Skip to content
The Believer's Library

Desiya Bible

Nehemiah 3 Saa25

Show Saa25 only
Verse × ×
1 Eliashib the high priest and his fellow priests rose and built the Sheep Gate. They dedicated it and set up its doors; they dedicated it up to the Tower of the 100, to the Tower of Hananel. ତାର୍‌ପଚେ ଇଲିଆସିବ୍ ବଡ୍ ଜାଜକ୍ ଆରି ତାର୍ ଜାଜକ୍ ବାଇମନ୍ ଉଟି ମେଣ୍ଡାଦୁଆର୍ ଗଡ୍‌ଲାଇ; ସେଟା ସୁକଲ୍ କରି ତେଇର୍ କାପାଟ୍ ସବୁ ତିଆର୍ କଲାଇ; ଅମିଆ ଦୁର୍‌ଗ ଆରି ଅନନେଲ୍ ଦୁର୍‌ଗ ଜାକ ସେମନ୍ ସୁକଲ୍ କଲାଇ ।
2 Next to them the men of Jericho built, and next to them Zaccur son of Imri built. ସେ ଲଗେ ଜିରିଅର୍ ଲକ୍‌ମନ୍ ଗଡ୍‌ଲାଇ ଆରି, ସେମନର୍ ଲଗେ ଇମ୍‌ରିର୍ ପିଲା ସକୁର୍ ତିଆର୍ କଲା।
3 Hassenaah's sons rebuilt the Fish Gate, laid its beams, and set up its doors, bolts, and bars. ଆରି, ଅସ୍‌ନାଅର୍ ପିଲାମନ୍ ମାଚ୍ ଦୁଆର୍ ତିଆର୍ କଲା; ସେମନ୍ ତେଇର୍ କାଡି ଚାଡାଇଲାଇ ଆରି ତେଇର୍ କାପାଟ୍ ଆରି କିଲି ଆରି ଗାଡା ସବୁ ତିଆର୍ କଲାଇ ।
4 Next to them, Meremoth son of Uriah son of Hakkoz repaired. Next to them, Meshullam son of Berechiah son of Meshezabel repaired. Next to them, Zadok son of Baana repaired. ଆରି, ସେମନର୍ ଲଗେ ଅକସର୍ ନାତି ଉରିଅର୍ ପିଲା ମରେମତ୍ କାମ୍‌ କଲା। ଆରି, ସେମନର୍‌ ଲଗେ ମସେସବେଲର୍‌ ନାତି ବେରିକିଅର୍ ପିଲା ମସୁଲମ୍ କାମ୍‌ କଲା, ଆରି, ସେମନର୍ ଲଗେ ବାନାର୍ ପିଲା ସାଦକ୍ କାମ୍‌ କଲା ।
5 Next to them the Tekoites repaired, but their nobles wouldn't put their necks to their masters' work. ଆରି ସେମନର୍ ଲଗେ ତକଇଅ ଲକ୍‌ମନ୍ କାମ୍‌ କଲାଇ; ମାତର୍ ସେମନର୍ ଦଲର୍‌ କୁଲିନ୍ ଜାତି ନିଜର୍ ନେତାମନର୍‌ କାମ୍ କର୍‌ବାକେ ଦେଅତ୍ ନାଇ ।
6 Joiada son of Paseah and Meshullam son of Besodeiah repaired the Old Gate: laid its beams, set its doors, bolts, and bars. ଆରି, ପାସେଅର୍ ପିଲା ଜିଅଆଦା ଆରି ବସଦିଆର୍ ପିଲା ମସୁଲମ୍ ପୁର୍‌ନା ଦୁଆରର୍ ଜିରନ୍ ସସ୍‌କାର୍ କଲାଇ; ସେମନ୍ ତେଇ ଦୁଲାମ୍‌ ଚଗାଇଲାଇ, ଆରି ତେଇର୍‌ କାପାଟ୍, ଗାଡା ଆରି କାବ୍‌ଜା ମନ୍ ଲାଗାଇ ଲାଇ।
