Skip to content
The Believer's Library

Desiya Bible

Exodus 7 Saa25

Show Saa25 only
Verse × ×
1 Our Father told Moses, "See, I have made you as God to Pharaoh, and Aaron your brother will be your prophet. ତାର୍‌ପଚେ ସବୁବେଲର୍‌ ମାପ୍‌ରୁ ମସାକେ କଇଲା, ସୁନ୍‌, ମୁଇ ତକେ ପାର ରାଜାର୍‌ ଲଗେ ମାପ୍‌ରୁ ପାରା ବାଚିଆଚି ଆରି ତର୍ ବାଇ ଆରନ୍ ତର୍ ବବିସତ୍‌ବକ୍‌ତା ଅଇସି ।
2 You will speak all I command you; Aaron your brother will tell Pharaoh to send the Israelites out of his land. ମୁଇ ତକେ ଜାଇ ଜାଇ କାତା ଆଦେସ୍ ଦେବି, ସେଟା ସବୁ କଇସୁ, ଆରି ତମର୍‌ ବାଇ ଆରଣ ଇସ୍‌ରାଏଲ୍‌ ଦେସର୍ ଲକ୍‌କେ ମିସର୍ ଦେସ୍ ଅନି ଚାଡାଇବାକେ ପାର ରାଜାକେ କଇସି ।
3 But I will harden Pharaoh's heart and multiply my signs and wonders in the land of Egypt. ଆରି ପାର ରାଜାର୍ ମନ୍‌କେ ଆମେ ଡାଟ୍‌ କରି ଦେବି ଆରି ମିସର୍ ଦେସେ ଆମର୍ ଚିନ୍ ଆରି କାବା ଅଇଜିବା କାମ୍ କର୍‌ବି ।
4 Pharaoh won't listen to you, so I'll set my hand against Egypt and bring my armies—my people, Israel's descendants—out of the land of Egypt through great judgments. ଅଇଲେ ମିସା ପାରରାଜା ତମର୍ କାତାକେ ନ ସୁନେ, ସେଟାର୍‌ପାଇଁ ମିସର୍ ଦେସ୍ ଉପ୍‌ରେ ବଡ ଡଣ୍ଡ୍‌ କରି ଆମର୍‌ ସନିଅକେ ଆରି ଇସ୍‌ରାଏଲର୍‌ ଲକ୍‌ମନ୍‌କେ ବାର୍‌କରାଇ ଆନ୍‌ବି ।
5 The Egyptians will know I am the Father when I reach out my hand against Egypt and bring Israel's people out from among them." ଆରି, ମିସରର୍‌ ବିରଦେ ନିଜର୍‌ ଆତ୍‌ ଲାମାଇ କରି ସେମନର୍‌ ବିତ୍‌ରେ ଅନି ଇସ୍‌ରାଏଲର୍‌ ଲକ୍‌ମନ୍‌କେ ବାର୍‌କରାଇ ଆନ୍‌ବି, ସେଡ୍‌କିବେଲେ ଜାନ୍‌ବାଇ ଜେ ମୁଇ ସବୁବେଲର୍ ମାପ୍‌ରୁ ।
6 Moses and Aaron did so; they did just as our Father had commanded them. ତାରପଚେ ସବୁବେଲର୍ ମାପ୍‌ରୁର୍‌ ଆଦେସ୍ ଇସାବେ ମସା ଆରି ଆରଣ ସେ ପାରା କାମ୍ କଲାଇ ।
7 Now Moses was eighty years old and Aaron eighty-three years old when they spoke to Pharaoh. ପାରର୍‌ ସଙ୍ଗେ କାତାବାର୍‌ତା ଅଇଲା ବେଲେ ମସାକେ ଅସେ ବରସ୍‌ ଆରି ଆରଣକେ ତେଆଅସି ବରସ୍‌ ‌ଅଇ ରଇଲା ।
