Skip to content
The Believer's Library

Desiya Bible

Nehemiah 7 Saa25

Show Saa25 only
Verse × ×
1 After the wall was rebuilt and I set up the doors, the gatekeepers, singers, and Levites were appointed. ପାଚୁରି ତିଆର୍ ଅଇଲାକେ, ମୁଇ କାପାଟ୍ ସବୁ ପାକାଇଲି, ଆରି ବାଟ୍ ଜାଗୁଆଲ୍ ଆରି ଗିତ୍ କଇବା ଲକ୍ ଆରି ଲେବିଅମନ୍ ବାଚି ଅଇଲାଇ ।
2 I put my brother Hanani in charge of Jerusalem, with Hananiah commander of the fortress, since he was faithful and feared our Father more than many. ସେଟାର୍‌ପାଇଁ ମୁଇ ନିଜର୍‌ ବାଇ ଅନାନିକେ ଆରି ଦୁର୍‌ଗର୍‌ ସାସନ୍‌ କାରିଆ ଅନାନିକେ ଜିରୁସାଲମ୍‌କେ ସାସନ୍‌ କର୍‌ବାକେ ବାଚ୍‌ଲି; କାଇକେବଇଲେ ଅନାନିଅ ଗଟେକ୍‌ ବିସ୍‌ବାସ୍‌ ଲକ୍‌ ରଇଲା ଆରି ସେ ବେସି ଲକର୍‌ ଟାନେ ଅନି ଅଦିକ୍‌, ପର୍‌ମେସର୍‌କେ ଡର୍‌ତେ ରଇଲା ।
3 I told them, "Don't open Jerusalem's gates until the sun is hot; and while the guards are on watch, let them shut and bar the doors. Appoint watchmen from Jerusalem's residents, each at his post, each opposite his own house." ଆରି, ମୁଇ ସେମନ୍‌କେ କଇଲି, ବେଲ୍‌ ନ ଉଦ୍‌ବା ଜାକ ଜିରୁସାଲମର୍‌ କାପାଟ୍‌ମନ୍‌ ନ ଉଗାଡା; ଲକ୍‌ମନ୍‌ ଜାଗୁଆଲ୍‌ କାମ୍ କର୍‌ବାକେ ଟିଆଅଇଲା ବେଲେ କାପାଟ୍‌ମନ୍‌ ସବୁ ଡାବି ଦେବାଇ, ଆରି ତମେ ତେଇର୍ ଗାଡା ଦିଆସ୍, ଆରି ତମେ ଜିରୁସାଲମେ ବାସାଅଇ ରଇଲା ଲକ୍‌ମନ୍‌କେ ଜାଗୁଆଲ୍ ଅଇବାକେ ଡାକିକରି ବାଚ୍‌ସା, ସେମନ୍‌ ସବୁଲକ୍‌ ନିଜର୍‌ ନିଜର୍‌ ଜାଗାଇ ରଅତ୍ ଆରି ସବୁଲକ୍‌ ନିଜର୍‌ ନିଜର୍‌ ଗର୍‌ ମୁଆଟେ ରଅତ୍ ।
4 The city was large, but the people in it were few, with no houses yet rebuilt. ନଅଁରର୍ ବେସି ଅସାର୍ ରଇଲା ଆରି ବଡ୍‌ ରଇଲା; ମାତର୍ ତେଇ ଉନା ଲକ୍ ରଇଲାଇ ଆରି ସବୁ ଗର୍‌ମନ୍ ତିଆର୍ ନ ଅଇ ରଇଲା।