7 Next to them, Melatiah the Gibeonite and Jadon the Meronothite—men of Gibeon and Mizpah—repaired the section belonging to the seat of the governor of the province Beyond the River. ଆରି, ସେମନର୍ ଲଗେ ଗିବିନିଅ, ମଲାଟିଅ, ମରାନତିଅ, ଜାଦନ୍, ଗିବିଅନ୍ ଆରି ମିସ୍‌ପାର୍ ନଅଁରର୍ ମୁକିଆ ରଇଲା, ଏମନର୍ ଗାଡ୍ ସେପାଟର୍ ଦେସ୍‌ମନର୍ ସିଆଁସନ୍‌ମନ୍‌କେ ନିଜର୍ କଲାଇ।
8 Next to him, Uzziel son of Harhaiah, one of the goldsmiths, made repairs. Next to him, Hananiah, a perfumer, made repairs. They restored Jerusalem as far as the Broad Wall. ତାର୍‌ଲଗେ ସୁନାତିଆର୍ କରୁମନ୍, ଅରଅର୍ ପିଲା ଉସିଏଲ୍ କାମ୍‌ କଲାଇ। ଆରି, ସେ ଲଗେ ଆତ୍‌ ଦେକୁମନର୍ ବିତ୍‌ରେଅନି ଅନାନିଅ ସଜାଡ୍‌ଲା, ଆରି ସେମନ୍ ଅସାର୍‌ ପାଚୁରି ଜାକ ଜିରୁସାଲାମ୍‌କେ ଡାଟ୍‌କଲାଇ
9 Next to them Rephaiah son of Hur, ruler of half the district of Jerusalem, made repairs. ସେମନର୍ ଲଗେ ଜିରୁସାଲାମର୍ ସବୁଜାକ ଦେସର୍ ଅଦାବାଗର୍ ମୁକିଆ ଉରୁର୍‌ ପିଲା ରପାଆ କାମ୍‌ କଲା।
10 Next to them Jedaiah son of Harumaph repaired opposite his house; next to him, Hattush son of Hashabneiah repaired. ଆରି ସେମନର୍ ଲଗେ ଅରୁମପର୍ ପିଲା ଜିଦାଇଅ ନିଜର୍ ଗର୍ ମୁଆଟେ ସଜାଡ୍‌ଲାଇ । ତାର୍‌ଲଗେ ଅସ୍‌ବନିଅର୍ ପିଲା ଅଟୁସ୍ ସଜାଡ୍‌ଲା ।
11 Harim's son Malkijah and Pahath-moab's son Hasshub repaired another section and the Tower of the Ovens. ଆରିମର ପିଲା, ମଲ୍‌କିଅ ଆରି ପଅତ୍‌ମଆବର୍ ପିଲା ଅସୁବ୍‌ ବିନ୍‌ ଗଟେକ୍ ବାଗ୍ ଆରି ଡେଙ୍ଗ୍‌ ଚୁଲି ସଜାଡ୍‌ଲାଇ।
12 Next to him Shallum son of Hallohesh, ruler of half the district of Jerusalem, repaired—he and his daughters. ତାର୍‌ଲଗେ ଜିରୁସାଲମ୍ ପର୍‌ଦେସର୍ ଅଦାବାଗର୍ ମୁକିଆ ଅଲଏସର୍ ପିଲା ସଲୁମ୍ ଆରି ତାର୍ ଟକିମନ୍ ସଜାଡ୍‌ଲାଇ।
13 Hanun and Zanoah's people repaired the Valley Gate, rebuilding it, setting up its doors, bolts, and bars, and repairing about 1,500 feet of wall to the Dung Gate. ଆନୁନ୍‌ ଆରି ସାନଅର୍ ଲକ୍‌ମନ୍ ଜଲାଇ ଜିବା ଦୁଆର ସଜାଡ୍‌ଲାଇ; ସେମନ୍ ସେଟାକେ ଗଡ୍‌ଲାଇ ଆରି ତେଇ କାପାଟ୍, ଗାଡା ଆରି କାବ୍‌ଜାମନ୍ ସବୁ ଲାଗାଇଲାଇ, ଆରି କତର୍ ଦୁଆର୍ ଜାକ ପାଚୁରିର୍‌ ଅଜାର୍ ଆତ୍ ଜାକ ଡାଟ୍ କଲା ।
