Skip to content
The Believer's Library

Desiya Bible

1 John 1 Saa25

Show Saa25 only
Verse × ×
1 What was from the beginning, what we heard, what we saw with our own eyes, what we gazed on and touched with our hands—this we announce about the Word of life, Jesus. ଜାକେ ଜିବନର୍‌ ବାକିଅ ବଲି କଇଲାଇନି, ତାର୍‌ ବିସଇ ତମ୍‌କେ ଲେକ୍‌ଲୁନି । କାଇଟା ତିଆର୍‌ ନ ଅଇତେ ପୁର୍‌ବେଅନି ସେ ରଇଲା । ତାର୍‌ ବାକିଅ ଆମେ ସୁନିଆଚୁ । ସେ କରିରଇବା କାମ୍‌ମନ୍‌ ଆମେ ଆଁକି ସଙ୍ଗ୍‌ ନିକ ଦେକି ଆଚୁ । ଆରି ଆମେ ତାକେ ଆତ୍‌ ସଙ୍ଗ୍‌ ଚିଇଲୁ ଆଚୁ ।
2 The life appeared; we saw it, testify to it, and proclaim to you the eternal life that was with our Father and appeared to us. ଏ ଲକ୍‌ ସତ୍‌ ଜିବନ୍‌ ଦେଇସି । ପର୍‌ମେସର୍‌ ଏ ଲକ୍‌କେ ସବୁକେ ଦେକାଇଲା । ଆରି ଆମେ ଦେକ୍‌ଲୁ ଆରି ତାର୍‌ ସତ୍‌ ବିସଇ ତମ୍‌କେ କଇଲୁନି । ସେ ଦେଇରଇବା ନ ସାର୍‌ବା ଜିବନର୍‌ ବିସଇ ତମ୍‌କେ ଜାନାଇଲୁନି । ପୁର୍‌ବେଅନି ସେ ଆମର୍‌ ବାବା ପର୍‌ମେସରର୍‌ ସଙ୍ଗ୍‌ ରଇଲା । ମାତର୍‌ ପର୍‌ମେସର୍‌ ତାର୍‌ ବିସଇ ଆମ୍‌କେ ଜାନାଇଲାଆଚେ ।
3 What we have seen and heard we proclaim to you too, so you may share deep communion with us—our deep communion is with our Father and his Son, Jesus Christ. ତେବର୍‌ପାଇ ଏ ଲକ୍‌, ଜାର୍‌ ବିସଇ ଆମେ ଦେକିଆଚୁ ଆରି ସୁନିଆଚୁ, ତାର୍‌ ବିସଇ ଆକା ଆମେ ତମ୍‌କେ କଇଲୁନି । ଜେନ୍ତାରିକି ତମେ ମିସା ଆମର୍‌ ସଙ୍ଗ୍‌ ମିସିବିଡି ରଇସା । କାଇକେବଇଲେ ଆମେ ବାବା ପର୍‌ମେସରର୍‌ ସଙ୍ଗ୍‌ ଆରି ତାର୍‌ ପଅ ଜିସୁ କିରିସ୍‌ଟର୍‌ ସଙ୍ଗ୍‌ ମିସିବିଡି ଆଚୁ ।
4 And we are writing these things so that our joy may be complete. ଆମର୍‌ ସାର୍‌ଦା ଜେନ୍ତାର୍‍ ପୁରାପୁରୁନ୍‌ ଅଇସି, ତେବର୍‌ ପାଇ ଏ ସବୁ ବିସଇ ତମ୍‌କେ ଲେକ୍‌ଲୁନି ।
5 This is what we heard from him and tell you: our Father is light—no darkness in him at all. ମାତର୍‌ ଜନ୍‌ ବିସଇ ଜିସୁକିରିସ୍‌ଟ ଆମ୍‌କେ କଇଲା, ଆରି ଜାଇଟା ତମ୍‌କେ ଆମେ ଜାନାଇ ଆଚୁ, ସେଟା ଅଇଲାନି ପର୍‌ମେସରର୍‌ ଉଜଲ୍‌ । ଆରି ତାର୍‌ଟାନେ ମୁଲ୍‌କେ ଆନ୍ଦାର୍‌ ନାଇ ।
6 If we say we have communion with him yet walk in the darkness, we lie and don't live the truth. ତେବର୍‌ପାଇ ଆମେ ପର୍‌ମେସରର୍‌ ସଙ୍ଗ୍‌ ମିସିବିଡି ଆଚୁ ବଲି କଇକରି କାରାପ୍‌ କାମ୍‌ କରି ଆନ୍ଦାରେସେ ରଇବୁ ବଇଲେ, ଆମେ କଇବାଟା ମିଚ୍‌ । ଆରି ସତ୍‌ ବିସଇ ଆମେ ଚାଡିଦେଇଆଚୁ ବଲି ଆମର୍‌ ଚଲାଚଲ୍‌ତିଟାନେ ଜାନାପଡ୍‌ଲାନି ।
7 But if we walk in the light, as he is in the light, we share fellowship with each other, and the blood of his Son Jesus cleanses us from every sin. ମାତର୍‌ ଆମେ ସତ୍‌ କାମ୍‌ କରି ଉଜଲେ ରଇବୁ ଜେନ୍ତାରି କି ପର୍‌ମେସର୍‌ ସବୁବେଲେ ଉଜଲେଆଚେ । ସେନ୍ତାର୍‍ ଆଲେ ଆମେ ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକର୍‌ ସଙ୍ଗ୍‌ ମିସିବିଡି ଆଚୁ । ଆରି ପର୍‌ମେସରର୍‌ ପଅ ଜିସୁର୍‌ ବନି ଆମର୍‌ ସବୁ ପାପ୍‌କେ ଦଇଦେଇସି ।
8 If we claim to be without sin, we deceive ourselves and the truth is not in us. ଆମେ କେବେମିସା ପାପ୍‌ କରୁନାଇ ବଲି କଇଲେ, ଆମେ ନିଜେସେ ନାଡାଇଅଇଲୁନି । ଆରି ସତ୍‌ ବିସଇ ଆମେ ନାଜାନ୍‌ଲୁନି ।
9 If we confess our sins, our Father is faithful and just to forgive us our sins and cleanse us from all wrongdoing. ଜଦି ଆମେ ବୁଲ୍‌ କରିଆଚୁ ବଲି ପର୍‌ମେସର୍‌କେ ନ ଲୁଚାଇତେ କଇଲେ, ସେ ଆମର୍‌ ସବୁ ପାପ୍‌ କେମା କର୍‌ସି । ଆରି ସବୁ କାରାପ୍‌ କାମେଅନି ଆମ୍‌କେ ସୁକଲ୍‍ କର୍‍ସି ।
10 If we say we have not sinned, we make him a liar, and his word is not in us. ଜଦି ଆମେ କେବେ ମିସା ପାପ୍‌ କରୁନାଇ ବଲି କଇଲେ, ପର୍‌ମେସର୍‌ ସତ୍‌ଟା ନଏଁ ବଲି କଇଲୁନି । ଆରି ତାର୍‌ ବାକିଅ ମାନିକରି ରଉନାଇ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]