5 Then my Father put it in my heart to gather the nobles, the officials, and the people to register by genealogy. I found the genealogy record of the first returnees, and found written in it: ତାର୍‌ପଚେ ପିଡି ଇସାବେ ଏଜାଇ ଅଇବାପାଇ ସେବା କାମ୍‌ କରୁମନ୍‌କେ ଆରି ମୁକିଆ ମନ୍‌କେ ଆରି ଲକ୍‌ମନ୍‌କେ ଟୁଲିଆଇ ବାକେ ମର୍ ପର୍‌ମେସର୍ ମର୍‌ମନେ ଜାନାଇଲା। ଆରି ଜନ୍‌ ଲକ୍‌ମନ୍ ପର୍‌ତୁମେ ଆଇଲାଇ, ସେମନର୍, ବଁସ୍‌ ତାଲିକାର୍ ବଇପାଇଲି, ତେଇ ଏନ୍ତାରି ବଲିକରି ଲେକାଅଇ ରଇବାଟା ଦେକ୍‌ଲି,କଇବାକେ ଗାଲେ।
6 These are the province's people who returned from exile, whom Nebuchadnezzar king of Babylon had carried away, back to Jerusalem and Judah, each to his own town, ଜନ୍‌ ଲକ୍‌ମନ୍ ବନ୍ଦି ଅନୁସାରେ ବାଚାଜାଇ ରଇଲାଇ, ସେମନର୍ ବିତ୍‌ରେ ଅନି ଏ ପର୍‌ଦେସିଆ ପିଲାମନ୍‌ ସବୁଲକ୍ ଜିରୁସାଲମ୍ ଆରି ଜିଉଦାଇ ରଇବା ନିଜର୍‌ ନିଜର୍ ନଅଁରେ ବାଉଡି ଆଇଲାଇ, ବାବିଲର୍ ରାଜା ନବ୍‌କୁଦ୍‌ନିସ୍‌ଚର୍ ଏମନ୍‌କେ ନେଇରଇଲା;
7 coming with Zerubbabel, Jeshua, Nehemiah, Azariah, Raamiah, Nahamani, Mordecai, Bilshan, Mispereth, Bigvai, Nehum, and Baanah—the count of the men of Israel's people: ଏମନ୍ ଜିରୁବାବିଲ୍, ଜେସୁଅ, ନିଇମିଆ, ଅସ୍‌ରିଅ, ରଅମା, ନଅମାନି, ମର୍‌ଦକଇ, ବିଲ୍‌ସନ୍‌, ମିସ୍‌ପର୍, ବିଗ୍‌ବଇ, ନଉମ, ବାନାସଙ୍ଗ୍ ବାଉଡି ଆଇଲାଇ। ଇସ୍‌ରାଏଲର୍ ବଁସର୍ ମୁନୁସ୍ ପିଲାର୍ ସକିଆ ଏଟା,
8 The descendants of Parosh, 2,172; ପରିଅସର୍ ପିଲାମନ୍‌ ଦୁଇଅଜାର୍ ସଏ ସତୁରି ଦୁଇ ଲକ୍।
9 the descendants of Shephatiah, 372; ସପଟିଅର୍ ପିଲାମନ୍‌ ତିନିସ ସତୁରି ଦୁଇ ଲକ୍।
10 the descendants of Arah, 652; ଆରଅର୍ ପିଲାମନ୍‌ ଚଅସ ପଚାସ୍ ଦୁଇଲକ୍।
11 the descendants of Pahath-moab (through the line of Jeshua and Joab), 2,818; ଜେସୁଅର୍ ଆରି ଜଆବର୍ ପିଲାମନ୍‌ ମନର୍ ବିତ୍‌ରେ ଅନି ପଅତ୍ ମଆବରର୍ ପିଲାମନ୍‌ ଦୁଇଅଜାର୍ ଆଟ୍‌ସ ଅଟ୍‌ର ଲକ୍
12 the descendants of Elam, 1,254; ଏଲମର୍ ପିଲାଜମନ୍‌ ଏକ୍ଅଜାର୍ ଦୁଇସ ପଚାସ୍ ଚାର୍ ଲକ୍।
