Skip to content
The Believer's Library

Desiya Bible

Matthew 24 Saa25

Show Saa25 only
Verse × ×
1 Jesus was leaving the temple when his disciples came to show him its buildings. ଜିସୁ ମନ୍ଦିରେଅନି ବାରଇ ଇଣ୍ଡିଜାଇତେ ରଇବାବେଲେ ସିସ୍‌ମନ୍‌ ମନ୍ଦିର୍‌ ପିଣ୍ଡା ଦୁଆରେ ରଇବା ବଡ୍‌ ବଡ୍‌ ପାକ୍‌ନା ବାଟେ ଦେକାଇଲାଇ ।
2 "Do you see all these?" he answered. "Truly I tell you: not one stone here will be left on another; all will be torn down." ଜିସୁ କଇଲା, “ଏବେ ସିନା ଏ ସବୁ ଦେକ୍‌ଲାସ୍‌ନି । ମୁଇ ତମ୍‌କେ ସତ୍‌ କଇଲିନି ଏ ମନ୍ଦିରର୍‌ ଗଟେକ୍‌ ମିସା ପାକ୍‌ନା ତାର୍‌ ଜାଗାଇ ନ ରଏ । ସବୁଜାକ ଅଦ୍‌ରି ବିଲିଜାଇସି ।”
3 While Jesus was sitting on the Mount of Olives, his disciples came to him privately: "Tell us, when will these things happen, and what sign marks your coming and the end of the age?" ଜିସୁ ଜିତ୍‌ ନାଉଁର୍‌ ଡଙ୍ଗର୍‌ ଉପ୍‌ରେ ବସିରଇଲା ବେଲେ, ତେଇ କେ ନ ରଇଲା ବେଲେ, ସିସ୍‌ମନ୍‌ ଆସି ତାକେ ପାଚାର୍‌ଲାଇ, “ଏ ସବୁଜାକ କେବ୍‌କେ ଅଇସି ଆମ୍‌କେ କୁଆ କାଇ ଗଟ୍‍ନା ଗଟ୍‌ଲେ ଆମେ ଜାନିପାର୍‌ବୁ ଜେ ତମର୍‌ ଆଇବା ବେଲା ଅଇଲାନି ଆରି ଏ ଜୁଗ୍‌ ସେସ୍‌ ଅଇସି ବଲି ?” ।
4 Jesus answered, "Watch out that no one deceives you. ଜିସୁ କଇଲା, “ଜାଗ୍‌ରତ୍‌ଅଇକରି ରୁଆ, ଜେନ୍ତିକି କେ ମିସା ତମ୍‌କେ ନ ନାଡାଅତ୍‌ ।
5 "For many will come in my name, claiming, 'I am the Christ,' and they will deceive many. କେତେ କେତେ ଲକ୍‌ମନ୍‌ ମର୍‌ ନାଉଁ ଦାରି ଆସି କଇବାଇ, ‘ମୁଇ ଆକା କିରିସ୍‌ଟ ମସିଅ ।’ ସେମନ୍‌ ଏନ୍ତାର୍‌ କଇ କେତେ କେତେ ଲକ୍‌ମନ୍‌କେ ନାଡାଇବାଇ ।
6 You'll hear of wars and rumors of wars—don't be alarmed. This must happen, but the end isn't yet. ତମର୍‌ ଲଗେ ଅଇତେ ରଇବା ଜୁଇଦର୍‌ କିଲ୍‌ବିଲ୍‌ ଅଇବାଟା ସୁନ୍‌ସା ଆରି ଦୁରିକେ ଅନି ଅଇତେ ରଇବା ଜୁଇଦର୍‌ କବର୍‌ ଜାନ୍‌ସା । ମାତର୍‌ ଡରାନାଇ, ବାଇଦରେ ଏନ୍ତି ଗଟ୍‍ନା ଅଇସି । ମାତର୍‌ ଏଟାର୍‌ ଅରତ୍‌ ନଏଁ ଜେ, ଜୁଗ୍‌କାଲ୍‌ କେଟିଗାଲା ।
7 Nation will rise against nation, and kingdom against kingdom, with famines and earthquakes in place after place. ଦେସ୍‌ ଦେସ୍‌ ବିତ୍‌ରେ ଜୁଇଦ୍‌ ଅଇସି, ଗଟେକ୍‌ ରାଇଜ୍‌ ଆରି ଗଟେକ୍‌ ରାଇଜ୍‌ ଉପ୍‌ରେ ଜୁଇଦ୍‌ କର୍‌ସି । ସବୁ ବାଟେ ମର୍‌ଡି ଆରି ଦର୍‌ତନି ଚୁଲ୍‌ବୁଲ୍‌ସି ।
