Skip to content
The Believer's Library

Desiya Bible

Genesis 19 Saa25

Show Saa25 only
Verse × ×
1 The two angels came to Sodom that evening; Lot sat at Sodom's gate. Seeing them, he rose to meet them and bowed, face to the ground. ତାର୍‌ପଚେ ସଞ୍ଜ୍‌ ବେଲେ ସେ ଦୁଇଲକ୍‌ ସରଗର୍‌ ଦୁତ୍‌ ସଦମେ କେଟ୍‌ଲାଇ, ସେଡ୍‌କିବେଲେ ଲତ ସଦମ୍‌ ନଅଁରର୍‌ ଦୁଆରେ ବସି ରଇଲା ସେମନ୍‌କେ ଦେକିକରି ବେଟ୍‌ ଅଇବାକେ ଗାଲା ଆରି ମାଣ୍ଡିକୁଟା ଦେଇ କରି ଜୁଆର୍‌ କରି କଇଲା,
2 "Please, my lords," he said, "stop at your servant's house, spend the night, wash your feet; rise early and go your way." "No," they said, "we'll spend the night in the square." ଲତ କଇଲା ଏ ମର୍‌ ପର୍‌ବୁ ମନ୍‌, ମୁଇଁ ବାବୁଜିଆ କଲିନି, ଆଜି ରାତି ତମର୍‌ ଏ ଦାସର୍‌ ଗରେ ପୁରି ବାସାକରା ଆରି ଆତ୍‌ଗଡ୍‌ ଦୁଆ, ତାର୍‌ ପଚେ ସାକାଲ୍‌ ପାଉଁପାଉଁ ଉଟି କରି ଜାଆ ସିନା , ତାର୍‌ ପଚେ ସେମନ୍‌ କଇଲାଇ, ନାଇଁ, ଆମେ ରାତି ସାରା ଦୁଆରେସେ ସଇବୁବେ ବଲିକରି ।
3 He pressed them hard, so they turned aside to him, entered his house. He made them a feast, baked bread without yeast, and they ate. ମାତର୍‌ ଲତ ବାବୁଜିଆ କଲାକେ ସେମନ୍‌ ତାର୍‌ ସଙ୍ଗେ ଜାଇ ଗରେ ପୁର୍‌ଲାଇ ତାର୍‌ ପଚେ ଲତ ସେମନର୍‌ ପାଇଁ ସଡା ନ ମିସାଇଲା ରୁଟି ରାନ୍ଦାବାଡାକରି ସେମନ୍‌କେ କାଇବାକେ ଦେଲାଇ ।
4 Before they lay down, the men of the city—Sodom's men—young and old, all the people, without exception, surrounded the house. ମାତର୍‌ ସେମନ୍‌ ନ ସଇବା ଆଗ୍‌ତୁ ସେ ନଅଁରର୍‌ ଲକ୍‌ମନ୍‌, ସଦମର୍ ଦାଙ୍ଗ୍‌ଡା ଡକ୍‌ରା ସବୁଲକ୍‌ ଚାରିବେଟ୍‌ତି ଆସିକରି ତାର୍‌ଗରେ ବେଡି ଦେଲାଇ ।
5 They called to Lot, "Where are the men who came to you tonight? Bring them out—let us have sex with them." ଆରି ଲତକେ ଡାକି କଇଲାଇ, ଆଜି ରାତି ଜନ୍‌ ଲକ୍‌ମନ୍‌ ତମର୍‌ ଗରେ ଆଇଲାଇ, ସେମନ୍‌ କେନେ ଗାଲାଇ ? ସେମନ୍‌କେ ବାର୍‌କରି ଆମର୍‌ ଲଗେ ଆନ୍‌, ଆମେ ଆଜି ରାତି ସେମନର୍‌ ସଙ୍ଗେ ପାପ୍‌କାମ୍‌ କର୍‌ବୁ।
6 Lot went out to them at the entrance, shutting the door behind him, ତାର୍‌ପଚେ ଲତ ଦୁଆରେ ଆସି କାପାଟ୍‌କେ ଡାବି କରି କଇଲା
