Skip to content
The Believer's Library

Desiya Bible

Hebrews 1 Saa25

Show Saa25 only
Verse × ×
1 Long ago, in many times and many ways, our Heavenly Father spoke to our ancestors through the prophets. ପର୍‌ମେସର୍‌ ପୁର୍‌ବେ ବିନ୍‌ ବିନ୍‌ ବେଲାଇ ଆରି ବିନ୍‌ ବିନ୍‌ ବାଟେ ବବିସତ୍‌ବକ୍‌ତା ମନ୍‌କେ ପାଟାଇକରି, ଆମର୍‌ ଆନିଦାଦିମନର୍‌ ସଙ୍ଗ୍‍ କାତା ଅଇଲା ।
2 But in these final days he spoke to us by his Son, whom he appointed heir of all things and through whom he made the universe. ମାତର୍‌ ଏ ସେସ୍‌ କାଲେ ତାର୍‌ ପଅକେ ପାଟାଇକରି ତାର୍‌ କାତା ଜାନାଇ ଆଚେ । ତାର୍‌ଲାଗି ଏ ଜଗତ୍‌ ତିଆର୍‌ କଲାଆଚେ ଆରି ଜଗତର୍‌ ସବୁ ବିସଇର୍‍ ଉପ୍‌ରେ ତାକେ ଅଦିକାର୍‌ ଦେଲାଆଚେ ।
3 The Son is the brightness of our Father's glory, the exact image of his being, sustaining all things by his powerful word. After purifying sins, he sat down at the right hand of the Majesty on high. ପର୍‌ମେସରର୍‌ ମଇମାର୍‌ ଉଜଲ୍‌ ମାପ୍‌ରୁ ଜିସୁର୍‌ଟାନେ ଡିସ୍‌ସି । ପର୍‌ମେସର୍‌ ଜେନ୍ତାରି ଆଚେ, ତାର୍‌ ପଅ ସେନ୍ତାରିସେ । ଜନ୍‌ ବପୁର୍‌ ବାକିଅ ପଅ କାତା ଅଇସି, ସେ ବାକିଅ ସଙ୍ଗ୍‍ ତିଆର୍‌କଲାଟା ସେ ସାସନ୍‌ କର୍‌ସି । ଆମର୍‌ ପାପର୍‌ ଲାଗି କେମା କରିସାରାଇଲା ପଚେ, ସେ ସର୍‌ଗେ ବାଅଡ୍‌ଲା । ଆରି ସବୁର୍‌ତେଇଅନି ବପୁ ରଇବା ପର୍‌ମେସରର୍‌ ଉଜାବାଟେ ସାସନ୍‌ କର୍‌ବାକେ ବସ୍‌ଲା ।
4 He became as much greater than angels as his inherited name is greater than theirs. ପର୍‌ମେସର୍‌ ତାର୍‌ ପଅକେ ସରଗର୍‌ ଦୁତ୍‌ମନର୍‌ ଟାନେଅନି ମୁକିଅ କଲା ଆରି ସେମନର୍‌ଟାନେଅନି ତାକେ ବଡ୍‌ ନାଉଁ ଦେଲା ।
5 For to which of the angels did our Father ever say, "You are my Son; today I have become your Father"? Or again, "I will be his Father, and he will be my Son"? କାଇକେବଇଲେ, ପର୍‌ମେସର୍‌ ତାର୍‌ କନ୍‌ ଦୁତ୍‌କେ ମିସା ଏନ୍ତାରି କଏ ନାଇ, ତୁଇ ମର୍‌ ପଅ, ଆଜିଅନି ମୁଇ ତର୍‌ ବାବା ଅଇଲି ଆଚି, ତାର୍‌ କନ୍‌ ଦୁତର୍‍ ବିସଇ ଏନ୍ତାରି କଏନାଇ, ମୁଇ ତର୍‌ ବାବା ଅଇବି ଆରି ସେ ମର୍‌ ପଅ ଅଇସି ।
6 And again, when he brings the firstborn into the world, he says, "Let all my angels worship him. ମାତର୍‌ ପର୍‌ମେସର୍‌ ଜେଡେବେଲେ ତାର୍‌ ପଣୁଆ ପଅକେ ଏ ଜଗତେ ପାଟାଇଲା, ସେ ଏନ୍ତାରି କଇରଇଲା, ପର୍‌ମେସରର୍‌ ଦୁତ୍‌ମନ୍‌ ତାକେ ସେବା କର୍‌ବାଇ ।
7 Of the angels he says, "He makes his angels winds, and his servants flames of fire." ମାତର୍‌ ସରଗର୍‌ ଦୁତ୍‌ମନର୍‌ ବିସଇନେଇ ପର୍‌ମେସର୍‌ ଏନ୍ତାରି କଇରଇଲା, ପର୍‌ମେସର୍‌ ତାର୍‌ ଦୁତ୍‌ମନ୍‌କେ ପବନ୍‌ ପାରା କଲାଆଚେ । ଆରି ତାର୍‌ ଦାଙ୍ଗ୍‌ଡାମନ୍‌କେ ଲାଗ୍‌ବା ଜଇପାରା କଲାଆଚେ ।
