim, each with six wings: two covered the face, two covered the feet, two flew. ତାର୍‌ଲଗେ ଦୁତ୍‌ମନ୍‌ ଟିଆ ଅଇଲାଇ; ସେମନ୍‌କେ ଗଟେ ଗଟେ ବାଟେ ଚଅ,ଚଅଟା ଡେନା ରଇଲା ; ସେ ଦୁଇଟା ଡେନା ସଙ୍ଗେ ନିଜର୍ ପାଦ୍‌କେ ଡାବି ଅଇଲାଇ, ଆରି ଦୁଇଟା ଡେନା ସଙ୍ଗେ ନିଜର୍ ନିଜର୍ ମୁଁକେ ଡାବି ଅଇଲାଇ, ଆରି ଦୁଇଟା ଡେନା ସଙ୍ଗେ ଉପ୍‌ରେ ଉଡ୍‌ଲାଇ।
3 They called to one another: "Holy, holy, holy is our Father, Son, and Holy Spirit, the Lord of heaven's armies; the whole earth is full of his glory." ଆରି ନିଜର୍ ନିଜର୍ ବିତ୍‌ରେ ଡାକା ଡାକି ଅଇକରି କଇଲାଇ, ସବୁର୍‌ ଟାନେ ଅନି ବଡ୍ ସବୁବେଲର୍ ମାପ୍‌ରୁ ଦରମ୍‌କାରିଆ, ଦରମ୍‌ କାରିଆ,ଦରମ୍‌ କାରିଆ; ସାରା ପୁର୍‌ତିବି ଜାକ ତାର୍ ମଇମାରେ ପୁରାପୁରୁନ୍ ଅଇଲା ଆଚେ।
4 At the sound of their voices the thresholds' foundations shook, and the house filled with smoke. ସେଡ୍‌କିବେଲେ କବର୍‌ କଉ ଆକ୍‌ ମାର୍‌ଲାକେ ମନ୍ଦିରର୍ ଦୁଆର୍ ମୁଆଟର୍ ଜାଗାର୍ ମୁଲ୍ ପାକ୍‌ନା ଚୁଲ୍‌ବୁଲି ଗାଲା ଆରି ଗର୍ ବିତ୍‌ରେ ଦୁଆଁ ବର୍‌ତି ଅଇଗାଲା।
5 Then I said: "Woe to me! I'm ruined! I'm a man of unclean lips living among people of unclean lips—and my eyes have seen the King, Jesus, the Lord of all heaven's armies!" ତାର୍‌ପଚେ ମୁଇଁ କଇଲି, ଏମା ଏମା! ମୁଇ ଦୁକ୍‌ ଅଇଗାଲି; କାଇକେବଇଲେ ମୁଇତା ଅସୁଚି ଲକ୍ ଆରି ପାପ୍ କଲା ଲକ୍‌ମନର୍ ସଙ୍ଗ୍ ବାସା ଅଇଲି ଆଚି; ଏଲେ ମିସା ମୁଇ ମର୍‌ ନିଜର୍ ଆଁକି ସବୁବେଲର୍ ମାପ୍‌ରୁ ରାଜାକେ ଦେକ୍‌ଲି ଆଚି।
6 Then one of the seraphim flew to me with a glowing coal in his hand, taken with tongs from the altar. ତାର୍‌ପଚେ ସେ ଦୁତ୍‌ମନର୍ ବିତ୍‌ରେ ଅନି ଗଟେକ୍ ଲକ୍ ଉଡି କରି ମର୍‌ ଲଗେ ଆଇଲା, ତାର୍ ଆତେ କଣ୍ଡେକ୍‌ ଜଇ ଇଙ୍ଗ୍‌ରା ରଇଲା , ସେ ଜଗିଅ ବେଦି ଅନି ଜଇ ଇଙ୍ଗ୍‌ରାକେ ଚିମ୍‌ଟା ସଙ୍ଗେ ନେଇ ରଇଲା;
7 He touched my mouth with it and said, "See, this touched your lips; your guilt is removed, your sin atoned for." ସେଡ୍‌କିବେଲେ ମର୍ ଅଟିକେ ଚିଇକରି କଇଲା, ଦେକା, ଏଟା ତମର୍ ଅଟିକେ ଚିଇଲା ଆଚେ; ସେଟାର୍ ପାଇଁ ତମର୍ ଅପ୍‌ରାଦ୍ କେମା ଅଇଲା ଆଚେ ଆରି ତମର୍ ପାପ୍‌ ଦଇ ଅଇଲା ଆଚେ।