7 and said, "Please, my brothers, don't do evil. ଏ ବାଇମନ୍‌,ମୁଇଁ ଗୁଆରି କରି କଇଲିନି, ଏ ରକାମ୍‌ କରାପ୍‌ କାମ୍‌ କରାନାଇ ।
8 I have two daughters who've never been with a man. I'll bring them out to you—do to them as you please. But do nothing to these men; they've come under my roof's protection." ସୁନା, ମର୍‌ ବିବା ନ ଅଇଲା ଦୁଇଟା ଟକିମନ୍‌ ଆଚତ୍‌, ସେମନ୍‌କେ ତମର୍‌ ଲଗେ ଆନ୍‌ଲିନି, ତମର୍‌ ଆଁକି ଲଗେ ଜାଇଟା ନିକ,ଲାଗ୍‌ଲେ ସେଟା କରା, ମାତର୍‌ ସେ ଲକ୍‌କେ କାଇଟା କରା ନାଇଁ, କାଇକେ ବଇଲେ ସେମନ୍‌ ମର୍‌ ଗତିଆ ତେବର୍‌ ପାଇ ମର୍‌ ଗରେ ପୁରି ଆଚତ୍‌ ।
9 They said, "Get back!" Then, "This outsider came to stay, and now he judges us? We'll treat you worse than them." They pressed hard against Lot and moved in to break down the door. ସେଡ୍‌କିବେଲେ ସେମନ୍‌ କଇଲାଇ, ଏ ଲକ୍‌ ଆମର୍‌ ବିତ୍‌ରେ ବାସା ଅଇବାକେ ଆସି ଆମର୍‌ ଉପ୍‌ରେ ବିଚାର୍‌ କରୁ ଅଇବାକେ ଇଚା କଲାଇନି, ଏବେ ସେମନର୍‌ ବିତ୍‌ରେ ଅନି ତର୍‌ ଲଗେ ଆରି କରାପ୍‌ କାତାବାର୍‌ତା କର୍‌ବୁ । ତେଇ ସେମନ୍‌ ସେ ନଅଁରର୍‌ ବାଇଲେ ଲତର୍‌ ସଙ୍ଗେ ଲାଗାଲାଗି ଅଇ କାପାଟ୍‌ ବାଙ୍ଗାଇବାକେ ଗାଲାଇ।
10 But the men reached out, pulled Lot into the house with them, and shut the door. ମାତର୍‌ ସେ ଦୁଇଲକ୍‌ ଆତ୍‌ ଲାମାଇଁ କରି ଲତ୍‌କେ ଗର୍‌ବିତ୍‌ରେ ଅନି ତାକର୍‌ ଲଗେ ଜିକି ନେଇଁ କାପାଟ୍‌ ଡାବି ଦେଲାଇ ।
11 They struck the men at the house door blind, small to great, till they wore themselves out searching for the door. ଆରି ଦୁଆରେ ରଇବା ସାନ୍‌ବଡ୍‌ ସବୁ ଲକ୍‌ମନ୍‌କେ କାଣା କରି ଦେଲାଇ,ତାର୍‌ପଚେ ସେମନ୍‌ ଦୁଆରେ ବାଟ୍‌ କଜି କଜି ତାକି ଗାଲାଇ ।
12 The men said to Lot, "Who else do you have here—son-in-law, sons, daughters, anyone in the city who's yours? Bring them out of this place. ତାର୍‌ ପଚେ ସେ ଦୁଇ ଲକ୍‌ ଲତକେ କଇଲାଇ, ଏ ଜାଗାତେଇ କେତେକ୍‌ ଲକ୍‌ ଆଚତ୍‌ ? ତମର୍‌ ପିଲା ଟକି ମନ୍‌ ଆରି ଜୁଆଁଇ ଜେତେକ୍‌ ଲକ୍‌ ଏ ନଅଁରେ ଆଚତ୍‌, ସେ ସବୁ ଲକ୍‌କେ ଇତି ଅନି ଡାକି ଦାରି ଜାଆ ।
