Skip to content
The Believer's Library

Desiya Bible

Nehemiah 12 Saa25

Show Saa25 only
Verse × ×
1 These are the priests and Levites who came up with Zerubbabel son of Shealtiel and Jeshua: Seraiah, Jeremiah, Ezra, ଜନ୍ ଜାଜକ୍‌ମନ୍ ଆରି ଲେବିଅମନ୍ ସଲ୍‌ଟିଏଲର୍ ପିଲା ଜିରୁବାବିଲ୍ ଆରି ଜେସୁଅ ସଙ୍ଗେ ଆସିରଇଲା, ସେମନ୍ ଅଇଲାଇନି; ସରାଇଅ, ଜିରିମିଅ, ଏଜ୍‌ରା;
2 Amariah, Malluch, Hattush, ଅମରିଅ, ମଲୁକ୍, ଅଟୁସ୍‌
3 Shecaniah, Rehum, Meremoth, ସକନିଅ, ରଉମ୍, ମରେମତ୍;
4 Iddo, Ginnethoi, Abijah, ଇଦଅ, ଗିନ୍‌ତଇ, ଅବିଅ;
5 Mijamin, Maadiah, Bilgah, ମିଆମିନ୍‌, ମଅଦିଅ, ବିଲ୍‌ଗା;
6 Shemaiah, Joiarib, Jedaiah, ସମଇଅ ଆରି ଜଆରିବ୍, ଜିଦଇଅ;
7 Sallu, Amok, Hilkiah, Jedaiah—heads of the priests and their relatives in Jeshua's days. ସଲ୍, ଆମକ୍, ଇଲ୍‌କିଅ, ଜିଦମିଅ । ଏ ଲକ୍‌ମନ୍ ଜେସୁଅର୍ ବେଲେ ଜାଜକ୍ ମନର୍ ଆରି ନିଜର୍ ନିଜର୍ ବାଇମନର୍‌ ବିତ୍‌ରେ ମୁକିଆ ଅଇ ରଇଲାଇ ।
8 The Levites: Jeshua, Binnui, Kadmiel, Sherebiah, Judah, and Mattaniah, who with his brothers led the songs of thanksgiving. ଆରି ଲେବିଅମନ୍, ଅଇଲାଇନି; ଜେସୁଅ, ବିନୁଇ, କଦ୍‌ମିଏଲ୍, ସେରେବିଅ, ଜିଉଦା ଆରି ମତନିଅ ସେ ମତ୍‌ନିଅ ଆରି ତାର୍ ବାଇମନ୍ ଦନିଅବାଦର୍ ସେବା କାମ୍ କର୍‌ବା ଲକର୍ ମୁକିଆ ଅଇ ରଇଲାଇ ।
9 Bakbukiah and Unni, their brothers, stood opposite them during their turns of service. ଅଇଲେମିସା ସେମନର୍ ବାଇ ବକ୍‌ବୁକିଅ ଆରି ଉନି ସେମନର୍ ଲଗେ ଡାଣ୍ଡାସି କାମ୍ କଲାଇ ।
10 Jeshua was the father of Joiakim, Joiakim the father of Eliashib, Eliashib the father of Joiada, ଆରି, ଜେସୁଅର୍ ପିଲା ଜଇଆକିମ୍, ଜଇଆକିମର୍ ପିଲା ଇଲିଆସିବ୍ ଆରି ଇଲିଆସିବର୍ ପିଲା ଜଇଆଦ୍,
11 Joiada the father of Jonathan, and Jonathan the father of Jaddua. ଜଇଆଦର୍ ପିଲା ଜନାତନ୍ ଆରି ଜନାତନର୍ ପିଲା ଜଦୁଅ
12 In Joiakim's days, these priests headed ancestral houses: Meraiah for Seraiah's house, Hananiah for Jeremiah's, ଆରି, ଜଇଆକିମର୍ ବେଲେ ଏ ଜାଜକ୍‌ମନ୍ ତାକର୍ ଆନିଦାଦିମନର୍ ବିତ୍‌ରେ ଅନି ମୁକିଆ ରଇଲାଇ, ସେମନ୍ ଅଇଲାଇନି; ସରାଇଅ ବଁସ୍‌ର ମରାଇଅ;ଜିରିମିଅ ବଁସର୍ ଅନାନିଅ
