Skip to content
The Believer's Library

Desiya Bible

Matthew 25 Saa25

Show Saa25 only
Verse × ×
1 "Then the kingdom of our Father will be like ten virgins who took their lamps and went out to meet the bridegroom. “ସେଡିକିବେଲେ ସରଗ୍‌ ରାଇଜେ କେଟ୍‌ବା ବାଟ୍‌ ଏନ୍ତି ଅଇସି । ଦସ୍‌ଟା ଦାଙ୍ଗ୍‌ଡିମନ୍‌ ସବୁ ଲକ୍‌ ଗଟେକ୍‌ ଗଟେକ୍‌ ବତି ଦାରି ବାଟେ, ବର୍‌ ଦାଙ୍ଗ୍‌ଡାକେ ଜାଗ୍‌ବାର୍‌ ଜାଇରଇଲାଇ ।
2 Five of them were foolish, and five were wise. ସେମନର୍‌ ବିତ୍‌ରେଅନି ପାଁଚ୍‌ଟା ଦାଙ୍ଗ୍‌ଡି ଚତୁର୍‌ ରଇଲାଇ, ଆରି ପାଁଚ୍‌ଟା ଦାଙ୍ଗ୍‌ଡି ବକୁଆ ରଇଲାଇ ।
3 The foolish ones took their lamps but did not take any oil with them. ବକୁଆ ରଇଲା ଦାଙ୍ଗ୍‌ଡିମନ୍‌ ଅଦିକ୍‌ ଚିକନ୍‌ ନେଇ ନ ରଇଲାଇ ।
4 But the wise ones took oil in flasks along with their lamps. ମାତର୍‌ ଚତୁର୍‌ ରଇବା ଦାଙ୍ଗ୍‌ଡିମନ୍‌ ନିଜର୍‌ ନିଜର୍‌ ବତି ଟାନେ ରଇବାଟା ଚାଡି ଆରି କାଁଚେ ମିସା ଚିକନ୍‌ ବର୍‌ତି କରି ନେଇରଲାଇ ।
5 When the bridegroom was delayed, they all became drowsy and fell asleep. ବର୍‌ ଦାଙ୍ଗ୍‌ଡା ଆଇବାଟା ଅଲ୍‌ସମ୍‌ ଅଇଲାକେ ଦାଙ୍ଗ୍‌ଡିମନ୍‌ ଜୁମ୍‌ରି ଜୁମ୍‌ରି କରି ସଇଦେଲାଇ ।”
6 But at midnight a cry rang out: 'Look, the bridegroom! Come out to meet him!' ମଜା ରାତିବେଲାଇ ଆଉଲି ସୁନି ଅଇଲା, “ଏଦେ ଦେକା ! ବର୍‌ ଦାଙ୍ଗ୍‌ଡା ଆଇଲାବେ ! ଆସା ସେମନ୍‌କେ ଡାକିଆନୁ !”
7 Then all the young women woke up and trimmed their lamps. ଦାଙ୍ଗ୍‌ଡିମନ୍‌ ଉଟିକରି ନିଜର୍‌ ନିଜର୍‌ ବତିମନ୍‌ ସାଜାଡ୍‌ଲାଇ ।
8 The foolish said to the wise, 'Give us some of your oil, because our lamps are going out.' ସେଡ୍‌କି ବେଲେ ବକୁଆ ଦାଙ୍ଗ୍‌ଡିମନ୍‌ ଚତୁର୍‌ ରଇଲା ଦାଙ୍ଗ୍‌ଡିମନ୍‌କେ କଇଲାଇ “ଆମ୍‌କେ କଣ୍ଡେକ୍‌ ଚିକନ୍‌ ଦିଆ । ଆମର୍‌ ବତି ଲିବିଗାଲାନି ।”
9 But the wise answered, 'No, there may not be enough for us and you. Go instead to those who sell, and buy for yourselves.' ଚତୁର୍‌ ଦାଙ୍ଗ୍‌ଡିମନ୍‌ କଇଲାଇ, “ତମ୍‌କେ ଦେଲେସରି ଆମର୍‌ ପାଇ ଚିକନ୍‌ ନ ଅଏ । ତମେ ଦୁକାନେ ଜାଇ ନିଜର୍‌ ନିଜର୍‌ ପାଇ ଚିକନ୍‌ ଗେନିଆନା ।”
