Skip to content
The Believer's Library

Desiya Bible

Nehemiah 2 Saa25

Show Saa25 only
Verse × ×
1 In the month of Nisan, in King Artaxerxes' twentieth year, wine was before him; I took it and gave it to the king—I had never been sad in his presence before. ଅର୍‌ତକସ୍‌ତ ରାଜାର୍ ସାସନ୍ ବେଲେ କଡେ ମସିଆର୍ ଚଇତ୍ ମାସର୍ ଏ ଗଟ୍‌ନା ଗଟି ରଇଲା ଜେ, ରାଜାର୍ ଲଗେ ଅଙ୍ଗୁର୍‌ରସ୍ ଦେବାକେ ରଇଲାବେଲେ ମୁଇ ସେ ଅଙ୍ଗୁର୍‌ରସ୍ ନେଇ ରାଜାକେ ଦେଲି । ଆରି ଆଗ୍‌ତୁ ମୁଇ ତାକର୍ ମୁଆଟେ ଦୁକ୍ ଅଇ ନ ରଇଲି ।
2 The king asked, "Why is your face sad, though you aren't sick? This can only be a sad heart." Then I was very afraid. ତାର୍‌ପଚେ ରାଜା ମକେ ପାଚାର୍‌ଲା, ତମେ ତା ଜର୍ ଉଆସ୍ ନାଇ, କାଇକେ ତର୍ ମୁ ସୁକାଇ ଆଚୁସୁ ? ଏଟା ମନର୍ ଦୁକ୍‌କେ ଚାଡ୍‌ଲେ ଆରି କାଇଟା ମିସା ନାଇ । ତାର୍‌ପଚେ ମୁଇ ବେସି ଡରି ଗାଲି ।
3 I said to the king, "May the king live forever! Why shouldn't my face be sad, when the city, my ancestors' burial place, lies in ruins and its gates are burned by fire?" ଆରି ମୁଇ ରାଜାକେ କଇଲି, ମଆ ରାଜ୍‌ ବେସି ଦିନ୍ ଜିଉଁ; ଜନ୍ ନଗର୍ ମର୍ ଆନିଦାଦି ମନର୍ ତପ୍‌ବା ଜାଗା, ସେଟା ଜେଡେବେଲେ ଉଜାଡି ଅଇ ଅଦ୍‌ରି ଆଚେ ଆରି ତେଇର୍ ଦୁଆର୍ ସବୁ ଜଇ ତେଇ ପଡି ମସ୍‌ରି ଗାଲାଆଚେ, ସେଟାର୍‌ପାଇଁ କାଇକେ ମର୍ ମୁ, ନ ସୁକେ ?
4 The king asked me, "What do you request?" Then I prayed to our Father in heaven, ତାର୍‌ପଚେ ରାଜା ମକେ କଇଲା, ତେବେ ତୁଇ କାଇ ବିସଇରେ ବାବୁଜିଆ କଲାସ୍‌ନି? ତେବେ ମୁଇ ସର୍‌ଗର୍ ପର୍‌ମେସରର୍ ଲଗେ ପାର୍‌ତନା କଲି ।
5 and said to the king, "If it pleases the king, and if your servant has your favor, send me to Judah, to the city of my ancestors' graves, to rebuild it." ଆରି, ମୁଇ ରାଜାକେ କଇଲି, ଜେବେ ମଆ ରାଜାର୍ ମନ୍ ସାନ୍ତି ଅଇସି ଆରି ତର୍ ଦାସର୍ ଉପ୍‌ରେ ଜଦି ଅନୁଗରଅ ରଇଲେ, ତେବେ ମକେ ଜିଉଦା ଦେସେ, ମର୍ ଆନିଦାଦିମନର୍ ମସନ୍ ରଇଲା ନଅଁର୍ ତେଇ ଜିବାକେ ମକେ ଅଲପ୍ ଆଦେସ୍ କର୍, ତାର୍‌ପଚେ ମୁଇ ତେଇ ଜାଇ ସେଟା ତିଆର୍ କର୍‌ବି ।