13 of Ezra's, Meshullam; of Amariah's, Jehohanan; ଏଜ୍‌ରା ବଁସ୍‌ର ମସୁଲମ୍; ଅମରିଅ ବଁସର୍ ଜିଅଆନନ୍;
14 of Malluchi's, Jonathan; of Shebaniah's, Joseph; ମଲୁକି ବଁସର୍ ଜନାତନ୍, ସବନିଅ ବଁସର୍ ଜସେପ୍;
15 of Harim's, Adna; of Meraioth's, Helkai; ଆରିମ୍ ବଁସର୍ ଅଦନ୍; ମରାଇଅତ୍ ବଁସର୍ ଇଲ୍‌କଇ;
16 of Iddo's, Zechariah; of Ginnethon's, Meshullam; ଇଦ ବଁସର୍ ଜିକରିଅ; ଗିନ୍‌ତନ୍‌ ବଁସର୍ ମସୁଲମ୍;
17 of Abijah's, Zichri; of Miniamin's and Moadiah's, Piltai; ଅବିଅ ବଁସର୍ ସିକ୍‌ର; ମିନିଆମିନ୍ ବଁସର୍, ମଅଁଦିଅ ବଁସର୍‌ ପିଲେଟଇ;
18 of Bilgah's, Shammua; of Shemaiah's, Jehonathan; ବିଲ୍‌ଗା ବଁସର୍ ସମୁଇଅ; ସମଇଅ ବଁସର୍ ଜିଅନାତନ୍;
19 of Joiarib's, Mattenai; of Jedaiah's, Uzzi; ଆରି ଜଆରିବ୍ ବଁସର୍ ମତ୍‌ନଇ; ଜିଦଇଅ ବଁସର୍ ଉସି;
20 of Sallai's, Kallai; of Amok's, Eber; ଆମକ୍ ବଁସର୍ ଏବର;ସଲ୍‌ଇଅ ବଁସର୍ କଲଇଅ;
21 of Hilkiah's, Hashabiah; of Jedaiah's, Nethanel. ଇଲ୍‌କିଅ ବଁସର୍ ଅସ୍‌ବିଅ; ଜିଦ୍‌ଇଅ ବଁସର ନତ୍‌ନେଲ୍।
22 In the days of Eliashib, Joiada, Johanan, and Jaddua, the heads of the Levite families were recorded, as were the priests during the reign of Darius the Persian. ଇଲିଆସିବ୍, ଜଇଆଦ୍ ଆରି ଜଆନନ୍ ଆରି ଜଦୁଅ ବେଲେ ଲେବିଅମନ୍ ମିସା ପାର୍‌ସିଅ ଦାରିଆବସର୍ ସାସନ୍ ବେଲେ ଜାଜକ୍‌ମନ୍ ଆନିଦାଦିମନର୍ ବଁସର୍ ମୁକିଆ ପାରା ତାକର୍ ବଁସ୍ ଲଗେ ଲେକା ଅଇଲା ।
23 Levite family heads were recorded in the Book of the Chronicles until Johanan son of Eliashib's days. ଲେବିଅ ବଁସେ ଜନମ୍ ଅଇଲା ଆନିଦାଦିମନର୍ ମୁକିଆ ଲକର୍ ନାଉଁ ଇଲିଆସିବର୍ ପିଲା ଜଆନନର୍ ବେଲା ଜାକ ବଁସର୍ ନାଉଁ ଲେକ୍‌ବାତେଇ ଲେକ୍‌ଲାଇ ।
24 The Levite leaders were Hashabiah, Sherebiah, and Jeshua son of Kadmiel, with their brothers opposite them, praising and giving thanks, one group answering the other, as David the man of our Father had commanded. ଲେବିଅମନର୍ ମୁକିଆ ଲକ୍‌ମନ୍; ଅସ୍‌ବିଅ, ସେରେବିଅ ଆରି କଦ୍‌ମିଏଲର୍ ପିଲା ଜେସୁଅ ଆରି ତାକର୍ ଲଗେ ରଇଲା ତାର୍ ବାଇମନ୍ ପ୍‌ମେସରର୍ ଲକ୍ ଦାଉଦର୍ ଆଦେସ୍ ଇସାବେ ଦଲ୍ ଦଲ୍‌ ଅଇ ମଇମା ଆରି ଦନିଅବାଦ୍ ସରପ୍‌ମାନ୍ କର୍‌ବାକେ ବାଚି ଅଇଲାଇ ।
