Skip to content
The Believer's Library

Desiya Bible

Exodus 6 Saa25

Show Saa25 only
Verse × ×
1 Then our Father told Moses, "Now you'll see what I'll do to Pharaoh: with a strong hand he'll send them out; with a strong hand drive them from his land." ସେଡ୍‌କିବେଲେ ସବୁବେଲର୍ ମାପ୍‌ରୁ ମସାକେ କଇଲା, ମୁଇ ପାର ରାଜାକେ ଜେନ୍‌ତି କର୍‌ବି, ତମେ ଏବେ ଦେକ୍‌ସା; କାଇକେବଇଲେ ବେସି ବପୁ ଦେକାଇଲେ ସରି, ସେ ଲକ୍‌ମନ୍‌କେ ଚାଡି ଦେଇସି, ଆରି ବେସି ବପୁ ଦେକାଇଲେ, ନିଜର୍‌ ଦେସେ ଅନି ସେମନ୍‌କେ କେଦି ଦେଇସି।
2 Our Father spoke to Moses and said to him, "I am your Father. ପର୍‌ମେସର୍‌ ମସାର୍ ସଙ୍ଗ୍‌ କାତା ବାରତା ଅଇ କରି ଆରିତରେକ୍ କଇଲା, ଆମେ ଜିଅବା ସବୁବେଲର୍‌ ମାପ୍‌ରୁ;
3 I appeared to Abraham, Isaac, and Jacob as El Shaddai—our Father Almighty—but they didn't know me by my name, Father. ଆମେ ଅବ୍‌ରାମ୍, ଇସାକ୍‌ ଆରି ଜାକୁବର୍ ସବୁର୍‌ଟାନୁ ବପୁର୍‌ ପର୍‌ମେସର୍ ବଲିକରି ଦରସନ୍ ଦେଇ ରଇଲୁ, ମାତର୍ ଆମର୍‌ ଜିଅବା ନାଉଁରେ ସେମନ୍‌କେ ପରିଚିଇ ଦେଇ ନ ରଇଲି ।
4 I also confirmed my covenant with them, to give them Canaan, land where they lived as foreigners. ଆରି କିଣାନ୍‌ ଦେସେ, ଜନ୍‌ତେଇକି ସେମନ୍‌ ରଇଲାଇ, ସେ ଦେସ୍ ମିସା ଦେବାକେ ସେମନ୍‌କେ ନିଅମ୍ କରି କାତା ଦେଇ ରଇଲି ।
5 I have also heard the groaning of the Israelites, whom the Egyptians enslave, and remembered my covenant. ଏବେ ମିସର୍‌ଦେସର୍‌ ଲକ୍‌ମନ୍‌ ଜନ୍‌ ଲକ୍‌ମନ୍‌କେ ଗତିଦାଙ୍ଗ୍‌ଡା ରକି ଆଚାସ୍‌, ସେ ଇସ୍‌ରାଏଲର୍‌ ଲକ୍‌ମନ୍‌ କାନ୍ଦ୍‌ବାଟା ସୁନିକରି ମୁଇ ଏବେ ସେ ନିଅମ୍ କରି ରଇବା କାତାକେ ଏତାଇଲିନି ।
6 Tell Israel's sons: I am your Father. I will bring you out from under Egypt's burdens, rescue you from their slavery, and redeem you with an extended arm and great judgments. ସେଟାର୍‌ପାଇଁ ଇସ୍‌ରାଏଲର୍ ଲକ୍‌ମନ୍ କେ କୁଆ, ଆମେ ସବୁବେଲର୍ ମାପ୍‌ରୁ, ମିସ୍‌ରିଅ ଲକ୍‌ମନର୍ କାମ୍ କର୍‌ବା ତେଇଅନି ଆରି ସେମନ୍‌ ଗତିଦାଙ୍ଗ୍‌ଡା ଦାରଲା ତେଇଅନି ମୁକ୍‌ଲାଇବୁ, ଆରି ତାକର୍ ଉପରେ ବଡ୍‌ ବଡ୍‌ ଡଣ୍ଡ୍‌ ତେଇଅନି ତମ୍‌କେ ଉଦାର୍ କର୍‌ବୁ ।
