Skip to content
The Believer's Library

Desiya Bible

Nehemiah 4 Saa25

Show Saa25 only
Verse × ×
1 When Sanballat heard that we were rebuilding the wall, he was furious and seething with rage, and he ridiculed the Jews. ମାତର୍ ଆମେ ପାଚୁରି ଟେକ୍‌ଲୁନି ବଲି ସୁନିକରି ସନ୍‌ବଲଟ୍‌କୁପିତ୍ ବେସି ରିସାଅଇ ଜିଉଦିମନ୍‌କେ ଇଜତ୍‌ ଜିକ୍‌ଲା।
2 He said in front of his brothers and the army of Samaria, "What are these feeble Jews doing? Will they restore the wall for themselves? Will they offer sacrifices? Will they finish in a single day? Can they bring stones back to life out of the heaps of rubble, charred as they are?" ଆରି ସେ ନିଜର୍ ବାଇମନ୍‌କେ ଆରି ସମରିଅ ସନିଅଦଲର୍ ସଙ୍ଗ୍‌ମିସି ଏନତାର୍ ବଲିକରି କଇଲାଇ, ଏ ଅମାନିଆ ଜିଉଦିମନ୍ କାଇଟା କଲାଇନି ? ସେମନ୍‌କାଇ ଗଡ୍‌ବନ୍ଦି କରି ରଇବାଇ ? ସେମନ୍‌କାଇ ବଲିଦାନ୍ ଦେବାଇ? ସେମନ୍‌କାଇ ଗଟେକ୍ ଦିନେ ସାରାଇଦେବାଇ ? ସେମନ୍‌କାଇ କୁଡ୍‌କାଣା ଅନି ଦୁଦ୍ ବାର୍‌କରାଇ ପାକ୍‌ନା ବେଟିକରି ଜିବନ୍ କର୍‌ବାଇ?
3 Tobiah the Ammonite was beside him, and he said, "That stone wall they are building—even if a fox climbed up on it, he would break it down!" ସେ ସମଏ ଅମନିଅ ଟବିଅ ତାର୍ ପାକେ ରଇଲା, ଆରି ସେ କଇଲା, ସେମନ୍ ଜାଇଟା ଜାଇଟା ତିଆର୍‌ କଲାଇନି, କଲିଆ ଚଗିଗାଲେ ସେମନର୍ ପାକ୍‌ନା ପାଚୁରି ବାଙ୍ଗାଇ ପାକାଇସି ।
4 Hear us, our Father, for we are despised. Turn their taunts back on their own heads, and hand them over as plunder to a land of exile. ଏ ଆମର୍ ପର୍‌ମେସର୍, ସୁନ୍, କାଇକେବଇଲେ ଚାଡି ଦେଇ ଆଚୁ; କାଇକେ ଆମ୍‌କେ ଲାଜ୍‌କରାବାକେ ଚାଡିଦେଇ ଆଚୁସ୍, ସେମନର୍ ଦୁକ୍ ସେମନର୍ ନିଜର୍ ମୁଣ୍ଡେ ପାକାଆ ଆରି ସେମନ୍‌କେ ବିଦେସେ ବନ୍ଦି କରି ଆରି ସେମ୍‌ନର ଜିନିସ୍ ଚର୍‌ବାକେ ସର୍‌ପି ଦେସ୍,
5 Do not overlook their guilt, and do not let their sin be wiped from your sight, for they have hurled insults in the face of the builders. ଆରି ସେମନର୍ ପାପ୍ ଡାବା ନାଇ ଆରି ତମର୍ ଲଗେ ଅନି ସେମନର୍ ପାପ୍‌ ପାସର୍‌ ନାଇ; କାଇକେବଇଲେ ତିଆର୍ କରୁମନର୍ ମୁଆଟେ ସେମନ୍ ତମ୍‌କେ ରିସା କରି ଆଚତ୍ ।
