Skip to content
The Believer's Library

Desiya Bible

Nehemiah 11 Saa25

Show Saa25 only
Verse × ×
1 Leaders lived in Jerusalem; the rest cast lots to bring one of every ten to live in Jerusalem, the holy city, leaving nine-tenths in the towns. ଆରି, ଲକ୍‌ମନର୍ ମୁକିଆଲକ୍ ଜିରୁସାଲାମେ ବାସା କଲାଇ; ଅଇଲେ ମିସା ରଇଲା କେତେକ୍‌ ଲକ୍‌ମନ୍ ସୁକଲ୍ ନଗର୍ ଜିରୁସାଲାମେ ବାସା କର୍‌ବାକେ ଦସ୍‌ ଲକର୍ ବିତ୍‌ରେ ଅନି ଗଟେକ୍ ଲକ୍‌କେ ସେ ଜାଗାଇ ଆନ୍‌ବାକେ ଆରି ବିନ୍‌ ନଅର୍‌ ଲକ୍‌କେ ବିନ୍‌ ନଗରେ ବାସା କର୍‌ବାକେ କେଡ୍‌ପୁଟାଇଲାଇ ।
2 And the people blessed all the men who freely offered to live in Jerusalem. ଆରି, ଜନ୍‌ ଲକ୍‌ମନ୍‌ ଜିରୁସାଲାମେ ବାସା କର୍‌ବାକେ ମନ୍ କରି ନିଜ୍‌କେ ସର୍‌ପି ଅଇଲା, ଲକ୍‌ମନ୍ ସେମନର୍‌ ଦନିଅବାଦ୍‌ କଲାଇ ।
3 These are the province's leaders who lived in Jerusalem; but in Judah's towns, each lived on his own property, in their towns—Israel, the priests, Levites, temple servants, and Solomon's servants' descendants. ସେ ଦେସେ ଏ ନେତାମନ୍‌ ଜିରୁସାଲାମେ ବାସା କଲାଇ; ମାତର୍‌ ଜିଉଦାର୍‌ ବିନ୍‌ବିନ୍‌ ନଅଁରର୍‌ ଲକ୍‌ମନ୍‌, ଆରି, ଇସ୍‌ରାଏଲ୍‌ ଜାଜକ୍‌ମନ୍‌ ଆରି ଲେବିଅମନ୍, ମନ୍ଦିରେ ସେବା କାମ୍‌ କରୁମନ୍ ଆରି ସଲ୍‌ମନର୍‌ ଦାସ୍‌ମନର୍‌ ପିଲାମନ୍‌ ସର୍‌ତେ ନିଜର୍‌ ନିଜର୍‌ ଅଦିକାରେ ନିଜର୍‌ ନିଜର୍‌ ନଗରେ ବାସା କଲାଇ ।
4 Some descendants of Judah and Benjamin lived in Jerusalem. From Judah: Athaiah son of Uzziah, son of Zechariah, son of Amariah, son of Shephatiah, son of Mahalalel, from the descendants of Perez; ଆରି ଜିଉଦାର୍‌ ପିଲାମନର୍‌ ବିତ୍‌ରେଅନି ଆରି ବିନିଆମିନର୍‌ ପିଲାମନର୍‌ ବିତ୍‌ରେଅନି କେତେଲକ୍‌ ଜିରୁସାଲାମେ ବାସା କଲାଇ । ଜିଉଦାର୍‌ ପିଲାମନର୍‌ ବିତ୍‌ରେଅନି ଉସିଅର୍‌ ପିଲା ଅତାଇଅ, ସେ ଉସିଅ ଜିକରିଅର୍‌ ପିଲା, ଜିକରିଅ ଅମରିଅର୍‌ ପିଲା, ଅମରିଅ ସପଟିଅର୍‌ ପିଲା, ସପଟିଅ ମଅଲଲେଲର୍‌ ପିଲା, ମଅଲଲେଲ୍‌ ପେରସର୍‌ ପିଲାମନର୍‌ ବିତ୍‌ରେଅନି ଗଟେଲକ୍‌;
