Skip to content
The Believer's Library

Desiya Bible

Isaiah 32 Saa25

Show Saa25 only
Verse × ×
1 Look, a king will reign in righteousness, and rulers will govern with justice. ଦେକା ଗଟେକ୍ ରାଜା ଦରମ୍ ଇସାବେ ସାସନ୍ କର୍‌ସି ଆରି ତାର୍ ତଲର୍ ମତ୍‌ରିମନ୍ ମିସା ଦରମ୍‌ ସଙ୍ଗେ ସାସନ୍‌ କର୍‌ବାଇ ।
2 Each will be like a shelter from the wind, a refuge from the storm, like streams of water in a dry place, like the shadow of a great rock in a weary land. ଆରି, ସର୍‌ତେ ଲକ୍ ଦୁକ୍ କସ୍‌ଟ ତେଇ ଅନି ଆରି ପାନି ପବନେ ଅନି ରକିଆ ପାଇବାଇ, ମରୁବାଲି ବୁଅଁର୍ ଜାଗାଇ ଅନି ପାଜ୍‌ରା ପାନି ବାରଇ ବଇଜାଇସି, ସୁକ୍‌ଲା ପାଦାର୍‌ ବଡ୍ ପାକ୍‌ନା ଆସି ସିତ୍‌ଲା କଲା ପାରା ଚାଇଁ ଅଇସି ।
3 Then the eyes of those who see will not be closed, and the ears of those who hear will listen. ଆରି ଦେକ୍‌ବା ଲକ୍‌ମନର୍ ଆଁକି ଜାବ୍‌ସା ନ ଅଏ ଆରି ସୁନ୍‌ବା ଲକ୍‌ମନ୍ ମିସା କାନ୍ ଡେରିକରି ସୁନ୍‌ବାଇ ।
4 The hasty mind will understand knowledge, and the stammering tongue will speak readily and clearly. ଆରି, ଗିଆନ୍ ନ ରଇଲା ଲକ୍‌ମନ୍‌କେ ଗିଆନ୍ ଦେଇସି ଆରି ତତ୍‌ଲା ଲକ୍‌ମନର୍ ଟଣ୍ଡର୍ ଜିବ୍ ନିକ ସଙ୍ଗ୍ କାତା ଅଇବାଇ ।
5 No longer will the fool be called noble, nor the scoundrel said to be honorable. ମୁର୍‌କ ଲକ୍‌କେ ବଡ୍‌ଲକ୍ ବଲିକରି କୁଆ ନ ଜାଏ ଆରି କାରାପ୍ ଲକ୍‌କେ ନିମାନ୍ ବଲି କରି ଡାକପୁଟା ନ ଅଏ।
6 For the fool speaks foolishness, and his heart plots evil: to practice ungodliness, to speak lies about our Father, to leave the hungry with nothing and to deprive the thirsty of drink. କାଇକେବଇଲେ ମୁର୍‌କ କାମ୍ କର୍‌ବାକେ ଆରି ସବୁବେଲର୍ ମାପ୍‌ରୁର୍ ବିରୁଦେ ବୁଲ୍‌କାଇବା କାତା କଇବାକେ , କାକୁର୍‌ତି ଲକ୍‌ମନର୍ ଜିବନ୍‌କେ ନାସ୍ କର୍‌ବାକେ ଆରି ବାରଇବା ପାନିକେ ବନ୍ଦ୍ କର୍‌ବାକେ ମୁର୍‌କ ଲକ୍ କାରାପ୍‌ କାତା କଇବାଇ ଆରି ତାକର୍ ମନ୍ ସବୁବେଲର୍ ମାପ୍‌ରୁର୍ ବିରୁଦେ ଅନିଆଇର୍ ବିଚାର୍ କର୍‌ସି ।