25 Mattaniah, Bakbukiah, Obadiah, Meshullam, Talmon, and Akkub were gatekeepers guarding the storerooms by the gates. ମତ୍‌ନିଅ ଆରି ବକ୍‌ବୁକିଅ, ଅବଦିଅ, ମସୁଲମ୍, ଟଲେମାନ୍‌, ଆକୁବର, ବାଟ୍ ଜାଗୁଆଲ୍ ଅଇ ଦୁଆର୍ ଲଗାଲଗିର୍ ଜେତ୍‌କି ଗୁଦାମ୍ ଗର୍ ରଇଲା ସେ ସର୍‌ତେ ତେଇ ଜାଗ୍‌ତେ ରଇଲାଇ ।
26 These served in the days of Joiakim son of Jeshua son of Jozadak, and in the days of Nehemiah the governor and Ezra the priest and scribe. ଏ ମନ୍ ଅଇଲାଇନି ଜସାଦରର୍ ନାତି ଜେସୁଅର୍‌ ପିଲା ଜଇଆକିମ୍ ବେଲେ ରଇଲା, ଆରି ସାସନ୍ କାରିଆ ନିଇମିଆ ଆରି ତାର୍ ସଙ୍ଗେ ସିକିତ୍‌ ଜାଜକ୍ ଏଜ୍‌ରାର୍ ବେଲେ ରଇଲା ।
27 For the dedication of Jerusalem's wall, they sought out the Levites from wherever they lived and brought them to Jerusalem to celebrate the dedication with joy—thanksgiving, singing, cymbals, harps, and lyres. ଜିରୁସାଲମର୍ ପାଚୁରି ପର୍‌ତିସ୍‌ଟା କର୍‌ବାବେଲେ ଲକ୍‌ମନ୍ ଗିନି, ବାଉଁସି ଆରି ଡୁଡୁଙ୍ଗା ବାଜାଇ ଦନିଅବାଦ୍ ଆରି ଗିତ୍ ଗାଇକରି ସାର୍‌ଦାସଙ୍ଗ୍ ପର୍‌ତିସ୍‌ଟା ପାଲ୍‌ବାକେ ଲେବିଅମନ୍‌କେ ଜିରୁସାଲାମେ ଅନି ଆନ୍‌ବାକେ ସେମନ୍‌କେ ଗୁଲାଇବାଟେ କଜି ବୁଲ୍‌ଲାଇ ।
28 The singers also gathered together from the district around Jerusalem and from the villages of the Netophathites, ଆରି, ଗିତ୍ ଗାଇବା ଲକ୍‌ମନର୍ ପିଲାମନ୍ ଜିରୁସାଲାମର୍ ଚାରିବେଟ୍‌ତିର୍ ଜାଗାଇ ଅନି ଆରି ନଟପାତିଅମନର୍ ବିନ୍ ବିନ୍ ନଅଁରେ ଅନି;
29 from Beth-gilgal and the countryside of Geba and Azmaveth, since the singers had built villages for themselves around Jerusalem. ଆରି ବେତ୍ ଗିଲ୍‌ଟଲର୍, ଆରି ଗେବା ଆରି ଅସ୍‌ମାବତ୍ ପଦାଇ ଗଟେକ୍ ଲଗେ ଟୁଲ୍ ଅଇଲାଇ; କାଇକେବଇଲେ ଗିତ୍ ଗାଇବା ଲକ୍‌ମନ୍ ଜିରୁସାଲାମର୍ ଚାରିବେଟ୍‌ତିର୍ ନଅଁର୍ ମନ୍‌କେ ଜାଇ ବାସା ଅଇଲାଇ ।
