Skip to content
The Believer's Library

Desiya Bible

Genesis 18 Saa25

Show Saa25 only
Verse × ×
1 Now our Father appeared to Abraham at the oaks of Mamre while he sat at his tent's entrance in the day's heat. ତାର୍‌ପଚେ ଗଟେ ଦିନେ କାରାବେଲେ ଅବ୍‌ରାଆମ୍‌ ମମ୍‌ରନ୍‌ ଅଲନ୍‌ ଗଚ୍‌ ବୁନ୍ଦେ ନିଜର୍‌ ତମୁର୍‌ ବାଟ୍‌ଡିଆଗଡି ବସି ରଇଲା, ସେଡ୍‌କିବେଲେ ସବୁବେଲର୍‌ ମାପ୍‌ରୁ ସେ ଜାଗାଇ ତାକେ ଦର୍‌ସନ୍‌ ଦେଲା ।
2 He looked up and saw three men standing near him. Seeing them, he ran from his tent entrance to meet them and bowed to the ground. ତାର୍‌ପଚେ ସେ ପାସ୍‌ଲି ଦେକ୍‌ଲା, ତିନ୍‌ଟା ମୁନୁସ୍‌ପିଲା ଦୁଆରେ ଆସି ଟିଆ ଅଇଲାଇ, ଆରି ଦେକ୍‌ଲା ଦାପ୍‌ରେ କାତା ଅଇବାକେ ତମର୍‌ ଦୁଆରେ ଅନି ଦାପ୍‌ରେ ଜାଇ ଗଡେ ମୁଣ୍ଡ୍‌ ଲୁଆଁଇ କରି ଜୁଆର୍‌ କରି କଇଲା ।
3 He said, "My Sovereign Father, if I have found favor with you, please don't pass by your servant. ଏ ମାପ୍‌ରୁ, ବାବୁଜିଆ କରି କଇଲିନି, ଏମର୍‌ ସାନ୍‌ବଡ୍‌ ଲକ୍‌ମନ୍‌ ଜଦି ତମେ ମର୍‌ ଉପ୍‌ରେ ଆସିର୍‌ବାଦ୍‌ କର୍‌ବାର୍‌ ଆଲେ, ଏ ଦାସର୍‌ ଜାଗାଇ ଚନେକ୍ ରୁଆ।
4 Let a little water be brought to wash your feet and rest under the tree. ବାବୁଜିଆ କରି କଇଲିନି, ଗୁଡିକ୍‌ ପାନି ଆନି ଦେଲିନି, ତମେ ଆତ୍‌ଗଡ୍‌ ଦଇକରି ଏ ଗଚ୍‌ତଲେ ଚନେକ୍‌ ପୁଣ୍ଡ୍‌ତେ ରୁଆ ।
5 Let me bring a piece of bread so you can refresh yourselves before you go on, since you've come to your servant." They said, "Do as you've said." ଜେନ୍‌ତିକି ତମେ ମକେ ନିଜର୍‌ ଦାସ୍‌ ବଲିକରି ମର୍‌ଲଗେ ଆସି ଆଚାସ୍‌, କାଇଟା ଆଲେ କଣ୍ଡେକ୍ ଆନିଦେବି, ସେଟା କାଇ ଜିବନ୍‌ ସିତ୍‌ଲି କରି, ଜାଆ ସିନା, ସେଡ୍‌କି ବେଲେ ସେମନ୍‌ କଇଲାଇ ତମେ ଜାଇଟା ମନ୍‌ କଲାସ୍‌ ନି ସେଟା କରା ।
6 Abraham hurried into the tent to Sarah and said, "Quick, take about twenty-five pounds of fine flour, knead it, and make bread." ତାର୍‌ପଚେ ଅବ୍‌ରାଆମ୍‌ ଦାପ୍‌ରେ ତମୁଗରେ ଜାଇକରି ସାରାକେ କଇଲା, ତିନ୍‌ଆଡା‌ ନିକ ମଇଦା ନେଇ ଦାପ୍‌ରେ ରାନ୍ଦ୍‌ରୁନ୍ଦ୍‌ କର୍‌ ।