14 Malkijah son of Rechab, ruler of the Beth-haccherem district, repaired the Dung Gate—rebuilding it and setting its doors, bolts, and bars. ଆରି, ବେତ୍‌ ଅକେରମ୍‌ ପର୍‌ଦେସର୍ ମୁକିଆ ରେକବର୍ ପିଲା ମଲ୍‌କିଅ କତଦୁଆରର୍ ‌ ସଜାଡ୍‌ଲା; ସେଟାକେ ସେ ଗଡ୍‌ଲା ଆରି ତେଇ କାପାଟ୍, ଉଡୁକା ଆରି ଗାଡା ସବୁ ଲାଗାଇଲା।
15 Shallun son of Col-hozeh, ruler of the Mizpah district, repaired the Fountain Gate—rebuilding it, roofing it, and setting its doors, bolts, and bars. He also repaired the wall of the Pool of Siloam by the King's Garden, to the stairs going down from the City of David. ଆରି, ମିସ୍‌ପା ଦେସର୍ ମୁକିଅ କଲ୍‌ଅସିର୍ ପିଲା ସଲୁନ୍ ଚୁଆର୍ ଦୁଆରର୍ ତିଆର୍ କଲା; ସେ ସେଟା ଗଡି ଡାବାଇଲା ଆରି ତେଇର୍ କାପାଟ୍, ଉଡୁକା ଆରି ଗାଡା ସବୁ ଲାଗାଇଲା, ଆରି ଦାଉଦ୍ ନଗରେ ଅନି ତଲ୍‌କେ ଜିବା ପାଉଚ୍ ଜାକ ରାଜାର୍ ବଗିଚା ଲଗର୍ ସେଲା ବନ୍ଦେ ପାଚୁରି ତିଆର୍ କଲା।
16 After him Nehemiah son of Azbuk, ruler of half the district of Beth-zur, repaired up to the point opposite David's tombs, the built pool, and the House of the Warriors. ତାର୍‌ଲଗେ ବେତ୍ ସୁର୍‌ ପର୍‌ଦେସର୍ ଅଦାବାଗର୍ ମୁକିଆ ଅସ୍‌ବୁକର୍ ପିଲା ନିଇମିଆବ ଦାଉଦର୍ କବର୍ ମୁଆଟ୍ ଜାକ ଆରି ତିଆର୍‌ ଅଇରଇବା ବନ୍ଦ୍ ଜାକ ଆରି ଜୁଇଦ୍‌କରୁ ମନ୍‌ର୍‌ ଗର୍‌ ଜାକ ତିଆର୍ କଲାଇ।
17 After him the Levites repaired: Rehum son of Bani. Next to him, Hashabiah, ruler of half the district of Keilah, repaired for his district. ତାର୍‌ଲଗେ ଲେବିଅମନ୍, କଇବାକେ ଗାଲେ, ବାନିର୍ ପିଲା ରଉମ୍ ତିଆର୍ କଲା । ତାର୍‌ଲଗେ କିଇଲା ପର୍‌ଦେସର୍ ଅଦାବାଗର୍ ମୁକିଆ ଅସବିଅ ନିଜର୍ ଦେସ୍ ଇସାବ୍‌ରେ ତିଆର୍‌ କଲା।
18 After him their fellow Levites repaired next: Binnui son of Henadad, ruler of half the district of Keilah. ତାର୍‌ଲଗେ ସେମନର୍ ବାଇମନ୍,କଇବାକେ ଗାଲେ କିଇଲା ଦେସର୍ ଅଦାବାଗର୍‌ ମୁକିଆ ଏନାଦଦାର୍ ପିଲା ବବଇ ତିଆର୍ କଲା ।