7 I'll take you as my children, be your Father. You'll know I am your Father, freeing you from under Egypt's burdens. ଆମେ ତମ୍‌କେ ନିଜର୍‌ଲକ୍‌ ବଲିକରି ବାବ୍‌ବୁ ଆରି ତମର୍ ପର୍‌ମେସର୍ ଅଇବୁ; ମିସରିଅ ମନର୍‌ କାମ୍ କରାଇବା ତେଇଅନି ଉଦାର୍‌ କର୍‌ବା ଲକ୍‌ ଆମେ, ସବୁବେଲର୍‌ ମାପ୍‌ରୁ ଆମେ, ସେଟା ତମେ ଜାନ୍‌ସା।
8 I will bring you to the land I swore, hand raised, to give to Abraham, to Isaac, and to Jacob, and give it to you as a possession. I am your Father." ଆମେ ଅବ୍‌ରାମ୍, ଇସାକ୍ ଆରି ଜାକୁବକେ ଜନ୍ ଦେସ୍ ଦେବାକେ ଆତ୍‌ଟେକି ରଇଲି, ସେ ଦେସେ ତମ୍‌କେ ଦେବି; ଆରି ସେ ଦେସ୍‌ ତମ୍‌କେ ଅଦିକାର୍‌ କର୍‌ବାକେ ଦେବି; ଆମେ ଆକା ସବୁବେଲର୍ ମାପ୍‌ରୁ ।
9 Moses told the Israelites this, but they wouldn't listen to Moses because of their broken spirit and their harsh slavery. ତାର୍‌ପଚେ ମସା ଇସ୍‌ରାଏଲର୍‌ ଲକ୍‌ମନ୍‌କେ ସେ ଅନୁସାରେ କଇଲା, ମାତର୍‌ ସେ କଇଲା କାତା ସେମନ୍‌କେ ଦୁକ୍ ଆରି ଦାସ୍ କାମ୍‌ କର୍‌ତେ ରଇଲାଇ ସେଟାର୍ ପାଇଁ ସେମନ୍‌ ବାକିଅକେ ମାନତ୍‌ ନାଇ ।
10 Then our Father said to Moses, ତାର୍‌ପଚେ ସବୁବେଲର୍ ମାପ୍‌ରୁ ମସାକେ କଇଲା,
11 "Go, tell Pharaoh king of Egypt to let the Israelites go out of his land." ତମେ ଜାଇ ମିସର୍‌ ଦେସର୍‌ ପାର ରାଜାକେ କୁଆ, ଇସ୍‌ରାଏଲ୍‌ ଦେସର୍ ଲକ୍‌ମନ୍‌କେ ବାର୍‌କରାଇ ଦେସ୍ ।
12 But Moses said in our Father's presence, "If the Israelites won't listen to me, why would Pharaoh? I speak poorly." ତାର୍‌ପଚେ ମସା ସବୁବେଲର୍ ମାପ୍‌ରୁର୍‌ ଲଗେ ଜାଇ କଇଲା, ଦେକ୍‌, ମୁଇ କଇବା କାତାକେ ଇସ୍‌ରାଏଲର୍‌ ଲକ୍‌ମନ୍ ମାନତ୍‌ ନାଇ, ତେବେ ନିକ କାତା କଇ ନାଜାନି, ତେବେ ପାର ରାଜା କେନ୍‌ତି ସୁନ୍‌ସି?
