Skip to content
The Believer's Library

Desiya Bible

Philippians 2 Saa25

Show Saa25 only
Verse × ×
1 So if any encouragement in Christ, any comfort from love, any deep communion in the Holy Spirit, any tenderness and compassion exist, ଜଦି କିରିସ୍‌ଟର୍‌ ସଙ୍ଗ୍‍ ମିସ୍‌ଲାର୍‌ ପାଇ ତମର୍‌ ମନ୍‌ ସାର୍‌ଦା ଅଇଲାଆଚେ, ଆରି ତାର୍‌ ଆଲାଦର୍‌ ଲାଗି ସାନ୍ତି ପାଇଆଚାସ୍‌, ଜଦି ସୁକଲ୍‌ଆତ୍‌ମାର୍‌ ସଙ୍ଗ୍‍ ମିସିବିଡିକରି ଆଚାସ୍‌, ଆରି ଜଦି କିରିସ୍‌ଟ ତମ୍‌କେ ଜିବନ୍‌ ଦୁକାଇ ଦୟା ଦେକାଇଆଚେ,
2 complete my joy: think alike, love alike, unite in spirit, one in purpose. ସେନ୍ତାର୍‌ଆଲେ, ମୁଇ ତମ୍‌କେ ଜୁଆର୍‌ କରି କଇଲିନି, ତମର୍‌ ତମର୍‌ ବିତ୍‌ରେ ଗଟେକ୍‌ ମନ୍‌ ଉଆ । ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକ୍‌କେ ସମାନ୍‌ ଇସାବେ ଆଲାଦ୍‌ କରା । ଗଟେକ୍‌ ଚିନ୍ତା କରା ଆରି ତମର୍‌ ଆତ୍‌ମାଇ ଗଟେକ୍‌ ଅଇକରି ତମର୍‌ ବାବ୍‌ବାଟା ଗଟେକ୍‌ ଅ । ଏନ୍ତାରି କରି ମକେ ପୁରାପୁରୁନ୍‌ ସାର୍‌ଦା କରାଆ ।
3 Do nothing out of selfish ambition or empty conceit, but in humility consider others better than yourselves. ବିନ୍‌ ଲକ୍‌ମନର୍‌ ଟାନେଅନି ନିଜେ ବଡ୍‌ ଅଇବାକେ ଚେସ୍‌ଟା କରାନାଇ । ଅବ୍‌କା ବଡ୍‌ପନ୍‌ କାତା କଇବାକେ କାଇ ବିସଇ ମିସା କରାନାଇ । ତାର୍‌ ବାଦୁଲେ ନିଜ୍‌କେ ସାନ୍‌ କରା । ବିନ୍‌ ଲକର୍‌ ଟାନେଅନି, ନିଜେ ମୁଇ ବଡ୍‌ ବଲି ବାବାନାଇ ।
4 Each of you should attend not only to your own interests, but also to others'. ମର୍‌ ନିଜର୍‌ପାଇ କାଇଟାକଲେ ଅଦିକ୍‌ ନିକ ରଇସି ବଲି ଅବ୍‌କା ସେଟାସେ ବାବି ବାବି ରୁଆନାଇ । ବିନ୍‌ ଲକର୍‌ପାଇ ଜନ୍‌ ବିସଇ ନିକ ରଇସି, ସେଟାମିସା ଏତାଇରୁଆ ।
5 Have this mindset among yourselves—one that is yours in Christ Jesus, କିରିସ୍‌ଟ ଜିସୁର୍‌ ମନ୍‌ ଜେନ୍ତି ରଇଲା, ତମର୍‌ ମନ୍‌ମିସା ସେ ରକାମ୍‌ ଅ ।
