Skip to content
The Believer's Library

Desiya Bible

Ephesians 3 Saa25

Show Saa25 only
Verse × ×
1 For this reason I, Paul, the prisoner of Christ Jesus on behalf of you Gentiles, ଏଟାର୍‌ଲାଗି ତମର୍‌ ପାରା ଜିଉଦି ନଇଲା ଲକର୍‌ ପାଇ, କିରିସ୍‌ଟ ଜିସୁର୍‌ ଲାଗି ବନ୍ଦି ଅଇରଇବା ପାଉଲ୍‌ ମୁଇ, ପର୍‌ମେସର୍‌କେ ପାର୍‌ତନା କଲିନି ।
2 assuming you've heard of the stewardship of our Father's grace given to me for you, ତମର୍‌ ନିକପାଇ ପର୍‌ମେସର୍‌ ତାର୍‌ ଜିବନ୍‌ ଦୁକାଇଲାର୍‍ ତେଇଅନି ମକେ ଏ କାମ୍‌ ଦେଇଆଚେ । ଏଟା ନିଜେ ସୁନିଆଚାସ୍‌ ।
3 how the mystery was made known to me by revelation, as I have briefly written above. ପର୍‌ମେସର୍‌ ସେ ଜାନାଇ ନରଇଲା ବିସଇ ମକେ ଜାନାଇ ଆଚେ । ଏ ବିସଇ ମୁଇ ଆଗ୍‍ତୁ ତମ୍‍କେ ଅଲପ୍‍ ଲେକି ରଇଲି ।
4 When you read this, you can perceive my insight into the mystery of Christ, ସେଟା ପଡ୍‌ଲେ, କିରିସ୍‌ଟର୍‌ ପାଇ ରଇବା ପର୍‌ମେସରର୍‌ ଟିକିନିକି ବିସଇ ମୁଇ ବୁଜ୍‌ଲିଆଚି ବଲି, ତମେ ଜାନି ପାର୍‌ସା ।
5 which was not known to people in past generations, but now revealed by the Spirit to his holy apostles and prophets, ଆଗର୍‍ ଲକ୍‍ମନ୍‍କେ ଏ ଟିକିନିକି ବିସଇ ନ କୁଆଅଇ ରଇଲା । ମାତର୍‌ ଏବେ ତାର୍‌ ଆତ୍‍ମା ଦେଇ, ସେ ବାଚି ରଇବା ତାର୍‍ ସୁକଲ୍‌ ପେରିତ୍‌ମନ୍‍କେ ଆରି ବବିସତ୍‌ବକ୍‌ତାମନ୍‍କେ ସେ ଜାନାଇଲା ଆଚେ ।
6 that the Gentiles are heirs together, members of the same body, and partners together in the promise, in Christ Jesus, through the gospel. ଏ ଲୁଚି ରଇବା ବିସଇ ଅଇଲାନି, ସୁବ୍‍କବରର୍‍ ଲାଗି, ଜିଉଦି ବିସ୍‍ବାସିମନର୍‍ ସଙ୍ଗ୍‌, ଜିଉଦି ନଇଲା ବିସ୍‍ବାସିମନ୍‍ ମିସା ପର୍‍ମେସରର୍‌ ଆସିର୍‌ବାଦେ ମିସ୍‍ବାଇ । ସେମନ୍‌ ମିସିକରି, ଗଟେକ୍‌ ଗାଗଡ୍‍ ପାରା ଅଇଜିବାଇ । ମାପ୍‍ରୁ ଜିସୁ କିରିସ୍‌ଟର୍‍ ଲାଗି ପର୍‍ମେସର୍‌ ଦେଇ ରଇବା ସବୁ କାତାଇ ବାଗ୍‍ ଅଇସା ।
7 I became this gospel's servant through the gift of our Father's grace, given to me by his power at work. ପର୍‌ମେସର୍‌ ତାର୍‌ ଜିବନ୍‍ ଦୁକାଇଲାର୍‍ ତେଇଅନି ମକେ ଜନ୍‌ ଦାନ୍‌ ଦେଇ ଆଚେ, ସେଟାର୍‌ ଲାଗି ମୁଇ ନିମାନ୍‌ କବର୍‌ ଜାନାଇବା ଲକ୍‌ ଅଇଲିଆଚି । ତାର୍‍ ବପୁ ମର୍‍ ବିତ୍‍ରେ କାମ୍‍ କଲାର୍‍ ଲାଗି ଏଟା ଅଇଲା ।