7 Abraham ran to the herd, took a tender, good calf, and gave it to the servant, who hurried to prepare it. ତାର୍‌ ପଚେ ଅବ୍‌ରାଆମ୍‌ ଦାପ୍‌ରେ ରାସିଟାନେ ଜାଇକରି ଗଟେକ୍‌ ସାନ୍‌ଟା ବାଚାପିଲା ଆନି ଦାସ୍‌କେ ଦେଲାକେ, ସେ ଦାପ୍‌ରେ ନେଇ କାଟାବିଟା କରି ରାନ୍ଦ୍‌ଲା,
8 He took curds, milk, and the calf that had been prepared, set them before the men, then stood by them under the tree while they ate. ସେଡ୍‌କି ବେଲେ ସେ ଦଇ, ଦୁଦ୍‌ ଆରି ରାନ୍ଦ୍‌ଲା ମାଉଁସ୍‌ ଆନି ସେମନ୍‌କେ ଦେଲା , ଆରି ସେମନ୍‌ କାଇବା ବେଲେ ଗଚ୍‌ବୁନ୍ଦେ ସେମନର୍‌ ଲଗେ ଟିଆ ଅଇ ରଇଲା ।
9 They asked him, "Where is Sarah your wife?" "There, in the tent," he said. ତାର୍‌ପଚେ ସେମନ୍‌ ତାକେ ପାଚାର୍‌ଲାଇ, ତର୍‌ ମାଇଜି ସାରା କେନେ ଗାଲା ତେବେ ? ସେ କଇଲା, ସେ ତମୁ ବିତ୍‌ରେ ଆଚେ ।
10 Then our Father said, "I will certainly return to you at this time next year, and Sarah your wife will have a son." Sarah listened at the tent entrance behind him. ତାର୍‌ପଚେ ଗଟେକ୍‌ ଲକ୍ କଇଲା, ଆଇବା ବରସର୍‌ ଏ ମାସେ ଆରି ତରେକ୍‌ ଆମେ ବାଉଡି ଆଇବୁ, ଦେକା ସେବେଲେ ତର୍‌ ମାଇଜି ସାରାର୍‌ କଲେ ଗଟେକ୍‌ ପିଲା ଦାରି ରଇସି, ଏ କାତା ସାରା ତମୁର୍‌ ଦୁଆରର୍‌ ପଚ୍‌ବାଟେ ରଇ କରି ସୁନ୍‌ତେ ରଇଲା ।
11 Abraham and Sarah were old, advanced in years; Sarah had stopped menstruating. ସେ ବେଲେ ଅବ୍‌ରାଆମ୍‌ ଆରି ସାରା ଡକ୍‌ରାଡକ୍‌ରି ଅଇକରି ବେସି ବଇସ୍‌ ଅଇଜାଇ ରଇଲାଇ, ଆରି ସାରାର୍‌ ପିଲାଟକି ଜନମ୍‌ ଦେବା ବଇସ୍‌ ସାରିଜାଇ ରଇଲା।
12 Sarah laughed within herself, saying, "After I'm worn out, will I have pleasure, my lord being old too?" ସେଟାର୍‌ ପାଇ ସାରା ଆଁସି କରି ମନେ ମନେ କଇଲା, ମୁଇ ଏ ଡକ୍‌ରି କାଲେ କାଇ ସାର୍‌ଦା କରି ପାର୍‌ବିତା କି ? ମର୍‌ ମୁନୁସ୍‌ ମିସା ତା ଡକ୍‌ରା ଅଇ ଗାଲାବେ ।
13 Then our Father said to Abraham, "Why did Sarah laugh, saying, 'Will I really bear a child, old as I am?' ସେଡ୍‌କିବେଲେ ସବୁବେଲର୍‌ ମାପ୍‌ରୁ ଅବ୍‌ରାଆମ୍‌କେ କଇଲା, ମକେ ଡକ୍‌ରି ବେଲେ ସତ୍‌ସେ ପିଲା ଜନମ୍‌ ଅଇସି କି ବଲିକରି, ଏନ୍‌ତାର୍‌ ବାବି ସାରା କାଇକେ ଆଁସ୍‌ଲା ?