6 who, existing in the form of our Father, did not consider equality with our Father something to be grasped, ସେ ପର୍‌ମେସରର୍‌ ପାରା ସବୁ ରକାମ୍‌ ରଇଲେ ମିସା, ତାର୍‍ ସଙ୍ଗ୍‍ ସମାନ୍‌ଅଇ ରଇବା ଅଦିକାର୍‌ ନିଜର୍‌ପାଇ ଦାରିକରି ରଇବି ବଲି ମନ୍‌ କରେ ନାଇ ।
7 but emptied himself by taking on the form of a servant and being born in human likeness. ତାର୍‌ ବାଦୁଲେ ସେ ନିଜେ ମନ୍‌କରି, ତାକେ ରଇଲା ସବୁଟା ଚାଡିଦେଇ ଗଟେକ୍‌ ଗତିଦାଙ୍ଗ୍‌ଡାର୍‍ ରୁପ୍‌ ଦାରିଆଇଲା । ନର୍‌ ଲକ୍‌ ପାରା ଅଇକରି ନର୍‌ ଲକର୍‌ ବାନିମୁର୍‌ତି ଦାରି ଜାତ୍‌ଅଇଲା ।
8 And appearing as a human being, he humbled himself by becoming obedient to death—even death on a cross. ନର୍‌ଲକ୍‌ ପାରା ଅଇ ଆଇଲାପଚେ, ସେ ପର୍‌ମେସରର୍‌ ଆଦେସ୍‌ ମାନିକରି, ନିଜ୍‌କେ ଆରି ଅଦିକ୍‌ ସାନ୍‌କଲା । ଲକ୍‌ମନ୍‌ ମରାଅତ୍‌ବଲି ସର୍‌ପାଇଅଇଲା । ଅବ୍‌କା ମର୍‌ବାକେ ନାଇ, ମାତର୍‌ କୁରୁସ୍‌ କାଟେ କୁଟିମାରାଇଅଇ ଚଗାଇଅଇବାକେ ମିସା ।
9 Therefore our Father exalted him to the highest place and gave him the name that is above every name, ତେବର୍‌ପାଇ ପର୍‌ମେସର୍‌ ତାକେ ସବୁର୍‌ତେଇଅନି ଉପ୍‌ରେ ଉଟାଇଲା । ଆରି ସବୁର୍‌ ନାଉଁଟାନେଅନି ଅଦିକ୍‌ ଡାକ୍‌ପୁଟା ଆରି ଅଦିକାର୍‌ ରଇବା ନାଉଁ ତାକେ ଦେଲା ।
10 so that at the name of Jesus every knee should bow, in heaven and on earth and under the earth, ଜେନ୍ତିକି ସରଗ୍‌ପୁରେ, ମଚ୍‌ପୁରେ ଆରି ପାତାଲେ ରଇବା ସବୁ, ଜିସୁକେ ମାଣ୍ଡିକୁଟା ଦେଇ ଜୁଆର୍‌ କର୍‌ବାଇ । ସେଟାର୍‌ପାଇଁ ପର୍‌ମେସର୍‌ ଏ ସବୁ କଲାଆଚେ ।
11 and every tongue confess that Jesus Christ is Lord, to the glory of our Father. ଆରି ସବୁ ଲକ୍‌ ଜିସୁକିରିସ୍‌ଟସେ ମାପ୍‌ରୁ ବଲି ମାନିଅଇବାଇ । ଏନ୍ତାରି ଅଇଲେ ବାବା ପର୍‌ମେସର୍‌ ଡାକ୍‌ପୁଟା ପାଇସି ।