10 While they went to buy it, the bridegroom came. The ready ones went in with him to the wedding feast, and the door closed. ସେଟାର୍‌ପାଇଁ ବୁଦି ନଇଲା ଦାଙ୍ଗ୍‌ଡିମନ୍‌ ଚିକନ୍‌ ଗେନ୍‌ବାକେ ବାରଇଲାଇ । ସେମନ୍‌ ଗାଲା, ପଚେ ବର୍‌ ଦାଙ୍ଗ୍‌ଡା ଆସି କେଟ୍‌ଲା । ଜାଗ୍‌ରତ୍‌ ଅଇରଇଲା ପାଁଚ୍‌ଟା ଚତୁର୍‌ ଦାଙ୍ଗ୍‌ଡିମନ୍‌ ତାକର୍‌ ସଙ୍ଗ୍‌ ବିବା ବଜିତେଇ ଗାଲା ପଚେ କାପାଟ୍‌ ଡାବିଅଇଗାଲା ।
11 Later the other young women came too, saying, 'Lord, lord, open the door for us!' ସେ ବୁଦି ନ ରଇଲା ଦାଙ୍ଗ୍‌ଡିମନ୍‌ ପଚେ ସେ ଜାଗାଇ ଆଇଲାଇ, ଏ ମାପ୍‌ରୁ, ଏ ମାପ୍‌ରୁ କାପାଟ୍‌ ଉଗାଡା, ଆମେ ବିତ୍‌ରେ ଜିବୁ ବଲି ସେମନ୍‌ ଆଉଲି ଅଇଲାଇ ।
12 But he answered, 'Truly I tell you, I do not know you.' ବର୍‌ଦାଙ୍ଗ୍‌ଡା କଇଲା, “ମୁଇ ସତ୍‌ କଇଲିନି, ତମେ କେ, ମୁଇ ନାଜାନି ।”
13 Therefore keep watch, because you do not know the day or the hour. କାତା କଇବାଟା ସାରାଇ, କରି ଜିସୁ କଇଲା, “ଜାଗ୍‌ରତ୍‌ ଅଇ ରୁଆ । ସେ ଦିନ୍‌ କି ବେଲା କେ ମିସା ନାଜାନାସ୍‌ ।”
14 "For it will be like a man going abroad, calling his servants and entrusting them with his property. “ସରଗ୍‌ ରାଇଜ୍‌ ଏନ୍ତାରି, ସେ ବିସଇର୍‍ ଆରି ଗଟେକ୍‌ କାତା ସୁନା । ତରେକ୍‌ ଗଟେକ୍‌ ଲକ୍‌ ତାର୍‌ ଚାକର୍‌ମନ୍‍କେ, ତାର୍‌ ସଁପତି ଚାଡିଦେଇ ବିଦେସେ ଉଟିଗାଲା ।
15 He gave one five bags of silver, another two, another one—each by his own ability—then set out on his journey. ସେମନର୍‌ ପାର୍‌ବା ଇସାବେ ସେମନ୍‌କେ କେତେକ୍‌ କେତେକ୍‌ ଡାବୁ ଜିମା ଦେଲା । ଗଟେକ୍‌ ଲକ୍‌କେ ପାଁଚ୍‌ ଅଜାର୍‌ ରୁପା ଟାଙ୍ଗା ଦେଲା, ଗଟେକ୍‌ ଲକ୍‌କେ ଦୁଇ ଅଜାର୍‌, ଆରି ଗଟେକ୍‍ଲକ୍‌କେ ଅଜାର୍‌ ରୁପା ଟାଙ୍ଗା ଦେଲା । ଆରି ବିଦେସେ ଉଟିଗାଲା ।
16 The one given five bags of silver went at once, put them to work, and gained five more. ପାଁଚ୍‌ ଅଜାର୍‌ ରୁପାଟାଙ୍ଗା ନେଇରଇଲା ଚାକର୍‌ ସେ ଡାବୁ ବେବାର୍‌ କରି ଆରି ପାଁଚ୍‌ ଅଜାର୍‌ ଲାବ୍‌କଲା ।
17 In the same way, the one with two bags of silver gained two more. ସେନ୍ତାରି ଦୁଇ ଅଜାର୍‌ଟା ନେଇରଇଲା ଚାକର୍‌ ମିସା ଆରି ଦୁଇ ଅଜାର୍‌ ଲାବ୍‌କଲା ।
18 But the one who received one bag of silver went off, dug in the ground, and hid his master's money. ମାତର୍‌ ଜନ୍‌ ଚାକର୍‌ ଅଜାର୍‌ଟା ପାଇରଇଲା, ସେ ଗଟେକ୍‌ କାଲ୍‌କୁନି ସାଉକାର୍‌ ଦେଇରଇବା ସେ ରୁପା ଟାଙ୍ଗା ଲୁଚାଇ ସଙ୍ଗଇଲା ।