5 and Maaseiah son of Baruch, son of Col-hozeh, son of Hazaiah, son of Adaiah, son of Joiarib, son of Zechariah, son of the Shilonite. ଆରି, ବାରୁକର୍ ପିଲା ମାସେଅ, ସେ ବାରକ କଲଅସିର୍‌ ପିଲା, କଲଅସି ଅସାଇଅ ଅଦାୟାର୍‌ ପିଲା, ଆଦାଇଆ ଜଇଆରିବ୍‌ରର୍‌ ପିଲା, ଜଆରିବ୍‌ ଜିକରିଅରର୍‌ ପିଲା, ଜିକରିଅ ସିଲନିର୍‌ ପିଲା,
6 All the descendants of Perez who lived in Jerusalem numbered 468 able men. ପେରସର୍‌ ପିଲା ପାକାପାକି ଚାର୍‌ ସ ସାଟେ ଆଟ୍‌ ଲକ୍‌ ସେ ବପୁ ରଇବା ଲକ୍‌ ଜିରୁସାଲାମେ ବାସା ଅଇଲାଇ ।
7 From Benjamin: Sallu son of Meshullam, son of Joed, son of Pedaiah, son of Kolaiah, son of Maaseiah, son of Ithiel, son of Jeshaiah, ବିନିଆମିନ୍‌ର୍‌ ପିଲାମନ୍‌, ଅଇଲାଇନି, ମସୁଲମର୍‌ ପିଲା ସଲୁ, ସେ ମସୁଲମ୍‌ ଜଏଦ୍‌ରର୍‌ ପିଲା, ଜଅଦ୍‌ ପଦାଅର୍‌ ପିଲା, ପଦାଅ କଲାଆର୍‌ ପିଲା, କଲାଆ ମାସେଅର୍‌ ପିଲା, ମାସେଅ ଇତିଏଲର୍‌ ପିଲା, ଇତିଏଲ୍‌ ଜିସାଆଅର୍‌ ପିଲା।
8 and after him Gabbai and Sallai—928 in all. ଆରି, ତାକେ ଚାଡି ଗବଇ, ସଲ୍‌ଇ ପିଲା ସ କଡେ ଆଟ୍‌ ଲକ୍‌ ।
9 Joel son of Zichri oversaw them; Judah son of Hassenuah was second over the city. ଆରି, ସିକ୍‌ରର୍‌ ପିଲା ଜଏଲ୍‌ ସେମନର୍‌ ମୁକିଆ ରଇଲା ଆରି ଅସ୍‌ନାଅର୍‌ ପିଲା ଜିଉଦା ନଅଁରର୍‌ ଦୁଇନମର୍ ମୁକିଆ ରଇଲା ।
10 Of the priests: Jedaiah son of Joiarib, Jachin, ଜାଜକ୍‌ମନର୍‌ ବିତ୍‌ରେଅନି, ଆରି, ଜଆରିବର୍‌ ପିଲା ଜିଦଇଅ, ଜାକିନ୍‌,
11 Seraiah son of Hilkiah, son of Meshullam, son of Zadok, son of Meraioth, son of Ahitub, chief officer of our Father's house; ଇଲ୍‌କିଅର୍‌ ପିଲା ସରାଇଅ, ସେ ଇଲ୍‌କିଅ ମସୁଲମର୍‌ ପିଲା, ମସୁଲମ୍‌ ସାଦକର୍‌ ପିଲା ସାଦକ୍‌ ମରାଇଅତର୍‌ ପିଲା, ମରାଇଅତ୍‌ ଅଇଟୁବ୍‌ର୍‌ ପିଲା, ଅଇଟୁବ୍‌ ପର୍‌ମେସରର୍ ଗରର୍ ମୁକିଆ ଅଇ ରଇଲା ।