13 Now our Father spoke to Moses and Aaron, ordering them regarding the Israelites and Pharaoh king of Egypt, to bring the Israelites out of Egypt. ଏନ୍‌ତାର୍‌ ସବୁବେଲର୍ ମାପ୍‌ରୁ ସଙ୍ଗ୍‌ ମସା ଆରି ଆରଣ କାତାବାର୍‌ତା ଅଇଲାଇ, ଆରି ଇସ୍‌ରାଏଲ୍‌ ଦେସର୍‌ ଲକ୍‌କେ ବାର୍‌କରାଇ ଆନ୍‌ବାକେ, ମିସର୍ ରାଜା ପାର ଲଗେ ଆରି ଇସ୍‌ରାଏଲର୍‌ ଲକ୍‌ମର୍‌ ସଙ୍ଗେ କାତାଅଇ ଆଦେସ୍‌ ଦେଲା ।
14 Heads of their fathers' houses: Reuben's sons, Israel's firstborn—Hanoch, Pallu, Hezron, Carmi. These were Reuben's clans. ମସା ଆରି ଆରଣ ଏ ବଁସର୍‌ ମୁକିଅ ଲକ୍‌ ରଇଲାଇ । ଇସ୍‌ରାଏଲ୍‌ ଦେସର୍‌ ବଡ୍‌ ପିଲା ରୁବେନର୍‌ ‌ପିଲା ଅନକ୍‌ ପଲୁ ଇସ୍‌ରନ୍‌ ଆରି କର୍‌ମି ଏମନ୍‌ ଅଇଲାଇନି ରୁବେନର୍‌ ବଁସର୍‌ ।
15 Simeon's sons: Jemuel, Jamin, Ohad, Jachin, Zohar, and Shaul son of a Canaanite woman—Simeon's clans. ଆରି, ସିମିଅନର୍‌ ପିଲା ଜିମୁଏଲ୍‌, ଜାମିନ୍‌, ଅଅଦ୍‌, ଜାକିନ୍‌, ସଅର୍‌ ଆରି କିଣାନିଅ ମାଇଜିର୍ ପିଲା ଅଇଲାନି ସଉଲ୍‌; ଏମନ୍ ସିମିଅନର୍‌ ବଁସେଅନି ।
16 Sons of Levi by their generations: Gershon, Kohath, Merari. Levi lived 137 years. ବଁସ୍‌କୁଲ୍‌ ଇସାବ୍‌ରେ ଲେବିର୍ ପିଲାମନର୍‌ ନାଅ ଅଇଲାନି ଗେର୍‌ସନ୍‌, କଆତ୍ ଆରି ମରାରି; ଲେବିକେ ସଏ ତିରିସ୍ ସାତ୍‌ ବରସ୍ ଅଇ ରଇଲା ।
17 The sons of Gershon: Libni and Shimei, by their clans. ଆରି ନିଜର୍ ନିଜର୍‌ ବଁସ୍‌କୁଲ୍‌ ଇସାବ୍‌ରେ ଗେର୍‌ସନ୍‌ର୍‌ ପିଲାମନର୍‌ ନାଉଁ ଅଇଲାନି ଲିବ୍‌ନି ଆରି ସିମିଇ।
18 The sons of Kohath: Amram, Izhar, Hebron, and Uzziel. Kohath lived 133 years. ଆରି କଆତର୍‌ରର୍‌ ପିଲା ଅମ୍‌ରମ୍‌, ଜିସ୍‌ଅର୍‌; ଇବ୍‌ରନ୍ ଆରି ଉସିଏଲ୍; ସେ କଆତର୍‌କେ ସଏ ତେତିସ୍‌ ବରସ୍ ଅଇ ରଇଲା ।
19 The sons of Merari: Mahli and Mushi. These were the clans of Levi according to their generations. ମରାରିର୍‌ ପିଲା ମଅଲି ଆରି ମୁସି; ଏ ଲକର୍‌ କୁଟୁମ୍‌ ଇସାବେ ଲେବିର୍ ବଁସର୍‌ ଲକ୍ ।
20 Amram married his father's sister Jochebed; she bore him Aaron and Moses. He lived 137 years. ଆରି ଅମ୍‌ରାମ୍‌ ନିଜର୍‌ ଆତା ଜକେବଦକେ ବିବା ଅଇଲା; ସେ ତାର୍‌ ପେଟେ ଅନି ଆରନ୍ ଆରି ମସା ଜନମ୍‌ ଅଇଲାଇ, ଅମ୍‌ରମ୍‌ ସଏ ତିରିସ୍ ସାତ୍ ବରସ୍ ଅଇରଇଲା ।
21 The sons of Izhar: Korah, Nepheg, and Zichri. ଜିସ୍‌ଅରର୍‌ ପିଲା କରଅ, ନେପଗ୍ ଆରି ସିକ୍‌ରି ।