13 We're about to destroy this place - the outcry against its people has grown great before our Father, and our Father sent us to destroy it." କାଇକେ ବଇଲେ ଆମେ ଏ ଜାଗାକେ କୁରୁପ୍‌ନାସ୍‌ କର୍‌ବୁ । ସବୁବେଲର୍‌ ମାପ୍‌ରୁର୍‌ ମୁଆଟେ ଏ ନଅଁରର୍‌ ବିରୁଦେ ବେସି କାନ୍ଦ୍‌ବାଟା ସୁନି ଆଚେ, ସେଟାର୍‌ ପାଇଁ ସବୁବେଲର୍‌ ମାପ୍‌ରୁ ଏ ନଅଁର୍‌କେ କୁରୁପ୍‌ନାସ୍‌ କର୍‌ବାକେ ଆମ୍‌କେ ପାଟାଇଲା ଆଚେ ।
14 Lot went out and spoke to his sons-in-law, betrothed to his daughters: "Get up, leave this place—our Father is about to destroy the city!" Yet his sons-in-law took it as a joke. ତାର୍‌ପଚେ ଲତ ବାଇରେ ବାରଇ ଜାଇ କରି ନିଜର୍‌ ଟକିମନର୍‌ ସଙ୍ଗେ ବିବା କର୍‌ବାକେ ଇଚା କଲା, ଜୁଆଇଁ ମନ୍‌କେ କଇଲା, ଉଟା ଇତିଅନି ବାରୁଆ, ସବୁବେଲର୍‌ ମାପ୍‌ରୁ ଏ ନଅଁର୍‌କେ ବିନାସ୍‌ କର୍‌ସି, ମାତର୍‌ ଜୁଆଁଇମନ୍‌ ତାକେ ମିଚ୍‌ ବଲିକରି ବାବ୍‌ଲାଇ ।
15 At dawn the angels urged Lot: "Get up, take your wife and two daughters here, or you'll be consumed in the city's punishment." ଆରିଗଟେ ଦିନର୍‌ ସାକାଲିଆ , ଦୁତ୍‌ମନ୍‌ ଲତକେ ଜାଗର୍‌ତା କରାଇ କଇଲାଇ, ଉଟ୍‌, ନିଜର୍‌ ମାଇଜି ଆରି ଏ ଦୁଇଟା ଟକି ମନ୍‌ ଇତି ଆଚତ୍‌, ସେମନ୍‌କେ ଡାକି ଦାରି ଜାଆ ନଇଲେ ଏ ନଅଁରର୍ ଡଣ୍ଡ୍ ସଙ୍ଗେ ତମେ ବିନାସ୍‌ ଅଇ ଜାଇସା,
16 He hesitated, so the men grabbed his hand, his wife's, and two daughters', our Father pitying him, and they brought him out and left him outside the city. ଅଇଲେ ମିସା ସେ ଅଲ୍‌ସମ୍‌ କଲାଇ, ତାର୍‌ପଚେ ତାର୍‌ ଲଗେଅନି ସବୁବେଲର୍‌ ମାପ୍‌ରୁର୍‌ ଦଆର୍‌ ପାଇ ସେମନ୍‌ ଲତ ଆରି ତାର୍‌ ମାଇଜି ଆରି ଦୁଇଟା ଟକିର୍‌ ଆତ୍‌ ଦାରି କରି ସେମନ୍‌କେ ନଅଁରର୍‌ ବାଇରେ ଜିକି ନେଲାଇ ।
17 When they were brought outside, one of them said, "Run for your life! Don't look back or stop anywhere in the valley. Flee to the hills, or you'll be swept away." ଏ ରକାମ୍‌ ବାର୍‌କରି ଆନ୍‌ଲା ପଚେ ସେମନର୍‌ ବିତ୍‌ରେ ଅନି ଗଟେକ୍‌ ଦୁତ୍‌ ଲତକେ କଇଲା,ଜିବନ୍‌ ବଁଚାଇବାକେ ପାଲାଆ; ପଚ୍‌ବାଟେ ଆରି ପାସ୍‌ଲି ଦେକ୍ ନାଇଁ ଆରି ଏ ଡଙ୍ଗରର୍‌ ପାଲିଜୁଲି ମିସା ରୁଆ ନାଇ,ଡଙ୍ଗର୍ ଉପ୍‌ରେ ଉଟି ଜା,ନଇଲେ ବିନାସ୍‌ ଅଇ ଜଇସା।