13 the descendants of Zattu, 845; ସତୁର୍ ବଁସର୍‌ ପିଲାମନ୍‌ ଆଟ୍‌ସ ଚାଲିସ୍ ପାଁଚ୍ ଲକ୍ ।
14 the descendants of Zaccai, 760; ସକଅର୍ ପିଲାମନ୍ ସାତ୍ ସ ସାଟେ ଲକ୍ ।
15 the descendants of Binnui, 648; ବିନୁଇର୍ ପିଲାମନ୍ ଚଅ ସଅ ଚାଲିସ୍ ଆଟ ଲକ୍‌ ।
16 the descendants of Bebai, 628; ବେବଅର୍ ପିଲାମନ୍ ଚଅ ସଅ ଅଟେଇସ୍ ଲକ୍ ।
17 the descendants of Azgad, 2,322; ଅସ୍‌ଗଦର୍ ଦୁଇ ଅଜାର୍ ତିନ୍ ସଅ ବାଇସ୍ ଲକ୍ ।
18 the descendants of Adonikam, 667; ଅଦ୍‌ନିକାମର୍ ପିଲାମନ୍ ଚଅ ସଅ ସତ୍‌ସଟି ଲକ୍ ।
19 the descendants of Bigvai, 2,067; ବିଗ୍‌ବଇର୍ ପିଲାମନ୍ ଦୁଇ ଅଜାର୍ ସତ୍‌ସଟି ଲକ୍ ।
20 the descendants of Adin, 655; ଆଦିନର୍ ପିଲାମନ୍ ଚଅ ସଅ ପଞ୍ଚାବନ୍ ଲକ୍ ।
21 the descendants of Ater (through Hezekiah), 98; ଇଜକିଅର୍ ବଁସ୍‌ ଅନି ଆଟେରର୍ ପିଲାମନ୍ ଅଟାନବେ ଲକ୍ ।
22 the descendants of Hashum, 328; ଅସୁମର୍ ପିଲାମନ୍ ତିନ୍ ସଅ କଡେ ଆଟ୍ ଲକ୍ ।
23 the descendants of Bezai, 324; ବେତ୍‌ସଅର୍ ପିଲାମନ୍ ତିନ୍ ସଅ କଡେ ଚାରି ଲକ୍ ।
24 the descendants of Hariph, 112; ଆରିପର୍ ପିଲାମନ୍ ସଏ ବାର ଲକ୍ ।
25 the descendants of Gibeon, 95. ଗିବିଅନ୍‌ର ପିଲାମନ୍ ନବେ ପାଞ୍ଚ ଲକ୍ ।
26 The men of Bethlehem and Netophah, 188; ବେତେଲିଇମ୍ ଆରି ନଟପାର୍ ଲକ୍ ସଏ ଅସେ ଆଟ ଲକ୍ ।
27 the men of Anathoth, 128; ଅନାତତର୍ ଲକ୍ ସଏ କଡେ ଆଟ୍‌ ଲକ୍ ।
28 the men of Beth-azmaveth, 42; ବେତ୍ ଅସ୍‌ମାବତର୍ ଲକ୍ ଚାଲିସ୍ ଦୁଇ ଲକ୍ ।
29 the men of Kiriath-jearim, Chephirah, and Beeroth, 743; କିରିଅତ ଜିଆରିମର୍, କପିରାର୍ ଆରି ବେରତର୍‌ ଲକ୍ ସାତ ସଅ ଚାଲିସ୍ ତିନ୍ ଲକ୍ ।
30 the men of Ramah and Geba, 621; ରାମା ଆରି ଗେବାର୍ ଲକ୍ ଚଅ ସଅ ଏକଇସ୍ ଲକ୍ ।
31 the men of Michmas, 122; ମିକ୍‌ମସ୍ ଲକ୍ ସଏ ବାଇସ୍ ଲକ୍ ।
32 the men of Bethel and Ai, 123; ବେତେଲ୍ ଆରି ଅଇର୍ ଲକ୍ ସଏ ତେଇସ୍ ଲକ୍ ।