7 The scoundrel's weapons are evil; he devises wicked schemes to destroy the poor with lying words, even when the needy pleads his case justly. ଆରି, କାରାପ୍ ଲକ୍‌ମନର୍ ବାବ୍‌ନା ସବୁଜାକ ବଲ୍‌ ନାଇଁ ; ସେ ଦରମ୍ ଲକ୍‌କେ, କଇବାକେ ଗାଲେ କାତା କଇବା ବେଲେ ଗରିବ୍ ଲକ୍‌ମନ୍‌କେ ମିଚ୍ କାତା କଇ କରି ବିନାସ୍ କର୍‌ବାକେ କାରାପ୍ ଚିନ୍ତା କର୍‌ସି ।
8 But the noble person plans noble things, and by noble things he stands. ମାତର୍ ଦରମ୍ ଲକ୍ ବିସ୍‌ବାସ୍ ସଙ୍ଗେ ନିମାନ୍‌ ଚିନ୍ତା କର୍‌ସି ଆରି ଦରମ୍ ଲକର୍ କାମ୍‌ ସୁସ୍‌ତା ସଙ୍ଗେ ସବୁଦିନେ ରଇସି।
9 You complacent women, rise up and hear my voice; you carefree daughters, listen to what I say. ଏ ସୁକ୍ ସାନ୍ତି ସଙ୍ଗ୍ ଜିଇବା ମାଇଜିମନ୍, ତମେ ଉଟିକରି ମୁଇ ଡାକ୍‌ବାଟା ସୁନା, ଏ ଚିନ୍ତାରେ ନ ରଇବା ମାଇଜିମନ୍, ମୁଇ କଇବା ବାକିଅକେ ସୁନା ।
10 "In little more than a year you will tremble, you carefree women, for the grape harvest will fail, and there will be no gathering. ଏ ଚିନ୍ତାରେ ନ ରଇବା ମାଇଜିମନ୍, ତମେ ଗଟେକ୍ ବରସ୍ ବିତ୍‌ରେ କେତେ ଦିନ୍ ଏନ୍ତାରି ଅସୁବିଦା ଅଇସା; କାଇକେବଇଲେ କାଇବାକେ ଅଙ୍ଗୁର୍ ପଲ୍ ନ, ମିଲେ, କି ପଲ୍‌ପଲ୍‌ବା ବେଲା ନ ଆସେ ।
11 Tremble, you complacent ones; shudder, you carefree ones! Strip yourselves bare and put mourning clothes around your waists. ଏ ସୁକ୍‌ ସାନ୍ତି ସଙ୍ଗ୍ ଜିଇବା ମାଇଜିମନ୍, ତମେ ଡରା; ଏ ଚିନ୍ତାରେ ନ ରଇକରି ଜିଇବା ମାଇଜିମନ୍, ତମେ ଜାଗର୍‌ତା ଉଆ; ଚିନ୍ତା ନ କର୍‌ବା ମାଇଜିମନ୍, ତେରେପେତେ ଉଆ; ଆରି ତମର୍ ଗାଗ୍‌ଡେ ରଇବା ବାସ୍‌ତା ଲୁଗା ବେଟିକରି ଆଁଟାଇ ଡାଟ୍‌ କରି ବାନ୍ଦା ।
12 Beat your breasts for the pleasant fields, for the fruitful vine, ସେମନ୍ ନିମାନ୍ ପାଦାର୍ ପାଇଁ ଆରି ପଲ୍ ପଲ୍‌ବା ଅଙ୍ଗୁର୍ ମାଲର୍‌ ପାଇଁ ବୁକେ ପିଟି ଅଇବାଇ ।
13 for the land of my people, where thorns and briers grow up; indeed, for all the houses of joy in the jubilant city. ମର୍ ଲକ୍‌ମନର୍ ପାଦାଇ କାଟା ଗଚ୍ ଆଁକର୍‌ସି ଆରି କାନ୍‌କଲି ବୁଟା ଆଁକର୍‌ସି; ଉଁ, ସାଇସାର୍‌ଦାର୍ ନଗର୍‌ ମାଇଜିମନ୍ ସାର୍‌ଦା କର୍‌ବା ଗର୍, ଗରୁ ଚାର୍‌ବା ଜାଗା ଅଇସି।
