Skip to content
The Believer's Library

Desiya Bible

Genesis 20 Saa25

Show Saa25 only
Verse × ×
1 Abraham traveled from there to the Negev, settled between Kadesh and Shur, and lived as a foreigner in Gerar. ତାର୍‌ପଚେ ଅବ୍‌ରାଆମ୍‌ ତେଇଅନି ଦକିଣ୍‌ ଦେସ୍‌ବାଟେ ଜାଇକରି କାଦେସ୍‌ ଆରି ସୁରର୍‌ ମଜାର୍‌ ଜାଗାଇ ରଇ ଗରା ନାଉଁର୍‌ ଜାଗାଇ ବାସା କଲା ।
2 Abraham said of Sarah, his wife, "She is my sister." So Abimelech king of Gerar sent for her and took Sarah. ଆରି ଅବ୍‌ରାଆମ୍‌ ନିଜର୍‌ ମାଇଜି ସାରାର୍‌ ବିସଇରେ କଇଲା, ସେ ମର୍‌ ବଇନି, ସେଟାର୍‌ ପାଇଁ ଗରାରର୍‌ ରାଜା ଅବିମେଲକ୍ ଲକ୍‌ମନ୍‌କେ ପାଟାଇ କରି ସାରାକେ ନେଲାଇ ।
3 But our Father came to Abimelech in a dream that night: "You are as good as dead because of the woman you took, for she is a married woman." ସେ ରାତିଆ ପର୍‌ମେସର୍‌ ସପନ୍‌ଦେଇ ଅବିମେଲକର୍‌ ଲଗେ ଆସି କଇଲା, ତୁଇ ମରି ଜାଇସୁ, କାଇକେ ବଇଲେ ତୁଇ ଜନ୍‌ ମାଇଜିକେ ଆନି ଆଚୁସ୍‌, ତାର୍‌ ମୁନୁସ୍‌ ଆଚେ ।
4 Abimelech had not gone near her. He said, "Sovereign God, would you destroy even an innocent nation? ମାତର୍‌ ଅବିମେଲକ୍‌ ତାର୍‌ସଙ୍ଗେ ସୁଆବସା କରି ନ ରଇଲା,ଅବ୍‌ରାଆମ୍‌ କଇଲା, ଏ ମାପ୍‌ରୁ, ଜନ୍‌ ଦେସର୍‌ ଲକ୍‌ ନିର୍‌ଦସି , ସେମନ୍‌କେ କାଇ ତୁଇ ମାରି ଦେଇସୁ ?
5 Didn't he himself tell me, 'She's my sister'? And she herself also said, 'He's my brother.' I did this with a sincere heart and innocent hands." ସେ ଲକ୍ କାଇ ନିଜେ ମକେ କଇ ନ ରଇଲା କି, ସେ ମର୍‌ ବଇନି ? ଆରି ସେ ମାଇଜି ନିଜେ କଇଲା ସେ ମର୍‌ ବାଇ, ତେବର୍‌ପାଇ ମନର୍‌ ଦରମ୍‌ ଆରି ଦସ୍ ନଇଲା ଆତ୍‌ ସଙ୍ଗେ ମୁଇ ଏ କାମ୍‌ କରି ଆଚି।