19 "After a long time the master of those servants returned and settled accounts with them. “ବେସିଦିନ୍‌ ଗାଲା ପଚେ ସାଉକାର୍‌ ବାଅଡ୍‌ଲା ଆରି ଚାକର୍‌ମନର୍‌ ସଙ୍ଗ୍‌ ଇସାବ୍‌କିତାବ୍‌ କଲା ।”
20 The man who received five bags of silver came, adding five more: 'Master, you entrusted me with five bags of silver; see, I've gained five more.' ପାଁଚ୍‌ ଅଜାର୍‌ ରୁପାଟାଙ୍ଗା ନେଇରଇଲା ଚାକର୍‌ ଆସି ଆରି ପାଁଚ୍‌ ଅଜାର୍‌ ଦେଇ କଇଲା, “ସାଉକାର୍‌ ତମେ ମକେ ପାଁଚ୍‌ ଅଜାର୍‌ ଦେଇରଇଲାସ୍‌, ଏଦେ ଦେକା, ମୁଇ ଆରି ପାଁଚ୍‌ ଅଜାର୍‌ ଲାବ୍‌ କଲିଆଚି ।”
21 "His master said, 'Well done, good and faithful servant! You were faithful over a little; I'll put you over much. Enter your master's joy!' ସାଉକାର୍‌ ସାର୍‌ଦା ଅଇ ତାକେ କଇଲା, “ ଟିକ୍‌ କରିଆଚୁସ୍‌, ତୁଇ ମର୍‌ କେଡେକ୍‌ ନିକ ଆରି ବିସ୍‌ବାସ୍‍ ରଇବା ଚାକର୍‌ ! ତମେ ବିସ୍‌ବାସ୍‌ ସଙ୍ଗ୍‍ ଉନା ଦନ୍‌ କାର୍‌ବାର୍‌ କରି ରଇଲାର୍‍ ପାଇ ତମ୍‍କେ ବେସି ଦନ୍‌ ଚାଡିଦେବି । ଆଉ ମର୍‌ ସଙ୍ଗ୍‌ ସାର୍‌ଦା କର୍‌ ।”
22 "The one with two bags of silver also came and said, 'Master, you gave me two bags of silver; look, I've earned two more.' “ଦୁଇ ଅଜାର୍‌ ରୁପାଟାଙ୍ଗା ନେଇ ରଇଲା ଚାକର୍‌ ଆସି କଇଲା, ସାଉକାର୍‌ ତମେ ମକେ ଦୁଇ ଅଜାର୍‌ ଦେଇ ରଇଲାସ୍‌, ମୁଇ ଆରି ଦୁଇ ଅଜାର୍‌ ଲାବ୍‌ କଲିଆଚି ।”
23 "His master told him, 'Well done, good and faithful servant! You were faithful with a little; I'll put you over much. Enter your master's joy!' ସାଉକାର୍‌ କଇଲା, କେଡେକ୍‌ ନିକ ! ତୁଇ ମିସା ମର୍‌ ବଡିଆ ଚାକର୍‌ । ଉନା ଡାବୁ ମିସା ନିକକରି କାମେ ଲାଗାଇଲୁସ୍‌ । ଏବେ ତର୍‌ ଜିମାରେ ମୁଇ ବୁତେକ୍‌ ଦନ୍‌ ଦେବି । ଆଉ ମର୍‌ ସଙ୍ଗ୍‌ ସାର୍‌ଦା କର୍‌ ।
24 "Then the one who had received one bag of silver came and said, 'Master, I knew you were a hard man, reaping where you didn't sow, gathering where you didn't scatter seed.' ସାରାସାରି ଅଜାର୍‌ ରୁପାଟାଙ୍ଗା ପାଇରଇଲା ଚାକର୍‌ ଆସି କଇଲା, “ଏ ସାଉକାର୍‌ ମୁଇ ଜାନି, ତମେ ଗଟେକ୍‌ ବେସି ରିସା ଅଇବା ଲକ୍‌ । ବୁନି ନ ରଇବା ପଦାଇ କାଟ୍‌ସା ଆରି ବିଅନ୍‌ ନ ବୁନିକରି ତାସ୍‌ ବାରା ବାନ୍ଦ୍‌ସା ।
25 Afraid, I went and hid your silver in the ground. Here is what is yours. ସେଟାର୍‌ ପାଇ ମୁଇ ଡରିକରି ତମର୍‌ ଦନ୍‌ ମାଟିତେଇ କାଲ୍‌କୁନି ତପି ରଇଲି । ଏଦେ ଦେକା ! ତମର୍‌ ସେ ଟାଙ୍ଗା !”