14 Is anything too hard for your Father? I will return to you at the appointed time next year, and Sarah will have a son." ସବୁବେଲର୍‌ ମାପ୍‌ରୁର୍‌ ଲଗେ କାଇକାମ୍‌ ମିସା କସ୍‌ଟ ନାଇ ? ଆଇବା ବରସ୍‌ ଆରି ତରେକ୍‌ ଆଇଲେ, ସେ ବେଲେ ଆମେ ବାଉଡି ଆଇବୁ, ସେବେଲେ ସାରାର୍‌ କଲେ ପିଲା ରଇସି ।
15 Sarah denied it, saying, "I didn't laugh," for she was afraid. He said, "No, you did laugh." ତାର୍‌ପଚେ ସାରା ଡରିକରି କଇଲା, ମୁଇ ଆଁସି ନାଇ, କାଇକେ ବଇଲେ ସେ ଡରିଗାଲା, ମାତର୍‌ ମାପ୍‌ରୁ କଇଲା, “ତୁଇ ସତ୍‌ରେ ଆଁସ୍‌ଲୁସ୍‌ ଆକା ।”
16 The men set out from there and looked down toward Sodom, and Abraham walked with them to see them off. ତାର୍‌ପଚେ ସେ ଲକ୍‌ମନ୍‌ ତେଇଅନି ଉଟି ସଦମ୍‌ ବାଟେ ଗାଲାବେଲେ, ଅବ୍‌ରାଆମ୍‌ ବାଟ୍‌ ଦେକାଇ ଦେବାକେ ସେମନର୍‌ ସଙ୍ଗେ ଗାଲା ।
17 Now our Father said, "Will I hide from Abraham what I am about to do, ସେଡିକି ବେଲେ ସବୁବେଲର୍‌ ମାପ୍‌ରୁ କଇଲା, ମୁଇ ଜନ୍‌ଟା କର୍‌ବାକେ ଇଚା କଲୁନି, ସେଟାକାଇ ଅବ୍‌ରାମର୍‌ ତେଇ ଅନି ଲୁଚାଇବୁ ।
18 since Abraham will surely become a great and mighty nation, and all earth's nations will be blessed through him? ଅବ୍‌ରାଆମର୍‌ ତେଇଅନି ଗଟେକ୍ ବଡ୍‌ କୁଲ୍‌ଜାତ୍‌ ଅଇବାଇ ଆରି ଜଗତର୍‌ ସବୁକୁଲ୍‌ ତାର୍‌ତେଇ ଅନି ଆସିର୍‌ବାଦ୍‌ ପାଇବାଇ ।
19 For I have chosen him, so that he will direct his children and his household after him to keep my way by doing what is right and just, so that I may fulfill what I have promised Abraham." କାଇକେ ବଇଲେ ତାର୍‌ ପେଟର୍‌ ପିଲାଟକି ମନ୍‌ ଆରି କୁଟୁମ୍‌ ସବୁ ଜେନ୍ତାର୍‌ ସତ୍‌ ଦରମ୍‌ କାତାବାର୍‌ତା କର୍‌ବାକେ ସବୁବେଲର୍‌ ମାପ୍‌ରୁର୍‌ ବାଟେ ଇଣ୍ଡ୍‌ବାଇ, ସେଟାର୍‌ ପାଇ ସେମନ୍‌କେ ସେ ଜେନ୍‌ତାର୍‌ ଆଦେସ୍‌ ଦେଇସି, ସେଟାର୍‌ ପାଇ ଆମେ ତାକେ ଆସିର୍‌ବାଦ୍‌ କରିଆଚୁ, ତାର୍‌ପଚେ ସବୁବେଲର୍‌ ମାପ୍‌ରୁ ଅବ୍‌ରାଆମର୍‌ ବିସଇରେ ନିଜର୍‌ କଇଲା ବାକିଅ ସିଦ୍‌ କର୍‌ସି ।
20 Then our Father said, "The cry against Sodom and Gomorrah is great, and their sin very serious, ସବୁବେଲର୍‌ ମାପ୍‌ରୁ ଅବ୍‌ରାଆମ୍‌କେ ଆରି ତରେକ୍‌ କଇଲା, ସଦମ୍‌ ଆରି ଅମରାର୍‌ ବିରଦେ ବେସି ଆଉଲି ଉଟ୍‌ଲାନି, ସେମନର୍‌ ପାପ୍‌ ବେସି ବଡିଗାଲା,