18 But Lot said to them, "No, please, my Sovereign Father. ତାର୍‌ପଚେ ଲତ ଉତର୍ ‌ଦେଲା,ଏ ମର୍ ମାପ୍‌ରୁ ଏ ରକାମ୍‌ ନ ଅଅ,
19 Your servant has found favor with you; you've shown great kindness saving my life. But I can't flee to the hills—disaster will catch me and I'll die. ଏବେ ଏ ଦାସ୍‌କେ ଆସିର୍‌ବାଦ୍‌ ଆରି ବେସି ଦୟାକରି ଜିବନ୍‌ ରକିଆ କଲେ;ମୁଇଁ ଡଙ୍ଗର୍‌ ଉପ୍‌ରେ ପାଲାଇ ଜାଇ ନାପାରି, କେ ଜାନେ ବିପଦ୍‌ ଆଇଲେ ଡଙ୍ଗ୍‌ରେ ନ କେଟ୍‌ବା ଆଗ୍‌ତୁ ମରିଜିବି ।
20 Please—that town is near, small enough to run to. Let me escape there—isn't it small?—so I may live." ଦେକା ପାଲାଇ ଜିବାକେ ସେ ନଅଁରର୍‌ ଲଗେ, ସେଟା ସାନ୍‌ଟା; ସେ ଜାଗାଇ ଜିବାକେ ଆଦେସ୍‌ ଦେ, ତାର୍‌ପଚେ ମର୍‌ ଜିବନ୍‌ ବଁଚ୍‌ସି; ସେଟା କାଇ ସାନ୍‌ଟା ନଏଁ କି ?
21 He said to him, "I grant this favor too: I won't overthrow the town you mentioned. ତାର୍‌ପଚେ ସେ କଇଲା, ନିକ, ଆମେ ଏ ବିସଇରେ ତମର୍‌ ତେଇ ଦୟା କରି, ସେ ଜନ୍‌ ନଅଁରର୍‌ କାତା ତମେ କଇ ରଇଲାସ୍‌, ସେଟାକେ ବିନାସ୍‌ ନ କରୁ।
22 Hurry, flee there—I can do nothing until you arrive." That's why the town is named Zoar. ତମେ ଦାପ୍‌ରେ ସେ ଜାଗାଇ ପାଲାଆ,କାଇକେ ବଇଲେ ତମେ ସିତି ନ କେଟ୍‌ଲେ,ଆମେ କାଇଟା କରି ନାପାରୁ। ସେଟାର୍‌ ପାଇଁ ସେ ନଅଁରର୍‌ ନାଉଁ ସୟର୍‌ ବଲିକରି ଦେଲାଇ।
23 The sun had risen over the land when Lot reached Zoar. ତାର୍‌ପଚେ ଦେସେ ସାକାଲ୍‌ ପାଇ ବେଲ୍‌ ଉଦ୍‌ବାକେ ଲତ ସୟର୍‌ ନଅଁରେ କେଟ୍‌ଲା।
24 Then our Father rained sulfur and fire out of heaven on Sodom and Gomorrah. ତେବେ ସବୁବେଲର୍‌ ମାପ୍‌ରୁ ଆକାସେ ଅନି ସବୁବେଲର୍‌ ମାପ୍‌ରୁର୍‌ ଲଗେ ଅନି ସଦମର୍‌ ଆରି ଅମରା ଉପ୍‌ରେ ଗନ୍ଦକ୍‌ ଆରି ଜଇର୍‌ ବର୍‌ସା କରି,
25 He destroyed those cities, the whole plain, all the cities' residents, and everything growing on the ground. ସେ ସବୁ ବାଟର୍‌ ନଅଁର୍‌ ମନର୍‌ ଆରି ଡଙ୍ଗର୍‌ ମନ୍‌ ସେ ଲଗର୍‌ ପାକର୍‌ ଲକ୍‌ ଆରି ସେ ବୁଏଁ ଜାତ୍‌ ଅଇଲା ସବୁ ଜାକ ବିନାସ୍‌ କଲା।