12 and their brothers who did the house's work: 822; and Adaiah son of Jeroham son of Pelaliah son of Amzi son of Zechariah son of Pashhur son of Malchijah, ଗରର୍ ସେବା କାମ୍ କରୁମନ୍ ସେମନର୍ ବାଇମନ୍ ଆଟସ କଡେ ଦୁଇ ଲକ୍ ରଇଲାଇ; ଆରି ଜିରଅମର୍ ପିଲା ଅଦାଆ, ସେ ଜିରଅମ୍ ପଲଲିଅର୍ ପିଲା ପଲଲିଅ ଅଜ୍‌ମିର୍ ପିଲା, ଅଜ୍‌ମି ଜିକରିଅର୍ ପିଲା, ଜିକରିଅ ପସଉରର୍ , ପସଉର୍ ମଲ୍‌କିଏଲ୍‌ର୍ ପିଲା,
13 and his brothers, family heads—242; and Amashsai son of Azarel, son of Ahzai, son of Meshillemoth, son of Immer, ଆରି, ଅଦାଆଇର୍ ବାଇମନ୍ ଦୁଇସଅ ଚାଲିସ୍ ଦୁଇ ଲକ୍ ବାବାର୍ ବଁସେ ନେତା ଅଇରଇଲା; ଅସରେଲର୍ ପିଲା ଅମସଅ, ସେ ଅସରେଲ୍ ଅଅସଇର୍ ପିଲା, ଅଅସଇ ମସିଲେମତରର୍‌ ପିଲା, ମସିଲେମତ୍ ଇମେରର୍ ପିଲା,
14 and their associates, able warriors—128; their overseer was Zabdiel son of Haggedolim. ଆରି ସେମନର୍ ବାଇମନ୍ ସଏ କଡେ ଆଟ୍‌ ଲକ୍ ବେସି ବପୁସାଲି ଲକ୍ ରଇଲାଇ ଆରି ଅଗ୍‌ଦଲିମର୍ ପିଲା ସବ୍‌ଦିଏଲ୍ ସେମନର୍ ମୁକିଅ ରଇଲା ।
15 Of the Levites: Shemaiah son of Hasshub, son of Azrikam, son of Hashabiah, son of Bunni; ଲେବିଅମନର୍ ବିତ୍‌ରେଅନି, ଆରି, ଅସୁବ୍‌ଅର୍ ପିଲା ସମଇଅ, ସେ ଅସୁବ୍ ଅସ୍‌ରିକାମ୍‌ରର୍ ପିଲା,ଅସ୍‌ରିକାମ୍ ଅସବିଅର୍ ପିଲା, ଅସବିଅ ବୁନିର ପିଲା;
16 and Shabbethai and Jozabad, from the heads of the Levites, oversaw the outside work of our Father's house; ଆରି, ଲେବିଅ- ମୁକିଅ ଲକ୍‌ମନର୍ ବିତ୍‌ରେଅନି ସବ୍‌ତଇ ଆରି ଜସାବଦ୍ ପର୍‌ମେସରର୍ ଗରର୍ ବାଇରର୍ କାମର୍ ମୁକିଅ ରଇଲା;
17 and Mattaniah son of Mica, son of Zabdi, son of Asaph, who led in thanksgiving and prayer; Bakbukiah, second among his associates; and Abda son of Shammua, son of Galal, son of Jeduthun. ଆରି, ଆସପର୍ ବଁସେ ଜାତ୍ ଅଇଲା ସବ୍‌ଦିର୍ ନାତି ମିକାର୍ ପିଲା ମତନିଅ ପାର୍‌ତନା କରି ଦନିଅବାଦ୍ ଆରାମ୍ କର୍‌ବାକେ ମୁକିଅ ରଇଲା ଆରି ତାର୍ ବାଇମନ୍ ବିତ୍‌ରେଅନି ବକ୍‌ବୁକିଅ ଦୁଇ ନମର୍ ରଇଲା; ଆରି, ଜିଦୁତୁନ୍ ବଁସେ ଜାତ୍ ଅଇଲା ଗାଲଲର୍ ନାତି ସମୁଅର୍ ପିଲା ଅବଦ୍‌ ।