6 So we rebuilt the wall until all of it was joined together to half its height, for the people worked with all their heart. ଏ ପାରା ଆମେ ପାଚୁରି ତିଆର୍‌କଲୁ ଆରି ତେଇର୍ ଉଚାର୍ ଅଦା ପତେକ୍ ସର୍‌ତେ ପାଚୁରି ଗଟେତେଇ ମିସାଇ ଅଇଲା, ତେବେ କାମ୍ କର୍‌ବାକେ ଲକ୍‌ମନର୍ ମନ୍ ରଇଲା ।
7 But when Sanballat, Tobiah, the Arabs, the Ammonites, and the Ashdodites heard that the repairs to Jerusalem's walls were making progress and the gaps were beginning to close, they were filled with rage. ମାତର୍ ଜିରୁସାଲାମ୍ ପାଚୁରିର୍ ସଜାଡବା କାମ୍ କରି ଗାଲିନି, ଆରି ବାଙ୍ଗ୍‌ଲା ଜାଗା ସବୁ ବନ୍ଦ୍ ଅଇବକେ ଲାଗ୍‌ଲାନି, ଏଟା ସୁନି ସନ୍‌ବଲଟ୍‌ ଆରି ଟବିଅ, ଆରି ଆରବିଅମନ୍ ଆରି ଅମନିଅମନ୍ ଆରି ଅସ୍‌ଦଦିଅମନ୍ ବେସି ରିସା ଅଇଲାଇ ।
8 They all plotted together to come and fight against Jerusalem and to throw it into confusion. ଆରି ସେ ସବୁଲକ୍ ଜିରୁସାଲାମେ ଜାଇ ସେ ବିରଦେ ଜୁଦ୍ କର୍‌ବାକେ ଆରି ସେ ଲଗେ କିରଜାଟି ଉବ୍‌ଜାଇ ବାକେ ପାଁଚଲାଇ ।
9 But we prayed to our Father and posted a guard against them day and night. ମାତର୍ ଆମେ ସେମନର୍ ପାଇ ଆମର୍ ପର୍‌ମେସରର୍ ଲଗେ ପାର୍‌ତନା କଲୁ ଆରି ରାତିଦିନ୍‌ଜାକ ସେମନର୍ ବିରୁଦେ ଜାଗି ରଇଲୁ ।
10 Meanwhile the people of Judah said, "The workers are losing their strength, and there is so much rubble that we cannot rebuild the wall." ସେଡ୍‌କିବେଲେ ଜିଉଦା କଇଲା,ତିଆର୍ କରୁମନର୍ ବପୁ ସାରିଗାଲା ଆଚେ, ଆରି କେତେକ୍ ବାଙ୍ଗ୍‌ଲା କୁଡ୍ ଆଚେ; ସେଟାର୍‌ପାଇଁ ଆମେ ପାଚୁରି ତିଆର୍ କରି ନାପାର୍‌ଲୁନି ।
11 And our enemies said, "Before they know it or see us, we will be right among them; we will kill them and put an end to the work." ଆରି, ଆମର୍‌ ବିରଦିମନ୍ କଇଲାଇ, ଆମେ ସେମନର୍ ଲଗେ କେଟି କରି ସେମନ୍‌କେ ମାରୁ ଆରି ସେମନର୍ କାମ୍ ବନ୍ଦ୍ କର୍‌ବା ଜାକ ସେମନ୍ ନାଜାନତ୍ କି ନ ଦେକତ୍ ।
12 Then the Jews who lived near them came and told us ten times over, "Wherever you turn, they will come against us." ଆରି, ସେମନର୍‌ ଲଗର୍ ଜିଉଦିମନ୍ ସବୁ ଜାଗାଇଅନି ଆସି ଆମ୍‌କେ ଦସ୍‌ତର୍ କଇଲାଇ, ତମ୍‌କେ ଆମର୍ ବାଟେ ବାଉଡି ଆଇବାକେ ଅଇସି ।
