Skip to content
The Believer's Library

Desiya Bible

Exodus 5 Saa25

Show Saa25 only
Verse × ×
1 Afterward Moses and Aaron went to Pharaoh and said, "This is what our Father of Israel says: Let my people go to hold a feast for me in the wilderness." ତାର୍‌ପଚେ ମସା ଆରି ଆରଣ ଜାଇକରି ପାର ରାଜାକେ କଇଲାଇ, ଇସ୍‌ରାଏଲ୍‌ ଲକ୍‌ର ସବୁବେଲର୍‌ ମାପ୍‌ରୁ ପରମେସର୍‌ କଇଲାନି, ମରୁବାଲି ଜାଗା ତେଇ ଜାଇ ମର୍‌ ନାଉଁରେ ପରବ୍‌ ମାନ୍‌ବାକେ ଚାଡି ଦେସ୍‌ ।
2 Pharaoh said, "Who is God, that I should obey his voice and let Israel go? I don't know God, and I won't let Israel go." ତାର୍‌ପଚେ ପାର ରାଜା କଇଲା, ସବୁବେଲର୍ ମାପ୍‌ରୁ କେ ଜେ? ତାକେତ ଆମେ ଚିନୁ ନାଇ କି ତାର୍‌ କାତା ମାନି ଆମେ ଇସ୍‌ରାଏଲର୍‌ ଲକ୍‌କେ ଜିବାକେ ଚାଡି ଦେବୁ କି ? ନାଇ ଆମେ ନ ଚାଡୁ ।
3 They said, "Our Father has met with us. Let us take a three-day journey into the wilderness to sacrifice to our Father, or he may strike us with plague or sword." ସେମନ୍‌ କଇଲାଇ, ଏବ୍‌ରିଅ ମନର୍‌ ପରମେସର୍‌ ଆମ୍‌କେ ଦର୍‌ସନ୍ ଦେଲା ଆଚେ; ଆମେ ଜୁଆର୍‌ କରି କଇଲୁନି, ସବୁବେଲର୍‌ ମାପ୍‌ରୁର୍‌ ନାଅଁରେ ବଲି ଦେବାକେ ତିନ୍‌ ଦିନର୍‌ ବାଟ୍‌କେ ଜିବାକେ ଦିଆ, ନଇଲେ ସେ ଆମ୍‌କେ ମର୍‌ଡି କୁରାଇସି ନଇଲେ କାଣ୍ଡା ସଙ୍ଗେ ମାର୍‌ସି ।
4 But Egypt's king said to them, "Moses and Aaron, why pull the people from their work? Get back to your labor!" ତାର୍‌ପଚେ ମିସରର୍ ରାଜା ସେ ମନ୍‌କେ କଇଲା, ଏ ମସା ଆରି ଆରନ୍, ତମେ କାଇକେ କାମ୍‌ କର୍‌ବା ଲକ୍ ମନ୍‌କେ କାମେ ଅନି ବନ୍ଦ୍ କଲାସ୍‌ନି ? ତମେ ତମର୍‌ ନିଜର୍‌ ନିଜର୍‌ କାମ୍ କର୍‌ବାକେ ଜାଆ।
5 Pharaoh said, "Look, the land's people are now many, and you'd have them stop working!" ପାର ରାଜା ଆର୍‌ ତରେକ୍ କଇଲା, ଦେକା,ଏ ଦେସେ ଆକର୍‌ ଲକ୍‌ମନ୍‌ ବେସି ଆଚତ୍, ଆରି ତମେ ସେମନ୍‌କେ କାମ୍ କର୍‌ବାକେ ମନା କଲାସ୍‌ନି।
6 That same day Pharaoh commanded the slave drivers and the foremen over the people: ଆରି ସେ ଦିନ୍ ପାର ରାଜା ମିସରର୍‌ କାମ୍ କରାଇବା ଲକ୍‌ମନ୍‌କେ ଆରି ମୁକିଆ ମନ୍‌କେ ଏ କାତା କଇଲା,
7 "Stop giving the people straw for bricks as before. They must go gather straw themselves. ଇଟା ଜିକ୍‌ବାକେ ତମେ ଆରି ଆଗ୍‌ତୁର୍‌ ପାରା ପିଆଲ୍‌ ଦିଆସ୍‌ ନାଇ, ସେମନ୍‌ ନିଜେ ଜାଇକରି ପିଆଲ୍ କଜି ଆନତ୍।
