Skip to content
The Believer's Library

Desiya Bible

Nehemiah 5 Saa25

Show Saa25 only
Verse × ×
1 Now there arose a great outcry from the people and their wives against their fellow Jews. ତାର୍‌ପଚେ ଜିଉଦି ବାଇମନର୍ ବିରଦେ ଲକ୍‌ମନର୍ ଆରି ସେମନର୍ ମାଇଜିମନର୍‌ ବେସି ଆଉଲି ଅଇ ନିନ୍ଦା କରି କଇଲାଇ ।
2 Some said, "We, our sons and daughters, are many; let us get grain to eat and live." କାଇକେବଇଲେ କେ କେ କଇଲାଇ, ଆମେକ୍‌, ଆମର୍ ପିଲା ଆରି ଟକିମନ୍ ବେସି ଲକ୍ ଆଚୁ; ସେଟାରପାଇ, ଆମ୍‌କେ କାଦି ମିଲ, ଆମେ କାଇ ଜିଉଁ ।
3 Others said, "We're mortgaging our fields, vineyards, and houses to get grain in the famine." ଆରି ମିସା ଆରି କେ କେ କଇଲାଇ, ଆମେମନ୍ ନିଜର୍ ନିଜର୍ ତାସ୍ ବାଡ୍ ଆରି ଅଙ୍ଗୁର୍‌ ବାଡ୍ ଆରି ଗର୍ ବାନ୍ଦାପାକାଇ ଆଚୁ, ଆମ୍‌କେ ତାସ୍ ମିଲ, କାଇକେବଇଲେ ଏଟା ଦୁର୍‌ବିକ୍ ସମଇ ।
4 Others said, "We've borrowed money for the king's tax on our fields and vineyards. ଆରି, କେତେଲକ୍ କଇଲାଇ, ଆମେ ରାଜ୍‌ ସିସ୍‌ତୁ ପାଇ ନିଜର୍ ନିଜର୍ ତାସ୍ ବାଡ୍ ଆରି ଅଙ୍ଗୁର୍ ବାଡ୍ ବାନ୍ଦା ସଙ୍ଗଇ ଡାବୁ ରୁନ୍ କଲୁ ଆଚୁ ।
5 We are flesh of our own brothers, our children like theirs—yet we're forcing our sons and daughters into slavery. Some daughters are already enslaved, and we're powerless: our fields and vineyards belong to others." ମାତର୍ ଆମର୍ ଗାଗଡ୍ ଆମର୍ ବାଇମନର୍ ଗାଗଡ୍ ସମାନ୍, ଆମର୍‌ ପିଲାମନ୍ ସେମନର୍‌ ପିଲାମନର୍ ସମାନ୍; ଆରି ମିସା ଦେକା, ଆମେ ନିଜର୍ ନିଜର୍‌ ପିଲା ଆରି ଟକିମନ୍‌କେ ଦାସ୍ ଅଇବାକେ ବିକ୍‌ବାକେ ଆନିଆଚୁ, ଆରି ଆମର୍ ଟକିମନର୍ ବିତ୍‌ରେ ଅନି କେ କେ ଦାସିମନ୍‌ ରଇଲା ଜାଗାଇ ଆନିଅଇ ସାର୍‌ଲାଇବେ; ଆରି, ଆମର୍ କାଇଟା ମିସାନାଇ; କାଇକେବଇଲେ ଅଲ୍‌ଗା ଲକ୍‌ମନ୍ ଆମର୍ ତାସ୍‌ବାଡ୍ ଆରି ଅଙ୍ଗୁର୍ ବାଡ୍ ବାନ୍ଦା ଦାର୍‌ଲାଇ ଆଚତ୍ ।
6 I became very angry when I heard their outcry and these words. ସେଡ୍‌କିବେଲେ ମୁଇ ସେମନର୍ ରଦନ୍ ଆରି ଏ କାତାସବୁ ସୁନି ବେସି ରିସା ଅଇଲି।
7 I thought it over, then confronted the nobles and officials: "Each of you is charging interest on loans to your own brothers!" So I called a great assembly against them. ଆରି, ମୁଇ ମର୍ ମନେ ଏତାଇଲି, ଆରି ନେତାମନର୍ ଆରି ଅଦିକାରିମନର୍ ସଙ୍ଗ୍ ଜୁକ୍‌ତିକରି ସେମନ୍‌କେ କଇଲି, ତମେ ସବୁଲକ୍ ନିଜର୍ ନିଜର୍ ବାଇମନର୍‌ ଲଗେଅନି କଲନ୍‌ତର୍ ନେଲାସ୍‌ନି । ସେଟାର୍‌ପାଇଁ ମୁଇ ସେମନର୍ ବିରଦେ ନିଆଇବସାଇଲି ।