21 that I will go down and see whether they have done entirely as the outcry reaching me claims; if not, I will know." ତେବର୍‌ପାଇ ଆମେ ତଲ୍‌କେ ଦେକ୍‌ବାକେ ଜାଇ ଆମର୍‌ ଲଗେ ଆଇଲା ଲକ୍‌ କାନ୍ଦ୍‌ଲା ଇସାବ୍‌ରେ ସେମନ୍‌ ଏସବୁ କାମ୍‌ କରି ଆଚତ୍‌ କି ନାଇଁ,ସେଟା ଜାନୁ।
22 So the men turned from there and went toward Sodom, while Abraham remained standing before our Father. ତାର୍‌ ପଚେ ସେ ଲକ୍‌ମନ୍‌ ତେଇ ଅନି ବାଉଡି ସଦମ୍‌ ବାଟେ ଇଣ୍ଡ୍‌ଲାଇ,ମାତର୍‌ ଅବ୍‌ରାଆମ୍‌ ସେ ଜାକ ସବୁବେଲର୍‌ ମାପ୍‌ରୁର୍‌ ମୁଆଟେ ଟିଆ ଅଇ ରଇଲା
23 Then Abraham drew near and said, "Will you really sweep away the righteous along with the wicked? ତାର୍‌ପଚେ ଅବ୍‌ରାଆମ୍‌ ସବୁବେଲର୍‌ ମାପ୍‌ରୁର୍‌ ଲଗେ ଜାଇ କଇଲା,ତମେ କାଇ କରାପ୍‌ ଲକର୍‌ ସଙ୍ଗେ ଦରମ୍‌ ଲକ୍‌କେ ମରାଇ ଦେଇସୁ କି ?
24 Suppose fifty righteous are in the city—will you really sweep it away, not sparing the place for the sake of the fifty righteous in it? ଜଦି,ନଅଁର୍‌ ବିତ୍‌ରେ ପଚାସ୍‌ ଲକ୍‌ ଦରମ୍‌ ଲକ୍‌ ରଇବାଇ,ତେଇ ରଇଲା ଦରମ୍‌ ଲକର୍‌ ପାଇ କାଇ ସେ ଜାଗା ରକିଆ ନ କରି ବିନାସ୍‌ କର୍‌ସୁ କି?
25 Far be it from you to kill the righteous with the wicked, treating them alike! Far be it from you! Won't the Judge of all the earth do justice?" କରାପ୍‌ ସଙ୍ଗେ ଦରମ୍‌ ଲକ୍‌କେ ବିନାସ୍‌ କର୍‌ବା କରମ୍‌ ତମର୍‌ତେଇ ଅନି ଦୁରେ ରଅ ଆରି ଦରମ୍‌ ଲକ୍‌କେ କାରାପ୍‌ ସମାନ୍‌ କର୍‌ବାଟା ତମର୍‌ତେଇ ଅନି ଦର୍‌କେ ରଅ। ସବୁ ଜଗତର୍‌ ବିଚାର୍‌ କରୁ,କାଇ ନିଆଇ ବିଚାର୍‌ ନ କରେ?
26 Our Father said, "If I find fifty righteous within the city of Sodom, I'll spare the whole place for them." ତାର୍‌ପଚେ ସବୁବେଲର୍‌ ମାପ୍‌ରୁ କଇଲା,ମୁଇ ଜନ୍‌ ଦିନେ ସଦମ୍‌ ନଅଁରେ ପଚାସ୍‌ ଲକ୍‌ ଦରମ୍‌ ଲକ୍‌କେ ଦେକ୍‌ବି,ତେବେ ସେ ମନର୍‌ ପାଇଁ ସବୁଜାଗା ରକିଆ କର୍‌ବି।
27 Abraham said, "I have dared to speak to my Sovereign Father, though only dust and ashes. ତାର୍‌ପଚେ ଅବ୍‌ରାଆମ୍‌ ଉତର୍‌ ଦେଇ କଇଲା ଦେକା ମୁଇଁ ଦୁଲି ଆରି ଚାର୍‌ ଅଇଲେ ମିସା ପର୍‌ବୁର୍‌ ମୁଆଟେ କାତା କଇବାକେ ସୁଜଗ୍‌ ପାଇଲି ଆଚି।
28 Suppose the fifty righteous lack five. Will you destroy the whole city for five?" And our Father said, "I won't destroy it if I find forty-five there." ଅଇପାରେ, ପଚାସ୍‌ ଲକ୍‌ ଦରମ୍‌ ଲକର୍‌ ବିତ୍‌ରେ ଅନି ପାଞ୍ଚ୍‌ଲକ୍‌ ଉନା ରଇଲେ,ସେ ପାଞ୍ଚ୍‌ଲକ୍‌ ଉନାଅଇଲେ ମିସା କାଇ ତମେ ସବୁ ନଅଁର୍‌ ବିନାସ୍‌ କର୍‌ସା?