12 So, my dear ones, as you've always obeyed—not only in my presence but now much more in my absence—keep working out your salvation with fear and trembling, ତେବର୍‌ ପାଇ, ଏ ମର୍‌ ଆଲାଦର୍‌ ମଇତର୍‌ମନ୍‌, ତମେ ଜେନ୍ତାରିକି, ମାପ୍‌ରୁର୍‌ ଆଦେସ୍‌ ମାନିକରି ରଇଆଚାସ୍‌, ଜାଗିରଇ ଡରିକରି ତମର୍‌ ମୁକ୍‌ତିର୍‌ କାମ୍‌ ପୁରାପୁରୁନ୍‌ କରା । ମୁଇ ରଇଲାବେଲେସେ ନାଇ, ମାତର୍‌ ମୁଇ ଦୁରିକେ ରଇଲେ ମିସା ଏଟା କରା ।
13 for our Father works in you, giving both the will and the work for his good purpose. ପର୍‌ମେସର୍‌ ନିଜେ ତମର୍‌ ବିତ୍‌ରେ ଏ କାମ୍‌ କଲାର୍‌ପାଇ ତମେ ଏଟା କରିପାର୍‌ସା । ତମ୍‌କେ ଜାଇଟା କରତ୍‌ ବଲି ସେ ମନ୍‍ କଲାନି, ସେ ସମାନ୍‌ ମନ୍‍ କର୍‍ବାଟା, ତମ୍‌କେ ମିସା ଦେଇସି । ଆରି ସେଟା କର୍‌ବାକେ ବପୁ ମିସା ଦେଇସି ।
14 Do everything without grumbling or arguing, ମୁର୍‌ମୁରା ଆରି କିରଜାଟି ନ ଅଇକରି ସବୁ ଲକ୍‌ଜାକ କାମ୍‌ କରା ।
15 so you may be blameless and pure, faultless children of our Father amid a crooked and depraved generation—shining among them like stars in the world, ଏନ୍ତାରିକଲେ, ତମେ କାରାପ୍‌ କାମ୍‌ କଲାସ୍‌ନି ବଲି ବିନ୍‌ଲକ୍‌ କାଇ ଦସ୍‌ ନ ଦାରତ୍‌ ଆରି ତମେ ସୁକଲ୍‌ ଅଇସା । ପାପ୍‌କରି କାରାପ୍‌ କାମ୍‌ କର୍‌ବା ଲକ୍‌ମନର୍‌ ମଜାଇ ପର୍‌ମେସରର୍‌ ସିଦ୍‌ ପିଲାଟକି ଇସାବେ ତମେ ରଇସା । ତାକର୍‌ ବିତ୍‌ରେ ଆନ୍ଦାର୍‌ ଜଗତେ ଉଜଲ୍‌ ଜଟକ୍‌ଲା ପାରା ତମର୍‌ ଚଲାଚଲ୍‌ତି ଡିସ୍‌ସି ।
16 holding firmly to the word of life, so I can boast on Christ's day that I didn't run or work for nothing. ନ ସାର୍‌ବା ଜିବନର୍‌ କବର୍‌ ସବୁ ଲକ୍‌କେ ଜାନାଆ । ଏନ୍ତାରିକଲେ, କିରିସ୍‌ଟ ବାଅଡ୍‌ବା ଦିନେ ମୁଇ ତମର୍‌ ବିସଇର୍‌ ଲାଗି ବଡ୍‌ପନ୍‌ ଅଇବି । ତମର୍‌ ବିତ୍‌ରେ ଆବଡ୍‌ ଅଇକରି କରିରଇବା କାମ୍‌ ଚୁଚାଇ ଅଏ ନାଇ ବଲି ସେ ଦିନେ ଡିସ୍‌ସି ।
17 But even if I'm poured out as a drink offering on the sacrifice and service of your faith, I'm glad and rejoice with you all. ସୁବ୍‌କବର୍‌ ବିସ୍‌ବାସ୍‌ କଲାର୍‌ପାଇ, ତମେ ଜେନ୍ତାରି ଦୁକ୍‌ କସ୍‌ଟ ପାଇକରି ମୁରଚ୍‌ଲାସ୍‌ନି, ସେନ୍ତାରିସେ ମୁଇ ମିସା ସୁବ୍‌କବର୍‌ ଜାନାଇଲାର୍‌ ପାଇ ଦୁକ୍‌ କସ୍‌ଟ ପାଇକରି ମରିମିସା ଜିବି । ସେନ୍ତାରିଅଇଲେ ମିସା ମୁଇ ନିଜେ ସାର୍‌ଦା ଅଇ ତମର୍‌ସଙ୍ଗ୍‍ ସାର୍‌ଦା କର୍‌ବି ।
