Skip to content
The Believer's Library

Desiya Bible

Isaiah 33 Saa25

Show Saa25 only
Verse × ×
1 Woe to you, destroyer, who have not been destroyed; you betrayer, whom no one has betrayed! When you have finished destroying, you will be destroyed; when you stop betraying, you will be betrayed. ତମର୍‌ଟାକେ କେ ନାଡାଇ କରି ନ ନେଲେ ମିସା ଜବର୍‌ଦସ୍ କରି ଚରାଇ ନେଲାସ୍‌ନି;ଆରି, ଲକ୍‌ମନ୍ ତମର୍ ବିସ୍‌ବାସେ ବିସ୍ ନ ଦେଲେ ମିସା ତମେ ସେମନ୍‌କେ ବିସ୍‌ବାସେ ବିସ୍ ଦେଲାସ୍‌ନି, ସେଟାର୍ ପାଇଁ ତମେ ଅବିସାପ୍ ପାଇବା ଲକ୍‌! ତମେ ଲକ୍‌ମନ୍‌କେ ଚରାଇବାଟା ଚାଡ୍‌ଲା ପଚେ ମିସା ତମେ ଚରାଇସା ଆରି ଅନିଆଇ କରି ସାରାଇଲା ପଚେ ମିସା ଲକ୍‌ମନ୍ ତମ୍‌କେ ବିସ୍‌ବାସେ ବିସ୍ ଦେବାଇ ।
2 Our Father, be gracious to us; we wait for you. Be our strength every morning, our salvation in the time of trouble. ଏ ସବୁବେଲର୍ ମାପ୍‌ରୁ, ଆମ୍‌କେ ଦୟା କର୍; ଆମେ ତକେ କେବ୍‌କେ ଆଇସି ବଲି ଜାଗିଆଚୁ; ତୁଇ ସବୁବେଲେ ସେ ଲକ୍‌ମନର୍ ପଡିଆ ପାରା ଅଇ ରଅ, ବିପଦ୍ ଆଇଲେ ମିସା ଆମର୍ ଉଦାର୍ କାରିଆ ଅଇକରି ରୁଆ ।
3 At the thunder of your voice the peoples flee; when you rise up, the nations scatter. ତୁଇ ଜେଡେବଲ୍ ଆମର୍ ବାଟେଅନି ଜୁଇଦ୍ କର୍‌ସୁ, ସେଡ୍‌କିବେଲେ ସେ ସର୍‌ତେ ଲକ୍‌ମନ୍ ପାଲାଇବାଇ, ଆରି ବିନ୍ ବିନ୍ ଦେସର୍ ଲକ୍‌ମନ୍ ବିନାବାଚା ଅଇ ଜିବାଇ ।
4 Your plunder is gathered as the locust gathers; like swarming locusts, people rush upon it. ଆରି, ଜିଜିବଇନା ମନ୍ ଆସିକରି କାଇ ଦେବାଇ , ସେ ରକାମ୍ ତମର୍ ଚରାଇ କରି ସଙ୍ଗଇ ରଇବା କାଦିକେ କାଇ ଦେବାଇ; ଜେନ୍‌ତିକି ଚିଟ୍‌କାମନ୍ ଚିଟିକ୍ ଚିଟିକ୍ କରି ଡେଗଇବାଇ , ସେ ରକାମ୍ ଲକ୍‌ମନ୍ ତମର୍ ଉପ୍‌ରେ ଡେଗଇବାଇ ।
5 Our Father is exalted, for he dwells on high; he has filled Zion with justice and righteousness. ସବୁବେଲର୍ ମାପ୍‌ରୁ କେତେକ୍ ମଆନ୍‌, କାଇକେ ବଇଲେ ସେ ସବୁର୍ ଉପ୍‌ରେ ବାସା କର୍‌ସି; ସେ ସିଅନ୍‌ ତେଇ ନିଆ ବିଚାର୍ କର୍‌ବା ଲକ୍ ଆରି ଦରମ୍ ପାଇବା ଲକ୍ ।
