Skip to content
The Believer's Library

Desiya Bible

Nehemiah 6 Saa25

Show Saa25 only
Verse × ×
1 Sanballat, Tobiah, Geshem the Arab, and our other enemies heard I had rebuilt the wall with no gap left—though I hadn't yet set the doors in the gates. ମୁଇ ପାଚୁରି ଟେକ୍‌ଲି ଆରି କନ୍‌ତେଇ ମିସା ବସ୍‌ଲେ ନାଇ, ଏ ବିସଇ ମର୍ ବିରଦି ଲକ୍ ସନ୍‌ବଲଟ୍ ଆରି ଟବିଅ ଆରି ଆରବିଅ ଗେସମ୍‌ ଆରି ବିନ୍ ବିରଦି ଲକ୍‌କେ ମିସା ସୁନ୍‌ଲାଇ; ସେ ବେଲାଇ ମୁଇ ନଅରେ ପୁର୍‌ବା ବାଟେ କାପାଟ୍ ପିଡାଇ ନ ରଇଲି ।
2 Sanballat and Geshem sent word: "Come, let's meet in one of the villages on Ono's plain"—but they planned to harm me. ସେଡ୍‌କିବେଲେ ସନ୍‌ବଲଟ ଆରି ଗେସମ୍ ତାକର୍ ଲକ୍‌କେ ମର୍‌ ଲଗେ କବର୍ ପାଟାଇକରି କଇଲା, ଆଉ, ଆମେ ସର୍‌ତେ ଲକ୍ ଅନ ପଦାର୍‌ ଗଟେକ୍ ଜାଗା ଲଗେ ଟୁଲ୍ ଅଉଁ । ମାତର୍ ସେମନ୍ ମର୍ ଅନିଆଇ କର୍‌ବାକେ ବିଚାର୍ କର୍‌ତେ ରଇଲାଇ ।
3 So I sent messengers back: "I'm doing a great work and can't come down. Why let the work stop while I leave it to come down to you?" ତାର୍‌ପଚେ ମୁଇ ସେମନର୍‌ ଲଗେ ଲକ୍ ପାଟାଇ କଇଲା, ମୁଇ ଗଟେକ୍ ନିମାନ୍ କାମ୍ କଲିନି, ସେଟାର୍‌ପାଇଁ ଉତ୍‌ରି ଆସି ନାପାରେ ; କାମ୍‌ ଚାଡି କରି ତମର୍‌ ଲଗେ ଉତ୍‌ରି ଆସି କରି କାଇକେ ତେବାଇବି ?
4 Four times they sent me the same message, and each time I gave them the same answer. ଏ ରକାମ୍ ସେମନ୍ ମର୍ ଲଗେ ଚାର୍‌ତର୍ ଲକ୍ ପାଟାଇଲାଇ; ମାତର୍ ମୁଇ ସେମନ୍‌କେ ଗଟେକ୍ ରକାମ୍‌ସେ ଉତର୍ ଦେଲି ।
5 Sanballat sent his servant to me this way a fifth time, with an open letter in his hand. ତାର୍‌ପଚେ ସନ୍‌ବଲଟ୍ ତାର୍ ଦାସର୍ ଆତେ କଣ୍ଡେକ୍‌ ଚିଟି ଲେକି ପାଁଚ୍ ତର୍ ମର୍ ଲଗେ ପାଟାଇଲା ।
6 It read: Word among the nations—Geshem says it too—is that you and the Jews plan to revolt; that's why you're building the wall, and you're about to become their king, so these reports say. ତେଇ ଏ ରକାମ୍ ଲେକା ଅଇରଇଲା, କୁଟୁମର୍‌ ଲକ୍‌ମନର୍‌ ଏ ରକାମ୍ ଆଉଲି ଅଇଲାଇନି, ଆରି ଗେସମ୍ ଏ କାତା କଇଲାନି ଜେ, ତୁଇ ଆରି ଜିଉଦିମନ୍ ମିସିକରି ରାଜାର୍ ବିରଦି କର୍‌ବାକେ ବିଚାର୍ କଲାସ୍‌ନି; ସେଟାର୍‌ପାଇଁ ତମେ ତେଇ ପାଚୁରି ଟେକ୍‌ଲାସ୍‌ନି; ଏ ଇସାବେ ତୁଇ ରାଜା ଅଇବାକେ ଇଚା କଲୁସ୍‌ନି ।