8 Then our Father said to Moses and Aaron, ତାର୍‌ପଚେ ସବୁବେଲର୍ ମାପ୍‌ରୁ ମସାକେ ଆରି ଆରଣକେ କଇଲା,
9 when Pharaoh tells you, "Prove yourselves with a wonder," say to Aaron, "Take your staff, throw it down before Pharaoh, and it will become a serpent." ତମେ ନିଜର୍‌ ପାଇ କାଇଆଲେ ଚିନ୍‌ ଦେକାଆ ବଲି ପାର ରାଜା ତମ୍‌କେ କଇସି, ତମେ ଆରଣକେ କଇସା, ତର୍‌ ଡାଙ୍ଗ୍‌ ନେଇକରି ପାର ରାଜାର୍‌ ମୁଆଟେ ପିଙ୍ଗ୍‌, ତାର୍‌ପଚେ ସେ ଡାଙ୍ଗ୍‌ ସାଁପ୍‌ ଅଇଜାଇସି ।
10 Moses and Aaron went to Pharaoh and did as our Father commanded. Aaron threw his staff before Pharaoh and his servants, and it became a snake. ତାର୍‌ପଚେ ମସା ଆରି ଆରଣ ପାରରାଜାର୍‌ ଲଗେଜାଇ ସବୁବେଲର୍‌ ମାପ୍‌ରୁର୍‌ କାତା ଇସାବ୍‌ରେ କାମ୍‌ କଲାଇ; ଆରି ଆରଣ, ପାରରାଜା ଆରି ତାକର୍‌ ଗତିଦାଙ୍ଗ୍‌ଡା ମନର୍‌ ମୁଆଟେ ତାର୍‌ ଡାଙ୍ଗ୍‌ ପିଙ୍ଗି ଦେଲାକେ, ସେଟା ସାଁପ୍‌ ପାସ୍‌ଲି ଗାଲା ।
11 So Pharaoh also summoned wise men and sorcerers, and Egypt's magicians did the same with their secret arts. ତାର୍‌ପଚେ ପାରରାଜାର୍‌ ନିଜର୍‌ ପଣ୍ଡିତ୍‌ମନ୍‌କେ ଆରି ଗୁନିଆଁମନ୍‌କେ ଡାକିକରି କଇଲା, ତେଇ ମିସର୍‌ ଦେସର୍‌ ମତର୍‌ ପଡୁମନ୍‌ ମିସା ସେମନର୍‌ ମାଆଁରେ ସେରକାମ୍ କଲାଇ ।
12 Each one threw down his staff, and they became serpents. But Aaron's staff swallowed up their staffs. ଆରି, ସେମନ୍‌ ସବୁଲକ୍‌ ନିଜର୍‌ ନିଜର୍ ଡାଙ୍ଗମନ୍ ତଲେ ପିଙ୍ଗିଦେଲାକେ, ସେ ସବୁଜାକ ଡାଙ୍ଗ୍‌ ସାପ୍ ପାସଲ୍‌ଲାଇ, ମାତର୍ ଆରଣର୍‌ ସାଁପ୍‌ ସେମନର୍‌ ସବୁଜାକ ସାଁପ୍‌କେ ଗିଲିଦେଲା ।
13 Pharaoh's heart hardened; he wouldn't listen to them, as our Father had said. ତାର୍‌ପଚେ ସବୁବେଲର୍ ମାପ୍‌ରୁର୍ ବାକିଅ ଅନୁସାରେ ପାର ରାଜାର୍‌ ମନ୍‌କେ ଆଁଟ୍‌କଲା, ଆରି ସେ ସେମନର୍‌ କାତାକେ ମନ୍‌ଦିଆନ୍‌ ଦେଏନାଇଁ ।
14 Then our Father said to Moses, "Pharaoh's heart is unyielding; he refuses to let the people go. ତାର୍‌ପଚେ ସବୁବେଲର୍ ମାପ୍‌ରୁ ମସାକେ କଇଲା, ପାର ରାଜାର୍ ମନ୍ ବେସି ଆଁଟ୍‌ ଅଇଲା, ସେଟାର୍‌ପାଇଁ ସେ ଲକ୍‌ମନ୍‌କେ ଜିବାକେ‌ ମାନା କଲାନି ।