14 For the palace will be abandoned, the bustling city deserted; the hill and the watchtower will become bare places forever, a delight for wild donkeys, a pasture for flocks, କାଇକେବଇଲେ ରାଜାର୍‌ ନଗର୍ ଉଟାଇ ଦେବାଇ ଆରି ଲକ୍‌ମନ୍ ବର୍‌ତି ଅଇ ରଇଲା ନଅଁର୍ ଚିମ୍‌ରା ଅଇସି; ଡଙ୍ଗର୍ ଆରି ଡେଙ୍ଗ୍ ଗର୍‌ ସବୁବେଲର୍ ପାଇଁ ପାର୍ ଅଇସି ଆରି ବନର୍‌ ଗଦମନ୍ ସାର୍‌ଦା କର୍‌ବା ଜାଗା ଅଇସି ଆରି ଗାଇଗରୁ ଚାର୍‌ବା ଜାଗା ଅଇସି ।
15 until the Spirit of our Father is poured out on us from on high, and the wilderness becomes a fruitful field, and the fruitful field is regarded as a forest. ସାରାସାରିପଚେ ଆମର୍ ଉପ୍‌ରେ ପର୍‌ମେସର୍ ଆତ୍‌ମା ପାଟାଇଲେ,ଗଟେକ୍ ଉର୍‌ବର୍ ଜମି ଅଇସି ଆରି ସେ ଉର୍‌ବର୍ ଜମି ଗଟେକ୍ ବନ୍ ବଲିକରି ଏଜା ଅଇସି।
16 Then justice will dwell in the wilderness, and righteousness will remain in the fruitful field. ସେଡ୍‌କିବେଲେ ସେ ପାଦାଇ ନିଆଇ ବିଚାର୍ କର୍‌ବା ଲକ୍ ବାସା କର୍‌ବାଇ ଆରି ସେ ନିକ ଜମିତେଇ ଦରମ୍ ଲକ୍ ବାସା ଅଇବାଇ ।
17 The work of righteousness will be peace, and the result of righteousness, quietness and security forever. ଆରି, ଦରମ୍ ଲକର୍ କାମ୍ ସାନ୍ତି ଅଇସି ଆରି ଦରମ୍ ଲକର୍ କାମ୍ ସବୁବେଲେ ସାନ୍ତିସଙ୍ଗେ ନ ଡର୍‌ତେ କାମ୍‌ ଅଇସି ।
18 My people will dwell in a peaceful home, in secure dwellings, in undisturbed resting places. ଆରି, ମର୍ ଲକ୍‌ମନ୍ ନିମାନ୍ ରଇବା ଜାଗାଇ, ଡାଟ୍‌ ସଙ୍ଗ୍ ଆରି ସୁକ୍‌ସାନ୍ତି ରଇଲା ଜାଗାଇ ବାସା ଅଇବାଇ ।
19 Though hail flattens the forest and the city is completely leveled, ମାତର୍ ଲାଟା ଡଙ୍ଗ୍‌ରେ କାରା ପାକ୍‌ନା ଅଦର୍‌ସି ଆରି ନଅଁର୍ ପୁରାପରୁନ୍ ବାବ୍‌ରେ କୁରୁପ୍‌ନାସ୍‌ ଅଇଜାଇସି ।
20 blessed are you who sow beside all the waters, who let the ox and the donkey range freely." ନିକ ଜାଗାମନ୍‌କେ ବିଅନ୍ ବିଅନ୍‌ ବୁନ୍‌ଲାସ୍‌ନି ଆରି ଗାଇଗରୁ ଚେଲି ମେଣ୍ଡା ଆରି ଗଦମନ୍‌କେ ବାଇଲେ କେଦି ଦେଲାସ୍‌ନି, ସେଟାର୍ ପାଇଁ ତମ୍‌କେ ଜୁଆର୍ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]