30 When the priests and Levites had purified themselves, they purified the people, the gates, and the wall. ତାର୍‌ପଚେ ଜାଜକ୍‌ମନ୍ ଆରି ଲେବିଅମନ୍ ନିଜ୍‌କେ ସୁକଲ୍‌ ଅଇଲାଇ; ଆରି, ସେମନ୍ ଲକ୍‌ମନ୍‌କେ ଆରି ଦୁଆର୍‌କେ ଆରି ପାଚୁରିକେ ସୁକଲ୍ କଲାଇ ।
31 Then I brought Judah's leaders up onto the wall and set two large thanksgiving choirs in place. One marched right, atop the wall, toward the Dung Gate. ତାର୍‌ପଚେ ମୁଇ ଜିଉଦାର୍ ମୁକିଆ ଲକ୍‌ମନ୍‌କେ ପାଚୁରି ଉପ୍‌ରେ ଆନ୍‌ଲି, ଆରି ଦନିଅବାଦ୍ ଆରି ମଇମା କର୍‌ବାକେ ଦୁଇଟା ବଡ୍‌ଦଲ୍ କରି ବାଚ୍‌ଲି ତାର୍‌ପଚେ ଗଟେକ୍ ଦଲ୍ ଦକିନ୍ ଦିଗେ ଜାଇ ପାଚୁରିକେ ଜାଇକରି କାଚ୍‌ରା ଗାଦିର୍ ବାଟ୍ ତେଇକେ ଗାଲାଇ ।
32 Hoshaiah and half the leaders of Judah followed them, ଆରି, ସେମନର୍ ପଚେ ଅସଇଅ ଆରି ଜିଉଦାର୍ ଅଦା ମୁକିଆ ଲକ୍‌ମନ୍,
33 along with Azariah, Ezra, Meshullam, ଆରି, ଅସ୍‌ରିଅ, ଏଜ୍‌ରା ଆରି ମସୁଲମ୍,
34 Judah, Benjamin, Shemaiah, and Jeremiah, ଜିଉଦା ଆରି ବିନିଆମିନ୍ ଆରି ସମଇଅ ଆରି ଜିରିମିଅ,
35 and some priests' sons with trumpets: Zechariah son of Jonathan, son of Shemaiah, son of Mattaniah, son of Micaiah, son of Zaccur, son of Asaph, ଆରି କେତେଟା ଜାଜକର୍ ପିଲାମନ୍ ମଇରି ଦାରି ଇଣ୍ଡ୍‌ଲାଇ; ଆସପ୍ ବଁସ୍‌ଏ ଜନମ୍ ଅଇଲା ସକୁରର୍ ଡକ୍‌ରାର୍ ପୁତି, ମିକାଅର୍ ପୁତି, ମତନିଅର୍ ନାତି, ସମ୍‌ଇଅର୍ ପିଲା ଜେ କି ଜନାତନ୍, ତାର୍ ପିଲା ଜିକରିଅ
36 and his brothers—Shemaiah, Azarel, Milalai, Gilalai, Maai, Nethanel, Judah, and Hanani—with the musical instruments of David, the man of our Father; Ezra the scribe led the procession. ଆରି ତାର୍ ବାଇମନ୍ ସମଇଅ ଆରି ଅସ୍‌ରେଲ୍, ମିଲ୍‌ଲଇ,ଗିଲ୍‌ଲଇ, ମାଇଅ, ନତ୍‌ନେଲ୍ ଆରି ଜିଉଦା, ଅନାନି, ଏ ଅଇଲାଇନି ପର୍‌ମେସରର୍ ଲକ୍ ଦାଉଦ୍‌ର୍ ବାଜାବାଇଦ୍‌ ଜିନିସ୍ ଦାରିକରି ଗାଲାଇ; ସିକିତ୍‌ ରଇଲା ଏଜ୍‌ରା ସେମନର୍ ଆଗ୍‌ତୁ ଆଗ୍‌ତୁ ଗାଲା
37 At the Fountain Gate, they went straight up the stairs of the City of David, up the wall's ascent, past the house of David, to the Water Gate on the east. ଆରି, ସେମନ୍ ସାନ୍‌ଟା ବାଟ୍ ଦେଇ କରି ତାକର୍ ମୁଆଟର୍ ସିଦା ବାଟ୍‌କତି ଜାଇ ଦାଉଦ୍ ନଅଁରର୍ ପାଉଚ୍ ତେଇକେ ଜାଇ ପାଚୁରି ଲଙ୍ଗି ଦାଉଦର୍ ଗର୍ ଉପର୍ ବାଟେ ଜାଇ ପୁରୁବ୍ ଦିଗର୍ ପାନି ଦୁଆର୍ ଜାକ ଗାଲାଇ ।