15 Go to Pharaoh in the morning as he goes out to the water. Stand on Nile's bank to meet him, and take in your hand the staff that turned into a snake. ସେଟାର୍‌ପାଇଁ ତମେ ସାକାଲ୍ ସାକାଲ୍ ପାର ରାଜାର୍ ଲଗେ ଜାଆ; ଦେକା, ସେ ନିଲିଆ ଗାଡ୍‌ ବାଟେ ଜାଇ ରଇସି, ତମେ ଗାଡ୍‌ କଣ୍ଡି ଟିଆଅଇ ରୁଆ, ଆରି ଜନ୍ ଡାଙ୍ଗ୍‌ ସାଁପ୍‌ ଅଇରଇଲା ସେ ଡାଙ୍ଗ୍‌କେ ମିସା ଦାରି ଜାଇ ରୁଆ ।
16 Say to him: our Father of the Hebrews sent me to you, saying, "Let my people go to serve me in the wilderness." Yet until now you have not listened. ଆରି ତମେ ପାର ରାଜାକେ କୁଆ, ଏବିରିଅ ମନର୍ ସବୁବେଲର୍ ମାପ୍‌ରୁ ପରମେସର୍ ମକେ ତମର୍‌ ଲଗେ କଇପାଟାଇଲା, ତମେ ଆମର୍‌ ଲକମନକେ ମରୁବାଲି ବୁଏଁ ସେବା କର୍‌ବାକେ ଚାଡି ଦେସ୍, ମାତର୍ ଦେକ୍‌, ତୁଇ ଏବ୍‌କେ ଜାକ ଆମର୍ କାତାକେ ମନ୍‌ଦିଆନ୍‌ ଦେଉସ୍ ନାଇ ।
17 This is what our Father says: "By this you will know I am the Father: look, with the staff in my hand I will strike the Nile's water, and it will turn to blood. ସବୁବେଲର୍ ମାପ୍‌ରୁ ଏ ରକାମ୍‌ କଇଲାନି, ଆମେ ଜେ ସବୁବେଲର୍ ମାପ୍‌ରୁ, ଏଟାକେ ତମେ ମନେ ରକିରୁଆ; ଦେକ୍ ଆମେ ଦାର୍‌ଲା ଆତର୍‌ ଡାଙ୍ଗ୍‌କେ ଗାଡ୍‌ର ପାନିକେ ଚିଆଇ ଦେବୁ ବଇଲେ ପାନି ବନି ପାସ୍‌ଲି ଜାଇସି ।
18 Fish in the Nile will die, the Nile will stink, and Egyptians won't be able to bear to drink water from the Nile."'" ଆରି ଗାଡେ ରଇଲା ମାଚ୍‌ମନ୍‌ ସର୍‌ତେଜାକ ମରିଜିବାଇ ଆରି ଗାଡ୍‌ ଗନ୍ଦି ଜାଇସି; ତାର୍‌ପଚେ ମିସରର୍‌ ଲକ୍‌ମନ୍‌ ପାନି କାଇବାକେ ଗିନ୍‌ କର୍‌ବାଇ ।
19 Our Father said to Moses, "Tell Aaron: Take your staff and stretch out your hand over Egypt's waters—over their rivers, canals, ponds, and all their reservoirs—and they will become blood. Blood will fill all Egypt, even in vessels of wood and stone." ତାର୍‌ପଚେ ସବୁବେଲର୍‌ ମାପ୍‌ରୁ ମସାକେ କଇଲା, ଆରଣକେ ଏ କାତା କଅ, ତର୍ ଡାଙ୍ଗ୍‌ ଦାରି ମିସର୍ ଦେସେ ରଇଲା ଗାଡ୍‌, ବନ୍ଦ୍‌, ନାଲ୍‌, ଜଲା ନାଅ ଦାରି ପାନି ତେଇ ଚିଆଇ ଦେସ୍, ତେବର୍‌ପାଇ ସବୁତେଇର୍‌ ପାନି ବନି ଅଇଜାଇସି; ଆରି ମିସର୍‌ଦେସର୍‌ ସବୁଜାକ କାଟର୍‌ ଆଣ୍ଡିର୍‌ ଆରି ପାକ୍‌ନା ଆଣ୍ଡିତେଇ ରଇବା ପାନି ମିସା ବନି ପାସ୍‌ଲି ଜାଇସି ।