8 All these are the beginning of birth pains. ମାତର୍‌ ଏଟାମନ୍‌ ସବୁ ମାଇଜିମନର୍‌ ଆତ୍‌ଗଡ୍‌ ସୁକ୍‌ଅଇବା ବେଲେ ପର୍‌ତୁମ୍‌ ପର୍‌ତୁମ୍‌ ଅଇବା ଦୁକାସୁକା ପାରା ।
9 Then they will hand you over to suffering and kill you, hated by all nations because of my name. ତମେ ଦାରାଇ ଅଇ ମାଡ୍‌ କାଇବାକେ ଆରି ମରନର୍‌ ଡଣ୍ଡ୍‌ ପାଇବାକେ ସର୍‌ପି ଅଇସା । ତମେ ମକେ ବିସ୍‌ବାସ୍‌ କଲାର୍‍ ପାଇ ବଲି ସବୁ ଲକ୍‌ ଗିନ୍‌ କର୍‌ବାଇ ।
10 At that time many will fall away and will betray and hate one another, ସେଡ୍‌କିବେଲେ କେତେ କେତେ ଲକ୍‌ ତାକର୍‌ ବିସ୍‌ବାସ୍‌ ଆରାଇବାଇ, ତାକର୍‌ ତାକର୍‌ ବିତ୍‌ରେ ଗିନ୍‌ ଅଇକରି ତାକର୍‌ ତାକର୍‌ ବିତ୍‌ରେ ବିସ୍‌ବାସେ ବିସ୍‌ ଦିଆ ଦିଇ ଅଇବାଇ ।
11 and many false prophets will appear and deceive many people. ସେବେଲେ କେତେ କେତେକ୍‌ ଟକାବଣ୍ଡା ବବିସତ୍‌ବକ୍‌ତା ଆସିକରି ଲକ୍‌ମନ୍‌କେ ନାଡାଇବାଇ ।
12 Because lawlessness will increase, the love of most will grow cold, ଏନ୍ତାରି ଅଇ ପାପ୍‌ ଅଦିକ୍‌ ଅଦିକ୍‌ ଅଇସି ଆରି ପର୍‌ମେସର୍‌ ପାଇରଇବା ଲକ୍‌ମନର୍‌ ଆଲାଦ୍‌ ସିତଲ୍‌ ଅଇଜାଇସି ।
13 but the one who endures to the end will be saved. ମାତର୍‌ ଜେ ସାରାସାରି ଜାକ ମୁର୍‌ଚିକରି ରଇସି, ସେ ମୁକ୍‌ତି ପାଇସି ।
14 This good news of the kingdom will be announced worldwide as a testimony to all nations, and then the end will come. ରାଇଜର୍‌ ସବୁ ବାସାର୍‌ ଲକ୍‌ମନର୍‌ ଲଗେ, ମାପ୍‌ରୁର୍‌ ସାକିଦେବାକେ ଦୁନିଆର୍‌ ଗୁଲାଇବାଟେ ତାର୍‌ କାତା ସୁନାଇବାଇ । ତାର୍‌ପଚେ ସେ ଜୁଗ୍‌ ସାର୍‌ସି ।”
15 So when you see the desolating abomination Daniel the prophet spoke of standing in the holy place—let the reader understand, ଦାନିଏଲ୍‌ ବବିସତ୍‌ବକ୍‌ତା ଟିକି ନିକି ଇସାବେ ଲେକିରଇବା ସେ ବାୟାବିକଲର୍‌ ଦିନ୍‌ ତମେ ଆରି ତରେକ୍‌ ଦେକ୍‌ସା । ସେଟା ସୁକଲ୍‌ ଜାଗାକେ ଅସୁକଲ୍‌ କରିଦେଇସି । ଇତିର୍‌ ଅରତ୍‌ କାଇଟା, ପଡ୍‌ଲା ଲକ୍‌ ବୁଜା ।
16 then let those who are in Judea flee to the mountains. ସେବେଲେ ଜନ୍‌ ଲକ୍‌ମନ୍‌ ଜିଉଦା ରାଇଜେ ରଇବାଇ, ସେମନ୍‌ ଡଙ୍ଗ୍‌ରେ ପାଲାଅତ୍‌ ।
17 "Let no one on the rooftop go down to take anything out of the house, ଜନ୍‌ ଲକ୍‌ମନ୍‌ ଚାଉନି ଉପ୍‌ରେ ରଇବାଇ, ସେମନ୍‌ ଗର୍‌ବିତ୍‌ରର୍‌ ଜିନିସ୍‌ ପତର୍‌ ନେବାକେ ତଲେ ଆସି ଚୁଚାଇ ଚୁଚାଇ ବେଲା ନ ଗଡାଅତ୍‌ ।
