Skip to content
The Believer's Library

Desiya Bible

Hebrews 6 Saa25

Show Saa25 only
Verse × ×
1 So let's leave basic teaching about Christ and move toward maturity, not laying again a foundation of repentance from dead works and faith toward our Father, ତେବର୍‌ପାଇ କିରିସ୍‌ଟର୍‌ ମୁଲେଅନି ସିକିରଇବା ବିସଇ ତର୍‌କେ ତର୍‌ ନ ସିକିକରି ତାର୍‌ ଟିକିନିକି ବିସଇ ସିକୁ । ଜେନ୍ତିକି ଆମର୍‌ ବିସ୍‌ବାସ୍‌ ମିସା ଡାଁଟ୍‌ ଅଇସି । ଚୁଚାଇ କାମ୍‌ମନ୍‌ ଚାଡିକରି ପର୍‌ମେସର୍‌ଟାନେ ବାଉଡ୍‌ବା ଜନ୍‌ଟା କି ଆମର୍‌ ବିସ୍‌ବାସର୍‌ ମୁଲ୍‌ ପାକ୍‌ନା ରଇଲା, ତେଇ ଆରିତରେକ୍‌ ସେଟାସେ କର୍‌ବାର୍‌ ନାଇ ।
2 of instruction about baptisms, the laying on of hands, the resurrection of the dead, and eternal judgment. ଡୁବନ୍‌ ବିସଇର୍‍ ସିକିଆ ଦେବାଟା, ଆତ୍‌ ସଙ୍ଗଇକରି ପାର୍‌ତନା କର୍‌ବାଟା, ମଲା ଲକ୍‌ମନ୍‌ ଆରିତରେକ୍‌ ବଁଚ୍‌ବାଟା ଆରି ଲକ୍‌ମନ୍‌କେ ସବୁଦିନର୍‌ପାଇ ରଇବା ପର୍‌ମେସରର୍‌ ନ ସାର୍‌ବା ବିଚାର୍‌ନା ।
3 And this we will do, if our Father permits. ଏବେ ଆମେ ଆଗ୍‌କେ ଜିବାକେ ପଡ୍‌ସି । ମାପ୍‌ରୁକେ ଆସାକରି ଆଗର୍‍ ବିସଇ ସିକୁ ।
4 For it is impossible for those once enlightened, who tasted the heavenly gift, shared in the Holy Spirit, କାଇକେବଇଲେ ଜେତ୍‌କି ଲକ୍‌ ତାକର୍‌ ବିସ୍‌ବାସ୍‌ ଚାଡିଆଚତ୍‌, ସେମନର୍‌ ମନ୍‌ ପର୍‌ମେସରର୍‌ ଉଜଲ୍‌ସଙ୍ଗ୍‌ ଉଗାଡି ଅଇ ଆଚେ । ସେ ଦେଇ ରଇବା ସୁଆଦ୍‌ ସେମନ୍‌ ଚାକିଆଚତ୍‌ । ଆରି ସୁକଲ୍‌ଆତ୍‌ମା ପାଇଆଚତ୍‌ ।
5 and have tasted the goodness of our Father's word and the powers of the age to come, ପର୍‌ମେସରର୍‌ ବାକିଅ କେଡେକ୍‌ ନିକ ବଲି ସେମନ୍‌ ଜାନିଆଚତ୍‌ । ଆଇବା ଜୁଗେ ତାର୍‍ ଜନ୍‌ ବପୁ ସବୁକେ ଦେକାଇ ଅଇସି, ସେଟା ସେମନ୍‌ ଜାନିଆଚତ୍‌ ।
6 and, having fallen away, to renew them again to repentance, since they crucify the Son of our Father anew to their own harm, holding him up to contempt. ଏଟା ସବୁ ଅଇଲା ପଚେ ସେମନ୍‌ ତାକର୍‌ ବିସ୍‌ବାସ୍‌ ଆରାଇ ଆଚତ୍‌ । ସେଟାର୍‌ପାଇଁ ସେମନ୍‌କେ ଆରିତରେକ୍‌ ମନ୍‌ ବାଉଡାଇବାକେ ସଅଜ୍‌ ନାଇ । କାଇକେବଇଲେ ସେମନ୍‌ ପର୍‌ମେସରର୍‌ ପଅକେ ଆରିତରେକ୍‌ କୁର୍‌ସେ ମରାଇକରି ଗୁଲାଇ ଲକର୍‌ ମୁଆଟେ ଇଜତ୍‌ ଜିକ୍‌ଲାଇନି ।
