Skip to content
The Believer's Library

Desiya Bible

Exodus 23 Saa25

Show Saa25 only
Verse × ×
1 "Don't spread a false report or join hands with the wicked as a malicious witness. ତମେ ମିଚ୍‌ କାତାରେ ପଡା ନାଇ, ଅନିଆଇ କରି ଦୁସ୍‌ଟକେ ସାଇଜ କରା ନାଇ ।
2 "Do not follow a majority to do wrong, or testify in a dispute siding with a majority to pervert justice, ତମେ ପାଦ୍‌ରା କାମ୍‌ କର୍‌ବାକେ ବେସି ଲକ୍‌ର୍‌ ସଙ୍ଗ୍‌ ଜାଆ ନାଇ, ଆରି ବଲ୍‌ ବିଚାର୍‌ କର୍‌ବାତେଇ ନସାଇବା ଲକର୍‌ ସଙ୍ଗ୍‌ ଜାଆନାଇ ।
3 and do not show favoritism to a poor person in his lawsuit. ବିଚାର୍ ତେଇ ଗରିବ୍‌ ଲକ୍‌କେ ନିଚ୍ ଦେକା ନାଇ ।
4 "If you find your enemy's ox or his donkey straying, surely return it to him. ତମର୍‌ ବିରଦି ଲକର୍‌ ଗରୁ କି ଗଦ କେନେ ଜିବାଟା ଦେକ୍‌ଲେ ତାକେ ତାର୍‌ ମାଲିକ୍‌ ପାକେ କେଦିଆନା ।
5 If you see your enemy's donkey collapsed under its load, don't leave it—help him free it. ଜଦି ତମର୍‌ ବିରଦିର୍‌ ଗଦ ବଜ୍‌ ବଇ ନାପାରି ଅଦର୍‌ଲାଟା ଦେକ୍‌ଲେ, ତାକେ ଚାଡି ଜାଆନାଇ, ତମେ ତାକେ ତେଇ ସାଇଜ କର୍‌ସା ।
6 "Do not deny justice to your poor in their lawsuits. ଗରିବ୍‌ ଲକ୍‌କେ ତମେ ବୁଲ୍‌ ବିଚାର୍‌ କରା ନାଇ ।
7 Keep far from false charges; do not kill the innocent and righteous, for I won't acquit the guilty. ମିଚ୍‌କାତା ତେଇ ଅନି ନିଜ୍‌କେ ଦୁରିକେ ରୁଆ, ଦସ୍‌ ନ କଲା ଲକ୍‌କେ ଆରି ଦରମ୍‌ କର୍‌ବା ଲକ୍‌କେ ନସ୍‌ଟ କରାନାଇ, କାଇକେବଇଲେ କରାପ୍‌ ଲକ୍‌କେ ବଲ୍‌ ବିଚାର୍‌ ନ କରୁ ।
8 "Take no bribe—it blinds the clear-sighted and twists the words of the righteous. ତମେ ଜାଲାରି ଉଆ ନାଇ, କାଇକେବଇଲେ ଜାଲାରି କାମ୍‌ ତମ୍‌କେ କାଣା ଲକ୍‌ କର୍‌ସି ଆରି ଦରମ୍‌ ଲକର୍‌ ବାକିଅକେ ବେକାର୍‌ କର୍‌ବାଇ ।
9 "Do not oppress a foreigner—you know a foreigner's heart, since you were foreigners in the land of Egypt. ତମେ ବିଦେସି ଲକ୍‌କେ ଅନିଆଇ କାମ୍‌ କରାନାଇ, କାଇକେବଇଲେ ବିଦେସ୍‌ ରଇଲା ଲକର୍‌ ମନ୍‌ ତମେ ଜାନି ଆଚାସ୍‌, କାଇକେବଇଲେ ତମେ ମିସର୍‌ ଦେସେ ବିଦେସ୍‌ ଅଇ ରଇଲାସ୍‌ ।
10 "For six years you are to sow your land and gather its produce, ତମେ ଚଅ ବରସ୍‌ ଜାକ ପଦାଇ ବିଅନ୍‌ ବୁନ୍‌ସା ଆରି ତେଇର୍‌ ଚାସ୍‌ ପାଚାଆଇ ସଙ୍ଗଆ ।