18 and let no one in the field go back to get a coat. ଜନ୍‌ ଲକ୍‌ମନ୍‌ ପଦାଇ ଜାଇତେ ରଇବାଇ, ସେମନ୍‌ ତାକର୍‌ ଲୁଗା ପଚିଆ ନେବାକେ ଗରେ ନ ବାଉଡତ୍‌ ।
19 How dreadful it will be in those days for pregnant women and nursing mothers! ସେଡ୍‌କିବେଲେ ଗାଗ୍‌ଡେ ରଇବା ମାଇଜିମନ୍‌ ଆରି ପିଲାକେ ଦୁଦ୍‌ କୁଆଇତେ ରଇବା ମାମନର୍‌ ଦସା କେଡେ ଇନସ୍‌ତା ଅଇସି ।
20 Pray that your flight will not take place in winter or on the Sabbath. ଏ ସବୁ ଗଟ୍‍ନା ସିତ୍‌ ଦିନେ ନ ଅ । ସେଟାର୍‌ପାଇଁ ପର୍‌ମେସର୍‌କେ ପାର୍‌ତନା କର୍‌ତେ ରୁଆ, ଜେନ୍ତାରି କି ସିତ୍‌ମାସେ ନଇଲେ ବିସ୍‌ରାମ୍‌ବାରେ ତମ୍‌କେ ପାଲାଇବାକେ ନ ପଡେ ।
21 For then there will be great suffering, unmatched from the world's beginning until now, and never to be matched again. ସେବେଲେ ଜନ୍‌ ଦୁକ୍‌ ପାଇବାକେ ପଡ୍‌ସି, ଦୁନିଆ ତିଆର୍‌ ଅଇଲାଟାନେଅନି ଆଜିକେ ଜାକ ଅଇ ରଇବା ସବୁ କସ୍‌ଟତେଇଅନି ଅଦିକ୍‌ ଅଇଜାଇସି । ସେନ୍ତାରି ଦୁକ୍‌ ଆଗ୍‌କେ ଆରି କେବେ ନ ଆସେ ।
22 If those days had not been cut short, no one would survive; but for the elect's sake, those days will be cut short. ମାତର୍‌ ପର୍‌ମେସର୍‌ ଦୁକର୍‌ ବେଲା ଉନାକରି ଦେଇଆଚେ । ସେନ୍ତାରି ନ କରିରଇଲେ କେ ମିସା ନ ରଇତାଇ । ମାତର୍‌ ସେ ବାଚିରଇବା ଲକ୍‌ମନ୍‌କେ ଜିଆଇବାପାଇ ପର୍‌ମେସର୍‌ ସେ ବେଲା ଉନାକରି ଦେଇଆଚେ ।
23 Then if anyone tells you, 'Look, here's the Christ,' or 'There he is,' don't believe it. ସେବେଲେ କେ ଜଦି ତମ୍‌କେ ଇତି କିରିସ୍‌ଟ ଆଚେ ନଇଲେ ତେଇ ସେ ଆଚେ ବଲି କଇସି, ତାକେ ବିସ୍‌ବାସ୍‌ କରା ନାଇ ।
24 False messiahs and false prophets will arise, performing great signs and wonders to deceive, if possible, even the elect. କାଇକେ ବଇଲେ ମୁଇ ନିଜେ ମସିଅ କି ମୁଇ ନିଜେ ବବିସତ୍‌ବକ୍‌ତା ବଲାଇଅଇତେ ରଇବା ଟକାବଣ୍ଡାକରୁମନ୍‌ ସେବେଲେ ଦେକାଇଅଇବାଇ । ସେମନ୍‌ କାବା ଅଇଜିବା କାମ୍‌ମନ୍‌ ଦେକାଇ ପର୍‌ମେସର୍‌ ବାଚି ରଇବା ଲକ୍‌ମନ୍‌କେ ମିସା ନାଡାଇବାଇ ।
25 See, I have told you ahead of time. ଦେକା, ସେ ବେଲା ନ ଆଇବା, ଆଗ୍‌ତୁ ମୁଇ ତମ୍‌କେ ଜାନାଇଦେଲିନି ।