33 the men of the other Nebo, 52. ଅଲ୍‌ଗା ନବର୍ ଲକ୍ ପଚାସ ଦୁଇ ଲକ୍ ।
34 The descendants of the other Elam, 1,254; ଅଲ୍‌ଗା ଏଲମର୍ ପିଲାମନ୍ ଏକ୍ ଅଜାର୍ ଦୁଇ ସଅ ପଚାସ୍ ଚାରି ଲକ୍ ।
35 the descendants of Harim, 320; ଆରିମର୍ ପିଲାମନ୍ ତିନ୍ ସଅ କଡେ ଲକ୍ ।
36 the descendants of Jericho, 345; ଜିରିଅର୍ ପିଲାମନ୍ ତିନ୍ ସଅ ଚାଲିସ୍ ପାଞ୍ଚ୍‌ ଲକ୍ ।
37 the descendants of Lod, Hadid, and Ono, 721; ଲଦ୍‌, ଆଦିଦ୍ ଆରି ଅନର୍ ପିଲାମନ୍ ସାତ୍ ସଅ କଡେ ଏକ୍‌ ଲକ୍‌ ।
38 the descendants of Senaah, 3,930. ସନାଆର୍‌ ପିଲାମନ୍ ତିନ୍ ଅଜାର୍ ନଅ ସଅ ତିରିସ୍ ଲକ୍ ।
39 The priests: the descendants of Jedaiah (through the house of Jeshua), 973. ଜାଜକ୍‌ମନର୍ ସକିଆ; ଜେସୁଅ ବଁସର୍ ଜିଦଇଅର୍ ପିଲାମନ୍ ନଅ ସଅ ସତୁରି ତିନ୍ ଲକ୍ ।
40 The descendants of Immer, 1,052; ଇମେରର୍ ପିଲାମନ୍ ଏକ୍ ଅଜାର୍ ପଚାସ୍ ଦୁଇଲକ୍ ।
41 the descendants of Pashhur, 1,247; ପସ୍‌ଉରର୍ ପିଲାମନ୍ ଏକ୍ ଅଜାର୍ ଦୁଇ ସଅ ଚାଲିସ୍ ସାତ୍ ଲକ୍ ।
42 the descendants of Harim, 1,017. ଆରିମର୍ ପିଲାମନ୍ ଏକ୍ ଅଜାର୍ ସତ୍‌ର ଲକ୍‌ ।
43 The Levites: the descendants of Jeshua (through Kadmiel and the line of Hodevah), 74. ଲେବିଅ ମନର୍‌ ସଙ୍କିଆ; ଏଦବାର୍‌ ପିଲାମନର୍‌ ବିତ୍‌ରେ ଅନି ଜେସୁଅର୍‌, କଦ୍‌ମିଏଲର୍‌ ପିଲାମନ୍‌ ସତୁରି ଚାର୍‌ ଲକ୍‌ ।
44 The singers: the descendants of Asaph, 148. ଗିତ୍ ଗାଇବା ଲକର୍ ସଙ୍କିଆ; ଆସପର୍‌ ପିଲାମନ୍‌ ଏକ୍‌ ସଅ ଚାଲିସ୍‌ ଆଟ୍‌ ଲକ୍‌ ।
45 The gatekeepers: the descendants of Shallum, Ater, Talmon, Akkub, Hatita, and Shobai, 138. ଦୁଆର୍‌ ଜାଗୁମନର୍‌ ସଁକିଆ; ସଲୁମର୍‌ ପିଲାମନ୍‌ ଆଟରର୍‌ ପିଲାମନ୍‌, ଟଲେମାନର୍‌ ପିଲାମନ୍‌, ଆକୁବର ପିଲାମନ୍‌, ଅଟିଟାର୍‌ ପିଲାମନ୍‌, ସବଅର୍‌ ପିଲାମନ୍‌ ସଏ ତିରିସ୍‌ ଆଟ୍‌ ଲକ୍‌ ।
46 The temple servants: the descendants of Ziha, Hasupha, Tabbaoth, ମନ୍ଦିରେ ସେବା କାମ୍ କରୁମନର୍ ସଁକିଆ; ସିଅର୍‌ ପିଲାମନ୍‌, ଅସୁପାର୍‌ ପିଲାମନ୍‌, ଟବାଅତର୍‌ ପିଲାମନ୍‌;