6 The king, with the queen seated beside him, asked me, "How long will your journey take, and when will you return?" He was pleased to send me, so I gave him a time. ସେଡ୍‌କିବେଲେ ରାଜା ମକେ ପାଚାର୍‌ଲା, ରାନି ରାଜାର୍ ଲଗେ ବସି ରଇଲା, ତୁଇ ଜାଇ କେଟ୍‌ବାକେ କେତେ ଦିନ୍ ଲାଗ୍‌ସି? ଆରି ତୁଇ କେବେ ବାଉଡି ଆଇସୁ? ଏନ୍ତାରି ପାଚାରି ରାଜା ମକେ ଜିବାକେ ମନ୍‌କଲା, ତାର୍‌ପଚେ ମୁଇ ବେଲା ବାର୍ କରାଇଲି ।
7 I also said to the king, "If it pleases the king, give me letters to the governors of the province Beyond the River, so they let me cross until I reach Judah. ଆରି, ମୁଇ ରାଜାକେ କଇଲି, ଜେବେ ଜଦି ରାଜା ମର୍ ଉପ୍‌ରେ ସନ୍ତୁସ୍ ଅଇଲେ, ତେବେ ଗାଡ୍ ସେପାଟେ ଜିଉଦା ଦେସର୍ ଦେସ୍ ଜାଗୁଆଲ୍ ମନର୍‌ ଜାକ ମକେ କେଟାଇ ଦେଇତାଇ, ଏଟାର୍‌ପାଇ ସେମନ୍‌କେ ଗଟେକ୍ ଚିଟି ଲେକି ଦେସ୍ ।
8 Also a letter to Asaph, keeper of the king's forest, to give me timber for beams for the fortress gates by the temple, the city wall, and the house I will live in." The king granted my requests, for my Father's good hand was on me. ଆରି, ମନ୍ଦିର୍‌ ସଙ୍ଗେ ମିସି ରଇବା ବଡ୍ ଦୁଆର୍ ଆରି ନଅଁରର୍ ପାଚୁରି ଆରି ମର୍ ଗରର୍ ପୁର୍‌ବା ବାଟ୍‌ ଡିଆଗଡିର୍ ପାଇ କାପାଟ୍ କର୍‌ବାକେ, ଆସପ୍‌କେ ଗଟେକ୍ ଚିଟି ଲେକି ଦେସ୍ ବଲିକରି କଇଲି, ସେଡ୍‌କିବେଲେ ରାଜା ତାର୍ ଦରମ୍ ଆତ୍‌ସଙ୍ଗ୍‌ ଗଟେକ୍ ଚିଟି ଲେକି ମକେ ଦେଲା ।
9 I went to the governors of the province Beyond the River and gave them the king's letters. He had also sent army officers and horsemen with me. ତାର୍‌ପଚେ ମୁଇ ଗାଡ୍ ସେପାଟର୍ ଦେସ୍ ଜାଗୁଆଲ୍ ମନର୍ ଲଗେ କେଟି ସେମନ୍‌କେ ରାଜା ଦେଇରଇବା ଚିଟି ଦେଲି । ଆରି, ରାଜା ମର୍ ସଙ୍ଗ୍ ସେନାପତିକେ ଆରି ଗଡା ଚାଲାଉମନ୍‌କେ ପାଟାଇ ରଇଲା ।
10 Hearing this, Sanballat the Horonite and Tobiah the Ammonite official were greatly displeased that someone had come to seek the good of Israel's people. ମାତର୍ ଇସ୍‌ରାଇଲର୍ ଲକ୍ ମଙ୍ଗଲ୍ ଚିନ୍ତା କର୍‌ବାକେ ଗଟେକ୍ ଆଇଲାଆଚେ ବଲିକରି ସୁନି ଅରନିଅ ସନ୍‌ବଲଟ୍ ଆରି ଅମନିଅ ଦାସ୍ ଟବିଅ ଏ ଦୁଇ ଲକ୍ ବେସି ମନ୍‌ଦୁକ୍ କଲାଇ ।