8 Though I am the very least of all saints, this grace was given me: to preach Christ's boundless riches to the Gentiles, ମୁଇ ପର୍‌ମେସରର୍‌ ଲକ୍‌ମନର୍‌ ସବୁର୍‌ଟାନେଅନି ସାନ୍‌ ଅଇଲେ ମିସା ଜିଉଦିନଇଲା ଲକ୍‌ମନ୍‍କେ କିରିସ୍‌ଟର୍‌ଟାନେ ରଇବା ନିକ ନିକ ବିସଇ ଜାନାଇବାକେ ମକେ ସେ ବାଚ୍‍ଲା ଆଚେ । ଏ ବିସଇ ଲକ୍‍ମନ୍‍ ବୁଜ୍‍ବାକେ ଆବଡ୍‍ ରଇବାଟା ।
9 and show everyone the mystery's plan, hidden for ages in our Father who created all things, ପର୍‌ମେସର୍‌ ତାର୍‌ ଲୁଚ୍‌ତେରଇବା ଜଜ୍‌ନା କେନ୍ତାର୍‌ ପୁରାପୁରୁନ୍‍ କର୍‌ସି, ସେଟା ସବୁ ଜାନାଇବାକେ ମିସା ମକେ ବାଚ୍‍ଲା ଆଚେ । ସବୁ ବିସଇ ତିଆର୍‌ କଲା ବେଲେଅନି, ଏବେ ଜାକ ସେ ତାର୍‌ ଟିକିନିକି ବିସଇ ଲୁଚାଇକରି ସଙ୍ଗଇରଇଲା, ।
10 so that through the church, the many-sided wisdom of our Father might now be made known to rulers and authorities in the heavens. ଜେନ୍ତାର୍‌କି ମଣ୍ଡ୍‌ଲିର୍‍ ଟାନେଅନି ତାର୍‍ ବିନ୍‍ ବିନ୍‍ ରକାମର୍‍ ଗିଆନ୍‍ ସର୍‌ଗର୍‌ ସାସନ୍‍କାରିଆମନ୍‍କେ ଆରି ବପୁ ରଇବାଟାମନ୍‌କେ, ସେ ଜାନାଇସି ।
11 This was according to the eternal purpose that he accomplished in Christ Jesus our Lord, ଜଗତ୍‍ ତିଆର୍‍ କର୍‍ବା ଆଗ୍‍ତୁ, ଏଟା ସେ ଜଜ୍‍ନା କରିରଇଲା । ଏଟା ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟର୍‌ ଲାଗି ସେ ପୁରାପୁରୁନ୍‍ କଲା ଆଚେ ।
12 in whom we have boldness and confident access through faith in him. କିରିସ୍‌ଟର୍‍ ତେଇ ବିସ୍‍ବାସ୍‍ କଲାର୍‍ ପାଇ ଆରି ତାର୍‍ ସଙ୍ଗ୍‌ ମିସି ରଇଲାର୍‍ ପାଇ, ନ ଡର୍‍ତେ, ସାଆସ୍‍ ଅଇକରି, ପର୍‌ମେସରର୍‌ ମୁଆଟେ ଟିଆ ଅଇବୁ ।
13 So I ask you: don't lose heart over my suffering for you—it's your glory. ସେଟାର୍‌ ପାଇ ମୁଇ ତମ୍‍କେ ବାବୁଜିଆ କରି କଇଲିନି, “ତମର୍‌ ପାଇ ବଲି ଅଇବା ମର୍‌ ଦୁକ୍‌ କସ୍‌ଟର୍‌ ପାଇ ମନ୍‌ଦୁକ୍‍ କରାନାଇ, ଏ ସବୁ ତମର୍‌ ବଲ୍‌ ପାଇ ଅଇଆଚେ ।”
14 For this reason I bow my knees before the Father, ସେଟାର୍‌ପାଇଁ ବଲିକରି ମୁଇ ପର୍‌ମେସରର୍‌ ମୁଆଟେ ମାଣ୍ଡିକୁଟା ଦେଇ ପାର୍‌ତନା କଲିନି,