26 But Lot's wife looked back from behind him, and she became a pillar of salt. ମାତର୍‌ ଲତର୍‌ ମାଇଜି ପଚ୍‌ବାଟେ ପାସ୍‌ଲି ଦେକ୍‌ଲାକେ ସେ ନୁନ୍‌ପାରା ଅଇ ସିଦ୍‌ ପାସଲ୍‌ଲା ।
27 Early the next morning Abraham went to the place where he had stood before our Father. ଆରି ଅବ୍‌ରାଆମ୍‌ କୁକ୍‌ଡା ଡାକେ ଉଟି ଆଗ୍‌ତୁ ଜନ୍‌ ଜାଗାଇ ସବୁବେଲର୍‌ ମାପ୍‌ରୁର୍‌ ମୁଆଟେ ଟିଆଅଇ ରଇଲା, ସେ ଜାଗାଇ ଟିଆ ଅଇଲା,
28 He looked toward Sodom, Gomorrah, and the whole plain, and saw smoke rising from the land like smoke from a kiln. ସେ ସଦମ୍‌ ଆରି ଅମରା ଆରି ଡଙ୍ଗର୍‌ ପାଲିର୍‌ ସବୁ ଜାଗା ମନ୍‌କେ ଦେକ୍‌ଲାଜେ, ସେ ଦେସେ ଅନି ବାଟିର୍‌ ଦୁଆଁ ଉଡ୍‌ଲା ପାରା ସେ ନଅଁରେ ଦୁଆଁ ଉଡ୍‌ବାଟା ଦେକ୍‌ଲା ।
29 When our Father destroyed the plain's cities, our Father remembered Abraham and brought Lot out of the overthrow of the cities where Lot lived. ଏ ରକାମ୍‌ ସେ ଡଙ୍ଗର୍‌ ପାଲିର୍‌ ସବୁ ନଅଁର୍‌ ମନ୍‌ ବିନାସ୍‌ ଅଇଲା ବେଲେ ପର୍‌ମେସର୍‌ ଅବ୍‌ରାମ୍‌କେ ଏତାଇଲା, ଆରି ଲତ ଜନ୍‌ଜନ୍‌ ନଅଁର୍‌ ମନ୍‌କେ ବାସାଅଇ ରଇଲା, ସେ ସେ ନଅଁରର୍‌ ଲକ୍‌ ବିନାସ୍‌ ଅଇବା ବେଲେ ବିନାସ୍‌ ଅଇବା ତେଇ ଅନି ଲତକେ ବାର୍‌କରାଇ ଦେଲାଇ।
30 Lot went up from Zoar to live in the mountains with his two daughters, afraid to stay in Zoar; he and his two daughters lived in a cave. ତାର୍‌ପଚେ ଲତ ସୟର୍‌ ଜାଗାଇ ବାସା ଅଇବାକେ ଡରିକରି ତେଇଅନି ବାରଇ ନିଜର୍‌ ଦୁଇଟା ଟକି ମନ୍‌କେ ଦାରି ଡଙ୍ଗର୍‌ ଉପ୍‌ରେ ବାସା କଲାଇ; ତାର୍‌ପଚେ ସେ ଆରି ତାର୍‌ ଦୁଇଟା ଟକି ପାର୍‌ ବିତ୍‌ରେ ବାସା ଅଇଲାଇ ।
31 The firstborn told the younger, "Our father is old; no man remains in the land to sleep with us, as is customary everywhere. ତାର୍‌ପଚେ ତାର୍‌ ବଡ୍‌ଟା ଟକି ସାନ୍‌ଟାକେ କଇଲା, ଆମର୍‌ ବାବା ଡକ୍‌ରା ଅଇ ଗାଲାବେ, ଆରି ଜଗତର୍ କାତାବାର୍‌ତା କର୍‌ବା ଇସାବ୍‌ରେ ଆମର୍‌ ସଙ୍ଗେ ବିବା କର୍‌ବାକେ ଏ ଦେସେ ତା ଗଟେଲକ୍‌ ମିସା ମୁନୁସ୍‌ ପିଲା ନାଇ ।