11 So I arrived in Jerusalem and stayed there three days. ଏନ୍ତାରି ମୁଇ ଜିରୁସାଲାମେ କେଟି ତେଇ ତିନ୍ ଦିନ୍ ରଇଲି ।
12 I got up at night with a few men. I told no one what my Father had put in my heart to do for Jerusalem. No animal was with me except the one I rode. ତାର୍‌ପଚେ ମୁଇ ଆରି ମର୍ ସଙ୍ଗ୍ କେତେକ୍ ଲକ୍ ରାତିଆ ଉଟ୍‌ଲୁ; ଆରି, ମର୍ ପର୍‌ମେସର୍ ଜିରୁସାଲାମ୍‌କେ ଜାଇଟା କର୍‌ବାକେ ମନ୍ କରିରଇଲା, ସେଟା ମୁଇ କାକେ ମିସା ସୁନାଇ ନାଇ; ଆରି ମୁଇ ଜନ୍ ପସୁ ଉପ୍‌ରେ ଚଗି ରଇଲି, ସେ ପସୁକେ ଚାଡିଦେଲେ ଆରି ବିନ୍ ପସୁ ମର୍ ସଙ୍ଗ୍ ନ ରଇଲାଇ ।
13 By night I went out through the Valley Gate, toward the Jackal's Well, to the Dung Gate, examining Jerusalem's broken walls and its burned gates. ଆରି, ମୁଇ ରାତିଆ ବାରଇ ଉପର ବାଟ୍‌ବାଟର୍ ନାଗ୍‌କୁଉଁ ଆରି କତ୍ ଗାଦିର୍‌ ଦୁଆର୍ ଜାକ ଗାଲି ଆରି ଜିରୁସାଲାମର୍ ବାଙ୍ଗ୍‌ଲା ପାଚୁରି ଆରି ଜଇଲାଗି ପଡ୍‌ଲାଟା ଦେକ୍‌ଲି ।
14 I passed to the Fountain Gate and the King's Pool, but there was no room for my mount to pass. ତାର୍‌ପଚେ ମୁଇ ରାଜା ଗରର୍ ଦୁଆରର୍ ରାଜାର୍ ପାନିଗାଦଇବା ବନ୍ଦ୍ ଜାକ ଗାଲି; ମାତର୍ ତେଇ ମୁଇ ଚଗିରଇଲା ପସୁ ଜିବାକେ ବାଟ୍ ନ ରଇଲା ।
15 At night I went up the valley, examining the wall, turned back, entered the Valley Gate, and returned. ତାର୍‌ପଚେ ମୁଇ ରାତିଆ ଗାଡ୍ ପାଲି ଇଣ୍ଡି ଇଣ୍ଡି କରି ପାଚୁରି ଦେକ୍‌ଲି; ତାର୍‌ପଚେ ମୁଇ ଉପର୍ ଜଲା ଜିବା ବାଟ୍ ବାଟେ ବୁଲିକରି ବାଉଡି ଆଇଲି ।
16 The officials did not know where I went or what I was doing; I had not yet told the Jews, the priests, the nobles, the officials, or the rest who would do the work. ମାତର୍ ମୁଇ କନ୍‌ବାଟେ ଗାଲି ଆରି ମୁଇ କାଇଟା କଲି, ସେଟା ଦେସ୍ ଜାଗୁମନ୍ ନାଜାନତ୍; ଆରି, ଏବ୍‌କେ ଜାକ ଜିଉଦିମନ୍‌କେ କି ଜାଜକ୍‌ମନ୍‌କେ କି ନେତା କି ମୁକିଆ ଲକ୍‌ମନ୍‌କେ କି ଅଲ୍‌ଗା ବିନ୍ ରକାମ୍ କାମ୍ କରୁ ଲକ୍‌ମନ୍‌କେ ସେଟା ଜାନାଇ ନ ରଇଲି ।