18 All the Levites in the holy city numbered 284. ସୁକଲ୍ ନଅଁର୍ ଜିରୁସାଲମ୍ ତେଇ ଲେବିଅମନ୍ ପାକାପାକି ଦୁଇ ସଅ ଅସେ ଚାର୍‌ ଲକ୍ ବାସା ଅଇ ରଇଲାଇ ।
19 The gatekeepers—Akkub, Talmon, and their associates who kept watch at the gates—numbered 172. ଆରି ଦୁଆର୍‌ଜାଗୁ ଅକୁବ୍, ଟଲେମାନ୍‌ ଆରି ନଗରର୍ ଦୁଆର୍ ମୁଆଟେ ଜାଗ୍‌ବା କାମ୍‌ କରୁମନ୍ ସେମନର୍ ବାଇମନ୍ ସଏ ସତୁରି ଦୁଇ ଲକ୍ ରଇଲାଇ ।
20 The rest of Israel, the priests, and the Levites were in all Judah's towns, each on his inheritance. ଆରି ଇସ୍‌ରାଏଲ୍, ଜାଜକମନର୍, ଲେବିଅମନର୍ ବାକିଲକ୍‌ମନ୍ ଜିଉଦାର୍ ସର୍‌ତେ ନଗରେ ସବୁ ନିଜର୍ ନିଜର୍ ଜାଗାଇ ରଇଲାଇ ।
21 The temple servants lived on Ophel, with Ziha and Gishpa over the temple servants. ପର୍‌ମେସରର୍ ଗରେ ସେବାକାମ୍ କରୁମନ୍ ଅପଲ୍ ତେଇ ବାସା କଲାଇ; ଆରି, ସିଅ ଆରି ଗିସ୍‌ପ ପର୍‌ମେସରର୍ ସେବାକାମ୍ କରୁମନର୍ ମୁକିଅ ରଇଲା ।
22 Uzzi son of Bani, son of Hashabiah, son of Mattaniah, son of Mica, of Asaph's descendants, oversaw the Levites in Jerusalem, the singers responsible for the work of our Father's house. ଆସପ୍ ବଁସର୍ ଗିତ୍ ଗାଉମନର୍ ବିତ୍‌ରେଅନି ମିକାର ଡକ୍‌ରାର୍‌ ନାତି, ମତନିଅର୍ ନିତି, ଅସବିଅର୍ ନାତି, ବାନିର୍ ପିଲା ଉସି ଜିରୁସାଲମେ ଲେବିଅମନର୍ ମୁକିଅ ରଇଲା, ସେ ମିସା ପର୍‌ମେସରର୍ ଗରର୍ କାମର୍ ଦେକାରକା କର୍‌କେ ସାଇଜ କଲା ।
23 For there was a command from the king concerning them, and a fixed daily allowance for the singers. କାଇକେବଇଲେ ସେମନର୍ ବିସଇରେ ରାଜାର୍ ଆଦେସ୍ ରଇଲା ଆରି ସବୁ ଦିନର୍ ବୁତି ଇସାବେ ଗିତ୍ ଗାଉମନ୍‌କେ ସମାନ୍ ବୁତି ଦିଆଅଇଲା ।
24 Pethahiah son of Meshezabel, of Zerah son of Judah's descendants, was at the king's hand for every matter about the people. ଆରି, ଜିଉଦାର୍‌ ପିଲା ସେରଅର୍ ବଁସେ ଜାତ୍ ଅଇଲା ମସେସବେଲର୍‌ ପିଲା ପତାଇଅ ଲକ୍‌ମନର୍ ସବୁକାମ୍ ବିସଇରେ ଜାନାଇବାକେ ରାଜାର୍ ଲଗେ ରଇଲା