32 Come, let's give our father wine, then sleep with him, and keep offspring alive through our father." ଆରି ଆମେ ଜୁ ବାବାକେ ଅଙ୍ଗୁର୍‌ ରସ୍‌ କୁଆଇ ବାବାର୍‌ ବଁସ୍‌ ରକିଆ କର୍‌ବାକେ ତାର୍‌ସଙ୍ଗେ ସୁଆବସା ଅଉଁ ।
33 That night they gave their father wine; the firstborn went in and lay with him. He never knew when she lay down or rose. ତେବର୍‌ ପାଇ ସେ ରାତି ସେମନ୍‌ ନିଜର୍‌ ବାବାକେ ଅଙ୍ଗୁର୍‌ ରସ୍‌ କୁଆଇ କରି ବଡ୍‌ଟା ଟକି ଉଟିଜାଇ ବାବାର୍‌ ସଙ୍ଗେ ସୁଆବସା କଲା, ମାତର୍‌ ତାର୍‌ ସୁଆବସା କରି ଉଟିଜିବାଟା ଲତ ଜାନି ନାପାର୍‌ଲା ।
34 Next day the firstborn said to the younger, "I slept with my father last night. Let's give him wine again tonight—go sleep with him, so we preserve offspring from our father." ଆରି ଗଟେକ୍‌ ଦିନ୍‌ ସେ ବଡ୍‌ଟା ଟକି ସେ ସାନ୍‌ଟାକେ କଇଲା, ଦେକ୍‌ ମୁଇଁ କାଲିରାତି ବାବାର୍‌ ସଙ୍ଗେ ସୁଆବସା, କଲି, ଆଜି ରାତି ମିସା ବାବାକେ ଅଙ୍ଗୁର୍‌ ରସ୍‌ କୁଆଇ, ତୁଇ ଜାଇ ବାବାର୍‌ ବଁସ୍‌ ରକିଆ କର୍‌ବାକେ ତାର୍‌ ସଙ୍ଗେ ସୁଆବସା କର୍‌ ।
35 That night too they had their father drink wine; the younger got up and slept with him, and he did not know when she lay down or when she got up. ତାର୍ ପଚେ ସେମନ୍ ସେ ରାତି ମିସା ବାବାକେ ଅଙ୍ଗୁର୍‌ ରସ୍‌ କୁଆଇକରି, ସାନ୍‌ଟା ଟକି ଉଟିଜାଇ ବାବାର୍‌ ସଙ୍ଗେ ସୁଆବସା କଲା, ମାତର୍‌ ତାର୍ ସୁଆବସା କରି ଉଟି ଜିବାଟାକେ ଲତ ଜାନି ନାପାର୍‌ଲା ।
36 So both of Lot's daughters became pregnant by their father. ଏନ୍‌ତାରି ଲତର୍ ଦୁଇଟା ଟକି ନିଜର୍‌ ବାବାର୍‌ ସଙ୍ଗେ ସୁଆବସା ଅଇକରି ଗାଗ୍‌ଡେ ଅଇଲାଇ,
37 The firstborn bore a son, named him Moab—father of the Moabites to this day. ତାର୍‌ ପଚେ ବଡ୍‌ଟକି ପିଲା ଜନମ୍‌ କରି ତାର୍ ନାଉ ମୟାବ୍‌ ଦେଲା, ସେ ଏବର୍‌ କାଲର୍‌ ମଆବିଅ ଲକ୍‌ମନର୍‌ ଆନିଦାଦି।
38 The younger also had a son and named him Ben-Ammi—father of the Ammonites to this day. ଆରି ସାନ୍‌ ଟକି ମିସା ପିଲା ଜନମ୍ କରି ତାର୍‌ ନାଉ ବିନ୍‌ଅମି ବଲିକରି ନାଉଁ ଦେଲା, ସେ ଏ କାଲର୍‌ ଅମନିୟ ଲକ୍‌ମନର୍‌ ଆନିଦାଦି ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]