Skip to content
The Believer's Library

Desiya Bible

Exodus 24 Saa25

Show Saa25 only
Verse × ×
1 He said to Moses, "Come up to me—you and Aaron, Nadab and Abihu, and seventy elders of Israel—and bow in worship from a distance. ସବୁବେଲର୍‌ ମାପ୍‌ରୁ ପର୍‌ମେସର୍‌ ମସାକେ କଇଲା, ତୁଇ ଆରଣ, ନାଦବ୍‌, ଅବିଉ ଆରି ଇସ୍‌ରାଏଲର୍‌ ନେତାମନର୍‌ ସତୁରି ଲକ୍‌ ଉତ୍‌ରି ଆସି କଣ୍ଡେକ୍‌ ଦୁରିକେ ରଇ ମର୍‌ ଆରାଦନା କରା ।
2 Only Moses may approach me; the others must not approach, and the people must not go up with him." ମସା ଗଟେକ୍ ଲକ୍‌ ସବୁବେଲର୍ ମାପ୍‌ରୁର୍ ଲଗେ ଆଇସି, ଆରି କେ ମିସା ନ ଆସତ୍‌ କି ତାର୍‌ ସଙ୍ଗ୍‌ ଚଗି ନ ଆସତ୍‌ ।
3 Moses came and told the people all our Father's words and all the rules. All the people answered as one, "Everything our Father has said, we will do." ସେଡ୍‌କିବେଲେ ମସା ସାସନ୍‌ କାରିଆ ମନ୍‌କେ ଆରି ସର୍‌ତେ ଲକ୍‌କେ ସବୁବେଲର୍ ମାପ୍‌ରୁ କଇରଇବା କାତା କଇଲା, ସେ ଲକ୍‌ମନ୍‌ ମସାର୍‌ କାତା ସୁନି କଇଲାଇ, ସବୁବେଲର୍‌ ମାପ୍‌ରୁ ଜାଇଟା କଇଲା ଆଚେ, ଆମେ ସେଟା ମାନ୍‌ବୁ ।
4 Moses wrote down all the words of our Father, then rose early in the morning and built an altar at the mountain's foot, with twelve pillars for the twelve tribes of Israel. ତାର୍‌ପଚେ ମସା ସବୁବେଲର୍ ମାପ୍‌ରୁ କଇଲା କାତା ଲେକ୍‌ଲା ଆରି ସାକ୍‌ଲିଆ ଉଟି ଜାଇ ଗଟେକ୍‌ ଡଙ୍ଗର୍‌ ତଲେ ଜଗିଅବେଦି ତିଆର୍‌ କଲା, ଆରି ଇସ୍‌ରାଏଲର୍‌ ବାର୍‌ଟା କୁଟୁମର୍‌ ପାଇ ବାର୍‌ଟା ବେଦି ତିଆର୍‌ କଲା ।
5 He sent young Israelite men who offered burnt offerings and sacrificed bulls as peace offerings to our Father. ଆରି ଇସ୍‌ରାଏଲର୍‌ ବେଣ୍ଡିଆ ପିଲାମନ୍‌କେ ପାଟାଇଲା, ସେମନ୍‌ ସବୁବେଲର୍‌ ମାପ୍‌ରୁର୍‌ ନାଉଁରେ ଅମ୍ ବଲି ଆରି ମଙ୍ଗ୍‌ଲର୍ ବଲିର୍ ପସୁମନ୍‌କେ ନେଇ ବଲି କଲାଇ ।
6 Moses took half the blood, put it in basins; the other half he splashed on the altar. ତାର୍‌ପଚେ ମସା ପୁଜ୍‌ଲା ବନି ନେଇ ଅଲପ୍‌ କଣ୍ଡିତେଇ ସଙ୍ଗ୍‌ଇରଇଲା ଆରି ବାକି ବେଦିତେଇ ଚିଚ୍‌ଲା ।
7 Then he took the Book of the Covenant and read it aloud to the people. They said, "Everything our Father has spoken, we will do and obey." ଆରି ନିଅମ୍‌ ପୁସ୍‌ତକ୍‌ ନେଇ ଲକ୍‌ମନ୍‌ର୍‌ ଲଗେ ପଡି ସୁନାଇଲା, ତାର୍‌ପଚେ ଲକ୍‌ମନ୍‌ କଇଲାଇ, ସବୁବେଲର୍‌ ମାପ୍‌ରୁ ଜାଇ ଜାଇଟା କଇଲା ଆଚେ, ଆମେ ମାନ୍‌ବୁ ଆରି ସୁନ୍‌ବୁ ।
8 Moses took the blood, sprinkled it on the people, and said, "Look, the blood of the covenant our Father made with you, based on all these words." ସେଡ୍‌କିବେଲେ କଣ୍ଡିତେଇ ରଇଲା ବନି ମସା ନେଇ ଚିଚିକରି କଇଲା, ଦେକା, ସବୁବେଲର୍‌ ମାପ୍‌ରୁ ତାର୍‌ ବାକିଅ ଇସାବେ ଜନ୍‌ ନିଅମ୍‌ କରିଆଚେ, ସେ ନିଅମର୍‌ ବନି ଏଟା ।