7 Land that drinks the rain often falling on it, and yields a useful crop for its farmers, receives a blessing from our Father. ବର୍‌ସା ପାନି ଜମିଟାନେ ମାର୍‌ଲେ ସେ ପାନି ଜମି ଜିକିନେଇସି । ସେନ୍ତାରି ଜମିକେ ପର୍‌ମେସର୍‌ ଆସିର୍‌ବାଦ୍‌ କର୍‌ସି । ସେନ୍ତାରି ଜମିଟାନେ ଲକ୍‌ମନ୍‌କେ ଦର୍‌କାର୍‌ ଅଇବା ଚାସ୍‌ କରିଅଇସି ।
8 But if it produces thorns and thistles, it's worthless, close to a curse, and ends in burning. ମାତର୍‌ ସେ ଜମିଟାନେ ଜଦି କାଟା ଗଚ୍‌ ଅଇସି, ଆରି ଲାଟାବୁଟା ଗାଜା ଅଇସି, ତେବେ ସେଟା କାଇ ଲଡାକେ ନ ଲାଗେ । ଆରି ସେଟାକେ ପର୍‌ମେସର୍‌ ଡଣ୍ଡ୍ ଦେଇସି ଆରି ସେଟାମନ୍‌କେ ଜଇଟାନେ ପଡାଇଦେଇସି ।
9 But about you, beloved, we're convinced of better things—things tied to salvation—even though we speak this way. ଏ ଆଲାଦର୍‌ ମଇତର୍‌ମନ୍‌, ମୁଇ ଏନ୍ତାରି କଇତେରଇଲେ ମିସା ତମେ ସେନ୍ତାରି ନୁଆସ୍‌ ବଲି ମୁଇ ଜାନି । ତମେ ଆଗ୍‌ତୁଅନି ବିସ୍‌ବାସ୍‌ କଲାସ୍‌ନି ଆରି ତମର୍‌ ଚଲାଚଲ୍‌ତି ନିକ ଆଚେ । ଏ ସବୁ ତମେ ମୁକ୍‌ତି ପାଇରଇବା ଗଟେକ୍‌ ଚିନ୍‌ ।
10 For our Father is not unjust—he won't forget your work and the love you've shown for his name, serving our Father's people, as you still do. କାଇକେବଇଲେ, ପର୍‌ମେସର୍‌ ଅନିଆଇ ନ କରେ । ତମେ କରିରଇବା ନିକ କାମ୍‌ ସେ ନ ପାସ୍‌ରେ । ତାର୍‌ପାଇ ରଇବା ତମର୍‌ ଆଲାଦ୍‌ ମିସା । ସେ ଆଲାଦ୍‌ ତମର୍‌ ବିସ୍‌ବାସି ବାଇବଇନିକେ ସାଇଜ କଲାର୍‌ ପାଇ ତମେ ଦେକାଇ ଆଚାସ୍‌ ।
11 We want each of you to show the same diligence for full assurance of hope until the end, ମୁଇ ଜନ୍‌ଟା ମନ୍‍ କଲିନି, ସେଟା ଅଇଲାନି ସାରାସାରି ଜାକ ପର୍‌ମେସର୍‌ ଜନ୍‌ କାତା ଦେଇଆଚେ, ସେଟା ପୁରାପୁରୁନ୍‌ ଅଇବାଜାକ ତମର୍‌ ଆସା ନ ଚାଡା ।
12 so that you don't become lazy, but imitate those who inherit the promises through faith and patience. ସେନ୍ତାରି କଲେ ଅଲସ୍‌ ନଅଇ ବିସ୍‌ବାସ୍‌ ଆରି ମୁର୍‌ଚି ରଇବା ଲକ୍‌ ଅଇସା । ସେନ୍ତାରି ଲକ୍‌ ପର୍‌ମେସର୍‌ ଜନ୍‌ଟା ଦେବାକେ କାତା ଦେଇଆଚେ, ସେମନ୍‌ ସେଟା ପାଇବାଇ ।
13 For when our Father promised Abraham, since he had no one greater to swear by, he swore by himself, ପର୍‌ମେସର୍‌ ଅବ୍‌ରାଆମ୍‍କେ କାତା ଦେଇରଇଲା ବେଲେ, ସେ ପୁରାପୁରୁନ୍‌ କର୍‌ବି ବଲି ସପତ୍‌ କରିରଇଲା । ତାର୍‌ଟାନେ ଅନି ଆରି କେ ମିସା ବଡ୍‌ ନ ରଇଲାକେ ନିଜର୍‌ ନାଉଁ ଦାରି ସପତ୍‌ କଲା ।