11 but the seventh year, release it and leave it unplowed, so the poor of your people may eat; what remains, wild animals may eat. Do the same for your vineyard and olive grove. ମାତର୍‌ ସାତ୍‌ ବର୍‌ସେ ବିସ୍‌ରାମ୍‌ କରି ପଡିଆ ଚାଡ୍‌ସା,ଏଲେ ଦରିଦ୍‌ର ଲକ୍‌କେ କାଇବାକେ ମିଲ୍‌ସି ଆରି ସେମନ୍‌ ଟୁଲିଆଇ ସଙ୍ଗଇ ରଇବାଇ ସେଟା ବନର୍‌ ପସୁମନ୍‌ କାଇବାଇ। ଆରି, ତମେ ଅଙ୍ଗୁର୍‌ ବାଡେ ଆରି ଜିତ୍‌ ଗଚ୍‌କେ ମିସା ସେ ରକାମ୍ କର୍‌ସା ।
12 "Work six days; rest the seventh, so your ox and donkey may rest, and your slave woman's son and the foreigner may catch their breath. ତମେ ଚଅ ଦିନ୍‌ କାମ୍‌ କରି ସାତ୍‌ ଦିନେ ବିସ୍‌ରାମ୍‌ କର୍‌ସା, ଅଇଲେ ତମର୍‌ ଗରୁ ଆରି ଗଦ ବିସ୍‌ରାମ୍‌ ପାଇବାଇ, ଆରି ତମର୍‌ ଗତି ଦାଙ୍ଗ୍‌ଡାମନ୍‌ ଆରି ବିନ୍ ଦେସର୍ ଲକ୍‌ ଉସାସ୍‌ ଅଇବାଇ ।
13 "Be on guard for all I have said to you. Do not mention other gods' names; let them not be heard on your lips. ଆମେ ତମ୍‌କେ ଜାଇ ଜାଇଟା କଇଆଚୁ, ସେ ସବୁ ବିସଇରେ ଜାଗର୍‌ତା ରୁଆ; ବିନ୍‌ ଦେବ୍‌ତା ମନ୍‌କେ ଏତାଆ ନାଇ, କି ତମର୍‌ ଟଣ୍ଡେଅନି ନ ବାରଅ ।
14 "Three times a year you are to hold a festival to me. ତମେ ବରସ୍‌କେ ତିନ୍‌ ତର୍‌ ମର୍‌ ନାଅଁରେ ପରବ୍‌ କର୍‌ସା
15 Keep the Festival of Unleavened Bread: eat unleavened bread seven days, as I commanded, at the set time in the month of Abib—for then you left Egypt. No one may appear before me empty-handed. ତାଡି ନ ମିସ୍‌ଲା ରୁଟିର୍‌ ପରବ୍‌ କର୍‌ସା, ଆମର୍‌ ଆଦେସ୍‌ ଇସାବେ ଆବିବ୍‌ ମାସେ ସାତ୍‌ ଦିନ୍ ତାଡି ନମିସ୍‌ଲା ରୁଟି କାଇସା, କାଇକେବଇଲେ ତମେ ସେ ମାସେ ମିସର୍‌ ଦେସେ ଅନି ବାରଇ ଆସିଆଚାସ୍‌, ଆରି କେମିସା ଚୁଚା ଆତେ ମର୍‌ ଲଗେ ଆସା ନାଇ ।
16 Keep the Harvest Festival—firstfruits of your produce sown in the field—and the Ingathering Festival at the year's end, when you gather your produce from the field. ଆରି ପଦାଇବାଟାଇ ଚାସ୍‌ କାଟ୍‌କା ପରବ୍‌, ଆରି, କଲା ନୁଆ ଜିନିସ୍‌ ଟୁଲିଆଇବା ପରବ୍‌ କର୍‌ସା; ଆରି ବରସର୍ ସାରାସାରି ଟୁଲିଆଇବା ପରବ୍‌ କର୍‌ସା ।
17 Three times a year all your males are to appear before the Sovereign Father. ବରସ୍‌କେ ତିନ୍‌ତର୍‌ ମନୁସ୍‌ମନ୍ ସବୁବଲର୍ ମାପ୍‌ରୁର୍‌ ଲଗେ ଆଇସା ।
18 "Don't offer my sacrifice's blood with anything leavened, or leave the fat of my festival offering till morning. ତମେ ସଡା ନ ମିସ୍‌ଲା ଜିନିସ୍‌ ସଙ୍ଗ୍‌ ବଲି ମେଣ୍ଡାର୍‌ ବନି ମିସାଇ ଉଚର୍‌ଗ କରା ନାଇ; ଆମର୍‌ ନାଉଁରେ ମାରି ରଇଲାଟା ଉଚର୍‌ଗ ବସ୍‌ ସଞ୍ଜ୍‌ ଅନି ସାକାଲ୍‌ ପାଇବା ଜାକ ନ ରଅ ।