9 Then Moses and Aaron, Nadab and Abihu, and seventy of the elders of Israel went up. ସେଡ୍‌କିବେଲେ ମସା ଆରଣ, ନାଦବ୍‌, ଅବିଉ ଆରି ଇସ୍‌ରାଏଲର୍‌ ନେତାମନ୍‌କେ ସତୁରି ଲକ୍‌କେ ଆନ୍‌ଲା; ଆରି ସେମନର୍‌ ଇସ୍‌ରାଏଲର୍‌ ପର୍‌ମେସର୍‌କେ ଦର୍‌ସନ୍‌ କଲାଇ ।
10 They saw the Father of Israel; under his feet, something like a pavement of sapphire, clear as the sky itself. ଆରି, ତାକର୍ ପାଦ୍‌ତଲେ ଉଜଲ୍‌ ଅଇ ନିଲିଆ ମଣି ପାରା ଅଇଲା ଆରି ଆକାସ୍‌ ପାରା ଦବ୍‌ ରଇଲା ।
11 He did not lay a hand on Israel's leaders; they saw our Father, ate, and drank. ଆରି ସେ ଇସ୍‌ରାଏଲ୍‌ ମୁକିଅ ଲକର୍‌ ବିରୁଦେ ଆତ୍‌ ଉଟାଉ ନାଇ, ମାତର୍‌ ସେମନ୍‌ ପର୍‌ମେସର୍‌କେ ଦର୍‌ସନ୍‌ କଲାଇ, ଆରି କା ପିଇ କଲାଇ ।
12 Our Father told Moses, "Come up the mountain to me and stay there; I will give you stone tablets with the law and commandment I wrote to teach them." ତାର୍‌ପଚେ ସବୁବେଲର୍‌ ମାପ୍‌ରୁ ମସାକେ କଇଲା, ତୁଇ ଡଙ୍ଗର୍‌ ଉପ୍‌ରେ ଆସି ମର୍‌ଲଗେ ଟିଆ ଅଇ ରଅ; ଆମେ ଲକ୍‌ମନର୍‌ ପାଇ ଜନ୍‌ ସିକିଆ ଦେବାକେ ଲେକି ଆଚୁ, ସେଟା ନିଅମ୍‌ ଆରି ଆଦେସ୍‌ ଲେକ୍‌ଲା ଦୁଇଟା ପାକ୍‌ନା ପାଟା ଦେବି ।
13 Moses set out with Joshua his assistant, and Moses went up the mountain of our Father. ତାର୍‌ପଚେ ମସା ଆରି ତାର୍‌ ସଙ୍ଗାରି ଜିଅସୁୟ ଉଟି, ପର୍‌ମେସରର୍‌ ଡଙ୍ଗର୍‌ ଉପ୍‌ରେ ଗାଲାଇ ।
14 He told the elders, "Wait here for us until we return to you. Aaron and Hur are with you—whoever has a dispute may go to them." ମସା ନେତାମନ୍‌କେ କଇଲା, ଆମେ ନ ଆଇବା ଜାକ, ତମେ ଇତିସେ ଜାଗି ରୁଆ, ତମର୍‌ ସଙ୍ଗ୍‌ ଆରଣ ଆରି ଉର୍‌ ରଇବାଇ, ତମର୍‌ ବିତରେ କାଇଲା ଜଗ୍‌ଡା ଜାଟି ଅଇଲେ ସେ ଦୁଇ ଲକ୍‌କେ କୁଆ ।
15 When Moses went up on the mountain, the cloud covered it, ତାର୍‌ପଚେ ମସା ଡଙ୍ଗର୍‌ ଉପ୍‌ରେ ଚଗ୍‌ଲା, ଆରି ବାଦଲ୍‌ ଡଙ୍ଗର୍‌କେ ଡାବିଦେଲା ।
16 the glory of our Father settled on Mount Sinai, and the cloud covered it six days, and on the seventh day he called to Moses from within the cloud. ତାର୍‌ପଚେ ସିନଇ ଡଙ୍ଗର୍‌ ଉପ୍‌ରେ ସବୁବେଲର୍‌ ମାପ୍‌ରୁର୍‌ ଉଜଲ୍‌ ଆଇଲା, ଆରି ଚଅ ଦିନ୍‌ ଜାକ ଦୁଉରି ଆନ୍ଦାର୍‌ ପାରା ବାଦଲ୍‌ ଡଙ୍ଗର୍‌ କେ ଡାବିଅଇ ରଇଲା, ଆରି ସାତ୍‌ ଦିନ୍‌ ଅଇଲାକେ ଦୁଉରି ଆନ୍ଦାର୍‌ ତେଇଅନି ମସାକେ ଡାକ୍‌ଲାଇ ।
17 To the Israelites, our Father's glory looked like a consuming fire on the mountaintop. ସେଡ୍‌କିବେଲେ ଇସ୍‌ରାଏଲ୍‌ ଲକ୍‌ର୍‌ ମୁଆଟେ ପର୍‌ବତ୍‌ ଟିପେ ଗାରାସ୍‌ଲା ଜଇ ପାରା ସବୁବେଲର୍‌ ମାପ୍‌ରୁର୍‌ ତାରାସ୍ ଦେକାଇ ଅଇଲା ।
18 Moses entered the cloud and climbed the mountain; Moses stayed on the mountain forty days and forty nights. ଆରି ମସା ଦୁଉରି ଆନ୍ଦାର୍‌ ବିତ୍‌ରେ ପୁରି ଚାଲିସ୍‌ ଦିନ୍‌ ଚାଲିସ୍‌ ରାତି ଡଙ୍ଗର୍‌ ଉପ୍‌ରେ ରଇଲା ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]