Skip to content
The Believer's Library

Desiya Bible

Exodus 22 Saa25

Show Saa25 only
Verse × ×
1 "Whoever steals an ox or sheep, then kills or sells it, repays five cattle for the ox, four sheep for the sheep. ଜେବେ କେ ଗରୁକି ମେଣ୍ଡା ଚରି ନେଇ ମାରି କାଇଲେ କି ବିକ୍‌ଲେ, ତେବେ ସେ ଗଟେକ୍‌ ଗରୁ ବାଦୁଲେ ପାଞ୍ଚ୍‌ ମୁଣ୍ଡ୍‌ ଗରୁ ଦେଇସି,ଆରି ଗଟେକ୍‌ ମେଣ୍ଡା ବାଦୁଲେ ଚାରି ମୁଣ୍ଡ୍‌ ମେଣ୍ଡା ଦେଇସି ।
2 If a thief is caught breaking in and beaten to death, no bloodguilt for it. ଆରି ଚର୍‌ ଜଦି ଚରି କରି ଦାରାପଡ୍‌ଲେ, ଆରି ତାକେ ମାରୁମାରୁ ମାରିଦେଲେ, ତାକେ ମାରି ମରାଇଲା ଦସ୍‌ ନ ଲାଗେ ।
3 If sunrise finds him, bloodguilt is his. He must repay; if he has nothing, he's sold for his theft. ମାତର୍‌ ସାକାଲ୍ ପାଇ ବେଲ୍‌ ଉଦ୍‌ଲାପଚେ ମାରି ମରାଇଲେ, ତେବେ ସେ ମାରି ମରାଇଲା ଦସି ପାଇସି, ଆରି ଚର୍‌ ଚରି ରଇଲା ଜିନିସ୍‌ ଦେବାକେ ପଡ୍‌ସି, ଜଦି ତାର୍‌ ଲଗେ କାଇଟା ନଇଲେ ସେ ନିଜେ ବିକିଅଇ ଦେଇସି ।
4 If the stolen animal is found alive in his possession—ox, donkey, or sheep—he must repay double. ଜଦି ଗରୁକି ଗଦଅକି ମେଣ୍ଡା ଚର୍‌ଲାଟା ଜିବନ୍‌ଟା ରଇଲେ, ତେବେ ସେ ତେଇର୍‌ ଦୁଇ ବାଗ୍‌ ଦେବାକେ ପଡ୍‌ସି ।
5 "If someone lets livestock loose and it grazes in another's field or vineyard, he repays with the best of his field and the best of his vineyard. ଆରି କେ ଜଦି ବିନ୍‌ ଲକର୍‌ ବାଡେ କି ପଦାଇ ଗରୁ ପୁରାଇଲେ, କି ଚାଡିଦେଲେ କି ବିନ୍‌ ଲକର୍‌ ପଦାଇ ପୁରି କାଇଲେ, ସେ କାଇଲା ବାଦୁଲେ ନିଜର୍‌ ଜମିଅନି ନିମାନ୍‌ ତାସ୍‌ ଆରି ଅଙ୍ଗୁର୍‌ ମାଲେ ନିମାନ୍‌ ପଲ୍ ବାଉଡାଇବାକେ ପଡ୍‌ସି ।
6 "If fire spreads and catches thornbushes, burning stacked grain, standing grain, or the field, whoever started it must repay in full. ଜଦି କେ ବନେ ଜଇ ଲାଗାଇଲା, ଆରି ସେ ଜଇ ଅଲ୍‌ଗା ଲକର୍‌ ତାସ୍‌ ପଦାଇ ନସ୍‌ଟ ଅଇଲେ, ସେ ଜଇ ଲାଗାଉ ପଦାର୍‌ ମୁଲିଅ ଦେବାକେ ପଡ୍‌ସି ।
7 "If someone entrusts a neighbor with silver or goods, and it's stolen from his house, the thief—if caught—pays back double. ଜଦି କେ ନିଜର୍‌ ବନ୍ଦୁବାନ୍ଦବ୍‌କେ ଡାବୁ କି ବଲ୍‌ ଜିନିସ୍‌ ସଙ୍ଗଇ ରଇବାକେ ଦେଇରଇସି, ସେଟା ଜଦି କେ ଚରି କରି ନେଲେ ଆରି ସେ ଚର୍‌ ଦାରା ପଡ୍‌ଲେ, ତେବେ ସେ ଦୁଇ ବାଗ୍‌ ଦେବାକେ ପଡ୍‌ସି ।