6 He will be the sure foundation of your times, a wealth of salvation, wisdom, and knowledge; the fear of our Father is Zion's treasure. ଆରି, ତମେ ରଇବା ଜାକ ଦେସ୍ ସାନ୍ତି ରଇସି; ଉଦାର୍ ପାଇବାଟା ଆରି ଗିଆନ୍ ଆରି ବୁଦି ବେସି ବଡ୍‌ତେ ଜାଇସି; ସବୁବେଲର୍ ମାପ୍‌ରୁକେ ଡର୍‌ବା ବିସଇ ଅଇଲାନି ତାର୍ ବାଣ୍ଡାର୍ ଗରିଆ ଗରର୍ କୁଚିକାଡି ।
7 Look, their brave men cry out in the streets; the envoys of peace weep bitterly. ଦେକା, ସେମନର୍ ବପୁ ଲକ୍‌ମନ୍, ବାଇଲେ ଜାଇ ସାଇଜ ପାଇବାକେ ବଲିକରି କାନ୍ଦ୍‌ଲାଇନି; ଦେସର୍ ସାନ୍‌ତି କଜ୍‌ତେ ରଇବା କବର୍ କଉମନ୍ ବେସି କାନ୍ଦାବୁବା ଅଇଲାଇନି ।
8 The highways lie deserted; travelers have vanished from the road. The covenant is broken, its cities are despised, no one is respected. ରାଜାର୍ ବାଟ୍‌ଗାଟ୍ ସବୁ ସୁନ୍‌ସାନ୍ ଅଇଗାଲା, କେ ଗଟେକ୍ ଲକ୍‌ ମିସା ଆସ୍‌ଜା କରତ୍‌ ନାଇଁ; ସେ ନିଅମ୍ ବାଙ୍ଗାଇ ଆଚେ, ସେ ନଅଁର୍‌କେ ଗିନ୍ କଲା ଆଚେ, ସେ ଲକ୍‌ମନ୍‌କେ ମନ୍‌ଦିଆନ୍ ଦେଏ ନାଇଁ।
9 The land mourns and wastes away; Lebanon is ashamed and withers; Sharon has become like the desert, and Bashan and Carmel shake off their leaves. ଦେକା ଦେସ୍ କାନ୍ଦି କାନ୍ଦି କାଚ୍‌ରା ଗାଦି ପାରା ଅଇକରି ବାସ୍‌ନା ଅଇ ଗାଲାନି; ଲିବାନନ୍ ଲାଜ୍ ଅଇ ଜାଇକରି ସୁକି ଗାଲା ଆଚେ;ସାରନର୍ ବନ୍ ପାରା ଅଇଗାଲା ଆଚେ; ଆରି ବାସନ୍ ଆରି କର୍‌ମିଲ୍ ଗଚର୍ ପତର୍‌କେ ଦୁନିକରି ଜଡାଇ ଦେଲାନି।
10 "Now I will arise,' says our Father, 'now I will be exalted, now I will lift myself up. ସବୁବେଲର୍ ମାପ୍‌ରୁ ଏ କାତା କଇଲାନି, ଏବେ ମୁଇଁ ନିଜ୍‌କେ ଉଟାଇବି; ଆରି ଏବେ ମୁଇଁ ବପୁ ଅଇକରି ଗଟେକ୍ ମଆନ୍ ଲକ୍ ଅଇବି।
11 You conceive chaff, you give birth to stubble; your breath is a fire that will consume you. ତମେ ସବୁଲକର୍ କାରାପ୍ କାମ୍‌ ମନ୍‌କେ ନିଜର୍ କଲାସ୍‌ନି, ଆରି କାଇ କାମ୍‌କେ ନ ଆଇବା କାମ୍‌ମନ୍ ସୁକ୍‌ଲା ନାଡା ପାରା କଲାସ୍‌ନି, ତେବର୍ ପାଇଁ ଆମର୍ ଜିବନ୍ ପରାନ୍ କାନ୍ଦି ଗାଲାନି, ସେଟା ତମ୍‌କେ ଗିଲି ପାକାଇସି ।
12 The peoples will be burned to ash, like thorns cut down and set ablaze. ଆରି, କୁଟୁମର୍ ଲକ୍‌ମନ୍‌ ଚାର୍ ପାରା ଚୁନ୍ ଅଇଜିବାଇ ଆରି ଜଇ ଲାଗାଇବା କାଟାବୁଟା ପାରା ଜଇ ଲଗେ ପଡି ମସ୍‌ରି ଜିବାଇ ।