17 Then I said, "You see our trouble: Jerusalem lies in ruins, its gates burned. Come, let's rebuild Jerusalem's wall so we're no longer a disgrace." ତାର୍‌ପଚେ ମୁଇ ସେମନ୍‌କେ କଇଲି, ଆମେ କନ୍ ରକାମ୍ କାରାପ୍ କାମେ ଚକ୍‌ଟି ଅଇଆଚୁ, ଜିରୁସାଲାମ୍ ଜେମ୍‌ନ୍ତାର୍ ଉଜାଡି ଅଇ ଅଦ୍‌ରାଲା ଆଚେ, ଆରି ତେଇର୍ ଦୁଆର୍ ସବୁ ଜଇ ସଙ୍ଗ୍ ମସ୍‌ରି ଜାଇ ଆଚେ, ଏଟା ତମେ ଦେକି ଆଚାସ୍; ଆସା, ଆମେ ଜେମ୍‌ନ୍ତାର୍ ଆରି ନିନ୍ଦା ନ ପାଉ, ସେଟାର୍‌ପାଇଁ ଜିରୁସାଲାମର୍ ପାଚୁରି ତିଆର୍ କରୁ ।
18 I told them how my Father's good hand was on me, and what the king had said. They said, "Let's rise and build." So they strengthened their hands for the good work. ତେବେ ମର୍‌ତେଇ ମର୍ ପର୍‌ମେସରର୍ ମଙ୍ଗଲର୍ ଆତର୍‌ ବିସଇ, ମିସା ମର୍‌ତେଇ ଏ ରାଜାର୍ କାତା ବିସଇ ମୁଇ ସେମନ୍‌କେ ଜାନାଇଲି । ତାର୍‌ପଚେ ସେମନ୍ କଇଲାଇ, ଆସା, ଆମେ ଉଟି ତିଆର୍ କରୁ। ଏନ୍ତାରି ସେମନ୍ ସେ ନିମାନ୍ କାମ୍‌କେ ନିଜର୍ ନିଜର୍ ଆତ୍‌କେ ଡାଟ୍ କଲାଇ ।
19 When Sanballat the Horonite, Tobiah the Ammonite official, and Geshem the Arab heard, they jeered and despised us, saying, "What is this you're doing? Are you rebelling against the king?" ମାତର୍ ଅରନିଅ ସନ୍‌ବଲଟ୍‌ ଆରି ଅମନିଅ ଦାସ୍ ଟବିଅ ଆରି ଆରବିଅ ଗେସମ୍ ଏଟା ସୁନି ଆମ୍‌କେ କିଜାଇଲାଇ ଆରି ଗିନ୍ କରି କଇଲାଇ, ତମେ ଏଟା କାଇ କାମ୍ କଲାସ୍‌ନି ? ତମେ କାଇ ରାଜାର୍ ବିରୁଦେ ଉଟ୍‌ସା ?
20 I answered: "Our Father in heaven will give us success. We his servants will start rebuilding, but you have no share, right, or claim in Jerusalem." ତେବେ ମୁଇ ଉତର୍ କରି ସେମନ୍‌କେ କଇଲି, ଜେ ସର୍‌ଗର୍ ପର୍‌ମେସର୍, ସେ ଆମର୍ କାମ୍ ସିଦ୍ କର୍‌ସି; ସେଟାର୍‌ପାଇଁ ତାକର୍ ଦାସ୍ ଆମେ ଉଟି ତିଆର୍ କର୍‌ବୁ; ମାତର୍ ଜିରୁସାଲାମେ ତମର୍ କନ୍ ମିସା ବାଗ୍ କି ଅଦିକାର୍ କି ଆଇବାଦିନ୍‌ମନ୍‌କେ ଏତାଇବା ଚିନ୍‌ ନାଇ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]