Skip to content
The Believer's Library

Desiya Bible

Exodus 11 Saa25

Show Saa25 only
Verse × ×
1 Our Father said to Moses, "One more plague I will bring on Pharaoh and on Egypt. After that he will send you out from here; when he does, he will drive you out completely. ସବୁବେଲର୍ ମାପ୍‌ରୁ ମସାକେ କଇଲା, ଆମେ ପାର ରାଜା ଆରି ମିସର୍ ଦେସ୍ ଉପ୍‌ରେ ଆରି ଗଟେକ୍ ଡଣ୍ଡ୍‌ ଦେବୁ ତାର୍‌ପଚେ ଆମର୍‌ ଲକ ମନ୍‌କେ ଚାଡି ଦେଇସି, ମାତର୍‌ ଚାଡ୍‌ବା ଆଗତୁ ତକେ କେଦ୍‌ସିନ ।
2 Tell the people: let each man ask his neighbor, each woman her neighbor, for silver and gold objects." ଏବେ ଲକ୍‌ମନ୍‌କେ କାନେ କଅ, ସର୍‌ତେ ଲକ୍‌ମନ୍‌ ନିଜର୍‌ ନିଜର୍ ଲକର୍‌ ତେଇ ଅନି ଆରି ସର୍‌ତେ ମାଇଜିଟକି ନିଜର୍‌ ନିଜର୍‌ ଲକର୍ ତେଇ ଅନି ରୁପାକି ସୁନା କାଇଟା ଆଚେ ମାଗତ୍‌ ।
3 And our Father gave the people favor with the Egyptians. Moreover, Moses himself was very great in the land of Egypt, in the eyes of Pharaoh's servants and the people. ଆରି ସବୁବେଲର୍ ମାପ୍‌ରୁ ମିସର୍‌ ଦେସର୍ ଲକ୍‌ର ମୁଆଟେ ଇସ୍‌ରାଏଲ୍ ଦେସ୍‌ର ଲକ୍‌କେ ଆସିର୍‌ବାଦ୍ କଲା ଆରି ମିସର୍ ଦେସର୍ ପାର ରାଜାର୍‌ ଦାଙ୍ଗ୍‌ଡାମନର୍‌ ତେଇ ଅନି ମସା ଅଦିକ୍ ବପୁ ଅଇଲା ।
4 Moses said, "This is what our Father says: Around midnight I will go through Egypt, ତାର୍‌ପଚେ ମସା ଲକ୍‌ମନ୍‌କେ କଇଲା, ସବୁବେଲର୍ ମାପ୍‌ରୁ ଏ କାତା କଇଲାନି, ଆମେ ମଜା ରାତି ମିସର୍‌ ଦେସେ ଉଟି ବାରଇ ଜିବାର୍‌ ଅଇସି ।
5 "and every firstborn in the land of Egypt will die, from Pharaoh's firstborn who sits on his throne to the slave girl's firstborn behind the millstones, and every firstborn animal. ତାର୍‌ପଚେ ରାଜ୍‌ଗାଦି ବସି ରଇବା ପାର ରାଜାର୍‌ ପର ଆରି ତାର୍‌ ଦାଙ୍ଗ୍‌ଡାମନର୍‌ ତେଇ ଅନି ଆରାମ୍ ଅଇ ମିସର୍ ଦେସେ ବାସା ଅଇଲା ଲକର୍ ପରତୁମ୍ ଜନମ୍‌ ଅଇଲା ପିଲା ଆରି ପସୁର୍‌ ପର୍‌ତୁମ୍‌ ଜନମ୍ ଅଇଲାଟା ମର୍‌ବାଇ ।
6 A great cry will fill all the land of Egypt, unlike any before or since. ଆରି ସବୁ ମିସର୍‌ ଦେସେ, ଜେମ୍‌ତାର୍‌ କେବେ ମିସା ଅଏ ନାଇ, କି ନ ଅଏ, ଏ ପାରା ବେସି ରଦନ୍ ଅଇସି ।
7 But not even a dog will growl at any of Israel's people, man or animal, so you'll know our Father distinguishes Egypt from Israel. ମାତର୍‌ ସବୁବେର୍‌ ମାପ୍‌ରୁ ମିସ୍‌ରିଅ ଲକର୍ ତେଇ ଅନି ଇସ୍‌ରାଏଲ୍‌ ଲକ୍‌ମନ୍‌କେ ଅଲ୍‌ଗା କର୍‌ସି, ଏଟା ତମେ ଜାନ୍‌ସା, ସେଟାର୍‌ପାଇଁ ଇସ୍‌ରାଏଲ୍‌ ଦେସର୍‌ ଲକ୍‌ମନର୍ ବିତ୍‌ରେ ଅନି କନ୍ ଲକ୍‌କେ କି ପସୁକେ କି ଗଟେକ୍ କୁକୁର୍‌କେ ମିସା ବେଗ୍‌ଲାଇ ନାପାରେ ।
8 All these servants of yours will come down to me, bow before me, and say, 'Go, you and all the people who follow you.' After that I will go out." Then Moses left Pharaoh in burning anger. ତମର୍‌ ଲକ୍‌ ଆରି ଦାଙ୍ଗ୍‌ଡାମନ୍‌ ଆସି ତକେ କଇବାଇ, ଇସ୍‌ରାଏଲ୍‌ ଦେସର୍‌ ଲକ୍‌କେ ଚାଡି ଦେସ୍‌, ସେ ଲକ୍‌ ଜାଅତ୍‌ । ତାର୍‌ପଚେ ମୁଇ ବାରଇ ଜିବି, ତାର୍‌ପଚେ ମସା ରିସାଅଇ ପାର ରାଜାର୍‌ ଲଗେଅନି ବାରଇ ଗାଲା ।
9 Our Father said to Moses, "Pharaoh will not listen to you, so my wonders multiply in the land of Egypt." ସବୁବେଲର୍‌ ମାପ୍‌ରୁ ମସାକେ କଇଲା, ମୁଇଁ ମିସର୍‌ ଦେସେ ମର୍ କାବା ଅଇଜିବାଟା ବେସି ଦେକାଇବି ଆରି ଦୁକ୍‌ ଦେଲେ ମିସା ପାର ରାଜା ତମର୍‌ କାତାକେ ମନ୍‌ ଦେଏ ନାଇ ।
10 Moses and Aaron performed all these wonders before Pharaoh, but our Father hardened Pharaoh's heart, and he refused to send the Israelites from his land. ଆରି, ମସା ଆରି ଆରଣ ପାରରାଜାର୍‌ ମୁଆଟେ ବେସି ଡଣ୍ଡ୍‌ ଆରି କାବାଅଇଜିବା କାମ୍‌ କଲାକେ ମିସା ଚାଡେ ନାଇ, ଇସ୍‌ରାଏଲ୍‌ ଦେସ୍‌ର ଲକ୍‌କେ ନ ଚାଡ୍‌ବାକେ ବଲି ସବୁବେଲର୍ ମାପ୍‌ରୁ ପାରରାଜାର୍‌ ମନ୍‌କେ ଡାଟ୍‌ କରାଇତେ ରଇଲା ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]