19 "Bring the best of your soil's firstfruits to your Father's house. Do not cook a young goat in its mother's milk. ତମର୍‌ ବାଡର୍‌ ପର୍‌ତୁମ୍‌ ପଲ୍‌ ସବୁବେଲର୍ ମାପ୍‌ରୁର୍‌ ଗରେ ଆନ୍‌ସା, ପାକାଇଲା ଚେଲିର୍‌ ପିଲାର୍‌ ଦୁଦ୍‌କେ ତପାଆ ନାଇ ।
20 "See, I send a messenger before you to guard you on the way and bring you to the place I have prepared. ଦେକା, ଆମେ ତମ୍‌କେ ବାଟେ ଉଦାର୍‌ କର୍‌ବାକେ ଆରି ମୁଇ ତିଆର୍‌ କଲା ଜାଗାଇ ନେବାକେ ତମର୍‌ ଆଗ୍‌ତୁ ଗଟେକ୍‌ ଦୁତ୍‌କେ ପାଟାଇବି
21 Be on guard before him and obey his voice. Do not defy him—he won't forgive your rebellion, for my name is within him. ତାର୍‌ କାତାରେ ଜାଗ୍‌ରତ୍‌ ଅଇ ରୁଆ ଆରି ସେ କଇଲା କାତା ସୁନା; ତାକେ ରିସା କରା ନାଇ; କାଇକେବଇଲେ ସେ ତମର୍‌ ବୁଲ୍‌କେ କେମା ନ କରେ; କାଇକେବଇଲେ ତାର୍‌ ଲଗେ ଆମର୍‌ ନାଉଁ ଆଚେ ।
22 But if you truly listen to his voice and do all I say, I will be enemy to your enemies, adversary to your foes. ଜଦି ତମେ ସତ୍‌ରେ ତାର୍‌ କାତା ମାନ୍‌ସା ଆରି ଆମେ ଜାଇଟା କଇଲେ ସେଟା କର୍‌ସା, ତେବେ ତମର୍‌ ସତ୍‌ରୁ ମନର୍‌ ସତ୍‌ରୁ ଆରି ତମର୍‌ ବିରଦି ମନର୍‌ ବିରଦି ଅଇବୁ ।
23 My messenger will go ahead of you, bring you to the Amorites, Hittites, Perizzites, Canaanites, Hivites, and Jebusites, and I will wipe them out. କାଇକେବଇଲେ ଆମର୍‌ ଦୁତ୍‌ ତମର୍‌ ଆଗ୍‌ତୁ ଆଗ୍‌ତୁ ଜାଇ ତମ୍‌କେ ଇମରିଅ, ଇତିଅ, ପରିସିଅ, କିଣାନିଅ, ଇଦିଅ ଆରି ଜିବୁସିଅ ମନର୍‌ ଦେସ୍‌ ଆନ୍‌ସି, ଆରି ଆମେ ସେମନ୍‌କେ ବିନାସ୍‌ କର୍‌ବୁ ।
24 Do not bow to their gods, serve them, or follow their practices. Tear them down completely and smash their sacred pillars to pieces. ତମେ ସେମନର୍‌ ଦେବ୍‌ତା ମନ୍‌କେ ଜୁଆର୍‌ କର୍‌ ନାଇ, କି ତାକର୍‌ ସେବା କରାନାଇ, ଆରି ସେମନର୍‌ ବିଦି ଇସାବେ ବିଦି ମାନାନାଇ, ମାତର୍‌ ସେମନ୍‌କେ ପର୍‌ତୁମ୍‌ସେ ବିନାସ୍‌ କରିଦେଇସା, ଆରି ତାକର୍‌ ଗାଡ୍‌ଲା ଦେପତା‌ ପାକ୍‌ନାକେ ବାଙ୍ଗାଇ ନସ୍‌ଟ କରି ଦେଇସା ।
25 You are to serve your Father, and he will bless your bread and your water; I will remove sickness from among you. ତମେ ଆମର୍‌ ସବୁବେଲର୍ ମାପ୍‌ରୁ ପର୍‌ମେସରର୍‌ ସେବା କର୍‌ସା, ତେବେ ସେ ତମ୍‌କେ କାଇବା ପିଇବାକେ ଆସିର୍‌ବାଦ୍‌ କର୍‌ସି, ଆରି ତମର୍‌ ରଗ୍‌ ଦୁର୍‌ କର୍‌ସି ।