18 So you too should be glad and rejoice with me. ସେନ୍ତାରିସେ ତମେମିସା ସାର୍‌ଦା ଅଇକରି ମର୍‌ସଙ୍ଗ୍‍ ସାର୍‌ଦା କର୍‌ବାର୍‌ ଆଚେ ।
19 I hope, in the Lord Jesus, to send Timothy to you soon, so I too may be encouraged, knowing how you are. ଜଦି ମାପ୍‌ରୁ ମନ୍‍କଲେ, ତିମତିକେ ତମର୍‌ଟାନେ ଦାପ୍‌ରେ ପାଟାଇବାକେ ମନ୍‍ କଲିନି । ତାର୍‌ଟାନେଅନି ତମେ ନିକ ଆଚାସ୍‌ ବଲି ସୁନ୍‌ଲେ, ମୁଇ ମିସା ସାର୍‌ଦା ଅଇବି ।
20 I have no one else like him, who will genuinely care for your welfare. ତିମତିକେ ଚାଡିଦେଲେ ଆରି ତମର୍‌ ବିସଇ କେ ମିସା, ଅଦିକ୍‌ ଚିନ୍ତା କର୍‌ବା ଲକ୍‌ ମର୍‌ ଲଗେ ନାଇ । ସେ ତମର୍‌ ଦୁକ୍‌ ସୁକ୍‌ ବିସଇନେଇ ସତଇସେ ଚିନ୍ତା କର୍‌ସି ।
21 For they all look after their own interests, not those of Jesus Christ. ମୁଇ କାଇକେ ଏନ୍ତାରି କଇଲିନି ବଇଲେ, ସବୁ ଲକ୍‌ ନିଜର୍‌ ନିଜର୍‌ ମନ୍‍ କଲାଟା ପୁରାପୁରୁନ୍‌ କର୍‌ବାକେ ମନ୍‌ କର୍‌ବାଇ । ଜିସୁକିରିସ୍‌ଟ ମନ୍‍ କଲାଟା ପୁରାପୁରୁନ୍‌ କର୍‌ବାକେ ମନ୍‌ କରତ୍‌ ନାଇ ।
22 You know Timothy's proven worth—like a son with a father, he served with me in the gospel work. ତମେତା ଜାନିଆଚାସ୍‌, ତିମତି ନିଜ୍‌କେ ସତ୍‌ବାବେ କାମ୍‌ କର୍‌ବା ଲକ୍‌ ପାରା ଦେକାଇଅଇଆଚେ । ସେ ଜେନ୍ତିକି ଗଟେକ୍‌ ପଅ, ତାର୍‌ ବାବା ସଙ୍ଗ୍‍ ସେବା କର୍‌ସି, ସେନ୍ତାରିସେ ସେ ମର୍‌ସଙ୍ଗ୍‍ ସୁବ୍‌କବର୍‌ ଜାନାଇବା କାମେ ମିସିଆଚେ ।
23 So I hope to send him as soon as I see how things go with me, ତେବର୍‌ ପାଇ, ମକେ କାଇଟା ଗଟ୍‌ସି, ସେଟା ଜାନ୍‌ଲା ଦାପ୍‌ରେ, ତାକେ ତମର୍‌ ଲଗେ ପିଲିପିତେଇ ପାଟାଇବି ବଲିକରି ଆସା କଲିନି ।
24 and I am confident in the Lord that I myself will come soon. ମୁଇ ମାପ୍‌ରୁର୍‌ ଲଗେ ବିସ୍‌ବାସ୍‌ କଲିନିଜେ, ମୁଇ ନିଜେ ମିସା ଦାପ୍‌ରେ ତମ୍‌କେ ଦେକ୍‌ବାକେ ଆଇବି ।