20 Moses and Aaron did as our Father commanded: before Pharaoh and his servants, Aaron raised the staff and struck the Nile's water, and all its water turned to blood. ତାର୍‌ପଚେ ମସା ଆରି ଆରଣ ସବୁବେଲର୍ ମାପ୍‌ରୁର୍‌ କାତା ଇସାବେ ସେ ରକାମ୍ କଲାଇ; ସେ ଡାଙ୍ଗ୍‌ ନେଇକରି ପାରରାଜାର୍ ଆରି ତାର୍‌ ଗତିଦାଙ୍ଗ୍‌ଡା ମନର୍ ମୁଆଁଟେ ଗାଡର୍‌ ପାନିକେ ଚିଆଇ ଦେଲାଇ; ତାର୍‌ପଚେ ଗାଡର୍‌ ସବୁଜାକ ପାନି ବନି ପାସ୍‌ଲି ଗାଲା।
21 The fish in the Nile died, the Nile stank, and the Egyptians could not drink water from the Nile. Blood was in all the land of Egypt. ଗାଡେ ରଇଲା ସରତେ ମାଚ୍‌, ବେଙ୍ଗ୍‌, କାକଡା, କିଡାକୁଡି ମରିଗାଲାଇ କେ, ଗାଡ୍‌ ଗନ୍ଦି ଗାଲା, ତାର୍‌ପଚେ ମିସର୍ ଦେସର୍‌ ଲକ୍‌ମନ୍‌ ଗାଡର୍‌ ପାନିକେ କାଇନାପାର୍‌ଲାଇ, କାଇକେବଇଲେ ମିସର୍‌ ଦେସର୍‌ ସର୍‌ତେ ଜାକ ପାନି ବନି ପାସ୍‌ଲିଗାଲା ।
22 But Egypt's magicians did the same with their secret arts. So Pharaoh's heart stayed hard; he wouldn't listen to them, as our Father had said. ସେଡକିବେଲେ ମିସରର୍‌ ଦିସାରିମନ୍‌ ମିସା ନିଜର୍‌ ଜଲ୍‌କାରେ ସେରକାମ୍ କଲାଇ, ତାର୍‌ପଚେ ସବୁବେଲର୍ ମାପ୍‌ରୁର୍‌ ବାକିଅ ଇସାବ୍‌ରେ ପାର ରାଜାର୍‌ ମନ୍ ଡାଟ୍‌ ଅଇଲା ଆରି ସେମନର୍‌ କାତାକେ ମନ୍‌ଦିଆନ୍ ଦେଏ ନାଇନି ।
23 Pharaoh turned and went into his house, and he did not take even this to heart. ତାର୍‌ପଚେ ପାର ରାଜା ମୁଁ କେ ବୁଲାଇକରି ଗରେ ଗାଲା, ଏ କାତାକେ ମନ୍‌ଦେଏ ନାଇ ।
24 All the Egyptians dug along the Nile for water to drink, since they couldn't drink the Nile's water. ଆରି ମିସରର୍‌ ସରତେ ଲକ୍‌କେ ଗାଡର୍ ପାନି କାଇନାପାରି, କାଇବା ପାନିର୍‌ପାଇ ଗୁଲାଇ ଗାଡ୍‌ ଚାରିବେଡ୍‌ତି କାଲ୍‌ କଲାଇ।
25 Seven full days passed after our Father struck the Nile. ସବୁବେଲର୍‌ ମାପ୍‌ରୁ ଗାଡର୍‌ ପାନିକେ ନସ୍‌ଟକରି ସମାନ୍‌ ସାତ୍ ଦିନ୍‌ କେଟିଗାଲା।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]