26 "His master replied, 'You wicked, lazy servant! You knew I harvest where I didn't sow and gather where I didn't scatter seed? ସାଉକାର୍‌ କଇଲା, “ଅଇରେ କାମ୍‌କେ ନଇଲା ବାଡୁ ! ତୁଇତା ଜାନିରଇଲୁସ୍‌, ମୁଇ ଜନ୍ତି ବୁନି ନ ରଇ, ତେଇ ତାସ୍‌ ଟୁଲିଆଇବି ।
27 "You should have deposited my money with the bankers, so on my return I'd get it back with interest. ତେବେ ମର୍‌ ଟାଙ୍ଗାନେଇ ବିନ୍‌ ଲକ୍‌ମନ୍‌କେ କଲନ୍ତର୍‌ ଇସାବେ ଦେଇରଇଲେ ମିସା ତେଇଅନି ମକେ କଲନ୍ତର୍‌ ମିଲ୍‌ତା ।”
28 So take his bag of silver and give it to the one with ten bags of silver. ଏନ୍ତାରି କଇ ସାଉକାର୍‌ ଆଦେସ୍‌ ଦେଲା, ଏ ଚାକରର୍‌ଟାନେ ଅନି ସବୁ ଟାଙ୍ଗା ନେଇ, ଜାର୍‌ ଆତେ ଦସ୍‌ଅଜାର୍‌ ଆଚେ, ତାକେ ଦେଇଦିଆସ୍‌ ।
29 For everyone who has will be given more, and he'll overflow; but the one who has nothing will lose even what he has. କାଇକେ ବଇଲେ ଜାକେ ଆଚେ, ତାକେ ଅଦିକ୍‌ ଦିଆଅଇସି । ଆରି ସେ ଅଦିକ୍‌ ଅଦିକ୍‌ ଲାବ୍‌ କର୍‌ସି । ମାତର୍‌ ଜାକେ ନାଇ ତାର୍‌ଲଗେ ଜାଇଟା ଆଚେ, ସେଟା ମିସା ତାରତେଇଅନି ଚାଡାଇ ନିଆଅଇସି ।
30 Throw out that worthless servant into the outer darkness, where there will be weeping and grinding of teeth.' ଏ କାମ୍‌କେ ନଇଲା ଚାକର୍‌କେ ବାଇରେ ଦାରିଜା ଆରି ଆନ୍ଦାରେ ପଙ୍ଗିଦିଆସ୍‌ । ତେଇ ସେ କିଲିବିଲିଅଇ ଦାତ୍‌ କାତ୍‌ରି ମାରି ଚପି ଅଇ କାନ୍ଦ୍‌ସି ।
31 "When the Son of Man comes in his glory, with all his angels, he will sit on his glorious throne. ଜେଡେବେଲା ନର୍‌ପିଲା ମୁଇ ରାଜାଅଇ ମର୍‌ ସରଗର୍‌ ଦୁତ୍‌ମନର୍‌ ସଙ୍ଗ୍‌ ଆଇବି, ଆରି ମର୍‌ ଡାକ୍‌ପୁଟା ବସ୍‍ବା ଜାଗାଇ ବସ୍‌ବି,
32 All the nations will be gathered before him, and he will separate them from each other as a shepherd separates sheep from goats. ସବୁ ଜାତିର୍‌ ଲକ୍‌ ମର୍‌ ମୁଆଟେ ଟୁଲ୍‌ ଅଇବାଇ । ସେଡ୍‌କି ବେଲା ଗଉଡ୍‌ ଜେନ୍ତି ମେଣ୍ଡା ଆରି ଚେଲିମନ୍‌କେ ବେଗ୍‍ଲାଇସି, ସେନ୍ତି ନର୍‌ପିଲା ମୁଇ ଲକ୍‌ମନ୍‌କେ ଦୁଇ ଦଲ୍‌ କରି ବାଗ୍‌ କର୍‌ବି ।