26 So if they say, 'Look, he's in the wilderness,' don't go out; 'Look, in the inner rooms,' don't believe it. “ଦେକା, ଜଦି ଲକ୍‌ମନ୍‌ ସେ ମରୁବାଲି ରଇବା ଜାଗାଇ ଆଚେ ବଲି କଇବାଇ, ତମେ ତେଇ ଜାଆ ନାଇ । କି ସେମନ୍‌ ଇତି ଦେକିଦେକା ସେ ଲୁଚିଆଚେ ବଲି କଇବାଇ, ସେମନ୍‌କେ ବିସ୍‌ବାସ୍‌ କରା ନାଇ ।
27 For just as lightning flashes from the east and shows as far as the west, so will the Son of Man's coming be. ଉଦିଆନ୍‌ ଦିଗେଅନି ବୁଡ୍‌ତି ଦିନ୍‌ ଜାକ ଜେନ୍ତାରି ବିଜ୍‌ଲି ମାରିକରି ଗୁଲାଇ ଆକାସ୍‌ ଉଜଲ୍‌ ଅଇସି, ସେନ୍ତାରି ଅଇକରିସେ ନର୍‌ପିଲା ମୁଇ ଆଇବି ।”
28 Wherever there is a carcass, there the vultures will gather. “ଜନ୍ତି ମଡା ପିଙ୍ଗି ରଇବାଇ, ତେଇ ମଡ୍‌କାଉ ଗିଦ୍‌ମନ୍‌ ରୁଣ୍ଡିରଇବାଇ ।”
29 Right after the suffering of those days, the sun will go dark, the moon will give no light, stars will fall from the sky, and the powers of the heavens will shake. ସେ ଦୁକର୍‌ବେଲା ସାର୍‌ବା ବେଲେ, ବେଲ୍‌ ଜାଉଁଲି ଜାଇସି, ଜନ୍‌ ଆରି ଉଜଲ୍‌ ନ ଡିସାଏ, ବାଦ୍‌ଲେଅନି ତାରାମନ୍‌ ଅଦର୍‌ବାଇ ଆରି ବାଦ୍‌ଲେ ଉଜଲ୍‌ ଦେବାଟାମନ୍‌ ସବୁ ବାଟ୍‌ ବାନା ଅଇଜିବାଇ ।
30 Then the sign of the Son of Man will appear in heaven, and all earth's peoples will mourn, seeing the Son of Man come on heaven's clouds with power and great glory. ତାର୍‌ ପଚେ ନରପିଲା ମୁଇ ବାଦ୍‌ଲେ ଆଇବାଟା ଦେକ୍‌ସା । ଆରି ଡାକ୍‌ପୁଟାଅଇ ପାନି ବାଦ୍‌ଲେ ବପୁ ସଙ୍ଗ୍‍ ଆଇବାଟା ଦେକି ଦର୍‍ତନିର୍‍ ଲକ୍‌ମନ୍‌ କାନ୍ଦାବୁବା ଅଇଜିବାଇ ।
31 He will send out his angels with a loud trumpet blast, and they will gather his chosen from the four winds, from one end of the sky to the other. ବଡ୍‌ ମଇରି ବାଜ୍‌ସି । ଆରି ଗୁଲାଇ ସରଗର୍‌ ଗଟେକ୍‌ କନେ ଅନି ବିନ୍‌ ବିନ୍‌ କନେ ରଇବା ମର୍‌ ବାବା ବାଚି ରଇବା ଲକ୍‌ମନ୍‌କେ ଟୁଲିଆଇବାକେ ମୁନୁସ୍‌ ପିଲା ମୁଇ ମର୍‌ ଦୁତ୍‌ମନ୍‌କେ ପାଟାଇବି ।
32 Learn this from the fig tree: as soon as its branch softens and leafs out, you know summer is near. ଡୁମ୍‌ରି ଗଚେଅନି ସିକା । ଜେଡେବେଲେ ତାର୍‌ କେନ୍ଦିଅନି ପତର୍‌ ପାଲୁଆନି କର୍‌ସି, ଆରି କାଁଚାପତ୍‌ରିଆ ଡିସ୍‌ଲେ କାରାଦିନ୍‌ କେଟ୍‌ଲା ବଲି ତମେ ଜାନ୍‌ସା ।
33 So also, when you see all these things, know it is near, at the door. ସମାନ୍‍ ସେନ୍ତାର୍‌ସେ ଏ ସବୁ ଜାକ ଅଇବାଟା ଦେକ୍‌ଲେ, ସାରାସାରି ଦିନ୍‌କାଲ୍‌ ଆରାମ୍‌ ଅଇଲା ବଲି ତମେ ଜାନା ।