6 Then our Father said to him in the dream, "Yes, I know you did this with integrity of heart, and I have kept you from sinning against me—that's why I didn't let you touch her. ତାର୍‌ପଚେ ପର୍‌ମେସର୍‌ ସପ୍‌ନେ ଅବିମେଲକ୍‌କେ କଇଲା, ତୁଇ ତର୍‌ ମନେ ଏ କାମ୍‌କେ ଦରମ୍‌ରେ କରି ଆଚୁସ୍‌, ଏଟା ଆମେ ଜାନୁ, ଆରି ଆମେ ମିସା ଆମର୍‌ ବିରୁଦେ ପାପ୍‌ କର୍‌ବାକେ ତମ୍‌କେ ମନା କଲୁ, ଏଟାର୍‌ ପାଇ ତାକେ ଚିଇବାକେ ଦେଉନାଇଁ ।
7 Now return the man's wife, for he's a prophet who will pray for you, and you'll live. If you don't return her, know you will surely die, you and all who are yours." ସେଟାର୍‌ପାଇଁ ଏବେ ଅବ୍‌ରାଆମର୍‌ ମାଇଜିକେ ବାଉଡାଇ ଦିଆସ୍‌, ସେ ବବିସତ୍‌ ବକ୍‌ତା, ତମର୍‌ ଲାଗି ପାର୍‌ତନା କର୍‌ସି, ତେବେ ତମେ ବଁଚ୍‌ସା, ମାତର୍‌ ତାକେ ବାଉଡାଇ ନ ଦିଆସ୍‌, ଆଲେ ସତ୍‌ରେ ତମର୍‌ ଗରର୍‌ ସର୍‌ତେ ଲକ୍‌ ମର୍‌ସା ଏଟା ତମେ ଜାନି ରୁଆ।
8 Abimelech rose early that morning, called all his servants, and told them all that had happened; the men were badly frightened. ତାର୍‌ପଚେ ଅବିମେଲକ୍‌ ସାକାଲେ ଉଟି ଦାଙ୍ଗ୍‌ଡା ମନ୍‌କେ ଡାକି ଏସବୁ କାତା ସେମନର୍‌ କାନେ ସୁନାଇଲା, ତେବର୍‌ ପାଇ ସେମନ୍‌ ବେସି ଡରି ଗାଲାଇ ।
9 Abimelech summoned Abraham and asked, "What have you done to us? How did I sin against you, that you brought a great sin on me and my kingdom? You've done to me what should never be done." ତାର୍‌ପଚେ ଅବିମେଲକ୍‌ ଅବ୍‌ରାଆମ୍‌କେ ଡାକିକରି କଇଲା, “ତୁଇ ଆମର୍‌ ସଙ୍ଗେ ଏଟା କାଇ କାତା କଲୁସ୍ ? ତୁଇ ଆମ୍‌କେ ଆରି ଆମର୍‌ ରାଇଜକେ ବେସି ପାପ୍ କରାଇଲୁସ୍‌, ଆମେ ତମର୍ ବିରୁଦେ ଏନ୍‌ତାରି କାଇ ଦସ୍ କରି ଆଚୁ ? ତମେ ଆମର୍ ତେଇ ନ କର୍‌ବା କରାପ୍‌ କାମ୍ କରାଇଲୁସ୍‌ ।”
10 Abimelech also said to Abraham, "What did you have in mind, that you did such a thing?" ଅବିମେଲକ୍‌ ଅବ୍‌ରାଆମ୍‌ କେ ଆରିତରେକ୍‌ କଇଲା, “ତମେ କାଇଟା ଦେକି ଏ ରକାମ୍‌ କାମ୍‌ କଲାସ୍ ?”
