Skip to content
The Believer's Library

Desiya Bible

Ephesians 2 Saa25

Show Saa25 only
Verse × ×
1 And you were dead in your wrongdoing and sins, ଆଗ୍‌ତୁ ତମର୍‍ ପାପର୍‍ ଲାଗି, ତମେ ଆତ୍‌ମାଇ ମରି ରଇଲାସ୍‌ ।
2 in which you once walked, following this world's ways, following the ruler who wields power over the air, the spirit now working among the disobedient. ସେବେଲେ ଜଗତର୍‌ ସତ୍‌ ନଇଲା ବାଟେ ଇଣ୍ଡ୍‌ତେରଇଲାସ୍‌ ଆରି ଆକାସର୍‌, ଗାଗଡ୍‌ ଦାରି ନ ରଇବା, ସାସନ୍‌କାରିଆର୍‌ ତଲେ ରଇଲାସ୍‌ । ସେ ସାସନ୍‌କାରିଆ ଏବେ ପର୍‌ମେସରର୍‌ ଆଦେସ୍‌ ନ ମାନ୍‌ବା ଲକ୍‌ମନ୍‍କେ ସାସନ୍‌ କଲାନି ।
3 Among them we all once lived in our flesh's desires, doing what flesh and mind craved, and were by nature children of wrath, like everyone else. ସତ‍ଇସେ ଆମେ ସବୁଜାକ, ସେ ରକାମ୍‌ ରଇଲୁ ଆରି ଗାଗଡର୍‌ ଆରି ମନର୍‌ ଲାଲ୍‌ସା ଇସାବେ ଜିଉନା କାଉନା କର୍‌ତେ ରଇଲୁ । ଆରି ଅଲ୍‌ଗା ଲକ୍‌ମନର୍‌ ପାରା ଆମେମିସା ପର୍‌ମେସରର୍‌ ରିସାର୍‌ ଡଣ୍ଡ୍‌ ପାଇବାକେ ଜାଇତେ ରଇଲୁ ।
4 But our Father, being rich in mercy, because of the great love with which he loved us, ମାତର୍‌ ଏ ରକାମ୍‌ ରଇଲେମିସା ଦୟାଦେକାଇବା ପର୍‌ମେସର୍‌, ଆମ୍‌କେ ଜନ୍‌ ବଡ୍‍ ଆଲାଦ୍‍ ସଙ୍ଗ୍‍ ଆଲାଦ୍‍ କଲା,
5 though we were dead in our sins, made us alive together with Christ—by grace you have been saved, ସେଟାର୍‌ପାଇଁ ଆମ୍‌କେ କିରିସ୍‌ଟର୍‌ ସଙ୍ଗ୍‍ ଜିବନ୍‌ କଲାଆଚେ, ସେ ଜିବନ୍‌ ଦୁକାଇଲାକେ ତମେ ମୁକ୍‌ତି ପାଇ ଆଚାସ୍‌ ।
6 raised us up with him and seated us with him in the heavens in Christ Jesus, ପର୍‌ମେସର୍‌ କିରିସ୍‌ଟର୍‍ ସଙ୍ଗ୍‍ ଆମ୍‍କେ ଉଟାଇଲା ଆଚେ, ଆରି ତାର୍‍ ସଙ୍ଗ୍‍ ଗଟେକ୍‌ ଅଇବାର୍‌ ଲାଗି, ସରଗ୍‌ ଉପ୍‌ରେ ସାସନ୍‌ କର୍‌ବାପାଇ ବଲିକରି, ତାର୍‍ ସଙ୍ଗ୍‍ ବସାଇଲା ଆଚେ ।
7 so that in the ages to come he might display his grace's overflowing riches in kindness toward us in Christ Jesus. ଜେନ୍ତିକି ଆଇବା ଦିନ୍‍ମନ୍‍କେ ଜିସୁ କିରିସ୍‍ଟର୍‍ ଲାଗି ରଇବା ତାର୍‌ ବଡ୍‍ ଜିବନ୍‌ଦୁକାଇଲାଟା, ସବୁକେ ଦେକାଇ ଅଇସି ।
8 For by grace you have been saved through faith—not your own doing; it is the gift of our Father. କାଇକେବଇଲେ ପର୍‌ମେସର୍‌ ଜିବନ୍‌ ଦୁକାଇଲାର୍‌ପାଇ, ତମେ ମୁକ୍‌ତି ପାଇ ଆଚୁସ୍‌, ସେଟା ତମେ ବିସ୍‌ବାସ୍‍ କଲାର୍‍ ଲାଗି,। ତମେ କରିରଇବା କାଇ ନିକ କାମର୍‍ ଲାଗି ନାଇ, ସେଟା ପର୍‌ମେସରର୍‌ ଦାନ୍‌ ।