13 Hear, you who are far off, what I have done; and you who are near, acknowledge my might.'" ଏ ଦୁରିକେ ରଇବା ଲକ୍‌ମନ୍, ତମେ ମୁଇ କଇବା ନିମାନ୍ କାମର୍‌ କାତା ସୁନା, ଆରି, ଏ ଲଗେ ଲଗେ ରଇବା ଲକ୍‌ମନ୍ ତମେ ମର୍ ବଲ୍‌ ବପୁକେ ଜାନା ।
14 The sinners in Zion are terrified; trembling grips the godless: "Who among us can live with the consuming fire? Who among us can live with everlasting flames?" ସିଅନର୍ ପାପ୍ କଲା ଲକ୍‌ମନ୍ ବେସି ଡର୍‌ବାଇ; ଅଦରମ୍ ଲକ୍‌ମନ୍‌କେ ଅଟାତ୍ ବିଚାର୍ ଅଇଲାନି, ଆମର୍ ଲକର୍ ବିତ୍‌ରେ ଅନି ଜଇ ଲାଗ୍‌ବା ଜାଗା କେ ଜାଇ କରି ବାସା ଅଇ ରଇସି? ଆମର୍ ବିତ୍‌ରେ ଅନି କେ ସବୁବେଲର୍ ପାଇଁ ଜଇ ଲଗେ ପଡିକରି ମର୍‌ସି ?
15 The one who walks righteously and speaks what is right, who rejects gain from extortion and keeps his hand from taking a bribe, who stops his ears to plots of bloodshed and shuts his eyes to evil, ଜନ୍ ଲକ୍ ଦରମ୍ ବାଟ୍ ବାଟେ ଇଣ୍ଡ୍‌ସି ଆରି ଜେ ଜଦି ସତ୍ କାତା କଇସି; ଜେ ଜଦି ବିନ୍ ଲକର୍ ଜିନିସ୍‌କେ ଆସା ନ କରେ ଆରି ଲାଞ୍ଚ୍ ନ କାଏ, ଆରି କାରାପ୍ କାମ୍ କର୍‌ବାଟାମନ୍‌କେ ନ ସୁନେ, କାରାପ୍‌ କାମ୍‌କେ ନ ଦେକେ;
16 this is the one who will dwell on the heights, whose refuge will be the mountain fortresses; his bread will be given to him, and his water will not fail. ସେ ଲକ୍ ଉଚ୍ ଜାଗାଇ ବାସା ଅଇସି; ପାକାନ୍ ଉପ୍‌ରେ ଗର୍ ବାନ୍ଦ୍‌ଲା ଲକର୍ ଦୁର୍‌ଗ ପାରା ତାର୍ ଦୁର୍‌ଗ ଅଇସି; ତାକେ କାଦି କାଇବାକେ ଦିଆ ଅଇସି; ଆରି ତାକେ କାଇବାକେ ପାନି ମିସା ସବୁବେଲେ ମିଲ୍‌ସି।
17 Your eyes will see the king in his beauty; they will see a land that stretches far away. ଗଟେକ୍ ଦିନ୍ ଆର୍‌ ତରେକ୍ ତମେ ନିଜେ ରାଜା ସାସନ୍ କର୍‌ବାଟା ଦେକ୍‌ସା; ସେଟା ଗଟେକ୍ ଦୁର୍ ଦେସ୍ ଦେକ୍‌ସା।
18 Your heart will ponder the former terror: "Where is the one who counted? Where is the one who weighed the tribute? Where is the one who counted the towers?" ତୁଇ ଡର୍‌ବା ବିସଇ ମନ୍‌କେ ଜୁଆର୍ କର୍‌ସୁ; ସେ ଲେକ୍‌ବା ଲକ୍ କେନେ ଆରି ଡାବୁ ଉଟାଇବା ଲକ୍ କେନେ? ଡେଙ୍ଗ୍ ମେଡ୍ ଗର୍ ଏଜୁ କେନେ ଗାଲା?