29 He spoke to him again: "Suppose forty are found there." He said, "For forty's sake I won't do it." ସେ ତାକେ ଆରି ତରେକ୍ କଇଲା,ଅଇଲେ ଅଇ ପାରେ ତେଇ ଚାଲିସ୍‌ ପାଁଚ୍‌ ଲକ୍‌ ମିଲ୍‌ବାଇ। ସବୁବେଲର୍‌ ମାପ୍‌ରୁ କଇଲା, ଚାଲିସ୍‌ ପାଁଚ୍‌ ଲକର୍‌ ପାଇଁ ସେଟା ନ କରି।
30 Abraham said, "May my Sovereign Father not be angry, and let me speak. Suppose thirty are found there." He said, "I will not do it if I find thirty there." ଆରି ତରେକ୍‌ ଅବ୍‌ରାଆମ୍‌ କଇଲା,ପର୍‌ବୁ ରିସା ନ ଅଇବାର୍‌ ଆଲେ ଆରି ଗଟେକ୍‌ କାତା କଇତି, ଅଇଲେ ଅଇପାରେ ତେଇ ତିରିସ୍‌ ଲକ୍‌ ମିଲ୍‌ବାଇ। ସବୁବେଲର୍‌ ମାପ୍‌ରୁ କଇଲା,ତିରିସ୍‌ ଲକ୍ ମିଲ୍‌ଲେ ମିସା ସେଟା ନସ୍‌ଟ ନ କରି।
31 Abraham said, "Since I have dared to speak to my Sovereign Father, suppose only twenty are found there." He said, "For twenty's sake, I will not destroy it." ଅବ୍‌ରାଆମ୍‌ କଇଲା,ଦେକା,ପର୍‌ବୁର୍ ମୁଆଟେ ମୁଇଁ ଆରିତରେକ୍‌ କାତା କଇବାକେ ଇଚା କଲିନି,ଅଇପାରେ,ତେଇ କଡେ ଲକ୍‌ ମିଲ୍‌ଲେ। ସବୁବେଲର୍‌ ମାପ୍‌ରୁ କଇଲା,ସେ କଡେ ଲକର୍‌ପାଇଁ ବଲିକରି ମୁଇ ସେଟାକେ ନସ୍‌ଟ ନକରି।
32 Then he said, "May my Sovereign Father not be angry, let me speak just once more: suppose only ten are found there." And our Father said, "For ten's sake, I will not destroy it." ଅବ୍‌ରାଆମ୍‌ ଆରିତରେକ୍ କଇଲା,ପର୍‌ବୁ ରିସା ନଇଲେ ଆରି ତରେକ୍‌ ମାତର୍‌ କଇବି,ଅଇପାରେ,ତେଇ ଦସ୍‌ ଲକ୍‌ ମିଲ୍‌ଲେ। ସେ କଇଲା,ସେ ଦସ୍‌ ଲକର୍‌ ପାଇଁ ମୁଇ ସେଟା ମରାଇ ନ ଦେଉଁ ।
33 When our Father finished speaking with Abraham, he left; Abraham returned to his place. ସେଡ୍‌କିବେଲେ ସବୁବେଲର୍‌ ମାପ୍‌ରୁ ଅବ୍‌ରାଆମର୍‌ ସଙ୍ଗେ ଏ ରକାମ୍ କାତାବାର୍‌ତା ସାରାଇ କରି ଗାଲା ଆରି, ଅବ୍‌ରାଆମ୍‌ ମିସା ସେ ଜନ୍‌ ଜାଗାଇ ଅନି ଆସି ରଇଲା ସେ ଜାଗାଇ ବାଉଡି ଗାଲା।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]