25 As for the villages with their fields, some of Judah's descendants lived in Kiriath-arba and its villages, Dibon and its villages, Jekabzeel and its settlements, ଆରି, ଜିଉଦାର୍ ପିଲାମନର୍ ବିତ୍‌ରେଅନି କେତେକ୍ ବିନ୍‌ବିନ୍ ଗାଉଁ ଆରି ତେଇର୍ ଜାଗାଇ, ଆରି, କିରିଆତ୍ ଅର୍‌ବ ଆରି ତେଇର୍ ଉପନଗରେ, ଦିବନ୍ ଆରି ତେଇର୍ ସାନ୍ ନଅରେ, ଜିକବେସଲ୍ ଆରି ତେଇର୍ ନଅରେ;
26 in Jeshua, in Moladah, in Beth-pelet, ଆରି ଜେସୁଅ ତେଇ, ମଲାଦାରେ ଆରି ବେତ୍ ପେଲ୍‌ଟର୍‌;
27 in Hazar-shual, in Beersheba and its villages, ଆରି ଅସର୍ ସୁଇଆଲରେ, ବେର୍‌ସେବା ଆରି ତେଇର୍ ଉପନଗରେ;
28 in Ziklag, in Meconah and its villages, ଆରି ସିକ୍‌ଲଗ୍‌ରେ, ମକନା ଆରି ତେଇର୍ ସାନ୍ ନଅଁରେ;
29 in En-rimmon, in Zorah, in Jarmuth, ଆରି ଏନରିମନରେ, ସରାଇଅରେ ଆରି ଜର୍‌ମୁତରେ;
30 Zanoah, Adullam and their villages, Lachish and its fields, Azekah and its villages. So they settled from Beersheba to the Hinnom Valley. ସାନଅ, ଅଦୁଲମ୍ ଆରି ତେଇର୍ ନଅଁରର୍‌, ଲାକିସ୍ ଆରି ତେଇର୍ ପଦାର୍, ଅସେକା ଆରି ତେଇର୍ ସାନ୍ ନଅଁରେ ବାସା ଅଇଲାଇ। ଏନ୍ତାରି ସେମନ୍ ବେର୍‌ସେବା ଲଗେ ଇନମ୍ ଜଲା ଜାକ ବାସା ଅଇଲାଇ ।
31 The descendants of Benjamin lived from Geba onward, at Michmash, Aija, Bethel and its villages, ବିନିଆମିନ୍‌ପିଲାମନ୍ ମିସା ଗେବାତେଇ ଅନି ଆଗ୍‌କେ ମିକ୍‌ମାସ୍‌ ଆରି ଅଇଆରେ, ବେତେଲ୍ ଆରି ତେଇର୍ ସାନ୍ ନଅଁରେ;
32 Anathoth, Nob, Ananiah, ଅନାତତ୍, ନବ ଆରି ଅନନିଆରେ;
33 Hazor, Ramah, Gittaim, ଆସର, ରାମା, ଗିତଇମରେ;
34 Hadid, Zeboim, Neballat, ଆଦିଦ୍, ସବଇମ୍, ନବଲାଟରେ;
35 Lod, and Ono, the Valley of Craftsmen. ଲଦ୍‌ ଆରି ଅନ, ବାଡଇମନ୍ ଜଲା ଉପ୍‌ରେ ବାସା କଲାଇ ।
36 And some divisions of the Levites from Judah were assigned to Benjamin. ଆରି, ଜିଉଦାର୍‌ ଲାଗାର୍ ଲିତାର୍ କେତେକ୍ ଲକ୍ ପାଲିତେଇ ମିସ୍‌ଲାଇ ଆରି ଲେବିଅ ଲକ୍ ବିନିଆମିନ୍ ସଙ୍ଗ୍‌ ମିସ୍‌ଲାଇ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]