8 If the thief isn't found, the householder must come before our Father to see if he took his neighbor's property. ଜେବେ ଚର୍‌ ଦାରା ନ ପଡ୍‌ଲେ, ସେ ଗରର୍‌ ମୁନୁସ୍‌, ସାଇ ପଡିସାର୍‌ ଜିନିସ୍‌କେ ଆତ୍‌ ଦେଇ ଆଚେ କି ନାଇ, ସେଟା ବେଟୁ କି ନାଇ ବଲି ପର୍‌ମେସରର୍‌ ମୁଆଟେ ଟିଆ ଅଇବାକେ ଅଇସି ।
9 For any disputed ox, donkey, sheep, garment, or lost item claimed as his, both come before our Father; whoever our Father condemns pays double to his neighbor. ସର୍‌ତେ ରକାମର୍ ଦରମ୍ ବିସଇରେ, ଜନ୍‌ଟାକି ଗରୁ କି ଗଦ କି ମେଣ୍ଡା, କି ବସ୍‌ତର୍ ଜାଇଟା ମିସା ଆଜ୍‌ଲା ବିସଇରେ ଜଦି ଜାନାଇସି, “ ଏଟା ସେ ଆଜ୍‌ଲା ଜିନିସ୍,” ଦେବେ ଦୁଇ ଲକର୍ କାତା ମିସା ପର୍‌ମେସରର୍ ଲଗେ ଜାନାଇବାଇ; ତାର୍‌ପଚେ ପର୍‌ମେସର୍ ଜାକେ ଦସି କର୍‌ସି, ସେ ଲକ୍ ଆର୍ ଗଟେକ୍ ଲକ୍‌କେ ଦୁଇ ବାଗ୍‌ ।
10 "If someone gives his neighbor a donkey, ox, sheep, or any animal to guard, and it dies, is hurt, or is taken unseen, ଜଦି କାର୍‌ ବନ୍ଦୁବାନ୍ଦବ୍‌ ଗଦ,ଗରୁ ମେଣ୍ଡା କି କାଇ ମିସା ପସୁ ବାନ୍ଦ୍‌ବାକେ ଦେଇ ରଇସି ଆରି ସେ ପସୁ କେ ନ ଦେକ୍‌ତେ ମରି ଗାଲେ କି ଆଜି ଗାଲେ ,
11 an oath before me settles the matter between them: the keeper did not lay a hand on his neighbor's property. The owner accepts it; no repayment is due. ତେବେ ସେ ମକେ ଦେଇ ରଇଲା, ଜିନିସ୍‌କେ ମୁଇ ମାରି କାଇନାଇ, କି ବିକି ନାଇ, ବଲିକରି ସବୁବେଲର୍‌ ମାପ୍‌ରୁର୍‌ ଲଗେ ଦୁଇ ଲକ୍‌ ଜାକ ସାକି ଦେବାଇ, ମାତର୍‌ ପସୁର୍‌ ମାଲିକ୍‌ କାଇଟା ନ ଦେଏ
12 But if the animal was in fact stolen from him, he must make restitution to its owner. ଜଦି ତାର୍‌ ଲଗେଅନି ଚରି ଅଇଲାଆଚେ, ତେବେ ସେ ମାଲିକ୍‌କେ ତାର୍ ମୁଲିଅ ଦେବାକେ ଅଇସି।
13 If it was torn apart, he must bring it as proof; he owes nothing for the torn animal. ଜଦି ସେ ପସୁର୍‌ ମାରି ଗାଲା ଆରି ସେ ମଲାଟା ସେଟି ଆନି ସାକି ଦେଇସି, ତେବେ ସେ ମାଲିକ୍ ମୁଲିଅ ଦେବାକେ ନ ଦେଏ।