15 from whom every family in heaven and on earth takes its name, ତାର୍‍ ଲାଗିସେ ସରଗର୍‌ ଆରି ପୁର୍‌ତିବିର୍‌ ସବୁ କୁଟୁମ୍‌ ଅଇଲା ଆଚେ,
16 that from the wealth of his glory he would strengthen you with power through his Spirit, in your deepest self, ମୁଇ ପାର୍‌ତନା କଲିନି ଜେନ୍ତିକି ସେ ତାର୍‌ ନ ସାର୍‍ବା ମଇମାଇଅନି, ତାର୍‍ ଆତ୍‍ମା ତମ୍‍କେ ବପୁ ଦେଇସି, ଜେନ୍ତିକି ତମର୍‍ ମନ୍‍ ଡାଟ୍‍ ଅଇସି ।
17 so that Christ may live in your hearts through faith, and you, rooted and grounded in love, ମୁଇ ପାର୍‌ତନା କଲିନି, ଜେନ୍ତିକି ତମର୍‌ ବିସ୍‌ବାସର୍‌ ଲାଗି, କିରିସ୍‌ଟ ତମର୍‌ ବିତ୍‍ରେ ବାସା ଅଇସି । ଆରି, ତମେ ପର୍‍ମେସର୍‍କେ ଆରି ବିନ୍‍ ଲକ୍‍କେ ଆଲାଦ୍‍ କଲାଟାନେଅନି, ବୁଏଁ ଜାଇତେରଇବା ଗଚର୍‍ ଚେର୍‍ପାରା ଆରି କୁନାଦି ଉପ୍‍ରେ ତିଆର୍‍ ଅଇଲା ଗର୍‍ ପାରା ଡାଟ୍‍ ଅଇସା ।
18 may, with all God's holy people, have strength to grasp the width and length and height and depth, ମୁଇ ପାର୍‌ତନା କଲିନି ତମେ ପର୍‌ମେସରର୍‌ ଲକ୍‌ମନର୍‌ ସଙ୍ଗ୍‍ ମିସିକରି କିରିସ୍‍ଟର୍‍ ଆଲାଦ୍‍ ବୁଜ୍‌ବାକେ ବପୁ ପାଇସା । ତାର୍‍ ବଡ୍‍ ଆଲାଦ୍‍ ସଙ୍ଗ୍‍ ସେ ଆମ୍‍କେ ଆଲାଦ୍‍ କଲା ଆଚେ ।
19 and know Christ's love, beyond knowledge, so you may be filled with all the fullness of our Father. ଉଁ, ନର୍‍ଲକ୍‍ ବୁଜ୍‍ବା ତେଇଅନି ଅଦିକ୍‍ କିରିସ୍‍ଟ ଆମ୍‍କେ ଆଲାଦ୍‍ କଲା ଆଚେ, ସେ ଆଲାଦ୍‍ ତମେ ଜାନା ବଲି ମୁଇ ପାର୍‍ତନା କଲିନି । ଜେନ୍ତାରିକି ତମର୍‍ ଚାଲାଚାଲ୍‍ତି ପରମେସରର୍‍ ପାରା ଅଇ ଆଇସି ।
20 To our Father, able to do far beyond all we ask or imagine, by the power working in us. ପର୍‍ମେସର୍‌ ଜେକି ଆମେ ତାକେ ମାଙ୍ଗ୍‍ବା ତେଇଅନି କି ଚିନ୍ତା କର୍‍ବା ତେଇଅନି ଅଦିକ୍‍ କରିପାର୍‍ସି, କାଇକେ ବଇଲେ ତାର୍‍ ବଡ୍‍ ବପୁ ସଙ୍ଗ୍‍ ସେ ଆମର୍‍ ବିତ୍‍ରେ କାମ୍‍ କରି ଆଇଲାନି ।
21 Glory to him in the church and in Christ Jesus, through all generations, forever and ever. Amen. ମଣ୍ଡଲିଟାନେ ଆରି କିରିସ୍‌ଟ ଜିସୁର୍‌ଟାନେଅନି ପର୍‌ମେସରର୍‌ ବଡ୍‍ ବପୁ ବିନ୍‍ ଲକ୍‍କେ ଡିସ୍‍ଲାନି, ତାର୍‍ ବଡ୍‍ ବପୁର୍‍ ଲାଗି ପର୍‌ମେସର୍‍କେ ଡାକ୍‍ପୁଟା କରୁ, କାଲ୍‍କାଲ୍‍ ଜୁଗ୍‍ଜୁଗ୍‍ ସେ ଡାକ୍‌ପୁଟା ପାଇତେରଅ । ଆମେନ୍‌ !
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]