47 Keros, Sia, Padon, କରସର୍‌ ପିଲାମନ୍‌, ସିଅର୍‌ ପିଲାମନ୍‌, ପାଦନର୍‌ ପିଲାମନ୍‌;
48 Lebana, Hagaba, Shalmai, ଲବାନାର୍ ପିଲାମନ୍, ଅଗାବର୍‌ ପିଲାମନ୍, ସଲ୍‌ମଅର୍ ପିଲାମନ୍;
49 Hanan, Giddel, Gahar, ଆନ୍‌ନର୍ ପିଲାମନ୍, ଗିଦେଲର୍ ପିଲାମନ୍, ଗଅରର୍ ପିଲାମନ୍;
50 Reaiah, Rezin, Nekoda, ରାୟାର୍ ପିଲାମନ୍, ରତ୍‌ସିନର୍ ପିଲାମନ୍, ନକଦର୍ ପିଲାମନ୍;
51 Gazzam, Uzza, Paseah, ଗସମର୍ ପିଲାମନ୍, ଉସର୍ ପିଲାଜିଲା, ପାସେଅର୍ ପିଲାମନ୍;
52 Besai, Meunim, Nephushesim, ବେସଇଅର୍‌ ପିଲାମନ୍, ମିଉନିମର୍ ପିଲାମନ୍, ନପୁସିମର୍ ପିଲାମନ୍ ;
53 Bakbuk, Hakupha, Harhur, ବକ୍‌ବୁକର୍‌ ପିଲାମନ୍, ଅକୁପାର୍ ପିଲାମନ୍, ଅଉରର୍ ପିଲାମନ୍;
54 Bazlith, Mehida, Harsha, ବସ୍‌ଲୁତ୍‌ର୍‌ ପିଲାମନ୍, ମଇଦାର୍‌ ପିଲାମନ୍,ଅର୍‌ସାର୍‌ ପିଲାମନ୍;
55 Barkos, Sisera, Temah, ବର୍‌କସର୍‌ ପିଲାମନ୍, ସିସରାର୍ ପିଲାମନ୍‌, ତେମଅର୍ ପିଲାମନ୍;
56 Neziah, and Hatipha. ନତ୍‌ସିଅର୍ ପିଲାମନ୍, ଅଟିପାରର୍ ପିଲାମନ୍ ।
57 The descendants of Solomon's servants: the descendants of Sotai, Sophereth, Perida, ସଲମନର୍ ଦାସ୍‌ମନର୍ ସଁକିଆ; ସଟଇର୍ ପିଲାମନ୍, ସପେରତର୍‌ ପିଲାମନ୍‌, ପରିଦାରର୍ ପିଲାମନ୍;
58 Jaala, Darkon, Giddel, ଜାଲାର୍ ପିଲାମନ୍, ଦର୍‌କଣର୍‌ ପିଲାମନ୍, ଗିଦେଲର୍‌ ପିଲାମନ୍;
59 Shephatiah, Hattil, Pochereth-hazzebaim, and Amon. ସପଟିଅର୍ ପିଲାମନ୍, ଅଟିଲାର୍ ପିଲାମନ୍, ପକେରତ୍ଅତ୍‌ ସବାଇମର୍ ପିଲାମନ୍, ଆମନର୍ ପିଲାମନ୍ ।
60 All the temple servants and the descendants of Solomon's servants numbered 392. ସର୍‌ତେ ମନ୍ଦିର୍ ସେବା କାମ୍ କର୍‌ବା ଲକ୍‌ମନ୍ ଆରି ସଲ୍‌ମନର୍ ଦାସ୍‌ମନର୍ ପିଲାମନର୍ ସଙ୍କିଆ ତିନ୍‌ ସଅ ନବେ ଦୁଇ ଲକ୍ ।