9 Not from works, so that no one may boast. ଜେନ୍ତିକି ଏ ବିସଇନେଇ କେ ମିସା ନିଜେ ବଡ୍‌ପନ୍‌ ଅଇ ନାପାରେ ।
10 We are his handiwork, created in Christ Jesus for good works our Father prepared beforehand for us to walk in them. ପର୍‌ମେସର୍‌ସେ ଆମ୍‍କେ ତିଆର୍‍ କଲା ଆଚେ । ତମେ କିରିସ୍‌ଟର୍‍ ସଙ୍ଗ୍‍ ମିସ୍‌ଲାର୍‌ପାଇ, ନିକ କାମ୍‍ କର୍‍ବାକେ ସେ ଆମ୍‍କେ ନୁଆ କଲା ଆଚେ । ଏଟା ଆଗ୍‍ତୁଆନି ସେ ଆମର୍‍ ପାଇ ମନ୍‍ କରି ରଇଲା ।
11 So remember: you Gentiles in the flesh were once called "uncircumcised" by those called "circumcised," a mark made in flesh by hand. ତମେ, ଜିଉଦି ନ ଅଇଲା ଲକ୍‍ମନ୍‍, ଆଗେ କେନ୍ତାର୍‌ ରଇଲାସ୍‌ ଏତାଇ ଦେକା । ନିଜେ ସୁନତ୍‌ ବଲାଇଅଇତେ ରଇବା ଜିଉଦିମନ୍‌ ତମ୍‌କେ ସୁନତ୍‌ ନ ଅଇଲା ଲକ୍‍ ବଲି କଇତେ ରଇଲାଇ । ମାତର୍‍ ସୁନତ୍‌ ଅଇବାଟା ଗାଗଡେ କର୍‍ବା କାମ୍‍ ।
12 Remember that then you were without Christ, excluded from Israel's community, strangers to the covenants of promise, with no hope and without our Father in the world. ଆଗେ ତମେ କିରିସ୍‌ଟର୍‌ ଲଗେ ଅନି ଦୁର୍‌କେ ରଇଲାସ୍‌ । ଆରି ପର୍‌ମେସର୍‌ ବାଚିରଇବା ଲକ୍‌ମନର୍‌ଟାନେ ମିସି ନ ରଇଲାସ୍‌ । ତାର୍‌ ଲକ୍‌ମନ୍‌କେ କାତା ଦେଇ, ତିଆର୍‌ କରିରଇବା ନିୟମ୍‌ଟାନେ, ତମର୍‌ କାଇ ମିସା ଅଦିକାର୍‌ ନ ରଇଲା । ତମେ ଜଗତେ ବାସାକରି, କାଇ ଆସା ନ ରଇକରି ପର୍‌ମେସରର୍‌ ଲକ୍‌ ନ ଅଇ ରଇଲାସ୍‌ ।
13 But now in Christ Jesus, you once far off have been brought near by the blood of Christ. ଗଟେକ୍‌ ବେଲାଇ ଦୁରିକେ ରଇଲାସ୍‌ । ଏବେ ଜିସୁର୍‌ ସଙ୍ଗ୍‍ ମିସିକରି କିରିସ୍‌ଟ ବନି ଦେଇ ମଲାର୍‌ପାଇ ତାର୍‌ ଲଗେ ଅଇଆଚାସ୍‌ ।
14 For he himself is our peace, who made the two one, tearing down in his flesh the dividing wall of hostility, କାଇକେ ବଇଲେ ଜିଉଦି ଆରି ଜିଉଦି ନଇଲା ଲକ୍‌କେ ଗଟେକ୍‌ କରି, କିରିସ୍‌ଟ ନିଜେ ଆମର୍‌ ବିତ୍‌ରେ ସାନ୍ତି ଆନିଦେଇ ଆଚେ । ସେମନ୍‌କେ ବେଗ୍‌ଲାଇକରି ନିଜର୍‌ ନିଜର୍‌ ସତ୍‌ରୁ ପାରା କରି ସଙ୍ଗଇଅଇରଇବା ପାଚୁରି, ସେ ତାର୍‌ ଗାଗଡ୍‌ସଙ୍ଗ୍‍ ବାଙ୍ଗାଇଲା ଆଚେ ।