14 "If someone borrows an animal from a neighbor and it's injured or dies without the owner present, full repayment is required. ଆରି କେ ନିଜର୍‌ ସାଇର୍‌ ପସୁ ମାଗି ନେଇ ରଇସି, ଆରି ପସୁକେ ଦୁରବ୍‌ଲ କି ମରି ଗାଲେ, ତାର୍‌ ମୁଲିଅ ନ ପିଟ୍‌ତେ ଦେବାକେ ଅଇସି।
15 If its owner was with it, he owes nothing; if the animal was hired, the fee covers the loss. ମାତର୍‌ ଜେବେ ସେ ମାଲିକ୍‌ ତେଇ ରଇଲେ, ତାର୍‌ ମୁଲିଅ ଦେବାକେ ନ ପଡେ; ଜଦି ସେଟା ମାଗି ଆନ୍‌ଲାଟା ଅଇସି, ତେବେ ସେଟା ବଡା ଅଇସି ଆରି ସମାଜର୍ ରିତିନିତି ଇସାବେ ଆଇସି।
16 "If a man entices an unengaged virgin and sleeps with her, he must pay bride price and marry her. ଜଦି କେ ଡିଣ୍ଡା ଟକିକେ ପୁସ୍‌ଲାଇ ତାର୍‌ ସଙ୍ଗ୍‌ ବେସିଆ କାମ୍‌ କଲେ, ସେ ଟକିର୍‌ ମୁଲିଅ ଦେଇ ବିବା ଅଇସି ।
17 If her father flatly refuses to give her to him, he must weigh silver equal to virgins' bride-price. ଜେବେ ଟକିର୍‌ ବାବା ବିବା କରିଦେବାକେ ନିଚ୍‌ଲେ, ତେବେ ଟକିର୍‌ ନିଅମ୍ ଅନୁସାରେ ତାର୍‌ ମୁଲିଅ ଇସାବେ ରୁପା ଟାଙ୍ଗା ଦେବାକେ ପଡ୍‌ସି ।
18 "You shall not allow a sorceress to live. ତମେ ଡାଇନି ମାଇଜିକେ ଜିଆବାକେ ଦେବାର୍‌ ନାଇ ।
19 "Whoever has sexual relations with an animal must surely be put to death. ଜେ ଜଦି ପସୁ ସଙ୍ଗ୍‌ ବେସିଆ କାମ୍‌ କଲେ ସେ ନ ପିଟ୍‌ତେ ମର୍‌ସି ।
20 "Whoever sacrifices to any god other than me alone must be completely destroyed. କେ ଜଦି ସବୁବେଲର୍‌ ମାପ୍‌ରୁକେ ଚାଡି ବିନ୍‌ ଦେବ୍‌ତାକେ ପୁଜା କର୍‌ସି, ସେ ବିନସ୍‌ଟ ଅଇସି ।
21 "Do not wrong or oppress a foreigner, for you were foreigners in the land of Egypt. ତମେ ବିନ୍‌ ଦେସର୍‌ ଲକ୍‌କେ ଅନିଆଇ କରାନାଇ, ଆରି କାରାପ୍ ବେବାର୍ କରାନାଇ, କାଇକେବଇଲେ ତମେ ମିସର୍‌ ଦେସେ ବିଦେସି ଅଇରଇଲାସ୍‌ ।
22 "You shall not mistreat any widow or orphan. ତମେ କେବେ ରାଣ୍ଡିମାଇଜିକେ କି ଟୁରାଟୁରି ପିଲାଟକିକେ ଦୁକ୍‌ ଦିଆସ୍‌ ନାଇ ।
23 If you do mistreat them, and they cry out to me, I will surely hear their cry. ତମେ ଜଦି ସେ ମନ୍‌କେ ଦୁକ୍‌ ଦେଲେ, ଆରି ସେମନ୍ କାନ୍ଦିକରି ଆମ୍‌କେ ଡାକ୍‌ବାଇ, ତେବେ ଆମେ ତାକର୍‌ ଡାକ୍‌ ସୁନ୍‌ବୁ ।