7 You've even appointed prophets to proclaim about you in Jerusalem, 'A king is in Judah!' Now this will reach the king. So come, let's talk it over. ଆରି, ଜିଉଦାଇ ଗଟେକ୍ ରାଜା ଆଚେ ବଲିକରି ତର୍ ବିସଇରେ ଜିରୁସାଲାମେ ଉଡ୍‌ରା କର୍‌ବାକେ ତୁଇ ବାବବାଦିମନ୍‌କେ ବାଚି ଆଚୁସ୍‌; ଏ ଉଡ୍‌ରା କଲାଟା ରାଜା କବର୍ ଆଇଲା, ଏଟାର୍‌ପାଇ , ଏବେ ଆସା, ଆମେ ସର୍‌ତେ ଲକ୍ ମିସି କରି ଉପାଇ ପାଁଚୁ ।
8 I replied: Nothing you're saying has happened—you're inventing it from your own mind. ତାର୍‌ପଚେ ମୁଇ ତାର୍‌ଲଗେ କବର୍ ପାଟାଇ କଇଲି, ତମେ ଜାଇଟା କର୍‌ବାକେ କଇଲାସ୍‌ନି, ସେ ରକାମ୍ କାମ୍ କେବେ ମିସା କରି ନ ଅଏ; ତମେ ଅବ୍‌କା ତମର୍ ମନେସେ ବାବ୍‌ଲାସ୍‌ନି ।
9 They all tried to frighten us, saying, "Their hands will weaken at the work, and it won't be finished." But now, my Father, strengthen my hands. ଏ କାମ୍ କଲେ ସେମନର୍ ଆତ୍ ଦୁର୍‌ବଲ୍ ଅଇଲେ ସେମନ୍ ସାରାଇ ନାପାରତ୍ ବଲିକରି ଆମ୍‌କେ ତେରେପେତେ କଲାଇ; ଏଟାରର୍‌ପାଇ ଏ ପର୍‌ମେସର୍, ମକେ ଡାଟ୍ କର୍ ।
10 I went to the house of Shemaiah son of Delaiah, son of Mehetabel, who was confined. He said, "Let's meet in the house of God, inside the temple, and shut the temple doors—they're coming to kill you, coming by night to kill you." ତାର୍‌ପଚେ ମଏଟବେଲର୍ ନାତି ଦଲାଇଅର୍ ପିଲା, ଜନ୍ ସମଇଅର ପାର୍‌ତନା ଗରେ ବନ୍ଦ୍‌ରଇଲା, ମୁଇ ତାର୍ ଗରେ ଗାଲି, ତେବେ ସେ କଇଲା, ଆମେ ପର୍‌ମେସରର୍ ଗରେ, ମନ୍ଦିର୍ ବିତ୍‌ରେ ରୁଣ୍ଡୁ ଆରି ମନ୍ଦିରର୍‌ ଦୁଆର୍ ସବୁ ବନ୍ଦ୍ କରୁ; କାଇକେକି ସେମନ୍ ତମ୍‌କେ ମାର୍‌ବାକେ ଆଇବାଇ; ରାତ୍ଆ ସେମନ୍ ତମ୍‌କେ ମାର୍‌ବାକେ ଆଇବାଇ।
11 But I said, "Should a man like me flee? Should someone like me enter the temple to survive? I won't go in." ତେଇ ମୁଇ କଇଲି, ମର୍ ପାରା ଲକ୍‌ କାଇ ପାଲାଇବି? ମର୍‌ ରକାମ୍‌ ଅଇ ଜିବନ୍‌ ଜିଆଇବାକେ ଜେ ରନ୍ଦିର୍‌ ବିତ୍‌ରେ ଜାଇସି, ଏ ରକାମ୍ କେ ଆଚେ? ମୁଇଁ ବିତ୍‌ରେ ନ ଜାଇ ।
12 I realized our Father hadn't sent him—he'd spoken this prophecy against me because Tobiah and Sanballat hired him. ମାତର୍‌ ମୁଇ ଚିନ୍‌ଲି, ଆରି ଦେକା, ପର୍‌ମେସର୍‌ ତାକେ ପାଟାଇ ନ ରଇଲା, ଏଲେ ମିସା ସେ ମର୍‌ ବିରୁଦେ ଏ ବବିସତ୍‌ ବାକିଅ ପର୍‌ଚାର୍‌ କଲା; ଆରି, ଟବିଅ ଆରି ସନ୍‌ବଲଟ୍‌ ତାକେ କୁଲି ଦେଇ ରଇଲା ।