22 The sons of Uzziel: Mishael, Elzaphan, and Sithri. ଆରି ଉସିଏଲର୍‌ ପିଲା ମିସାଏଲ୍, ଆରି ଇଲିସାପନ୍ ଆରି ସିତ୍‌ରି ।
23 Aaron married Elisheba daughter of Amminadab, sister of Nahshon; she bore him Nadab, Abihu, Eleazar, and Ithamar. ଆରଣ ଅମିନାଦବର୍ ଟକି ନଅସନର୍‌ ବଇନି ଇଲିସେବାକେ ବିବା ଅଇଲା, ସେମନ୍ ମିଲାମିସା ଅଇ ନାଦବ୍, ଅବିଉ, ଆରି ଇଲିଆସର୍ ଆରି ଇତାମର୍ ଜନମ୍‌ ଅଇଲାଇ ।
24 The sons of Korah: Assir, Elkanah, and Abiasaph. These were the clans of the Korahites. ଆରି, କରଅର୍ ପିଲା ଅସିର୍, ଇଲିକାନା ଆରି ଅବିଆସପ୍‌ ଏ ଲକ୍‌ କରଅର୍‌ ବଁସ୍‌ ।
25 Eleazar, Aaron's son, married one of Putiel's daughters; she bore him Phinehas. These are heads of Levite houses, by clan. ଆରି ଆରନର ପିଲା ଇଲିଆସର୍‌ ପୁଟିଏଲର୍ ଟକିକେ ବିବା ଅଇଲା, ସେମନ୍‌ ମିଲାମିସା ଅଇ ପିନଅସ୍‌କେ ଜନମ୍‌ କଲା, ଏମନ୍‌ ଲେବିମନର୍‌ ବଁସ୍‌ ଲଗେ ସେମନର୍‌ ମିସ୍‌ଲାଇ ।
26 This was Aaron and Moses whom our Father told, "Bring Israel out of Egypt by their divisions." ଏମନ୍‌ ଆକା ମସା ଆରି ଆରଣ କେ ସବୁବେଲର୍ ମାପ୍‌ରୁ କଇଲା, ତମେ ଇସ୍‌ରାଇଲର୍ ଏ ସର୍‌ତେ ଲକ୍‌କେ ମିସର୍‌ ଦେସେ ଅନି କିଣାନ୍ ଦେସେ ବାର୍‌କରାଇ ଆନା ।
27 These spoke to Pharaoh king of Egypt to bring the Israelites out of Egypt: Moses and Aaron. ମିସର୍‌ ଲଗେ ଅନି ଇସ୍‌ରାଏଲର୍ ଲକ୍‌ମନ୍‌କେ ବାର୍‌କରାଇ ନେବାକେ ମିସରର୍‌ ପାର ରାଜା ସଙ୍ଗ୍‌ କାତାବାର୍‌ତା କର୍‌ତେ ରଇଲା ଲକ୍‌ ଅଇଲାଇନି, ମସା ଆରି ଆରନ୍ ।
28 Now on the day our Father spoke to Moses in the land of Egypt, ଜନ୍‌ ଦିନେ ସବୁବେଲର୍‌ ମାପ୍‌ରୁ ମିସର୍‌ ଦେସେ ମସା ସଙ୍ଗେ କାତା ବାର୍‌ତା କଲା,
29 our Father told him, "I am your Father. Tell Pharaoh king of Egypt all I tell you." ସେ ଦିନେ ସବୁବେଲର୍‌ ମାପ୍‌ରୁ ମସାକେ ଏ କାତା କଇଲା, ଆମେ ସବୁବେଲର୍ ମାପ୍‌ରୁ ଆମେ ତକେ ଜାଇ ଜାଇଟା କଇବୁ ସେଟା ସବୁ ମିସରର୍‌ ରାଜା ପାରକେ କଅ ।
30 But Moses said before our Father, "Since I speak poorly, how will Pharaoh listen to me?" ତାର୍‌ପଚେ ମସା ସବୁବେଲର୍ ମାପ୍‌ରୁର୍‌ ଲଗେ କଇଲା, ମୁଇ ନିମାନ୍‌ କାତା କଇ ନାଜାନ୍‌ଲା ଲକ୍‌, ମର୍‌ କାତାକେ ପାର ରାଜା କେନ୍‌ତି ସୁନ୍‌ସି ?
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]