Skip to content
The Believer's Library

Desiya Bible

John 15 Saa25

Show Saa25 only
Verse × ×
1 "I am the true vine, and my Father is the gardener. “ମୁଇ ଅଇଲିନି ସତ୍‌ ଅଙ୍ଗୁର୍‌ ମାଲ୍‌ ଆରି ମର୍‌ ବାବା ଅଇଲାନି ଚାସି ।
2 Every branch in me not bearing fruit, he removes; and every one bearing fruit, he prunes, so it bears more fruit. ମର୍‌ଟାନେ ରଇବା ପିଲ୍‌କା ମାଲେ ପଲ୍‌ ନ ଦାର୍‌ଲେ, ସେ କାଟି ପାକାଇସି । ଆରି ଜନ୍‌ ମାଲେ ପଲ୍‌ ଦାର୍‌ସି ସେ ମାଲ୍‌ ଅଦିକ୍‌ ପଲ୍‌ ଦାର୍‌ବାକେ ପରିଚଲ୍‌ କର୍‌ସି ।
3 You are already clean because of the word I have spoken to you. ମର୍‌ତେଇ ଅନି ପାଇରଇବା ସିକିଆଇ ଅନି ତମେ ପରିଚଲ୍‌ ଅଇସାରି ଆଚାସ୍‌ ।
4 Remain in me, and I in you. As a branch can't bear fruit alone, unless it remains in the vine, neither can you unless you remain in me. ତମେ ମର୍‌ସଙ୍ଗ୍‌ ମିସିକରି ରୁଆ । ସେନ୍ତି ବଇଲେ ମୁଇ ମିସା ତମର୍‌ ସଙ୍ଗ୍‌ ରଇବି । କେନ୍ଦା ଜଦି ବୁନ୍ଦ୍‌ସଙ୍ଗ୍‌ ମିସିକରି ନ ରଇଲେ ନିଜେ ପଲ୍‌ ନ ଦାରେ, ସେନ୍ତି ତମେ ମିସା ମର୍‌ତେଇ ମିସି ନ ରଇଲେ, ପଲ୍‌ ଦାରିନାପାରାସ୍‌ ।”
5 I am the vine, you the branches. Whoever remains in me, and I in them, bears much fruit, for apart from me you can do nothing. “ମୁଇ ଅଇଲିନି ମୁଲ୍‌ ଅଙ୍ଗୁର୍‌ ମାଲ୍‌, ତମେ ଅଇଲାସ୍‌ନି ପିଲ୍‌କା ମାଲ୍‌ । ଜେ ମର୍‌ତେଇ ରଇସି ଆରି ମୁଇ ଜାର୍‌ତେଇ ରଇବି ସେ ବେସି ପଲ୍‌ ଦାର୍‌ସି, କାଇକେ ବଇଲେ ମକେ ଚାଡିକରି ତମେ କାଇଟା କରି ନାପାରାସ୍‌ ।
6 Anyone not remaining in me is thrown out like a branch and withers; branches are gathered, thrown into the fire, and burned. ଜେ ମର୍‌ତେଇ ନ ରଏ, ତାକେ ଗଟେକ୍‌ ଗର୍‌ଣ୍ଡି କରି ପିଙ୍ଗ୍‌ଲା ମାଲ୍‌ପାରା ବାଇରେ ପିଙ୍ଗି ଦେବାଇ ଆରି ସେଟା ସୁକି ଜାଇସି । ଏନ୍ତାରି ମାଲ୍‌ମନ୍‌କେ ଟୁଲିଆଇ ଜଇତେଇ ପିଙ୍ଗି ଦେବାଇ ଆରି ସେଟା ପଡି ଜାଇସି ।
7 If you remain in me and my words remain in you, ask whatever you want, and it will happen for you. ଜଦି ତମେ ମର୍‌ସଙ୍ଗ୍‌ ମିସିକରି ରଇସା ଆରି ମର୍‌ ବାକିଅ ତମର୍‌ ମନେ ରଇସି, ତମେ ମନ୍‌କରି କାଇ ବିସଇ ମାଙ୍ଗ୍‌ସା ବଇଲେ ସେଟା ମିଲାଇସା ।
