Skip to content
The Believer's Library

Desiya Bible

Isaiah 64 Saa25

Show Saa25 only
Verse × ×
1 Oh, that you would tear open the heavens and come down, that the mountains would quake at your presence, ଅ, ଅ, ବିନ୍‌ ଦେସର୍ ଲକ୍‌ମନ୍ ଜେନ୍‌ତିକି ତମର୍ ମୁଆଟେ ତର୍‌ତରି ଜାଇକରି ଡରି ଜିବାଇ, ସେଟାର୍‌ପାଇଁ ତର୍ ସତ୍‌ରୁମନ୍‌କେ ତର୍ ନାଉଁ ଜାନାଇବାକେ;
2 as fire sets brushwood ablaze and causes water to boil—to make your name known to your adversaries, so that the nations would tremble at your presence! ଜଇ ମୁଟ୍‌ଟାଲା ଲାଗାଇଲା ପାରା, ଜଇ ଲାଗାଇ ପାନି ଉକ୍‌ଲାଇଲା ପାରା ଜନ୍‌ ଦିନେ ତୁଇ ଆକାସ୍ ଆରି ଦର୍‌ତନି ଚୁଲ୍‌ବୁଲାଇ କରି ଗସ୍‌ରି ଆଇଲେ; ଆରି ଡଙ୍ଗର୍ ମନ୍ ତର୍ ମୁଆଁଟେ ତର୍‌ତରି କରି ତର୍‌ଲି ଜାଇକରି ସରନ୍‌ ପସ୍‌ବାଇ ।
3 When you did awesome things that we did not expect, you came down, and the mountains quaked at your presence. ଜେଡ୍‌କିବେଲେ ତୁଇ ଆମର୍ ଡରିଜାଇକରି କାବା ଅଇଜିବା କାମ୍ କଲୁସ୍, ସେଡ୍‌କିବେଲେ ତୁଇ ଉତ୍‌ରି ଆଇଲୁସ୍, ଡଙ୍ଗର୍‌ମନ୍ ତର୍ ମୁଆଟେ ଦଲ୍‌ଦଲି ଗାଲାଇ ।
4 Since ancient times, no one has heard or perceived by ear, no eye has seen any besides you, who acts for the one who waits for him. କାଇକେ ବଇଲେ ଜେ, ତାର୍ ଜାଗ୍‌ବା ଲକର୍ ବାଟେ ଅଇକରି କାମ୍ ସାଦନ୍ କର୍‌ସି, ଲକ୍‌ମନ୍ ପୁର୍‌ବେ ଅନି ତକେ ଚାଡିକରି ଅଲ୍‌ଗା ପର୍‌ମେସରର୍ ବିସଇ ସୁନତ୍ ନାଇ, କି କେବେ ମିସା ସୁନତ୍ ନାଇଁ, କି କେବେ ଦେକତ୍ ମିସା ନାଇଁ।
5 You welcome those who gladly do what is right, who remember you as they walk in your ways. But you were angry, and we sinned; we have long been in our sins—can we be saved? ଜନ୍ ଲକ୍ ସାଇ ସାର୍‌ଦା ସଙ୍ଗ୍ ଦୟାଦରମ୍ ସଙ୍ଗେ ଚାଲିଚଲନ୍ କର୍‌ସି, ଜନ୍‌ ଲକ୍‌ ତର୍‌ ବାଟେ ଅଇ ତକେ ଏତାଇବାଇ, ତୁଇ ସେମନର୍ ସଙ୍ଗ୍ ବେଟ୍ ଅଇସୁ; ଦେକ୍, ତୁଇ ରିସା ଅଇ ରଇଲୁସ୍ ଆରି ଆମେ ପାପ୍‌କଲୁ; ଆମେ ବେସି ଦିନ୍ ଦାରି ସିତି ଆଚୁ, ଆମେ କାଇ ମୁକ୍‌ତି ପାଇବୁକି ?
6 We have all become like one who is unclean, and all our righteous deeds are like a filthy garment. We all wither like a leaf, and our sins, like the wind, sweep us away. କାଇକେ ବଇଲେ ଆମେ ସବୁଲକ୍ ଅସୁଚି ଲକ୍‌ପାରା ଅଇଆଚୁ ଆରି ଆମର୍ ଦରମ୍ କାମ୍‌ସବୁ ଅସୁଚି ବସ୍‌ତର୍ ପାରା ଅଇଆଚେ ଆରି ଆମେ ସବୁଲକ୍ ପତର୍‌ ପାରା ଜିରି ଗାଲୁନି; ଆରି, ଆମର୍ ପାପ୍‌ ସବୁ ପବନ୍ ପାରା ଆମ୍‌କେ ଉଡାଇ ନେଇସି ।