13 So I stationed people behind the lowest sections of the wall, in the exposed places, positioning them by families with their swords, spears, and bows. ତେବେ ମୁଇ ପାଚୁରି ପଚ୍‌ବାଟେ କେ ନଇଲା ମେଲା ଜାଗାଇ ଲକ୍‌ମନ୍‌କେ ସେମନର୍ କୁଟୁମ୍‌ ଇସାବେ ସେମନର୍ କାଣ୍ଡା ଆରି ବର୍‌ଚା ଆରି ଦୁନୁ ସଙ୍ଗ୍ ବାଚ୍‌ଲି ।
14 After I looked things over, I stood up and said to the nobles, the officials, and the rest of the people, "Do not be afraid of them. Remember the Sovereign Father, great and awesome, and fight for your brothers, your sons and daughters, your wives and your homes." ତାର୍‌ପଚେ ମୁଇ ଦେକ୍‌ଲି ଆରି ଉଟି କୁଲିନ ଜାତିର୍ ଲକ୍‌କେ ଆରି ମୁକିଆମନ୍‌କେ ଆରି ଅଲ୍‌ଗା ଲକ୍‌ମନ୍‌କେ କଇଲି; ତମେ ସେମନର୍‌ ବିସଇରେ ଡରାନାଇ; ମାପ୍‌ରୁକେ ଏତାଆ, ସେ ଡାକ୍‌ପୁଟା ଆରି ଡରାନାଇ; ଆରି ତମେ ନିଜର୍ ନିଜର୍ ବାଇମନ୍, ଆରି ବଇନିମନ୍, ନିଜର୍ ନିଜର୍ ମାଇଁଜିମନ୍‌ ଆରି ଗରର୍ ପାଇ ଜୁଇଦ୍ କରା ।
15 When our enemies heard that we knew of their plot and that our Father had frustrated it, we all returned to the wall, each to his own work. ତାର୍‌ପଚେ ଆମର୍ ସତ୍‌ରୁମନର୍ ଜଜ୍‌ନା ଆମ୍‌କେ ଜାନାଇ ଆଚତ୍ ଆରି ପର୍‌ମେସର୍ ସେଟା ସପଲ୍ କରେନାଇ, ଏଟା ସେମନ୍ ସୁନ୍‌ଲାକେ, ଆମେ ସବୁଲକ୍ ପାଚୁରିତେଇ ନିଜର୍ ନିଜର୍ କାମ୍‌କେ ବାଉଡି ଗାଲୁ ।
16 From that day on, half of my men did the work while the other half were equipped with spears, shields, bows, and armor. The officers stationed themselves behind all the people of Judah, ଆରି ସେଦିନେ ଅନି ଆମର୍ ଦାସ୍‌ମନର୍ ଅଦାକାମ୍ କଲାଇ ଆରି ସେମନର୍ ଅଦେକ୍ ବର୍‌ଚା, ଆଡ୍‌ବା ଅଦ୍‌ନା, ଦୁନୁ, ଆରି ଜୁଇଦ୍ ବସତର୍ ଦାରି ରଇଲାଇ; ଆରି, ଅଦିକାରିମନ୍ ଜିଉଦାର୍ ସବୁ କୁଟୁମର୍ ପଚେ ରଇଲାଇ।
17 who were building the wall. Those who carried materials did their work with one hand and held a weapon with the other, ଜନ୍‌ଲକ୍ ପାଚୁରି ତିଆର୍ କଲାଇ ଆରି ଜନ୍‌ଲକ୍ ବଜ୍ ବଇଲାଇ, ସେମନ୍ ଦିରେ ଦିରେ ବଜ୍ ଉଟାଇଲାଇ ଆରି ସବୁଲକ୍ ଗଟେ ଆତେ କାମ୍ କଲାଇ ଆରି ଗଟେ ଆତେ ଅସ୍‌ତର୍ ଦାର୍‌ଲାଇ;