8 This is how my Father is glorified: that you bear much fruit and prove to be my disciples. ତମେ ବେସି ପଲ୍‌ ଦାର୍‌ଲେ, ମର୍‌ ବାବା ଡାକ୍‌ପୁଟା ପାଇସି, ଆରି ଇତିଅନି ତମେ ମର୍‌ ସତ୍‌ ସିସ୍‌ମନ୍‌ ବଲି ଜାନ୍‌ବାଇ ।
9 "As the Father has loved me, so I have loved you. Remain in my love. ମର୍‌ ବାବା ଜେନ୍ତି ମକେ ଆଲାଦ୍‌ କଲା ଆଚେ, ସେନ୍ତି ମୁଇ ମିସା ତମ୍‌କେ ଆଲାଦ୍‌ କଲିନି । ମର୍‌ ଆଲାଦେ ତବିର୍‌ ଅଇରୁଆ ।
10 If you keep my commands, you will remain in my love, as I have kept my Father's commands and remain in his love. ମୁଇ ଜେନ୍ତି ମର୍‌ ବାବାର୍‌ ଆଦେସ୍‌ ମାନିକରି ତବିର୍‌ ଅଇଆଚି । ସେନ୍ତି ତମେ ମର୍‌ ଆଦେସ୍‌ ମାନ୍‌ସା ବଇଲେ ମର୍‌ ଆଲାଦେ ତବିର୍‌ ଅଇକରି ରଇସା ।”
11 I've told you this so my joy may be in you, and your joy be complete. “ଜେନ୍ତିକି ମର୍‌ ସାର୍‌ଦା ତମର୍‌ ଟାନେ ରଇକରି, ସେ ସାର୍‌ଦା ପୁରାପୁରୁନ୍‌ ଅଇବାକେ ତମ୍‌କେ ଏ ସବୁ କାତା କଇଲିଆଚି ।
12 "This is my command: love one another as I have loved you. ମୁଇ ତମ୍‌କେ ଜେନ୍ତି ଆଲାଦ୍‌ କଲିଆଚି, ସମାନ୍‌ ସେନ୍ତି ତମେ ମିସା ନିଜର୍‌ ନିଜର୍‌ ବିତ୍‌ରେ ଆଲାଦ୍‌ ଅଇକରି ରୁଆ । ଏଟାସେ ମର୍‌ ଆଦେସ୍‌ ।
13 No one has greater love than this: to lay down one's life for one's friends. ନିଜର୍‌ ମଇତର୍‌ମନର୍‌ ଲାଗି ଜିବନ୍‌ ଦେବାଟା ଅଇଲାନି ସବୁର୍‌ଟାନେଅନି ବଡ୍‌ ଆଲାଦ୍‌ ।
14 You are my friends if you do what I command you. ମୁଇ ତମ୍‌କେ ଜନ୍‌ ଆଦେସ୍‌ ଦେଇଆଚି, ସେଟା ମାନ୍‌ସା ବଇଲେ ତମେ ମର୍‌ ମଇତର୍‌ମନ୍‌ ।
15 I no longer call you servants—a servant doesn't know what his master does. I call you friends, since I've made known to you everything I heard from my Father. ଏବେ ମୁଇ ତମ୍‌କେ ଗତିଦାଙ୍ଗ୍‌ଡାମନ୍‌ ବଲି ନ ଡାକି, କାଇକେ ବଇଲେ, ଗତିଦାଙ୍ଗ୍‌ଡା ତାର୍‌ ସାଉକାର୍‌ କାଇଟା କର୍‌ସି ସେଟା ନାଜାନେ । ମାତର୍‌ ମୁଇ ତମ୍‌କେ ମଇତର୍‌ ବଲି ଡାକ୍‌ବି, କାଇକେ ବଇଲେ ମୁଇ ବାବାର୍‌ତେଇ ଅନି ଜନ୍‌ ଜନ୍‌ ବିସଇ ସୁନି ଆଚି, ସେଟା ତମ୍‌କେ କଇଦେଲିଆଚି ।