8 Require the same brick quota as before; don't reduce it. They're lazy; that's why they cry, 'Let us go sacrifice to our God.' ଆରି ସେମନ୍ ଆଗ୍‌ତୁ ଜେତ୍‌କି ଇଟା ଜିକ୍‌ତେ ରଇଲାଇ ସେତ୍‌କି ଇଟା ଜିକ୍‌ବାର୍‌ ଆଚେ, ଜେନ୍‌ତାର୍‌ କି ଗଟେକ୍ ମିସା ଉନା ନ ଅଇବାର୍ ଆଚେ । କାମ୍‌କର୍‌ବାକେ ସେମନ୍‌ ବେସି ଅଲ୍‌ସୁଆ; ଆରି ସେମନ୍ ଆମେ ପର୍‌ମେସର୍‌ ଲଗେ ବଲି ଦେବାକେ ଜିବବାର୍‌ ଆଚେ ବଲିକରି ତର୍‌କେ ତର୍ କଇଲାଇନି;
9 Make the work harder for the men, so they keep at it and ignore lies." ସେଟାର୍‌ପାଇଁ ଏମନ୍ କାମ୍‌ କର୍‌ବାତେଇ ଆକା ମାତି ଜାଇ ରଇଲେ; ଏମନ୍‌ ଆରି ମିଚ୍‌କାତା କଇକରି ଏନେତେନେ ଜିବୁ ବଲିକରି ନ ଏତାଅତ୍ ।
10 The slave drivers and foremen went out and told the people, "Pharaoh says: 'I will give you no more straw.' ତାର୍‌ପଚେ କାମ୍ ଦେକାରକା କରୁମନ୍ ମୁକିଆ ଲକ୍‌ମନ୍‌ ବାଇରେ ଜାଇ ଲକ୍‌ମନ୍‌କେ କଇଲାଇ, ପାର ରାଜା ଏ କାତା କଇଲା, ଆମେ ତମକେଆରି ପିଆଲ୍ ନ ଦେଉଁ ।
11 Go get your own straw wherever you find it—but your work will not be reduced at all.'" ତମେ କନ୍‌ତେଇ ଅନି ମିସା ପିଆଲ୍‌ କଜିଲଡିକରି ଆନା; ମାତର୍ ତମର୍ କାମ୍‌ ଉନା ନ ଅଇବାର୍‌ ଆଚେ।
12 So the people scattered throughout all the land of Egypt to gather stubble for straw. ତାର୍‌ପଚେ ଲକ୍‌ମନ୍‌କେ ପିଆଲ୍‌ ବାଦୁଲେ ପିଆଲ୍‌ ନାଡା କଜ୍‌ବାକେ ମିସର୍ ଦେସର୍‌ ଚାରି ବେଟ୍‌ତି ଚିନ୍‌ବିନ୍‌ ଅଇଗାଲାଇ ।
13 The slave drivers kept pressing them: "Finish your daily quota, just as when you had straw." ଏଲେ ମିସା ମୁକିଆ ସାସନ୍‌ କରୁମନ୍ ତାନ୍ଦ୍‌ରା କରି କଇଲାଇ, ପିଆଲ୍‌ ଦେଇତେ ରଇଲାବେଲେ ତମେ ଜେନ୍‌ତାର୍‌ କାମ୍ କରତେ ରଇଲାସ୍, ସେନ୍‌ତାର୍‌ ସେ ଏବେ ମିସା କାମ୍ କର୍‌ସା ଆରି ଜନ୍‌ ଦିନର୍‌ କାମ୍‌ ସେ ଦିନେସେ ସାରାଇସା ।
14 The Israelite foremen, whom Pharaoh's slave drivers had set over them, were beaten and asked, "Why haven't you met your brick quota yesterday and today, as before?" ଆରି ପାର ରାଜାର୍‌ ମୁକିଆମନ୍ ଇସ୍‌ରାଏଲର୍‌ ଲଗେ ଅନି ବାଚି ରଇଲା ମୁକିଆମନ୍‌କେ ଡାକି କରି ମାରି ମାରି କଇଲାଇ, ଆଜିକାଲି କାଇକେ ତମେ ଜେତ୍‌କି ଇଟା ଜିକ୍‌ବାଟା ସେତ୍‌କି ଇଟା ଜିକି ନାପାର୍‌ ଲାସ୍‌ନି ?
15 Then the Israelite foremen came and cried out to Pharaoh, "Why do you treat your servants this way? ତାର୍‌ପଚେ ଇସ୍‌ରାଏଲ୍‌ ଅନି ବାଚି ଅଇ ରଇବା ମୁକିଆ ଲକ୍‌ମନ୍ କାନ୍ଦି କାନ୍ଦି କରି ଆସି ପାର ରାଜାକେ କଇଲାଇ, ତମେ କାଇକେ ତମର୍‌ ନିଜର୍‌ ଗତି ଦାଙ୍ଗ୍‌ଡା ମନର୍‌ ସଙ୍ଗେ ମିସିକରି ଏ ରକାମ୍‌ ଦଣ୍ଡ୍‌ ଦେଲାସ୍‌ନି?