38 The second choir went left; I followed with half the people, atop the wall, past the Tower of the Ovens to the Broad Wall, ଆରି, ସେମନର୍ ବିତ୍‌ରେଅନି ଜନ୍ ବିନ୍ ଦଲର୍ ଲକ୍ ସବୁବେଲର୍ ମାପ୍‌ରୁକେ ଦନିଅବାଦ୍ କଲାଇ, ସେମନ୍ ସେମନ୍‌କେ ମିସ୍‌ବାକେ ଗାଲାଇ, ଆରି ଆମେ ଆରି ଅଦା ଲକ୍‌ମନ୍ ସେମନର୍ ପଚ୍‌ପଚ୍ ପାଚୁରିର୍ ଉପ୍‌ରେ ଡେଙ୍ଗ୍ ଚୁଲି ରଇଲାତେଇକେ ସାନ୍‌ଟା ପାଚୁରି ଜାକ ଗାଲୁ;
39 and past the Gate of Ephraim, the Jeshanah Gate, the Fish Gate, the Tower of Hananel, the Tower of the 100, to the Sheep Gate, stopping at the Gate of the Guard. ଆରି, ଇପ୍‌ରଇମ୍ ବାଟ୍ ଆରି ପୁର୍‌ନା ବାଟ୍ ଆରି ମାଚ୍ ନାଉଁର୍‌ ବାଟ୍ ଆରି ଅନନେଲ୍ ଚୁଲି ଆରି ଅମିଅ ଚୁଲି ତେଇକେ ଜାଇ ମେଣ୍ଡାମନ୍ ରଇଲା ବାଟ୍ ବାଟେ ଗାଲୁ; ଆରି, ସେମନ୍ ଡାଣ୍ଡାସିମନର୍ ବାଟ୍ ଲଗେ ଟିଆ ଅଇ ରଇଲା ।
40 The two thanksgiving choirs stood in the house of our Father—so did I, with half the officials who were with me, ଆରି ପର୍‌ମେସରର୍ ଗରେ ଦନିଅବାଦ୍ ସରପ୍‌ମାନ୍ କର୍‌ବାକେ ସେ ଦୁଇ ଦଲ୍ ଆରି ଆମେ, ଆରି ଆମର୍ ସଙ୍ଗ୍ କେତେକ୍ ମୁକିଆମନ୍;
41 and the priests Eliakim, Maaseiah, Miniamin, Micaiah, Elioenai, Zechariah, and Hananiah with their trumpets. ଆରି ଇଲିଆକିମ୍, ମାସେଅ, ମିନିଆମିନ୍, ମିକାଇଅ, ଇଲିଅଇନଇ, ଜିକରିଅ, ଅନାନିଅ, ବାଜା ବାଜାଉମନ୍, ଏ ଜାଜକ୍‌ମନ୍;
42 Also Maaseiah, Shemaiah, Eleazar, Uzzi, Jehohanan, Malchijah, Elam, and Ezer. The singers sang, led by Jezrahiah. ଆରି, ମାସେଅ ଆରି ସମ୍‌ଇଅ ଆରି ଇଲିଆସର୍‌ ଆରି ଉସି ଆରି ଜିଅଆନନ୍ ଆରି ମଲ୍‌କିଅ ଆରି ଏଲମ୍ ଆରି ଏସର୍, ଆରି ଆମେ ସର୍‌ତେ ଲକ୍ ଟିଆ ଅଇ ରଇଲୁ । ସେଡ୍‌କିବେଲେ ଗିତ୍ ଗାଇବା ଲକମନ୍ ଆରି ସେମନର୍ ମୁକିଆ ଜିସ୍‌ରଇଅ ଆଉଲି ଅଇକରି ଗିତ୍ ଗାଇଲା ।
43 That day they offered great sacrifices and rejoiced, for our Father gave them great joy. Women and children rejoiced too, and Jerusalem's joy was heard far away. ଆରି, ସେ ଦିନେ ଲକ୍‌ମନ୍ ବଡ୍ ବଲି କରି ସାର୍‌ଦା କଲାଇ; କାଇକେବଇଲେ ପର୍‌ମେସର୍ ବଡ୍‌ସାର୍‌ଦା ସଙ୍ଗ୍ ସାର୍‌ଦା କରି ରଇଲା; ଆରି ମାଇଜିମନ୍ ଆରି ପିଲାଟକିମନ୍ ମିସା ସାର୍‌ଦା କଲାଇ; ସେଡ୍‌କିବେଲେ ଜିରୁସାଲାମର୍ ସାର୍‌ଦା କର୍‌ବାଟା ଆଉଲି ବେସି ଦୁର୍‌କେ ସୁନା ଅଇଲା ।