8 I told them, "We've done what we could to buy back our Jewish brothers sold to other nations. Now you're selling your own brothers, only for them to be sold back to us!" They fell silent, with nothing to say. ଆରି, ମୁଇ ସେମନ୍‌କେ କଇଲି, ଆମର୍ ଜିଉଦିବାଇମନ୍ ଅଲ୍‌ଗା ଦେସର୍ ପାକେ ବିକି ଅଇରଇଲାଇ, ଆମେ ସେମନ୍‌କେ ନିଜର୍ ବପୁ ଇସାବ୍‌ରେ ମୁକ୍‌ଲାଇ ଆଚି, ଏବେ ତମେ କାଇ ଆରିତରେକ୍ ବିକ୍‌ସା ? ଆରି ସେମନ୍ କାଇ ମର୍ ଲଗେ ବିକି ଅଇବାଇ ? ତାର୍‌ପଚେ ସେମନ୍ ଚୁପ୍ ଅଇ ଗାଲାଇ, କାଇ ବଲିମିସା କଇ ନାପାର୍ ଲାଇଁ ।
9 So I said, "What you're doing is not good. Shouldn't you walk in fear of our Father, to avoid the taunts of our enemy nations? ଆରି, ମୁଇ ସେମନ୍‌କେ କଇଲି, ତମେ ଜନ୍ କାମ୍ କଲାସ୍‌ନି, ସେଟା ଟିକ୍ ନାଇଁ, ଏଟା ନିମାନ୍ ନାଇ, ଆମର୍ ସତ୍‌ରୁ ଅଲ୍‌ଗା ଦେସର୍ ଅଦିକାର୍ ପାଇ ଆମର୍ ପର୍‌ମେସରର୍ ତେଇ ଡରି କାତା ଅଇବାଟା କାଇଟା ତମର୍ ଟିକ୍ ନାଇ
10 My brothers, my servants, and I also lend them money and grain. Let's stop this interest. ଅଇଲେମିସା ମୁଇ, ମର୍ ବାଇମନ୍ ଆରି ମର୍ ଦାଙ୍ଗ୍‌ଡାମନ୍ ଅଡି ସଙ୍ଗ୍ ସେମନ୍‌କେ ଡାବୁ ଆରି କାଦି ଦେଲୁନି । ମୁଇ ଗୁଆରି କଲିନି, ଆମେ ଏ ଅଡି ମାଙ୍ଗ୍‌ବାଟା ଚାଡି ଦେବୁ ।
11 Return their fields, vineyards, olive groves, and houses today, plus the interest you've charged them on money, grain, new wine, and oil." ମୁଇ ଗୁଆରି କଲିନି, ତମେ ସେମନର୍ ଚାସ୍ କଲା ବାଡ୍, ସେମନର୍ ଅଙ୍ଗୁର୍ ବାଡ୍, ସେମନର୍ ଜିତ୍‌ ବାଡ୍ ଆରି ସେମନର୍ ଗର୍ ,ଆରି ସେମନର୍ ଡାବୁ ଆରି କାଦି ଅଙ୍ଗୁର୍‌ ରସ୍ ଆରି ଚିକନ୍ ତମେ ଜେତେକ୍ ନେଇ ଆଚାସ୍, ସେଟା ସେମନ୍‌କେ ଆଜି ବାଉଡାଇ ଦିଆସ୍ ।
12 They replied, "We will return it and demand nothing more from them. We will do as you say." So I summoned the priests and made the nobles swear to keep this promise. ସେଡ୍‌କିବେଲେ ସେମନ୍ କଇଲାଇ, ଆମେ ସେମନ୍‌କେ ବାଉଡାଇ ଦେବୁ ଆରି ସେମନ୍‌କେ କାଇଟା ମିସା ନ ମାଙ୍ଗୁ; ତୁଇ ଜନ୍ତି କଇଲୁସ୍‌ନି ଆମେ ସେନ୍ତାରି କର୍‌ବୁ । ସେଟାର୍‌ପାଇଁ ମୁଇ ଜାଜକ୍ ମନ୍‌କେ ଡାକି ଏ ଆଦେସ୍ ଇସାବେ ସେମନ୍ ଜେନ୍ତାର୍‌ କାମ୍ କର୍‌ବାଇ, ସେଟାର୍ ପାଇଁ ସେମନ୍‌କେ ପର୍‌ମାନ୍ କରାଇଲି ।
13 I also shook out the fold of my robe and said, "May our Father shake out, from his house and property, every man who fails to keep this promise—shaken out and left empty." The whole assembly said, "Amen," and praised our Father. And the people did as promised. ଅଇଲେମିସା ସେମନ୍‌କେ ମୁଇ ମର୍ ପଚିଆ ପାପ୍‌ଡିକରି କଇଲି, କେ ଜଦି ଏ ପର୍‌ମାନ୍‌ ନ ନାମ୍‌ଲେ, ପର୍‌ମେସର୍ ତାର୍ ଗର୍ ଆରି ତାର୍ କଲା କାମର୍ ଜେନ୍ତାରି କି ପାପ୍‌ଡି ଦେଇସି; ସେନ୍ତାରି ପାପଡ୍‌ ଆରି ସାରି ଜାଅ। ସେଡ୍‌କିବେଲେ ତେଇ ରଇଲା ସର୍‌ତେ ଲକ୍ “ଆମେନ୍” କଇଲାଇ । ତାର୍‌ପଚେ ଲକ୍‌ମନ୍ ସେ ସପତ୍ ଇସାବେ କାମ୍ କଲାଇ ।