19 Beside him, Ezer son of Jeshua, Mizpah's ruler, repaired a second section opposite the armory ascent at the Angle. ତାର୍‌ଲଗେ ମିସ୍‌ପାରର୍ ମୁକିଆ ଜେସୁଅର୍ ପିଲା ଏସର୍ ପାଚୁରିର୍ ବାକ୍ ଲଗର୍ ପାଟାଗାରେ ଜିବା ଗାଟି ବାଟର୍‌ ମୁଆଟେ ଅଲ୍‌ଗା ଗଟେକ୍ ବାଗ୍ ତିଆର୍ କଲାଇ।
20 After him Baruch son of Zabbai eagerly repaired another section, from the Angle to the entrance of Eliashib the high priest's house. ସେ ଲଗେ ସବ୍‌ଅର୍ ପିଲା ବାରୁକ୍ ଜନି କରି ପାଚୁରିର୍ ବାକ୍‌ରଡ୍ ଲଗେଅନି ଇଲିଆସିବ୍‌ ବଡ୍ ଜାଜକର୍‌ ଗରର୍ ଦୁଆର୍‌ ଜାକ ଅଲ୍‌ଗା ଗଟେକ୍ ବାଗ୍ ତିଆର୍‌ କଲା।
21 After him Meremoth son of Uriah son of Hakkoz repaired another section, from the entrance to the end of Eliashib's house. ତାର୍‌ପଚେ ଅକକସର ନାତି ଉରିଅର୍ ପିଲା ମରେଅତ୍ ଇଲିଆସିବର୍ ଗରର୍ ଦୁଆର୍‌ ଲଗେଅନି ଇଲିଆସିବର୍ ଗର୍‌ଜାକ; ଅଲ୍‌ଗା ଗଟେକ୍ ବାଗ୍ ତିଆର୍ କଲା।
22 After him the priests from the surrounding plain made repairs. ଆରି, ତାର୍‌ପଚେ ମରୁବାଲି ବୁଏଁ ବାସା ଅଇରଇବା ମୁକିଅ ଜାଜକ୍‌ମନ୍ ତିଆର୍ କଲାଇ।
23 Next, Benjamin and Hasshub repaired opposite their house. Next, Azariah son of Maaseiah son of Ananiah repaired beside his own house. ସେମନର୍ ପଚେ ବିନିଆମିନ୍ ଆରି ଅସୁବ୍‌ ନିଜର୍‌ ଗର୍ ମୁଆଟେ ତିଆର୍ କଲାଇ । ସେମନର୍‌ପଚେ ଅନନିଅର୍ ନାତି ମାସେଅର୍ ପିଲା ଅସ୍‌ରିଅ ତାର୍ ନିଜର୍ ଗର୍ ଲଗେ ତିଆର୍ କଲାଇ ।
24 After him Binnui son of Henadad repaired another section, from Azariah's house to the Angle and corner. ତାର୍‌ପଚେ ଏନାଦଦ୍‌ର ପିଲା ବିନୁଇ ଅସ୍‌ରିଅର୍ ଗରେଅନି ପାଚୁରିର୍ ବାକ୍ ଆରି କନ୍ ଜାକ ଗଟେକ୍‌ ବାଗ୍‌ ତିଆର୍‌ କଲା
25 Palal son of Uzai repaired opposite the Angle and the tower jutting from the king's upper palace, by the guard's court. After him, Pedaiah son of Parosh. ଉସଇର୍ ପିଲା ପାଲାଲ୍ ପାଚୁରିର୍ ବାକର୍ ମୁଆଟେ ଜାଗୁଆଲ୍‌ ଗର୍ ଲଗର୍ ଉଚ୍ ରାଜାମେଡର୍ ଲଗେ ବାଇରର୍ ଦୁର୍‌ଗ ଲଗେ ତିଆର୍ କଲାଇ । ତାର୍‌ପଚେ ପରିଅସର୍‌ପ ପଦାଇଅ ତିଆର୍‌ କଲା।