34 Truly I tell you, this generation will certainly not pass away until all these things have happened. “ ଏତାଇରୁଆ, ମୁଇ ସତ୍‌ କଇଲିନି, ଏବେ ଜିବନ୍‌ ରଇଲା ଲକ୍‌ମନର୍‌ ବିତ୍‌ରେଅନି ସବୁ ଲକ୍‌ ମର୍‌ବା ଆଗ୍‌ତୁ, ଏସବୁ ବିସଇ ଗଟ୍‌ସି ।
35 Heaven and earth will pass away, but my words will never pass away. ସରଗ୍‌ ଆରି ମଚ୍‌ପୁର୍‌ କୁରୁପ୍‌ନାସ୍‌ ଅଇଜାଇସି, ମାତର୍‌ ମର୍‌ ସବୁ ବାକିଅ କେବେ ମିଚ୍‌ ନ ଅଏ ।
36 "No one knows that day or hour—not the angels in heaven, not the Son—only the Father. “ସେ ଦିନ୍‌, ସେ ବେଲା କେବେ ଆଇସି, କେ କଇନାପାରତ୍‌ । ପର୍‌ମେସରର୍‌ ପିଲା ମୁଇ ମିସା କି ସରଗର୍‌ ଦୁତ୍‌ମନ୍‌ ମିସା ସେ କାତା ନାଜାନତ୍‌, ବାବା ପର୍‌ମେସର୍‌ ଆକା ଜାନିଆଚେ ।
37 As in Noah's days, so will be the Son of Man's coming. ନଅର୍‌ ବେଲେ ଜେନ୍ତାରି ଗଟିରଇଲା, ସମାନ୍‍ ସେନ୍ତାରିସେ ନର୍‌ପିଲା ମୁଇ ଆଇବା ବେଲା ମିସା ।
38 For in the days before the flood, people ate and drank, married and gave in marriage, until the day Noah entered the ark; ପୁର୍‌ତିବି ଉପ୍‌ରେ ପାନି ବର୍‌ତି ଅଇବାବେଲେ ଅନି ନଅ ପାନିଜାଜେ ପୁର୍‌ବା ଜାକ, ଲକ୍‌ମନ୍‌ କାଆ ପିଇ ଅଇ ବିବା କାମେ ତେରେପେତେ ଅଇରଇଲାଇ ।
39 and they knew nothing until the flood came and swept them all away. That is how the coming of the Son of Man will be. ପାନିତେଇ ସେମନ୍‌ ବଅଁଲି ଜିବା ଜାକ, କାଇଟା ଅଇଲାନି, ଜାନି ନ ରଇଲାଇ । ନର୍‌ପିଲା ମୁଇ ଆଇବା ବେଲେ ସମାନ୍‍ ସେନ୍ତାରି ଅଇସି ।
40 Two men will be in the field; one will be taken and the other left. ସେ ବେଲାଇ ପଦାଇ ପାଇଟି କର୍‌ତେ ରଇବା ଦୁଇ ଲକର୍‌ ବିତ୍‌ରେ ଅନି ଗଟେକ୍‌ ଲକ୍‌କେ ବାଚ୍‌ବାଇ ଆରି ଗଟେକ୍‌ ଲକ୍‌କେ ଚାଡିଦେବାଇ ।
41 Two women will be grinding with a hand mill; one will be taken and the other left. ଗର୍‌ତେରଇବା ଦୁଇଟା ମାଇଜି ମନର୍‌ ବିତ୍‌ରେ ଅନି ଗଟେକ୍‌ ଲକ୍‌ ବାଚି ଅଇସି ଆରି ଗଟେକ୍‌ ଲକ୍‌ ରଇଜାଇସି ।
42 Therefore keep watch, because you do not know on what day your Lord will come. ସେନ୍ତି ବଇଲେ ତମେ ଜାଗ୍‌ରତ୍‌ ଅଇ ରୁଆ, କାଇକେ ବଇଲେ ତମର୍‌ ମାପ୍‌ରୁ କେଡେବେଲା ଆଇସି, ତମେ ନାଜାନାସ୍‌ ।