33 He will put the sheep on his right and the goats on his left. ଦରମ୍‌ ଲକ୍‌ମନ୍‌କେ ଉଜା ବାଟେ ଆରି ବିନ୍‌ ଲକ୍‌ମନ୍‌କେ ମର୍‌ ଡେବ୍‌ରି ବାଟେ ସଙ୍ଗଇବି ।
34 Then the King will say to those on his right, 'Come, you blessed by my Father; inherit the kingdom prepared for you since the foundation of the world. ତାର୍‌ ପଚେ ମର୍‌ ଉଜାବାଟେ ରଇଲା ଲକ୍‌ମନ୍‌କେ ମୁଇ କଇବି, “ଆସା, ତମ୍‌କେ ମର୍‌ ବାବା ଆସିର୍‌ବାଦ୍‌ କଲାଆଚେ । ଦୁନିଆ ତିଆର୍‌ଅଇଲା ବେଲେଅନି ଜନ୍‌ ରାଇଜ୍‌ ତମର୍‌ ପାଇ ତିଆର୍‌ ଅଇଲା ଆଚେ, ଆସା, ତେଇ ଜାଇ ପୁରା ।
35 "For I was hungry and you fed me; thirsty, and you gave me a drink; a stranger, and you took me in, ମୁଇ ବୁକେ ରଇଲି, ତମେ ମକେ କୁଆଇଲାସ୍‌ । ମକେ ସସ୍‍ କଲା, ତମେ ମକେ କାଇବାକେ ଦେଲାସ୍‌ । ମୁଇ ଚିନାର୍‌ ଜାନାର୍‌ ନ ରଇଲି, ମକେ ତମର୍‌ ଗରେ ଗତିଆ କରି ଡାକ୍‌ଲାସ୍‌ ।
36 I was naked and you dressed me, sick and you cared for me, in prison and you visited me.'" ମୁଇ ଡୁମ୍‌ଣ୍ଡା ରଇଲି, ମକେ ବସ୍‌ତର୍‌ ପିନ୍ଦାଇଲାସ୍‌ । ମୁଇ ଜର୍‌ଦାରାଇ ଅଇରଇଲି, ମକେ ଜତନ୍‌ କଲାସ୍‌ । ମୁଇ ବନ୍ଦି ଗରେ ରଇଲି ମକେ ଦେକ୍‌ବାର୍‌ ଆସିରଇଲାସ୍‌ ।”
37 "Then the righteous will answer him, 'Lord, when did we see you hungry and feed you, or thirsty and give you drink? ଦରମ୍‌ ଲକ୍‌ମନ୍‌ କଇବାଇ, “ମାପ୍‌ରୁ ! କେବେ ତମେ ବୁକେ ରଇଲାଟା ଦେକି ତମ୍‌କେ କାଇବାକେ ଦେଇରଇଲୁ ? କେବେ ତମ୍‍କେ ସସ୍‍ କଲାଜେ ପାନି କାଇବାକେ ଦେଇ ରଇଲୁ ?
38 "When did we see you a stranger and shelter you, or naked and dress you? କେବେ ତମେ ଚିନାର୍‌ ଜାନାର୍‌ ନ ଅଇରଇଲାସ୍‌ ଜେ ଆମେ ତମ୍‌କେ ଗତିଆ କରି ଗରେ ଡାକି ରଇଲୁ ? ଆରି କେବେ ଡୁମ୍‌ଣ୍ଡା ରଇଲାସ୍‌ ଜେ ପିନ୍ଦ୍‌ବାକେ ବସ୍‌ତର୍‌ ଦେଇ ରଇଲୁ ?
39 When did we see you sick or in prison and come to you?'" କେବେ ତମେ ଜର୍‌ ଦାରାଇ ଅଇରଇଲାସ୍‌ଜେ ଆମେ ତମ୍‌କେ ଜତନ୍‌ କଲୁ ? ଆରି କେବେ ତମେ ବନ୍ଦି ଗରେ ରଇଲାସ୍‌ଜେ ଆମେ ଦେକ୍‌ବାର୍‌ ଆସିରଇଲୁ ?”