26 The temple servants living on Ophel repaired up to opposite the Water Gate eastward, and the projecting tower. ସେଡ୍‌କିବେଲେ ସେବାକାମ୍ କର୍‌ବା ଲକ୍‌ମନ୍ ପାନିଜିବା ବାଟ୍‌ର ପୁରୁବ୍‌ଦିଗର୍ ମୁଆଟ୍ ଜାକ ଆରି ବାଇରର୍ ସାରାସାରି ଦୁର୍‌ଗ ଜାକ ଅପଲ ତେଇ ବାସା କର୍‌ତେ ରଇଲାଇ।
27 After them the Tekoites repaired a second section, from opposite the great projecting tower to the wall of Ophel. ତାର୍‌ପଚେ ତକଇଅମନ୍ ବାଇରର୍ ଡେଙ୍ଗ୍ ମେଡ୍ ଗର୍ ଜାକ ଅପଲର୍ ପାଚୁରି ଜାକ ଅଲ୍‌ଗା ଗଟେକ୍ ବାଗର୍ ସଜାଡ୍‌ଲାଇ।
28 Above the Horse Gate the priests made repairs, each one opposite his own house. ବଡ୍ ଜାଜକ୍‌ମନ୍‌ ସର୍‌ତେ ଲକ୍‌ ନିଜର୍ ନିଜର୍ ଗର୍‌ ମୁଆଟେ ଗଡା ବାନ୍ଦ୍‌ବା ବାଟର୍ ଉପର୍ ତାଡେ ସଜାଡ୍‌ଲାଇ
29 After him Zadok son of Immer repaired, opposite his house. After him Shemaiah son of Shecaniah, keeper of the East Gate, repaired. ସେମନର୍ ପଚେ ଇମେରର୍ ପିଲା ସାଦକ୍ ନିଜର୍ ଗର୍ ମୁଆଟେ ସଜାଡ୍‌ଲାଇ । ଆରି, ତାର୍‌ପଚେ ପୁରୁବ୍ ଦିଗର୍ ଜାଗୁଆଲ୍‌ମନ୍ ସକନିଅର୍ ପିଲା ସମଇଅ ସଜାଡ୍‌ଲାଇ ।
30 After him Hananiah son of Shelemiah and Hanun, Zalaph's sixth son, repaired another section. After them Meshullam son of Berechiah repaired opposite his living quarters. ତାର୍‌ପଚେ ସେଲିମିଅର୍ ପିଲା, ଅନାନିଅ ଆରି ସାଲପର୍ ଚନମର୍ ପିଲା ଆନୁନ୍‌ ଅଲ୍‌ଗା ଗଟେକ୍ ବାଗେ ତିଆର୍ କଲା। ତାର୍‌ପଚେ ବେରିକିଅର୍ ପିଲା, ମସୁଲମ୍ ନିଜର୍ ରଇବା ଗର୍ ମୁଆଟେ ସଜାଡ୍‌ଲାଇ ।
31 After him Malkijah, one of the goldsmiths, repaired as far as the house of the temple servants and traders, opposite the Inspection Gate, and to the upper room at the corner. ତାର୍‌ପଚେ ମଲକିଅ ନାଉଁର୍ ଗଟେକ୍ ସୁନାତିଆର୍ କରୁ ଅମିପକଦ୍ ଦୁଆରର୍ ସବୁଜାକ ସେବା କାମକରୁମନ୍ ଆରି ବେବାରିମନର୍ ଗର୍‌ଜାକ, ଆରି କନର୍ ଗାଟି ଜାକ ସଜାଡ୍‌ଲାଇ।
32 Between the upper room at the corner and the Sheep Gate, the goldsmiths and merchants made repairs. ଆରି କନର୍ ଗାଟି ଆରି ମେଣ୍ଡାକୁଡିଆର୍ ମଜାଇ ସୁନା ତିଆର୍‌କରୁ ଆରି ବେବାରିମନ୍ ସଜାଡ୍‌ଲାଇ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]