61 These came up from Tel-melah, Tel-harsha, Cherub, Addon, and Immer, unable to show their father's house or lineage, whether from Israel: ଆରି, ତେଲମେଲଅ, ତେଲଅର୍‌ସା, କରୁବ, ଅଦନ୍ ଆରି ଇମେର୍, ଏ ସବୁ ଜାଗାଇ ଅନି ଲକ୍‌ମନ୍ ଆଇଲାଇ; ମାତର୍ ସେମନ୍ ଇସ୍‌ରାଏଲର୍ ଲକ୍ ବଲି ନିଜର୍ ନିଜର୍ ଆନିଦାଦିମନର୍ ବଁସ୍‌ ଆରି ଗସ୍‌ଟିର୍ ପର୍‌ମାନ୍ ଦେକାଇ ନାପାର୍‌ଲାଇ; ସେ ଲକ୍‌ମନ୍ ଅଇଲାଇନି,
62 The descendants of Delaiah, Tobiah, and Nekoda, 642. ଦଲାଇଅର୍ ପିଲାମନ୍, ଟବିଅର୍ ପିଲା, ନକଦରର୍‌ପିଲା, ଚଅ ସଅ ଚାଲିସ୍ ଦୁଇ ଲକ୍ ।
63 From the priests: descendants of Hobaiah, Hakkoz, and Barzillai—who married one of Barzillai the Gileadite's daughters and took that family's name. ଜାଜକ୍‌ମନର୍ ବିତ୍‌ରେ ଅନି ଅବାଇଅରର୍ ପିଲାମନ୍, ଅକସରର୍ ପିଲାମନ୍, ବର୍‌ସିଲଇର୍ ପିଲାମନ୍, ଏ ବର୍‌ସିଲଇଅ ଗିଲିଅଦିଅ ବର୍‌ସିଲଅର୍ ଗଟେକ୍ ଟକିକେ ବିବା କର୍‌ବାକେ ତାର୍ ନାଉଁ ଇସାବେ ଡାକ୍‌ପୁଟା ଅଇ ରଇଲା ।
64 These looked for their genealogical records, but found none, so were excluded from the priesthood as unclean. ଏମନ୍ ବଁସର୍ ତାଲିକା ଅନୁସାରେ ଏଜ୍‌ବା ଲକ୍‌ମନର୍ ବିତ୍‌ରେ ଅନି ନିଜର୍ ବଁସର୍ ତାଲିକା ଚିଟି କଜ୍‌ଲାଇ, ମାତର୍ ମିଲାଇ ନାପାର୍‌ଲାଇ; ତେବେ ସେମନ୍ ଅସୁକଲ୍‌ ଏଜାଇ ଅଇ ଜାଜକ୍ ପଦ୍ ଦେଅତ୍ ନାଇ ।
65 The governor told them not to eat the most holy food until a priest could consult Urim and Thummim. ଆରି, ସାସନ୍ କାରିଆ ସେମନ୍‌କେ କଇଲାଜେ, ଉରିମ୍ ଆରି ତୁମିମ୍‌ଦାରି ଜାଜକ୍ ନ ଉବଜ୍‌ବା ଜାକ ତମେ ସୁକଲ୍ ଜିନିସ୍ କାଇ ନାପାରାସ୍ ।
66 The whole assembly together numbered 42,360, ଆରି, ଗଟେକ୍ ଲଗେ ସବୁ ସମାଜ୍ ଚାଲିସ୍ ଦୁଇ ଅଜାର୍ ତିନ୍ ସଅ ସାଟେ ଲକ୍ ।
67 besides their 7,337 male and female servants; and they had 245 male and female singers. ଏଟା ଚାଡି ସେମନର୍ ଦାସ୍‌ଦାସି ସାତ୍ ଅଜାର୍ ତିନ୍ ସଅ ତିରିସ୍ ସାତ୍ ଲକ୍ ରଇଲାଇ; ଆରି, ସେମନର୍‌ ଦୁଇ ସଅ ଚାଲିସ୍ ପାଞ୍ଚ ଲକ୍ ଗିତ୍ କଇବା ପିଲାମନ୍ ଆରି ଗିତ୍ ଇବା ଟକିମନ୍ ରଇଲାଇ ।