26 None will miscarry or be barren in your land; I will fill your days. ତମର୍‌ ଦେସେ କେ ମିସା ପିଲାଜନମ୍‌ ନ କରି ନ ରୁଆସ୍‌, କି ବାଞ୍ଜି ନ ରୁଆସ୍‌, ଆମେ ତମର୍‌ ଜିଇବାଟା ବେସି ଦିନ୍‌ ବଡାଇବୁ ।
27 I will send my terror ahead of you, confuse every nation you meet, and make all your enemies turn their backs to you. ମୁଇ ତମର୍‌ ଆଗେ ଆଗେ ଡର୍‌ ପାଟାଇବି, ଆରି ଜନ୍‌ ଲକ୍‌ମନର୍‌ ମଜାଇ ତୁଇ ଜାଇସୁ, ତାକର୍‌ ମନେ ପର୍‌ତୁମ୍‌ ଡର୍‌ ଦେକାଇ ବାୟାବିକଲ୍‌ କର୍‌ବି, ଆରି ମୁଇ ତର୍‌ ସର୍‌ତେ ଲକ୍‌କେ ପାଦ୍‌ତଲେ ଆନ୍‌ବି ।
28 I will send the hornet ahead of you, driving out the Hivites, Canaanites, and Hittites before you. ମୁଇଁ ତମର୍ ଆଗେ ଆଗେ ଟେକର୍ ମଚିମନ୍‌କେ ପାଟାଇବି; ସେମନ୍‌ ଇଦିଅ, କିଣାନିଅ ଆରି ଇତିଅ ମନ୍‌କେ ତମର୍‌ ଲଗେ ଅନି କେଦ୍‌ବାଇ ।
29 I won't drive them out before you in one year, or the land will become desolate and wild animals will multiply against you. ମାତର୍‌ ଗଟେକ୍‌ ବରସ୍‌ ବିତ୍‌ରେ ସେମନ୍‌କେ ନ କେଦି, କେଦି ଦେଲେ ସେ ଦେସେ ଉନାଲକ୍‌ ଅଇବାଇ, ବନର୍‌ ପସୁ ମନ୍‌ ବେସି ଅଇବାଇ ।
30 Little by little I will drive them out before you, until you multiply and possess the land. ତମେ ସବୁଲକ୍‌ ଜବର୍‌ ଲକ୍‌ ବଡି ଦେସ୍‌ ଜାକ ଅଇଲା ପଚେ,ସେମନ୍‌କେ ଦିରେ ଦିରେ କେଦି ଦେବି ।
31 I will set your border from the Red Sea to the Philistine Sea, and from the wilderness to the River, for I will hand the land's people to you, and you will drive them out before you. ଆରି ତମେ ସୁପ୍‌ ସାଗର୍‌ ତେଇ ଅନି ପଲେସ୍‌ଟିଅ ମନର୍‌ ଗାଡେ ଜାକ ଆରି ମରୁବାଲି ଅନି ପରାତ୍‌ ଗାଡ୍‌ ଜାକ ତମର୍‌ ସନ୍ଦି କର୍‌ବି, କାଇକେବଇଲେ ଦେସେ ବାସା ଅଇଲା ଲକ୍‌ମନ୍‌କେ ତମର୍‌ ଲଗେ ସର୍‌ପି ଦେବି, ତମେ ତମର୍‌ ମୁଆଟେ ସେମନ୍‌କେ କେଦ୍‌ସା ।
32 Do not make a covenant with them or with their gods. ତମେ ସେମନର୍‌ ସଙ୍ଗ୍‌ କି ସେମନର୍‌ ଦେବ୍‌ତା ସଙ୍ଗ୍‌ କାଇ ନିଅମ୍‌ ନ କରାସ୍‌ ।
33 They must not live in your land, or they will make you sin against me—if you serve their gods, it will surely trap you." ସେମନ୍‌ ତମର୍‌ ଦେସେ ବାସା ନ ଅଅତ୍‌, ବାସା କଲେ ଆମର୍‌ ବିରୁଦେ ତମର୍‌ ସଙ୍ଗ୍‌ ପାପ୍‌ କର୍‌ବାଇ, କାଇକେବଇଲେ ତମେ ଜଦି ସେମନର୍‌ ଦେବ୍‌ତାକେ ପୁଜା କଲେ, ତମର୍‌ ଉପ୍‌ରେ ସେଟା ବିପଦ୍‌ ଆନ୍‌ବାଇ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]