18 and each of the builders wore his sword strapped to his side as he worked. But the man who sounded the trumpet stayed beside me. ଆରି, କାମକରୁମନ୍‌ ସବୁଲକ୍ ନିଜର୍ ନିଜର୍ ଆଁଟାଇ କାଣ୍ଡା ବାନ୍ଦି ଗାତ୍‌ଲାଇ । ଆରି, ମଇରି ପୁକ୍‌ବାଲକ୍ ଆମର୍ ପାକେ ରଇଲା ।
19 Then I said to the nobles, the officials, and the rest of the people, "The work is vast and spread out, and we are separated from one another along the wall. ତାର୍‌ପଚେ ଆମେ ନେତାମନ୍‌କେ ଆରି ଅଦିକାରି ମନ୍‌କେ ଆରି ଅଲ୍‌ଗା ଲକ୍‌ମନ୍‌କେ କଇଲୁ, କାମ୍ ବେସି ବଜ୍ ଆରି ବେସିକସ୍‌ଟ, ଆରି ଆମେ ପାଚୁରି ଉପ୍‌ରେ ଅଲ୍‌ଗା ଅଇ ଗଟେକ୍ ଲକ୍ ଆରିଗଟେକ୍ ଲକର୍ ଲଗେ ଅନି ଦୁରିକେ ଆଚୁ;
20 Wherever you hear the trumpet sound, rally to us there. Our Father will fight for us!" ସେଟାର୍‌ପାଇଁ କନ୍‌ମିସା ଜାଗାଇ ମଇରିର୍ ସବଦ୍ ସୁନ୍‌ସା, ସେ ଜାଗାଇ ଅନି ଆମର୍ ପାକେ ଆଇସା; ଆମର୍ ପର୍‌ମେସର୍ ଆମର୍‌ ସପଟ୍‌ଅଇ ଜୁଦ୍‌କର୍‌ସି ।
21 So we kept working, with half the men holding spears, from the break of dawn until the stars came out. ଅନ୍ତାରି ଆମେ ସେ କାମେ କତାକ୍‌ଲୁ‌, ଆରି ବେଲ୍ ଉଦ୍‌ଲାବେଲେ ଅନି ତାରା ଡିସ୍‌ବା ପତେକ୍ ସେମନର୍ ଅଦାଲକ୍ ବର୍‌ଚା ଦାର୍‌ଲାଇ ।
22 At that time I also told the people, "Let everyone and his helper stay inside Jerusalem at night, so they can serve as guards by night and laborers by day." ସେଡ୍‌କିବେଲେ ଆମେ ଲକ୍‌ମନ୍‌କେ ଆରି କଇଲୁ, ସବୁଲକ୍ ରାତି ବେଲେ ନିଜର୍ ନିଜର୍ ଦାସ୍ ମନର୍‌ସଙ୍ଗ୍ ଜିରୁସାଲେମ୍ ବିତ୍‌ରେ ରଅତ୍, ତାର୍‌ପଚେ ସେମନ୍ ରାତିବେଲେ ଆମର୍ ଜାଗୁଆଲ୍ ଅଇ ପାର୍‌ବାଇ ଆରି ଦିନ୍‌ବେଲେ କାମ୍ କରିପାର୍‌ବାଇ ।
23 So neither I, nor my brothers, nor my men, nor the guards who followed me ever took off our clothes; each kept his weapon at hand, even when going for water. ଏରକାମ୍ ଆମେ କି ଆମର୍ ବାଇମନ୍ କି ଆମର୍ ଦାସ୍‌ମନ୍ କି ଆମର୍ ପଚେ ରଇବା ଜାଗୁଆଲ୍‌ମନ୍ କେ ମିସା ନିଜର୍ ବସ୍‌ତର୍ ନ ବେଟ୍‌ଲୁ, ସବୁଲକ୍ ନିଜର୍ ନିଜର୍ ଅସ୍‌ତର୍ ସସ୍‌ତର୍‌ ସଙ୍ଗ୍ ପାନି ପାକେଗାଲୁ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]