43 Understand: had the homeowner known what watch of night the thief was coming, he'd have watched and kept his house from being broken into. କେଡେବଲ୍‌ ଚର୍‌ ପୁର୍‌ସି ବଲି ଜାନିରଇଲେ, ଗର୍‌ ସାଉକାର୍‌ ଜାଗ୍‌ରତ୍‌ ରଇ ଚର୍‌କେ ଗରେ ପୁର୍‌ବାକେ ନ ଦେଏ ।
44 So you too must be ready, because the Son of Man comes at an hour you don't expect. ତମେ ମିସା ସବୁବେଲେ ଜାଗ୍‌ରତ୍‌ ରଇକରି ତିଆର୍‌ ଅଇ ରୁଆ । କାଇକେ ବଇଲେ ତମେ ଜାଗି ନ ରଇଲା ବେଲେସେ ନର୍‌ପିଲା ମୁଇ ଉଟିଆଇବି ।
45 Who then is the faithful and wise servant, whom the master put in charge of his household to give them food at the right time? “ସେନ୍ତି ବଇଲେ କେ ତେବେ ନିମାନ୍‌ ଆରି ବୁଦି ରଇବା ଦାଙ୍ଗ୍‌ଡା ? ଜାର୍‌ ଉପ୍‌ରେ ସାଉକାର୍‌ ବିନ୍‌ ଦାଙ୍ଗ୍‌ଡାମନର୍‌ ଟିକ୍‌ ବେଲାଇ, କାଇବା କାଦି ଦେବା ଦାଇତ୍‌ ଦେଇରଇସି ।
46 It will be good for that servant whose master finds him doing so when he returns. ସାଉକାର୍‌ ବାଉଡି ଆଇଲା ବେଲେ ସେ ଦାଙ୍ଗ୍‌ଡା ଜଦି ଟିକ୍‌ ସଙ୍ଗ୍‍ କାମ୍‌ କରିରଇସି ବଇଲେ, ତାର୍‌ କେଡେକ୍‌ ନିକ କରମ୍‌ !
47 Truly I tell you, he will put him in charge of all his possessions. ମୁଇ ସତ୍‌ କଇଲିନି, ସେନ୍ତାରି ଦାଙ୍ଗ୍‌ଡାକେ ସାଉକାର୍‌ ଗଟେକ୍‌ ଦିନେ ତାର୍‌ ସବୁ ଦନ୍‌ ସଁପତିର୍‌ ଦାଇତ୍‌ ଦେଇ ଦେଇସି ।
48 But suppose that wicked servant says to himself, 'My master is staying away a long time,' ମାତର୍‌ ସେ ଦାଙ୍ଗ୍‌ଡା ଜଦି ‘ସାଉକାର୍‌ ନ ଆସେତା’ ବଲି ବାବ୍‌ସି ଆରି
49 and then begins to beat his fellow servants and to eat and drink with drunkards. ବିନ୍‌ ଦାଙ୍ଗ୍‌ଡାମନ୍‌କେ ମାର୍‌ପିଟ୍‌ କରି ମଦୁଆମନର୍‌ ସଙ୍ଗ୍‌ କିଆପିଆ କର୍‌ତେ ରଇସି,
50 That servant's master will come on a day he doesn't expect, at an hour he doesn't know. ସେ ଜାଗ୍‌ରତ୍‌ ନ ରଇଲା ବେଲେ ଆରି ଜନ୍‌ ବେଲାଇ ସେ ନାଜାନି ରଏ, ସେ ଦିନେ ଆରି ସେ ବେଲାଇସେ ସାଉକାର୍‌ ବାଉଡିଆଇସି ।
51 He will cut him to pieces and place him with the hypocrites, where people weep and grind their teeth." ତାକେ ସେଡ୍‌କି ବେଲେ କଣ୍ଡ୍‌ କଣ୍ଡ୍‌ କରି କାଟି ଦେଇସି । ସେ ନାଡାଉମନର୍‌ ଦସାର୍‌ ଡଣ୍ଡ୍‌ ପାଇସି । ଆରି ସାରାସାରି ଦାଁତ୍‌ କାତ୍‌ରି ମାର୍‌ଚପ୍‌ ଅଇ କାନ୍ଦ୍‌ସି ।”
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]