13 He was hired to scare me into sinning, so they could give me a bad name and disgrace me. ମୁଇ ଜେନ୍ତାର୍‌ ଡର୍‌ବି ଆରି ସେ କାମ୍‌ କରି ପାପ୍‌ କର୍‌ବି, ଆରି ସେମନ୍‌ ଜେନ୍ତାର୍‌ ମକେ ବାର୍‌କରାଇବାକେ ମର୍‌ କାରାପ୍‌ ବିସଇ ପାଇବାଇ, ଏ ସବୁର୍‌ ପାଇ ତାକେ କୁଲି ଦିଆ ଅଇତେ ରଇଲା ।
14 Remember, my Father, Tobiah and Sanballat for these deeds, and also Noadiah the woman prophet and the rest of the prophets who tried to frighten me. ଏ ମର୍‌ ପର୍‌ମେସର୍‌, ଟବିଅ ଆରି ସନ୍‌ବଲଟର୍‌ ଏ ସବୁ କାମ୍‌ ଇସାବେ ଏମନ୍‌କେ , ଆରି ମକେ ଡରାଇବାକେ ଇଚା କଲାଇ ଜେ ନଅଦିଆ ବବିସତ୍‌ବକ୍‌ତି ଆରି ଅଲ୍‌ଗା ବବିସତ୍‌ବକ୍‌ତା, ଏମନ୍‌କେ ଏତାଆ ।
15 So the wall was completed on the twenty-fifth day of Elul, in fifty-two days. ତାର୍‌ପଚେ ପଚାସ୍ ଦୁଇ‌ ଦିନ୍ ବିତ୍‌ରେ ଇଲୁଲ୍ ମାସର୍ କଡେ ପାଞ୍ଚ୍‌ ଦିନେ ପାଚୁରି ସାର୍‌ଲା ।
16 When all our enemies heard, and all the nations around us saw, they were badly shaken in their own eyes, for they knew our Father had done this work. ଆରି, ଆମର୍ ସତ୍‌ରୁ ସବୁଲକ୍‌ ଏଟା ସୁନ୍‌ଲାକେ, ଏରକାମ୍ ଅଇଲା ଜେ, ଆମର୍ ଚାରିବେଡ୍‌ତିର୍ ଅଲ୍‌ଗା ଦେସର୍ ସବୁ ଲକ୍ ଡରିଗାଲାଇ ଆରି ସେମନର୍ ମୁଆଟେ ଲାଜ ଅଇ ଗାଇଲାଇ, କାଇକେକି ଏ କାମ୍ ଜେ ଆମର୍ ପର୍‌ମେସରର୍ ବାଟେ ଅନି ଅଇଲା, ଏଟା ସେମନ୍ ବୁଜ୍‌ଲାଇ ।
17 Also in those days, Judah's nobles sent many letters to Tobiah, and Tobiah's letters kept coming back to them. ଆରି, ସେବେଲେ ଜିଉଦାର୍ ନେତାମନ୍ ଟବିଅ ଲଗେ କେତେକ୍ ଚିଟି ଲେକି ପାଟାଇଲାଇ ଆରି ଟବିଅର ଅଲଗା ଚିଟିମନ୍ ସେମନର୍ ଲଗେ ଆଇଲା ।
18 Many in Judah were bound to him by oath, for he was Shecaniah son of Arah's son-in-law, and his son Jehohanan had married Meshullam son of Berekiah's daughter. କାଇକେବଇଲରେ, ସେ ଆରର୍ ପିଲା, ସକନିଅର୍ ଜୁଆଁଇ ଅଇଲାକେ ଆରି ତାର୍ ପିଲା ଜିଅଅନନ୍ ବେରିକିଅର୍ ପିଲା ମସୁଲମର୍ ଟକିକେ ବିବା ଅଇ ରଇଲାକେ ଜିଉଦାର୍ ବିତ୍‌ରେ ଅନେକ୍ ତାର୍ ବାଟେ ପର୍‌ମାନ୍ କରି ରଇଲାଇ ।
19 They also kept telling me his good deeds, and reported my words to him. Tobiah sent letters to frighten me. ଆରି, ସେମନ୍ ତାର୍ ନିମାନ୍ କାମର୍ କାତା ମକେ କଇଲା ଆରି ମର୍ କାତା ସବୁ ତାକେ ଜାନାଇଲାଇ । ଆରି, ମକେ ଡରାଇବାକେ ଟବିୟ ବେସି ଚିଟିମନ୍ ପାଟାଇଲା ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]