40 "And the King will reply, 'Truly I tell you, whatever you did for one of the least of these siblings of mine, you did for me.' ପଚେ, ମୁଇ ସେମନ୍‌କେ କଇବି, ମୁଇ ତମ୍‌କେ ସତ୍‌କଇଲିନି, ଏ ମର୍‌ ବାଇମନର୍‌ ବିତ୍‌ରେ ସବୁର୍‌ଟାନେଅନି ଗଟେକ୍‌ ସାନ୍‌ ଲକର୍‌ ପାଇ, ଜାଇଟା ସବୁ କରିଆଚାସ୍‌, ସେଟା ମର୍‌ ପାଇ କରିଆଚାସ୍‌ ।
41 Then he'll tell those on his left, 'Away from me, you cursed ones, into the eternal fire prepared for the devil and his angels. ତାର୍‌ପଚେ ଡେବ୍‌ରିବାଟେ ବସି ରଇବା ଲକ୍‌ମନ୍‌କେ ମୁଇ କଇବି “ଏଇ ସାଇପ୍‌ ପାଇରଇବା ଦଲର୍‌ ଲକ୍‌ମନ୍‌ ! ମର୍‌ ମୁଆଟେ ରୁଆନାଇ । ସଇତାନ୍‌ ଆରି ତାର୍‌ ସଙ୍ଗ୍‍ ରଇଲା ଦୁତ୍‌ମନର୍‌ ପାଇ, ସବୁବେଲେ ଲାଗି ରଇବା ଜଇକୁଣ୍ଡ୍ ତିଆର୍‌ ଅଇଲାଆଚେ । ତେଇ ଜାଆ !
42 For I was hungry and you gave me nothing to eat, thirsty and you gave me nothing to drink, ମୁଇ ବୁକେ ରଇଲି, ତମେ ମକେ କାଇବାକେ ଦିଆସ୍‌ ନାଇ, ମକେ ସସ୍‍ କଲାଜେ ପାନି ଗୁଡିକ୍‌ ଦିଆସ୍‌ ନାଇ ।
43 I was a stranger, and you didn't take me in; naked, and you didn't dress me; sick and in prison, and you didn't visit me.'" ମୁଇ ଅଚିନାର୍‌ ଅଇ ରଇଲା ବେଲେ ମକେ ଡାକାସ୍‌ ନାଇ । ମୁଇ ଡୁମ୍‍ଣ୍ଡା ରଇଲା ବେଲେ ମକେ ବସ୍‌ତର୍‌ ପିନ୍ଦାଆସ୍‌ ନାଇ । ଜର୍‌ ଦାରାଅଇ ଆରି ବନ୍ଦି ଅଇ ରଇଲା ବେଲେ, ମକେ ଜତନ୍‌ କରାସ୍‌ନାଇ ।”
44 "Then they too will answer, 'Lord, when did we see you hungry, thirsty, a stranger, naked, sick, or in prison, and not serve you?' ସେମନ୍‌ ସେଡ୍‌କିବେଲେ ମକେ କଇବାଇ, “ମାପ୍‌ରୁ, ତମ୍‌କେ ଆମେ କେବେ ବୁକେ ରଇଲା ବେଲେ, ସସେ ରଇଲା ବେଲେ, ଅଚିନାର୍‌ ରଇଲା ବେଲେ, ଡୁମ୍‍ଣ୍ଡା ରଇଲା ବେଲେ ଆରି ଜର୍‌ ଦାରାଇଅଇ ବନ୍ଦି ରଇବାଟା ଦେକି ତମ୍‌କେ ସାଇଜ କରୁ ନାଇ ?”
45 "He will answer, 'Truly I tell you: whatever you didn't do for one of the least of these, you didn't do for me.' ସତଇସେ ମୁଇ କଇବି, “ଏ ସାନ୍‌ ଲକ୍‌ମନର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌କେ ସାଇଜ କର୍‌ବାକେ ମନାକର୍‌ବା ବେଲେ, ତମେ ମକେ ସାଇଜ କରାସ୍‌ ନାଇ ।
46 Then they will go away to eternal punishment, but the righteous to eternal life." ଏନ୍ତାରି ଲକ୍‌ମନ୍‌କେ ସବୁ ଦିନର୍‌ ପାଇ ଡଣ୍ଡ୍‌ ମିଲ୍‌ସି ଆରି ଦରମ୍‌ ଲକ୍‌ମନ୍‌ ନ ସାର୍‌ବା ଜିବନ୍‌ ପାଇବାଇ ।”
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]