68 They had 736 horses, 245 mules, ସେମନର୍ ସାତ୍‌ ସଅ ତିରସ୍ ଚଅ ଗଡା; ଦୁଇ ସଅ ଚାଲିସ୍ ପାଞ୍ଚ୍‌ଟା ମାଇ ଗଡା;
69 435 camels, and 6,720 donkeys. ଚାର୍ ସଅ ତିରିସ୍ ପାଞ୍ଚ୍‌ଟା ଉଁଟ୍; ଚଅ ଅଜାର୍ ସାତ୍ ସଅ କଡେଟା ଗଦମନ୍ ରଇଲାଇ ।
70 Some family heads gave to the work. The governor gave to the treasury 1,000 gold coins, 50 bowls, and 530 priestly garments. ଆରି, ବାବାର୍ ବଁସର୍ ମୁକିଅ ମନର୍ ବିତ୍‌ରେ ଅନି କେକେ ସେ କାମର୍ ପାଇ ଦାନ୍ କଲାଇ । ସାସନ୍ କାରିଆର୍ ଗରେଅନି ଡାରିକ୍ ନାଅଁର୍ ଅଜାର୍‌ଟା ସୁନା, ପଚାସ୍‌ଟା କୁଡ୍‌କା, ପାଞ୍ଚ୍ ସଅ ତିରିସ୍ ଜାଜକର୍ ବସ୍‌ତର୍ ଦେଲା ।
71 Some family heads gave the work's treasury 20,000 gold coins and about 2,750 pounds of silver. ଆରି, ବାବାର୍ ବଁସର୍‌ କେତେକ୍ ମୁକିଅ ଲକ୍ ପାର୍‌ତନା ଗରେ ଡାରିକ୍‌ କଇବାକେ ଗାଲେ ତିନ୍ ଅଜାର୍ ଚାରିସ ଟାଙ୍ଗାର୍ ମୁଲିଅର୍ କଡେ ଅଜାର୍ ସୁନା ଆରି ଦୁଇ ଅଜାର୍ ଦୁଇ ସଅ ପାଉଣ୍ଡ୍ ରୁପା ଦେଲାଇ ।
72 The rest of the people gave 20,000 gold coins, about 2,500 pounds of silver, and 67 priestly garments. ଅଲ୍‌ଗା ଲକ୍ ସବୁ ଡାରିକ୍ ବଇଲେ ତିନ୍ ଅଜାର୍ ଚାରିସ ଟାଙ୍ଗାର୍ ମୁଲିଅର୍ କଡେ ଅଜାର୍‌ଟା ସୁନାର୍‌ ମୁଦ୍‌ରା ଆରି ଦୁଇ ଅଜାର୍ ପାଉଣ୍ଡ୍ ରୁପା ଆରି ସାଟେ ସାତ୍‌ଟା ଜାଜକ୍‌ମନର୍ ବସ୍‌ତର୍ ଦେଲାଇ ।
73 The priests, Levites, gatekeepers, singers, some of the people, temple servants, and all Israel settled in their towns. By the seventh month, Israel's people were in their towns. ତାର୍‌ପଚେ ଜାଜକ୍‌ମନ୍ ଆରି ଲେବିଅମନ୍ ଆରି ଜାଗୁଆଲ୍‌ମନ୍ ଆରି ଗିତ୍ ଗାଇବା ଲକମନ୍, ଆରି କେତେକ୍ ଲକମନ୍ ଆରି ପାର୍‌ତନାଗରେ ଲଗେ କାମ୍‌କରୁମନ୍ ଆରି ସବୁ ଇସ୍‌ରାଏଲ୍ ନିଜର୍ ନିଜର୍‌ ନଅଁରେ ବାସା କଲାଇ । ତାର୍‌ପଚେ ସାତ୍ ମାସ୍ ଅଇଲାକେ, ଆରି ଇସ୍‌ରାଏଲର୍‌ ପିଲାମନ୍ ନିଜର୍ ନଅଁରେ ରଇଲାଇ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]