44 That day men were appointed over the storerooms for contributions, firstfruits, and the tenth, to gather from the town fields the portions the Law assigns to priests and Levites, since Judah rejoiced over the serving priests and Levites. ଆରି ସେ ଦିନେ ପସଲ୍ ଆରି ତଲ୍‌ଲାଟା ସର୍‌ତେ ଲକ୍ ଜାଜକ୍‌ମନ୍‌କେ ଆରି ଲେବିଅମନ୍‌କେ ସର୍‌ତେ ଲକ୍ ତାକର୍ ପର୍‌ତୁମ୍ ପାଚାଇଲା ପଲ୍‌ମୁଲ୍ ଆରି ମାପ୍‌ରୁକେ ଦେବା ଦସ୍‌ମାଉଁସ୍ ନିଅମ୍ ଇସାବ୍‌ରେ ଗଟେକ୍ ଗରେ ଆନି ଟୁଲିଆଇବାକେ ଲକ୍‌ମନ୍‌କେ ବାଚ୍‌ଲାଇ; କାଇକେବଇଲେ ତେଇ କାମ୍ କର୍‌ବା ଲକ୍‌ମନ୍ ଜାଜକ୍ ଆରି ଲେବିଅମନର୍ ଲାଗି ଜିଉଦା ସାର୍‌ଦା ଅଇ ରଇଲା ।
45 They kept their duty to our Father and to purification, as did the singers and gatekeepers, as David and his son Solomon had commanded. ଆରି, ସେମନ୍ ଦାଉଦ ଆରି ତାର୍ ପିଲା ସଲମନର୍ ଆଦେସ୍ ଇସାବେ ତାକର୍ ନିଜର୍ ପର୍‌ମେସରର୍ ସେବା ଆରି ସୁଚି ଅଇଲାଇ, ଆରି ଗିତ୍ ଗାଇବାଲକ୍ ଆରି ଜାଗୁଆଲ୍‌ମନ୍ ସେନ୍ତାର୍ କଲାଇ ।
46 For long ago, in the days of David and Asaph, there were song leaders who led praise and thanksgiving to our Father. କାଇକେବଇଲେ ଆଗ୍‌ତୁ ଦାଉଦ୍ ଆରି ଆସପର୍ ବେଲେ ଗିତ୍ ଗାଇବା ଲକର୍ ବିତ୍‌ରେ ଗଟେକ୍ ଲକ୍ ମୁକିଆ ରଇଲା ଆରି ପର୍‌ମେସରର୍ ନାଉଁରେ ପର୍‌ସଙ୍ଗ୍‌ସା ଆରି ଦନିଅବାଦର୍ କେତେକ୍ ଗିତ୍‌ କଇଲାଇ ।
47 In the days of Zerubbabel and Nehemiah, all Israel gave daily portions to the singers and gatekeepers, and set apart a share for the Levites, who set apart a share for Aaron's descendants. ଆରି, ଜିରୁବାବିଲ୍ ଆରି ନିଇମିଆର୍ ବେଲେ ସାରା ଇସ୍‌ରାଇଏଲ୍‌କେ ସେ ଦିନର୍ କାମ୍ ଇସାବେ ଗିତ୍ ଗାଇବା ଲକ୍‌ମନର୍ ଆରି ବାଟ୍ ଜାଗୁଆଲ୍‌ମନର୍ ବାଗ୍ ଦେଲାଇ; ଆରି ଲକ୍‌ମନ୍ ଲେବିଅମନର୍ ପାଇ ଜିନିସ୍‌ପତର୍ ଜାଗାଇଲାଇ ଆରି ଲେବିଅମନ୍ ଆରଣର୍ ଲକ୍‌ମନର୍ ପାଇ ଜିନିସ୍‌ପତର୍ ସରପ୍‌ମାନ୍ କଲାଇ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]