11 Abraham said, "I thought: surely there's no fear of our Father here, and they will kill me for my wife." ସେଡ୍‌କି ବେଲେ ଅବ୍‌ରାଆମ୍‌ କଇଲା, ଏ ଦେସେ ପର୍‌ମେସର୍‌କେ କେ ମିସା ଡରତ୍‌ ନାଇ, ଏଟାର୍‌ ପାଇ ମୁଇ ବାବ୍‌ଲି, ଏମନ୍‌ ମର୍‌ ମାଇଜିର୍‌ ଆସାରେ ମକେ ମାରି ମରାଇ ଦେବାଇ ।
12 Besides, she truly is my sister, my father's daughter but not my mother's, and she became my wife. ସେ ମର୍‌ ବଇନି, ଏଟା ସତ୍‌କାତା, କାଇକେ ବଇଲେ ସେ ମର୍‌ ବାବାର୍‌ ଟକି, କି ମାଆର୍‌ ଟକି ନଏଁ, ମାତର୍‌ ମର୍‌ ମାଇଜି ଅଇଲା ।
13 When our Father made me wander from my father's house, I told her: Show me this kindness—wherever we go, say of me, "He is my brother." ଜେଡେବଲ୍‌ ପର୍‌ମେସର୍‌ ମକେ ବାବାର୍‌ ଗରେ ଅନି ବାର୍‌କରାଇ ଆନ୍‌ଲା ,ସେଡ୍‌କି ବେଲେ ମୁଇଁ ସାରାକେ କଇଲି, ତମେ ମର୍‌ ପାଇଁ ଏ ଦୟା କର୍‌ସା ଆମେ ଜନ୍‌ ଜନ୍‌ ଜାଗାଇ ଜିବୁ, ସେ ଜାଗା ମନ୍‌କେ ତୁଇ ମକେ ବାଇ ବଲି କଇସୁ ।
14 Abimelech took sheep, cattle, and male and female servants, gave them to Abraham, and returned Sarah his wife to him. ସେଡ୍‌କି ବେଲେ ଅବିମେଲକ୍‌ ସାରାକେ ଅବ୍‌ରାଆମ୍‌କେ ବାଉଡାଇ ଦେଲା ଆରି ତାର୍‌ ସଙ୍ଗେ ମେଣ୍ଡା ଆରି ଗରୁ ଆରି ଦାସ୍‌ ଦାସି ଆନି ଅବ୍‌ରାଆମ୍‌କେ ଦେଲା ।
15 Abimelech said, "My land is open to you; settle wherever you please." ତାର୍‌ ପଚେ ଅବିମେଲକ୍‌ ଅବ୍‌ରାଆମ୍‌କେ କଇଲା, ଦେକା,ଆମର୍‌ ଏସବୁ ଦେସ୍‌ ତମର୍‌ ପାକେ ଆଚେ, ତମ୍‌କେ ଜନ୍‌ତି ଇଚା ଲଗ୍‌ଲେ ,ସିତି ବାସା ଉଆ ।
16 And to Sarah he said, "Look, I am giving your brother 1,000 pieces of silver. This is to cover the wrong done to you in the eyes of all who are with you; before everyone you are fully cleared." ତାର୍‌ପଚେ ଅବିମେଲକ୍‌ ସାରାକେ କଇଲା, ଦେକା, ଆମେ ତମର୍‌ ବାଇକେ ଅଜାର୍‌ ଅଜାର୍‌ ରୁପା ଡାବୁ ଦେଲୁ,ଦେକା, ସେଟା ତମର୍ ତେଇ ଗଟିରଇବା ସବୁ ବିସଇର୍‍ ପାଇଁ ସବୁ ଲକର୍‌ ଆକିରେ ଜାନ୍‌ଲା ପାରା, ଆରି ସବୁ ବିସଇରେ ତମର୍‌ ପାଇଁ ନିଆଁଇ ବିଚାର୍‌ କରାଗାଲା।
17 Abraham prayed to our Father, who healed Abimelech, his wife, and his female servants, so they could bear children again, ତାର୍‌ପଚେ ଅବ୍‌ରାଆମ୍‌ ପର୍‌ମେସର୍‌କେ ପାର୍‌ତନା କଲାକେ, ପର୍‌ମେସର୍‌ ଅବିମେଲକ୍‌କେ ଆରି ତାର୍‌ ମାଇଜିକେ ଆରି ତାର୍‌ ଦାସିମନ୍‌କେ ନିମାନ୍‌ କଲା, ତାର୍‌ପଚେ ସେମନ୍‌କେ ପିଲାଟକି ଜାତ୍‌ ଅଇଲାଇ ।
18 for our Father had completely closed up every womb in Abimelech's household because of Sarah, Abraham's wife. ତାର୍‌ପଚେ ଅବ୍‌ରାଆମର୍‌ ମାଇଜି ସାରାର୍‌ ପାଇଁ ସବୁବେଲର୍‌ ମାପ୍‌ରୁ ଅବିମେଲକର୍‌ ଗରର୍ ମାଇଜି ମନ୍‌କେ ବାନ୍‌ଜି କରି ରଇଲା ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]