7 There is no one who calls on your name, who rouses himself to take hold of you; for you have hidden your face from us and have handed us over to our sins. ଆରି, ଜେ ତମର୍ ନାଉଁ ଦାରିକରି ପାର୍‌ତନା କର୍‌ସି, ଜେ ତକେ ଦାର୍‌ବାକେ ନିଜ୍‌କେ ଇଚା କର୍‌ସି, ଏନ୍‌ତି ଲକ୍ କେ ନାଇଁ; କାଇକେ ବଇଲେ ତୁଇ ଆମର୍ ଲଗେ ଅନି ତର୍ ମୁଁକେ ଲୁଚାଇ ଆଚୁସ୍ ଆରି ଆମର୍ କାରାପ୍ କାମର୍‌ପାଇଁ ଆମ୍‌କେ ଡଣ୍ଡ୍ ଦେଇ ଆଚୁସ୍ ।
8 But now, you are our Father; we are the clay, and you are our potter; we are all the work of your hand. ମାତର୍ ଏବେ ଏ ସବୁବେଲର୍ ମାପ୍‌ରୁ, ତୁଇ ଆମର୍ ବାବା; ଆମେ ମାଟି, ତୁଇ ଆମର୍ କୁମାର୍; ଆରି, ଆମେ ସବୁଲକ୍ ତର୍ ଆତ୍‌ସଙ୍ଗ୍ ତିଆର୍ ଅଇଲା ଆଣ୍ଡିପାରା।
9 Do not be so terribly angry, our Father, and do not remember our sin forever. Look, please—we are all your people. ଏ ସବୁବେଲର୍ ମାପ୍‌ରୁ, ବେସି ରିସା ଅ ନାଇଁ, କି ସବୁଦିନର୍ ପାଇଁ ଅପ୍‌ରାଦ୍‌ ମନେ ସଙ୍ଗନାଇଁ; ଆମେମନ୍ ବାବୁଜିଆ କଲୁନି, ଦେକା, ଆରି ଏତାଆ, ଆମେ ସବୁଲକ୍ ତର୍ ଲକ୍ ।
10 Your holy cities have become a wilderness; Zion has become a wilderness, Jerusalem a desolation. ତର୍ ସୁକଲ୍ ନଅଁର୍‌ ସବୁ ଡଙ୍ଗର୍ ପାଲି ଅଇ ଆଚେ, ସିଅନ୍ ଡଙ୍ଗର୍ ପାଲି ଅଇଆଚେ, ଜିରୁସାଲମ୍ ବାଙ୍ଗିତୁଟି କରି କୁରୁପ୍ ନାସ୍ ଅଇଗାଲା ଆଚେ ।
11 Our holy and beautiful house, where our fathers praised you, has been burned with fire, and all that we treasured has become a ruin. ଆମର୍ ଆନିଦାଦି ମନ୍‌ ଜନ୍ ଜାଗା ଲଗେ ତର୍ ମଇମା କର୍‌ତେ ରଲାଇ, ଆମର୍ ସେ ସୁକଲ୍ ଆରି ସୁନ୍ଦର୍ ଗର୍ ଜଇ ସଙ୍ଗ୍ ପଡି ଗାଲା ଆଚେ ଆରି ଆମର୍ ମନ୍‌କେ ସାର୍‌ଦା ଲାଗ୍‌ବା ବିସଇ ସବୁ ବିନାସ୍ ଅଇଗାଲା ଆଚେ ।
12 After all this, will you hold back, our Father? Will you keep silent and afflict us so terribly? ଏ ସବୁବେଲର୍ ମାପ୍‌ରୁ, ଏସବୁ ଅଇଲେ ମିସା ତୁଇ ନିଜ୍‌କେ ତାକିଜାଇ କରି ସଙ୍ଗଇସୁ ? ତୁଇକାଇ ଚୁପ୍ଅଇ ରଇ କରି ଆମ୍‌କେ ବେସି ଦୁକ୍ ଦେଇସୁ ?
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]