Skip to content
The Believer's Library

Desiya Bible

Nehemiah 1 Saa25

Show Saa25 only
Verse × ×
1 The words of Nehemiah son of Hacaliah. In the month of Kislev, in the twentieth year, I was in the citadel of Susa, ଅକଲିଅର୍‌ ପିଲା ନିଇମିଆର୍ ବାକିଅ । କଡେ ମସିଆର୍ କିସ୍‌ଲେବ୍ ମାସେ ସୁସନ୍ ନାଉଁର୍ ରାଜ୍‌ଦାନି ତେଇ ମୁଇ ରଇଲି ।
2 Hanani, one of my brothers, came with men from Judah. I asked them about the Jews who survived, who were left from the exile, and about Jerusalem. ତାର୍‌ପଚେ ଅନାନି ନାଉଁର୍ ମର୍ ବାଇମନର୍ ବିତ୍‌ରେ ଅନି ଗଟେକ୍ ଲକ୍ ଆରି ଜିଉଦା ତେଇଅନି କେତେକ୍ ଲକ୍ ଆଇଲାଇ; ସେମନ୍‌କେ ମୁଇ ଜନ୍ ଲକ୍‌ମନ୍ ବାବିଲ୍ ଦେସେ ରଇଲା ଜିଉଦିମନର୍ ଆରି ଜିରୁସାଲମ୍ ବିସଇରେ ପାଚାର୍‌ଲି ।
3 They told me, "The remnant left from the captivity, there in the province, are in great trouble and disgrace. Jerusalem's wall is broken down, its gates burned with fire." ସେଡ୍‌କିବେଲେ ସେମନ୍ ମକେ କଇଲାଇ, ଜେଲ୍‌ଗରେ ବନ୍ଦି ରଇଲା ଲକ୍‌ମନ୍ ବେସି ଦୁକ୍ ସଙ୍ଗେ ଆଚତ୍; ଆରି ଜିରୁସାଲମର୍ ମନ୍ଦିର୍ ବାଙ୍ଗି ଗାଲାଆଚେ ଆରି ସର୍‌ତେ ଦୁଆର୍ ବନ୍ଦ୍ ଜଇ ଲାଗି ପଡି ଗାଲାଆଚେ ।
4 Hearing these words, I sat and wept, mourning for days, fasting and praying before our Father in heaven. ତାର୍‌ପଚେ ମୁଇ ଏ କାତା ସୁନି, ବେସି କାନ୍ଦି ପାକାଇଲି ଆରି କେତେକ୍ ଦିନ୍ ଜାକ ବେସିମନ୍‌ଦୁକ୍ କରି ରଇଲି; ଆରି ତାର୍‌ପଚେ ସର୍‌ଗର୍ ପର୍‌ମେସରର୍ ଲଗେ ଉପାସ୍ ରଇ ପାର୍‌ତନା କରି କଇଲି,
5 I said: Please, my Father in heaven, the great and awesome God, who keeps covenant and loyal love with those who love him and keep his commands, ଏ ସବୁବେଲର୍ ମାପ୍‌ରୁ, ସର୍‌ଗର୍ ପର୍‌ମେସର୍ ମୁଇ ଗୁଆରି କଲିନି, ତୁଇ ବେସି ବଡ୍ ଆରି ସଗ୍‌ତି ରଇଲା ପର୍‌ମେସର୍, ଜନ୍‌ ଲକ୍‌ମନ୍ ତକେ ଆଲାଦ୍ କଲାଇନି ଆରି ତର୍ ଆଦେସ୍ ମାନ୍‌ଲାଇନି, ସେମନର୍ ଲଗେ ତୁଇ ନିଅମ୍ ଆରି ଦୟା ଦେକାଇତେ ରଇସୁ;
6 let your ear be attentive and your eyes open, to hear this prayer I, your servant, pray before you now, day and night, for Israel, your servants—confessing the sins we Israelites have sinned against you. I and my father's house have sinned. ମୁଇ ତର୍ ଲଗେ ଇସ୍‌ରାଇଲର୍ ଲକ୍ କଲା ପାପର୍‌ କେମା ମାଗ୍‌ଲିନି ଆରି ତର୍ ଏ ଦାସ୍ ଦିନ୍‌ରାତି ତର୍ ଗୁଆରି କରି ପାର୍‌ତନା କଲିନି, ତର୍ ଏ ଦାସର୍ ପାର୍‌ତନା ସୁନ୍‌ବାକେ ତର୍ କାନ୍ ଆରି ତର୍ ଆଁକି ଉଗାଡି ଅ; ମୁଇ ଆରି ମର୍ ବଁସର୍ ଆନିଦାଦିମନ୍ ମିସା ପାପ୍ କରିଆଚୁ ।