24 My anger will flare; I will kill you by the sword—your wives widows, your children fatherless. ଆରି ଆମେ ବେସି ରିସା ଅଇ କାଣ୍ଡା ସଙ୍ଗ୍‌ ମାରି ମରାଇବୁ, ତେବେ ତମର୍‌ ମାଇଜି ମନ୍‌ ରାଣ୍ଡି ଅଇବାଇ ଆରି ପିଲାଟକି ଟୁରାଟୁରି ଅଇବାଇ ।
25 "If you lend money to my people, the poor among you, don't be a creditor to him or charge him interest. ତମେ କେବେ ମର୍‌ ଲକ୍‌ମନର୍‌ ବିତ୍‌ରେ ଦୁକିଦରିଦର୍‌ ଲକକେ ରୁନ୍‌ ଦେଲେ, ସେମନ୍‌କେ ସାଉକାର୍‌ ଦେକାଇ ଉଆନାଇ, ଆରି ତମ୍‌କେ ସୁଦ୍ ଡାବୁ ମାଙ୍ଗା ନାଇ ।
26 If you take your neighbor's cloak as a pledge, you must return it to him by sunset, ଜଦି ତମର୍‌ ବନ୍ଦୁବାନ୍ଦବର୍ ଲୁଗାପଚିଆ ବାନ୍ଦା ଦାରି ରଇଲେ, ବେଲ୍‌ ନ ବସ୍‌ତେ ବାଉଡାଇ ଦିଆସ୍‌ ।
27 it's his only covering, his cloak for his skin. What will he sleep in? When he cries out to me, I'll hear, for I'm compassionate. କାଇକେବଇଲେ ତାକେ ଗଟେକ୍‌ ସେ ଗାଗ୍‌ଡେ ପିନ୍ଦ୍‌ବା ଲୁଗା, ସେ କାଇ ତେଇ ସଇସି? ସେଡ୍‌କିବେଲେ ସେ ଆମର୍‌ ଲଗେ ଗୁଆରି କର୍‌ସି, ଆମେ ତାର୍‌ ଗୁଆରି ସୁନ୍‌ବୁ, କାଇକେବଇଲେ ଆମେ ଦୟା ଲକ୍‌ ।
28 "You shall not speak evil of our Father, nor curse a ruler of your people. ତମେ ପର୍‌ମେସର୍‌କେ ଅମାନିଅ କରା ନାଇ, ଆରି ତାର୍‌ ମୁକିଅ କାମ୍‌ କର୍‌ବା ଲକ୍‌କେ ମିସା ଅବିସାପ୍‌ ଦିଆସ୍‌ ନାଇ ।
29 "Do not delay giving the fullness of your harvest and your juice. Give me the firstborn of your sons. ତମେ ତମର୍‌ ପର୍‌ତୁମ୍‌ ଚାସ୍ କଲା ତାସର୍ ପଲ୍‌ ଆରି ଅଙ୍ଗୁର୍‌ ପଲ୍‌ ଦେବାକେ ଜିଲମ୍‌ କରାନାଇ, ତମେ ତମର୍‌ ପର୍‌ତୁମ୍‌ ଜନମ୍‌ ଅଇଲା ପିଲାକେ ମକେ ଦାନ୍‌ ଦେଇସା ।
30 Do the same with your ox and sheep: keep it with its mother seven days, then give it to me on the eighth day. ଆରି ଗରୁ କି ମେଣ୍ଡା ପାକାଇଲେ ମିସା ସେନ୍ତାର୍‌ କର୍‌ସା, ସାତ୍‌ ଦିନ୍‌ ଜାକ ତାର୍‌ ମାଆର୍‌ ଲଗେ ରଇସି, ଆରି ଆଟ୍‌ ଦିନ୍‌ ଅଇଲେ ମର୍‌ ଲଗେ ଆନ୍‌ସା ।
31 "Be holy people to me. Do not eat meat torn by beasts in the field—throw it to the dogs." ଆରି ତମେ ଆମର୍‌ ପାଇ ସୁକଲ୍‌ ଲକ୍‌ ଅଇସା, ସେଟାର୍‌ପାଇଁ ବନ୍ ପସୁ ପଦାଇ କର୍‌ତା କଲା ମାଉସ୍‌ ନ କାଆସ୍‌, ସେଟା କୁକୁର୍‌ ମନ୍‌କେ ପିଙ୍ଗି ଦେଇସା ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]