15 destroying in his flesh the law of commands and decrees, to create the two in himself into one new humanity, making peace, ସେ ଜିଉଦିମନ୍‌ ମାନିଆଇତେରଇବା ସବୁ ରିତିନିତି ନିୟମ୍‌ ବାଙ୍ଗାଇକରି, ଜିଉଦି ଆରି ଜିଉଦି ନଇଲା ଲକ୍‌ମନର୍‌ଟାନେଅନି ତାର୍‌ ସାଇଜ ପାଇତେରଇବା ଗଟେକ୍‌ ନୁଆ ମୁନୁସ୍‌ଜାତି ତିଆର୍‌ କଲାଆଚେ । ଏନ୍ତାରି କରି ଦୁଇ ଦଲ୍‍ ବିତ୍‍ରେ ସେ ସାନ୍ତି ଆନିଦେଇ ଆଚେ ।
16 and reconcile both to our Father in one body through the cross, thereby killing the hostility. ସେ କୁର୍‌ସେ ମଲାର୍‌ପାଇ ବଲି ତାକର୍‌ ତାକର୍‌ ବିତ୍‌ରେ ସତ୍‌ରୁ ଅଇ ରଇବାଟା, ଲିବାଇଦେଇଆଚେ । କୁରୁସର୍‌ ଲାଗି ସେ ଦୁଇଟାଜାକ ମିସାଇକରି ଗଟେକ୍‌ ଗାଗଡ୍‌ ପାରା କଲାଆଚେ । ଆରି ସେମନ୍‌କେ ପର୍‌ମେସରର୍‌ ଲଗେ ବାଉଡାଇ ଆନ୍‌ଲାଆଚେ ।
17 He came and announced peace to you far off, and peace to those near. ସେଟାର୍‌ ପାଇ କିରିସ୍‌ଟ ଆଇଲା ଆରି ପର୍‌ମେସର୍‌ତେଇଅନି ଦୁରିକେ ଜାଇ ରଇବା ଜିଉଦି ନଇଲା ଲକ୍‌ମନ୍‌କେ ଆରି ତାର୍‌ ଲଗର୍‌ ଜିଉଦିମନ୍‌କେ ସୁବ୍‍କବର୍‌ ସୁନାଇଲା ।
18 For through him we both have access in one Spirit to our Father. କିରିସ୍‌ଟର୍‌ ଲାଗିସେ ଜିଉଦି ଆରି ଜିଉଦି ନଇଲା ସବୁଲକ୍‌ ଗଟେକ୍‌ ଆତ୍‌ମାଇ, ବାବାର୍‌ ମୁଆଟେ ଆସି ପାର୍‌ଲୁ ।
19 So you are no longer strangers and foreigners, but you are fellow citizens with the saints and members of our Father's household. ତେବର୍‌ ପାଇ ଏ ଜିଉଦି ନଇଲା ଲକ୍‌ମନ୍‌, ତମେ ଆରି ବିନ୍‌ ଦେସେ ବାସା ଅଇରଇବାଲକ୍‌ ନୁଆସ୍‌ । ଏବେ ପର୍‌ମେସରର୍‌ ଲକ୍‌ମନର୍‌ସଙ୍ଗ୍‍ ତମେମିସା ତାର୍‌ ରାଇଜେ ମିସ୍‌ବା ଲକ୍‌ ଆରି ତାର୍‌ ଜାତିର୍‍ କୁଟୁମର୍‌ ଲକ୍‌ ।
20 Built on the foundation of the apostles and prophets, Christ Jesus himself being the cornerstone, ତମେ ମିସା ପେରିତ୍‌ ସିସ୍‌ମନ୍‌ ଆରି ବବିସତ୍‌ବକ୍‌ତାମନ୍‌ କରିରଇବା କୁନାଦି ଉପ୍‌ରେ, ତିଆର୍‌ ଅଇଲା ଗର୍‌ ପାରା । ସେ ଗର୍‌ କନର୍‌ ମୁଲ୍‌ ପାକ୍‌ନା ଅଇଲାନି କିରିସ୍‌ଟ ଜିସୁ ।
21 in whom the whole structure, joined together, grows into a holy temple in the Lord, ସେ ଆକା ଗର୍‌କେ ସମାନ୍‌କରି ସଙ୍ଗଇଲା ଆଚେ ଆରି ମାପ୍‌ରୁର୍‌ପାଇ ଗଟେକ୍‌ ସର୍‌ପିଦେଲା ସୁକଲ୍‌ ମନ୍ଦିର୍‌ପାରା କଲାଆଚେ ।
22 in him, you also are being built together into a home for our Father in the Holy Spirit. କିରିସ୍‍ଟର୍‍ ସଙ୍ଗ୍‌ ମିସ୍‍ଲାର୍‍ ପାଇ, ଗଟେକ୍‌ ଗର୍‍ ପାରା ତମେ ସବୁକେ ମିସିକରି ତିଆର୍‌ କଲାନି । ଜେନ୍ତାରିକି ତମେ ପର୍‌ମେସର୍‌ ତାର୍‍ ଆତ୍‍ମାଇ ରଇବା ଗଟେକ୍‍ ବାସା ଅଇବା ଗର୍‍ ପାରା ଅଇସା ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]