16 No straw is given your servants, yet they tell us, 'Make bricks!' Look, your servants are beaten, but your own people are at fault." ତମର୍ ଗତି ଦାଙ୍ଗ୍‌ଡାମନ୍‌ ତ ପିଆଲ୍‌ ମିସା ଦେଅତ୍‌ ନାଇ, ଅଇଲେ ମିସା ସେମନ୍‌ କଇଲାଇନି ଇଟାଜିକା ବଲିକରି; ଆରିଦେକା, ତମର୍ ଗତି ଦାଙ୍ଗଡାମନ୍‌ ମାଡ୍‌ଗଲ୍‌ ଅଇକରି ମିସା, ଅଲ୍‌ଗା ଲକ୍‌ମନ୍‌କେ ଦସ୍‌ ଦେଲାଇନି।
17 Pharaoh said, "Lazy! You're lazy! That's why you say, 'Let us go and sacrifice to God.' ତାର୍‌ପଚେ ସେ କଇଲା, ତମେ ବେସି ବାଡୁଟାମନ୍, ସେଟାର୍ ପାଇ କଇଲାସ୍‌ନି ସବୁବେଲର୍ ମାପ୍‌ରୁକେ ବଲି ଦେବାକେ ଆମେ ଜିବୁ ବଲିକରି ।
18 Now go, work. No straw will be given you, yet you must deliver your full quota of bricks." ଏବେ ଜାଆ ଆରି, କାମ୍ କରା, ତମ୍‌କେ ଆରି ପିଆଲ୍‌ ନ ଦେଇନି, ଏଲେମିସା ତମେ ଜେତ୍‌କି ଇଟା ଜିକ୍‌ବା କାତା ସେତ୍‌କି ଜିକିକରି ଇସାବ୍‌ ଦେବାକେ ପ‌ଡ୍‌ସି।
19 The Israelite foremen saw they were in trouble when told, "Don't reduce your daily quota of bricks." ତମେ ଦିନ୍‌କେ ଜେତ୍‌କି ଇଟା ଜିକ୍‌ବା କାତା ସେତ୍‌କି ଜିକା, ଆରି ଗଟେକ୍‌ ମିସା ଉନା ଜିକା ନାଇ; ଏ କାତାକେ ନେଇକରି ଇସ୍‌ରାଏଲର୍‌ ମୁକିଆ ଲକ୍‌ମନ୍‌ ଦେକ୍‌ଲାଇ ଜେ, ସେମନ୍ ବେସି କସ୍‌ଟ ପାଇଲାଇନି ।
20 When they left Pharaoh, they found Moses and Aaron waiting to meet them, ତାର୍‌ପଚେ ସେମନ୍‌ ପାର ରାଜାର୍ ଲଗେ ଜିବା ବେଲେ ମସା ଆରି ଆରଣକେ ବାଟେ ବେଟ୍‌ ଅଇଲାଇ, ଜେନ୍‌ତିକି ସେମନ୍ କେଡେବେଲେ ଆଇବାଇ ବଲିକରି ବାଟେ ଜାଗି ରଇଲାଇ।
21 and said to them, "May our Father look on you and judge, for you have made us a stench to Pharaoh and his officials, putting a sword in their hand to kill us." ତେବେ ସେମନ୍‌କେ କଇଲାଇ, “ସବୁବେଲର୍ ମାପ୍‌ରୁ ତମର୍ ଉପରେ ଦୟା ଦେକାଇ ବିଚାର୍ କର୍‌ସି; କାଇକେବଇଲେ ତମେ ପାର ରାଜା ଆରି ତାର୍‌ ଦାଙ୍ଗଡାମନର୍‌ ସଙ୍ଗେ ମିସିକରି ଆମ୍‌କେ ଗିନ୍‌କରି ମାରା ବଲିକରି ସେମନର୍‌ ଆତେ କାଣ୍ଡା ଦେଲାସ୍‌।”
22 Then Moses returned to our Father and said, "My Sovereign Father, why have you brought trouble on this people? Why did you ever send me? ତାର୍‌ପଚେ ମସା ସବୁବେଲର୍ ମାପ୍‌ରୁର୍‌ ଲଗେଜାଇ କଇଲା, ଏ ସବୁବେଲର୍ ମାପ୍‌ରୁ ତୁଇ ଏ ଲକ୍‌ମନ୍‌କେ କାଇକେ କରାପ୍‌ କଲୁସ୍‌ନି? ଆରି ତମେ ମକେ କାଇକେ ପଟାଇଲାସ୍‌ ?
23 Since I went to Pharaoh to speak in your name, he has harmed this people, and you have not rescued your people at all." ମାତର୍ ମୁଇ ଜନ୍ ଇସାବେ ତମର୍ ନାଅଁରେ ପାର ରାଜାକେ କାତା କଇବାକେ ଆଇଲି, ସେ ଇସାବେ ଏ ଲକ୍‌ମନ୍‌କେ ଅଇରାନ୍‌ କଲିନି, ଆରି, ତୁଇ ନିଜର୍ ଲକ୍‌ମନର୍‌ପାଇ କାଇ ମିସା ଉଦାର୍‌ କାମ୍‌ କରୁସ୍‌ ନାଇ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]