25 I thought it necessary to send Epaphroditus back to you—my brother, coworker, and fellow soldier, your messenger and servant for my needs. ମାତର୍‌ ଆମର୍‌ ବାଇ ଏପାପର୍‌ଦିତକେ ତମର୍‌ଟାନେ ପାଟାଇବି ବଲି ମୁ ମନେ ମନେ ବାବ୍‌ଲିନି । ସେ ମର୍‌ ସଙ୍ଗ୍‍ କାମ୍‌ କରି ସୁବ୍‍କବରର୍‌ ଦେକାରକା ପାଇ ଆବଡ୍‍ କଲା । ତମର୍‌ ବାଦୁଲେ ମର୍‌ ସବୁ ବିସଇ ପୁରାପୁରୁନ୍‌ କର୍‌ବାକେ ତାକେ ତମେ ପାଟାଇରଇଲାସ୍‌ ।
26 He has longed for you all, and is troubled that you heard he was sick. କାଇକେ ବଇଲେ ସେ ତମ୍‌କେ ଦେକ୍‌ବାକେ ବେସି ମନ୍‍ କଲାନି । ଆରି ତାକେ ବେମାର୍‌ ଦାରାଇ ଅଇଆଚେ ବଲିକରି ତମେ ସୁନିକରି ଦାନ୍ଦାପାନ୍ଦା ଅଇରଇଲାସ୍‌ ବଲି ସେ ଜାନିରଇଲା ।
27 Indeed he was sick, and nearly died. But our Father had mercy on him—not only him but me too, sparing me sorrow upon sorrow. ଉଁ, ସେ ମର୍‌ବା ଉପ୍‌ରେ ରଇଲା । ଆରି ପର୍‌ମେସର୍‌ ତାକେ ଦୟାକଲା । ଅବ୍‌କା ତାକେସେ ନାଇ, ମାତର୍‌ ଜେନ୍ତିକି ମର୍‌ପାଇ ଦୁକ୍‌ଉପ୍‌ରେ ଦୁକ୍‌ ନ ଆସ ବଲି ମକେ ମିସା ଦୟାକଲା ।
28 So I'm more eager to send him, so seeing him again you'll rejoice and I'll worry less. ତେବର୍‌ପାଇ ମୁଇ ତାକେ ଆରିତରେକ୍‌ ବେସି ସାର୍‌ଦା ସଙ୍ଗ୍‍ ପାଟାଇଲିନି । ଜେନ୍ତିକି ତମେ ତାକେ ଆରିତରେକ୍‌ ଦେକି ସାର୍‌ଦା ଅଇସା ଆରି ମୁଇ ମିସା ଦୁକ୍‌ ନ କରି ।
29 Welcome him in the Lord with all joy, and honor people like him, ତେବର୍‌ପାଇ ତାକେ ଗଟେକ୍‌ ବିସ୍‌ବାସି ବାଇ ଇସାବେ ସାର୍‌ଦା ସଙ୍ଗ୍‍ ଡାକିନିଆ । ତାର୍‌ପାରା ଲକ୍‌ମନ୍‌କେ ସନ୍‌ମାନ୍‌ ଦିଆସ୍‌ ।
30 because he neared death for Christ's work, risking his life to make up your missing help to me. କାଇକେବଇଲେ କିରିସ୍‌ଟର୍‌ ଲାଗି ବଲିକରି ସେ ତାର୍‌ ଜିବନ୍‌ ବିପଦେ ପାକାଇଲା । ଆରି ତମେ ମର୍‌ଲାଗି ବଲିକରି ସେବାକାମେ ଜାଇଟାସବୁ ଉନା ଅଇଲାଆଚେ, ସେଟା ସବୁଜାକ ସେ ପୁରାପୁରୁନ୍‌ କଲା ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]