19 You will no longer see those insolent people, a people whose speech is too strange to follow, stammering in a tongue you cannot understand. ତମେ ଅଇଲାସ୍‌ନି ସେ ଦୁର୍ କୁଟୁମର୍ କୁଟୁମ୍‌; କଇବାକେ ଗାଲେ ଜନ୍ ଲକ୍‌ମନର୍, ମନର୍ କାତା ବୁଜି ନାପାର୍‌ଲୁସ୍, ବିନ୍ ଦେସର୍ ଲକ୍‌ମନର୍ କାତା ବୁଜି ନାପାର୍‌ଲୁସ୍, ସେ କୁଟୁମ୍‌କେ ଆରି ଦେକି ନାପାରୁସ୍ ।
20 Look at Zion, the city of our appointed feasts! Your eyes will see Jerusalem, a peaceful home, a tent that will not be moved, whose stakes will never be pulled up and whose cords will never break. ଆମର୍ ସୁକଲ୍ ସବା ଜାଗା ସିଅନ୍ ନଅଁର୍‌କେ ଦେକା; ତମର୍ ଆଁକି ଜିରୁସାଲାମ୍ ସାନ୍ତି ସଙ୍ଗ୍ ବାସା ଅଇଲାଟା ଦେକ୍‌ସି, ସେଟା ତମୁ ପାରା ତେଇ ମାରି ରଇଲା କିଲା ଜିକି ନ ଅଏ କି ଡର୍ ନ ଚିଡେ ।
21 But there our Father in his majesty will be for us a place of broad rivers and streams, where no galley with oars can go and no mighty ship can pass. ମାତର୍ ତେଇ ସବୁବେଲର୍ ମାପ୍‌ରୁର୍ ସଗ୍‌ତି ଆମ୍‌କେ ସାଇଜ କର୍‌ସି, ସେଟା ଅସାର୍ ଗାଡ୍‌ ଜିବା ପାରା ଆରି ଜର୍‌ନା ପାନି ବଇଜିବା ପାରା ଆଚେ, ତେଇ କେ ମିସା ଲଙ୍ଗି ନାପାରତ୍ କି ବଡ୍ ଜାଆଜ୍ ମିସା ଜାଇ ନାପାରେ ।
22 For our Father is our judge, our Father is our lawgiver, our Father is our king; he will save us. କାଇକେବଇଲେ ସବୁବେଲର୍ ମାପ୍‌ରୁ ଆମର୍ ବିଚାର୍ କାରିଆ, ସବୁବେଲର୍ ମାପ୍‌ରୁ ଆମର୍ ବାକିଅ କାରି, ସବୁବେଲର୍ ମାପ୍‌ରୁ ଆମର୍ ରାଜା, ସେ ଆମ୍‌କେ ଉଦାର୍ କର୍‌ସି ।
23 Your rigging hangs loose: it cannot hold the mast in place or keep the sail spread. Then an abundance of plunder will be divided, and even the lame will carry off the spoil. ତମେ ପୁଆଲ୍‌କେ ବଲ୍‌ଲା ଡର୍ କୁସ୍‌ଲି ଗାଲା ଆଚେ, ସେଟା ଅଲା ଜଇକେ ଡାଣ୍ଟ୍ କରି ନାପାରେ, ସେଡ୍‌କିବେଲେ ଚରାଇ ଆନି ରଇବା ଜିନିସ୍ ବାଟା କଲାଇ ; ଚଟା ଲକ୍ ମିସା ଚରାଇ ଆନି ରଇବା ଜିନିସ୍‌କେ ନେଲା ।
24 And no one living in Zion will say, "I am sick"; the people who dwell there will have their sin forgiven. ଆରି, ମୁଇ ଦୁକାସୁକା ଅଇ ଆଚି ବଲିକରି ସିଅନ୍‌ତେଇ ବାସା କରି ରଇଲା ଲକ୍‌ମନ୍‌କେ ନ କଅତ୍‌; ତେଇ ବାସା ଅଇଲା ଲକ୍‌ମନର୍ ପାପ୍‌ ଦସ୍ କେମା କରି ଦିଆ ଅଇସି ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]