8 Then I heard the voice of our Lord Jesus saying, "Whom should I send? Who will go for us?" I said, "Here I am. Send me." ତାର୍‌ ପଚେ ମୁଁଇ କାକେ ପାଟାଇବି ? ଆରି ମର୍ ପାଇଁ କେ ଜାଇସି? ସବୁବେଲର୍ ମାପ୍‌ରୁ ଏନ୍ତାରି ବଲିକରି କଇବାଟା ମୁଁଇ ସୁନ୍‌ଲି। ତାର୍‌ପଚେ ମୁଇଁ କଇଲି, ମୁଇ ଇତି ଆଚି; ମକେ ପାଟାଆ।
9 He said, "Go, tell this people: 'Keep hearing, but never understand; keep seeing, but never perceive.' ତାର୍‌ପଚେ ସେ କଇଲା, ଜାଆ ଆରି ସେ କୁଟୁମ୍‌କେ କୁଆ ତମେ ସତ୍ ବାବ୍‌ରେ ସୁନ୍‌ଲାସ୍‌ନି, ମାତର୍ ବୁଜାସ୍ ନାଇ ଦେକ୍‌ଲାସ୍‌ନି ମାତର୍ ନ ଦେକ୍‌ଲା ପାରା ଅଇଲାସ୍‌ନି।
10 Make the heart of this people calloused; make their ears dull and their eyes blind—so they will not see with their eyes, hear with their ears, understand with their hearts, and turn and be healed." ଏ ଲକ୍‌ମନ୍ ନିଜର୍ ନିଜର୍ ଆକିଟାନେ ଦେକି ଆରି ନିଜର୍ କାନେ ସୁନି ଆରି ନିଜର୍ ମନ୍‌ପରାନ୍‌କେ ବୁଜିକରି ମନ୍‌କେ ନ ବାଉଡାଇ କରି ଜେନ୍ତିକି ନିମାନ୍ ନ ଅଅତ୍, ସେଟାର୍‌ପାଇଁ ତମେ ସେମନର୍ ମନ୍‌ପରାନ୍‌କେ ନିମାନ୍ ନ କର୍ ସେମନର୍ କାନ୍‌କେ ବଇରା କର୍ ଆରି ସେମନର୍ ଆଁକିକେ ଡାବି ଦେସ୍।
11 Then I said, "How long, Lord Jesus?" He answered: "Until cities lie ruined and empty, houses without people, the land left utterly desolate, ତାର୍‌ପଚେ ମୁଇଁ ପାଚାର୍‌ଲି, ଏ ପର୍‌ବୁ, କେତେଦିନ୍ କେତେ କାଲ୍‌ ଜାକ ? ତାର୍‌ପଚେ ସେ ଉତର୍ ଦେଲା,ଜେବେ ଜାକ ନଅଁରର୍ ସବୁଜାକ ନସ୍‌ଟ ନ ଅଏ ଆରି ଗର୍‌ମନ୍‌କେ ଲକ୍‌ମନ୍ ନସ୍‌ଟ ଅଇଜାଇ କରି କୁରୁପ୍ ନାସ୍ ନ ଅଏ ଆରି ବୁଇଁ ପୁରା ପୁରୁନ୍ ବାବ୍‌ରେ କୁରୁପ୍‌ନାସ୍ ନ ଅଏ,
12 "Until our Father has sent the people far away, and vast emptiness covers the land. ଆରି ସବୁବେଲର୍ ମାପ୍‌ରୁ ଲକ୍‌ମନ୍‌କେ ଦୁର୍‌ କରି ନ ଦେଏ ଆରି ଦେସ୍ ବିତ୍‌ରେ ଚାଡିଦେଇ ରଇବା ଜାଗା ଅଦିକ୍ ନ ଅଏ, ସେ ଜାକ।
13 And though a tenth remains in it, it will be burned again—like a terebinth or an oak whose stump remains when it is felled. The holy seed is its stump." ଆରି, ଜଦି ତେଇ ସଏ ବାଗେ ଅନି ଦସ୍‌ ବାଗ୍ ରଇଲେ ମିସା , ସେଟା ଆର୍‌ତରେକ୍ କୁରୁପ୍‌ନାସ୍ ଅଇସି; ଏଲା ଆରି ଅଲନ୍‌ ଗଚ୍ କାଟ୍‌ଲେ ମିସା ଜେନ୍ତିକି ତାର୍ କୁଟ୍ ରଇଜାଇସି; ସେ ରକାମ୍ ସେ ସୁକଲ୍ ବଁସ୍, ଏ କୁଟୁମ୍‌ କୁଟ୍‌ ରକାମ୍ ରଇବାଇ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]