14 saying, "I will surely bless you and surely multiply you." ସେ ଅବ୍‌ରାଆମ୍‍କେ କଇଲା, “ମୁଇ ତମ୍‌କେ ବାଇଦରେ ଆସିର୍‌ବାଦ୍‌ କର୍‌ବି । ଆରି ତର୍‌ କୁଟୁମ୍‌ ଜବର୍‌ କର୍‌ବି ।”
15 And so Abraham, after waiting patiently, received the promise. ଅବ୍‌ରାଆମ୍ ତାର୍‌ କାତା ଦାରି ଜାଗିରଇଲାକେ, ପର୍‌ମେସର୍‌ ସପତ୍‌ କଲାଟା ସେ ମିଲାଇଲା ।
16 People swear by someone greater, and the oath settles every dispute. ଜେଡେବେଲେ ଲକ୍‌ମନ୍‌ ପର୍‌ମାନ୍‌ ସ‍ଇତ୍‌ କର୍‌ବାଇ, ସେମନ୍‌ ବଡ୍‌ଲକ୍‌ମନର୍‌ ନାଉଁ ଦାରି ପର୍‌ମାନ୍‌ ସଇତ୍‌ କର୍‌ବାଇ । ସେନ୍ତାରି କଲେ ସେ ସପତ୍‌ ଲାଗିରଇବା ସବୁ ଦଦାପେଲାକେ ଚିଡାଇସି ।
17 Wanting to show the heirs of the promise even more clearly that his purpose never changes, our Father guaranteed it with an oath, ଜନ୍‌ଲକ୍‌ମନ୍‌ ସେ କାତା ଦେଇରଇବାଟା ମିଲାଇବାଇ, ସେମନ୍‌ ଏ ସବୁ ବିସଇ ଜାନତ୍‌ ବଲି ସେ ମନ୍‍ କରିରଇଲା । ତାର୍‌ ମନ୍‌ କେବେ ନ ବାଦ୍‌ଲେ ବଲି ସବୁ ଲକ୍‌ ଜାନିରଅତ୍‌ । ସେଟାର୍‌ପାଇଁ ସେ ତାର୍‌ କାତାଦେଇ ରଇବାଟାନେ ତାର୍‌ ସପତ୍‌ ମିସା ମିସାଇଲା । ପର୍‌ମେସର୍‌ ଦେଇରଇବା କାତା ଆରି ତାର୍‌ ସପତ୍‌ ସତ୍‌ସେ ।
18 so that, through two unchangeable things in which our Father cannot lie, we who fled for refuge might have strong encouragement to grasp the hope set before us. ଏ ଦୁଇଟା ବିସଇ କେବେ ନ ବାଦ୍‌ଲେ । କାଇକେବଇଲେ ପର୍‌ମେସର୍‌ ମିଚ୍‌ ନ କଏ । ତେବର୍‌ପାଇ ଆମେ ମୁକ୍‌ତି ପାଇରଇବା ଲକ୍‌ମନ୍‌, ଆମର୍‌ ମନେ ବେସି ସାଆସ୍‌ ଦାରିଆଚୁ । ଆରି ତାର୍‌ଟାନେ ରଇବା ଆମର୍‌ ଆସା ଡାଁଟ୍‌ ଆଚେ ।
19 This hope is an anchor for the soul, safe and firm, entering the inner place behind the curtain, ଏ ଆସା ଆମର୍‌ ବିସ୍‌ବାସ୍‌ ଡାଁଟ୍‌ କୁରାଇସି । କାଇକେବଇଲେ ସେଟା ପୁରାପୁରୁନ୍‌ ଅଇସିଆକା । ଅମର୍‌ ଆସାର୍‍ ଲାଗି ଆମେ ପର୍‌ମେସରର୍‌ ଜାଗାଇ ପୁରିଆଚୁ । ଏଟା ଜେନ୍ତାରି ବଡ୍‌ ପୁଜାରି ମନ୍ଦିରର୍‌ ଅଦିକ୍‌ ସୁକଲ୍‌ ଜାଗାଇ ପୁର୍‌ସି । ଜନ୍‌ ଜାଗା କି ପାର୍‌ଦା ବିତ୍‌ରେ ଲୁଚିରଇସି ।
20 where Jesus entered as forerunner on our behalf, becoming high priest forever in Melchizedek's order. ସେ ଜାଗାଇସେ ଆମର୍‌ ଜିସୁ ଆଗ୍‌ତୁ ଜାଇଆଚେ । ଆରି ସବୁଦିନର୍‌ପାଇ ମଲ୍‌କିସେଦକର୍‍ ପୁଜାରି ପଦ୍‌ ପାରା ସେ ବଡ୍‌ ପୁଜାରି ଅଇଲାଆଚେ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]