14 From the day I was appointed governor of Judah—from King Artaxerxes' twentieth year to his thirty-second, twelve years—neither I nor my brothers ate the governor's food allowance. ଆରି, ମୁଇ ଜିଉଦା ଦେସେ ସେମନର୍ ମୁକିଆ ବାଚି ଅଇରଇଲା ବେଲେଅନି, କଇବାକେ ଗାଲେ, ଅର୍‌ତକସ୍‌ତ ରାଜାର୍ ସାସନ୍ କର୍‌ବାବେଲର୍ କଡେ ବରସ୍ ତେଇଅନି ତିରିସ୍ ଦୁଇ ବରସ୍‌ ଜାକ ବାର ବରସ୍ ପତେକ୍‌ ମୁଇ ମର୍ ବାଇମନର୍ ମୁକିଆ କାଦି କାଉ ନାଇ ।
15 But the earlier governors before me burdened the people, taking food and wine from them, besides about a pound of silver. Even their servants ruled over the people. But I did not do that, because I feared our Father. ମାତର୍ ମର୍ ଆଗ୍‌ତୁ ରଇଲା ମୁକିଆମନର୍ କାମ୍‌ଦାମ୍ ମୁଇ ଲକ୍‌ମନ୍‌କେ ବଇବାକେ ପଡ୍‌ଲା, ସେମନ୍ ଚାଲିସ୍ ସେକଲ୍ ରୁପା ଆରି ବିନ୍ ଲକର୍ ଲଗେଅନି କାଦି ଆରି ଅଙ୍ଗୁର୍ ରସ୍ ନେଲାଇ; ଅବ୍‌କା ସେତ୍‌କିସେ ନାଇ ସେମନର୍ ଉପ୍‌ରେ ସାସନ୍ ମିସା କଲାଇ; ମୁଇ ପର୍‌ମେସର୍‌କେ ଡରିକରି ସେନ୍ତାର୍ କାମ୍ କଲି ନାଇ ।
16 I also held to the work on this wall; we bought no land. All my servants gathered there for the work. ଆରି ମୁଇ ଏ ପାଚୁରି କାମ୍ କର୍‌ବାକେ ଲାଗିସେ ରଇଲି ଆରି ଆମେ କାଇମିସା ଜାଗା ଗେନୁ ନାଇ; ଆରି, ମର୍ ଦାଙ୍ଗ୍‌ଡାମନ୍ ସେ କାମେସେ ଲାଗିକରି ରଇଲାଇ ।
17 150 Jews and officials also ate at my table, besides those from the surrounding nations. ଅଇଲେମିସା ଆମର୍ ଚାରିବେଟ୍‌ତିର୍ ବିନ୍‌ବିନ୍ ଦେସ୍‌ମନର୍ ଆଇଲା ଲକ୍‌ମନ୍‌କେ ଚାଡିଦେଲେ ଜିଉଦି ଆରି ମୁକିଆମନ୍ ସଏ ପଚାସ୍ ଲକ୍ କାଇଲାଇ ।
18 Each day's provisions: one ox, six choice sheep, and birds—all prepared at my expense; every ten days, wine of every kind in plenty. Even so, I did not claim the governor's food allowance, since the labor weighed heavily on this people. ସେ ବେଲେ ଦିନ୍‌କେ ଗଟେକ୍ ପସୁ ଆରି ଚଅଟା ମେଣ୍ଡା ମାରି ରାନ୍ଦ୍‌ତେ ରଇଲାଇ; ଆରି ମର୍ ପାଇ କେତେକ୍ ଚଡଇ ମାଉଁସ୍ ରାନ୍ଦ୍‌ତେ ରଇଲାଇ ଆରି ଦସ୍ ଦିନ୍‌କେ ତରେକ୍ ଅଙ୍ଗୁର୍ ରସ୍ ଦିଆ ଅଇତେ ରଇଲା; ଅଇଲେମିସା ମୁଇ ଏ ଦେସର୍ ଲକ୍‌ମନ୍‌କେ କାଦିକଣ୍ଡା ମାଙ୍ଗି ନାଇ, କାଇକେବଇଲେ ଏ ଲକର୍ ଉପ୍‌ରେ ଏ ସର୍‌ତେ କାମ୍‌ ବଜ୍ ଚାପାଇ ଅଇରଇଲା ।
19 Remember me for good, my Father, for all that I have done for this people. ଏ ମର୍ ପର୍‌ମେସର୍, ମୁଇ ଏ ଲକ୍‌ମନ୍‌କେ ଜାଇ ଜାଇ କାମ୍ କରି ଅଚି, ମର୍ ମଙ୍ଗ୍‌ଲର୍ ପାଇ ସେଟା ଏତାଉ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]