8 But about the Son he says, "Your throne, O God, is forever and ever, and the scepter of righteousness is the scepter of your kingdom. ତାର୍‌ ପଅର୍‌ ବିସଇ ସେ ଏନ୍ତାରି କଇରଇଲା, “ଏ ପର୍‌ମେସର୍‌ ତର୍‌ ରାଇଜ୍‌ କାଲ୍‌କାଲ୍‌ ଜୁଗ୍‌ଜୁଗ୍‌ ରଇସି, ଆରି କେବେ ନ ସାରେ । କାଇ ଅନିଆଇ ନ କରି ତର୍‌ ଲକ୍‌ମନ୍‌କେ ସାସନ୍‌ କଲୁସ୍‌ନି ।
9 You have loved righteousness and hated wickedness; therefore our Father, your Father, has anointed you with the oil of gladness above your companions." ସତ୍‌ ବିସଇ ମନ୍‍କରି ବିନ୍‌ ବିସଇ ଗିନ୍‌ କଲୁସ୍‌ନି । ତେବର୍‌ପାଇ ତର୍‌ ପର୍‌ମେସର୍‌ ତକେ ବାଚ୍‌ଲାଆଚେ । ସେ ତକେ ଆଲାଦ୍‌ କରି ତର୍‌ ସଙ୍ଗାରିମନର୍‌ ତେଇଅନି ଅଦିକ୍‌ ସନ୍‌ମାନ୍‌ ଦେଇ ସାର୍‌ଦା କରାଇଆଚେ ।”
10 And, "In the beginning, Lord, you laid the foundations of the earth, and the heavens are the work of your hands. ସେ ଏନ୍ତାରି ମିସା କଇଲାଆଚେ, “ଏ ମାପ୍‌ରୁ ଆରାମେ ଅନି ତୁଇ ଜଗତ୍‌ ତିଆର୍‌ କରିଆଚୁସ୍‌ । ଆରି ତର୍‌ ନିଜର୍‌ ଆତେ ଆକାସ୍‌ ଆରି ତେଇ ରଇବା ସବୁଜାକ ତିଆର୍‌ କଲୁସ୍‌ ।
11 They will perish, but you remain; they will all wear out like a garment. ସେଟା ସବୁ ମାୟା ଅଇଜାଇସି, ମାତର୍‌ ତୁଇ ସବୁଦିନର୍‌ପାଇ ରଇସୁ । ସେଟା ସବୁ ପୁର୍‌ନା ଲୁଗା ପାରା ଚିରି ଅଇଜାଇସି ।
12 You will roll them up like a robe; like a garment they will be changed. But you are the same, and your years will never end." ଲୁଗା ଦୁନାଇକରି ସଙ୍ଗଇଲା ପାରା ତୁଇ ସେଟାମନ୍‌କେ ସଙ୍ଗଇସୁ । ଆରି ଲୁଗା ପାଲ୍‌ଟନା କଲାପାରା ବାଦ୍‌ଲାଇସୁ । ମାତର୍‌ ନିଜେ ତୁଇ ନ ବାଦ୍‌ଲି କରି କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ରଇସୁ ।”
13 But to which of the angels did our Father ever say, "Sit at my right hand until I make your enemies a footstool for your feet"?" ପର୍‌ମେସର୍‌ ତାର୍‌ କନ୍‌ ଦୁତ୍‌ମନ୍‌କେ ମିସା କଏନାଇ, “ମୁଇ ତମର୍‌ ଦୁତ୍‌ମନ୍‌କେ ତମର୍‌ ପାଦ୍‌ତଲେ ନ ସଙ୍ଗଇବା ଜାକ ମର୍‌ ଉଜାବାଟେ ବସି ରୁଆ ।”
14 Aren't all angels ministering spirits, sent to serve those about to inherit salvation? ତେବର୍‌ପାଇ ପିଲାମନ୍‌ ସବୁ ରକତ୍‌ ମାଉଁସ୍‌ ମିସି ରଇବାକେ ସେ ମିସା ନିଜର୍‌ ସେ ରକାମ୍‌ ସିତି ମିସିଗାଲା, ଆରି ତାର୍‌ ମରନ୍‌ ସଙ୍ଗ୍‌ ମରନର୍‌ ଅଦିକାରି ସୟ୍‌ତାନ୍‌କେ ବିନାସ୍‌ କଲା ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]