7 We have wronged you deeply, not keeping the commands, statutes, and rulings you commanded your servant Moses. ଆମେ ତର୍ ବିରୁଦେ ବେସି ପାପ୍ କାମ୍‌ମନ୍ କରିଆଚୁ ଆରି ତୁଇ ତର୍ ଦାସ୍ ମସାକେ ଜନ୍ ନିଅମ୍‌ ଆରି ବିଦି ଆରି ସାସନ୍ ଆଦେସ୍ କରି ରଇଲୁସ୍, ସେଟାମନ୍ ଆମେ ମାନୁ ନାଇ ।
8 Please remember your instruction to your servant Moses: "If you are unfaithful, I will scatter you among the peoples, ତୁଇ ତର୍ ଦାସ୍ ମସାକେ ଆଦେସ୍ ଦେଇ କଇ ରଇଲୁସ୍, ତମେ ସତ୍‌ ସଙ୍ଗ୍ ନ ଇଣ୍ଡ୍‌ଲେ, ମୁଇ ତମ୍‌କେ ବିନ୍ ବିନ୍ କୁଟୁମ୍ ମନ୍‌କେ ପାଟାଇବି ।
9 but if you return to me, keep my commands, and do them, even if your exiles are at the far edge of the heavens, I will gather them from there and bring them to the place I chose to make my name dwell there." ମାତର୍ ତମେ ଜେଡେବଲ୍‌ ମର୍ ବାଟେ ମନ୍ ବାଉଡାଇସା ଆରି ମର୍ ନିଅମ୍ ଇସାବେ ଇଣ୍ଡି ସେ ଇସାବେ କାମ୍ କଲେ, ତେବେ ତମର୍ ତାକ୍‌ଲା ପୁଣ୍ଡ୍‌ଲା ଲକ୍‌ମନ୍ ଆକାସ୍ ତଲେ ଜନ୍ ଜାଗାଇ ରଇଲେ ମିସା ମୁଇ ସେମନ୍‌କେ ଟୁଲିଆଇବି ଆରି ମୁଇ ସେମନ୍‌କେ ଜନ୍ ଦେସ୍ ଦେବିବଲିକରି କଇଆଚି ସେ ଜାଗାଇ ନେବି; ଗୁଆରି କଲିନି, ତର୍ ସେ କଇରଇଲା କାତା ଏତାଅ ।
10 They are your servants, your people, whom you redeemed by your great power and your strong hand. ଏ ମନ୍ ତର୍ ଦାସ୍ ଆରି ତର୍ ଲକ୍‌ମନ୍, ତୁଇ ଏ ଲକ୍‌ମନ୍‌କେ ତର୍ ବଡ୍ ବପୁ ଆରି ସଗତ୍ ସଙ୍ଗ୍ ଉଦାର୍ କରିଆଚୁସ୍‌ ।
11 Please, my Sovereign Father, may your ear attend to your servant's prayer, and to your servants' prayer—those who delight to fear your name. Give your servant success today, and grant him mercy before this man. I was cupbearer to the king at that time. ଏ ସବୁବେଲର୍ ମାପ୍‌ରୁ, ଗୁଆରି କଲିନି, ଜନ୍ ଲକ୍‌ମନ୍ ତର୍ ନାଉଁ ସୁନିକରି ଡରି ସାର୍‌ଦା ଅଇବାଇ, ଏବେ ତର୍ ଏ ଦାସର୍ ପାର୍‌ତନା ଆରି ଦାସ୍‌ମନର୍ ପାର୍‌ତନା କର୍‌ବା ତେଇ ଦିଆନ୍ ଦେସ୍; ଆରି ପାର୍‌ତନା କଲିନି, ଆଜି ତର୍ ଦାସର୍ କାମ୍ ସିଦ୍ କର୍, ଆରି ଏ ଲକ୍‌କେ ଦୟା କର୍ । ସେବେଲେ ମୁଇ ରାଜାର୍ କାଇବା କାଦି ଚାକ୍‌ବା ଲକ୍ ଅଇରଇଲି ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]