16 You didn't choose me—I chose you and placed you to go, bear fruit that lasts, so whatever you ask the Father in my name, he'll give you. ତମେ ମକେ ବାଚାସ୍‌ ନାଇ, ମାତର୍‌ ମୁଇ ତମ୍‌କେ ବାଚ୍‌ଲି ଆଚି । ଆରି ଜାଇକରି ଅଦିକ୍‌ ଅଦିକ୍‌ ପଲ୍‌ ଦାର୍‌ବାକେ ତମ୍‌କେ ଦାଇତ୍‌ ଦେଲି । ତମର୍‌ ପଲ୍‌ ସବୁ ଦିନର୍‌ ପାଇ ରଇସି । ତେବେ ତମେ ମର୍‌ ନାଉଁ ଦାରି ବାବାକେ କାଇଟା ମାଙ୍ଗ୍‌ଲେ ମିସା ସେ ତମ୍‌କେ ଦେଇସି ।
17 This is my command to you: love one another. ତମର୍‌ ତମର୍‌ ବିତ୍‌ରେ ଆଲାଦ୍‌ କରା । ଏଟା ଅଇଲାନି ମର୍‌ ଆଦେସ୍‌ ।”
18 "If the world hates you, know that it hated me first. “ଜାନିରୁଆ, ତମ୍‌କେ ଜଦି ଏ ଦୁନିଆ ଗିନ୍‌ କର୍‌ସି, ତେବେ ତମ୍‌କେ ଗିନ୍‌ କର୍‌ବା ଆଗ୍‌ତୁସେ ମକେ ଗିନ୍‌ କଲାଆଚେ ।
19 If you were of the world, the world would love you as its own. But you are not of the world; instead, I chose you out of the world, so the world hates you. ତମେ ଜଦି ଏ ଦୁନିଆର୍‌ ଲକ୍‌ମନ୍‌ ଅଇରଇତାସ୍‌ ଆଲେ ଏ ଦୁନିଆ ତମ୍‌କେ ନିଜର୍‌ ବାବି ଆଲାଦ୍‌ କର୍‌ତା, ମାତର୍‌ ମୁଇ ତମ୍‌କେ ବାଚି ଦୁନିଆଇଅନି ବେଗ୍‌ଲାଇ ଦେଇଆଚି । ସେଟାର୍‌ ପାଇ ଏ ଦୁନିଆ ତମ୍‌କେ ଗିନ୍‌କର୍‌ସି ।
20 Remember what I told you: a servant isn't greater than his master. If they persecuted me, they'll persecute you too; if they kept my word, they'll keep yours too. ମୁଇ ଜନ୍‌ଟା କଇରଇଲି ଏତାଇଦେକା, ଗତିଦାଙ୍ଗ୍‌ଡା ତାର୍‌ ସାଉକାର୍‌ତେଇଅନି ବଡ୍‌ ନଏଁ ବଲି ମୁଇ ତମ୍‌କେ କଇରଇଲି । ସେମନ୍‌ ମକେ ସାଦି ଆଚତ୍‌ ଆରି ତମ୍‌କେ ମିସା ସାଦ୍‌ବାଇ । ଜଦି ସେମନ୍‌ ମର୍‌ ସିକିଆ ମାନିଆଚତ୍‌ ବଇଲେ ତମର୍‌ କାତା ମିସା ମାନ୍‌ବାଇ ।
21 But they'll do all this to you because of my name, since they don't know the one who sent me. ମାତର୍‌ ତମେ ମର୍‌ ଲକ୍‌ ଅଇରଇବାର୍‌ ଲାଗି ସେମନ୍‌ ତମ୍‌କେ ଏନ୍ତାରି କର୍‌ବାଇ । କାଇକେ ବଇଲେ ମକେ ଜେ ପାଟାଇଲା ଆଚେ, ସେଟା ସେମନ୍‌ ନାଜାନତ୍‌ ।
22 Had I not come and spoken to them, they would have no sin; now they have no excuse for their sin. ଜଦି ମୁଇ ଆସି ଏ ସବୁ ବିସଇ ସେମନ୍‌କେ ବୁଜାଇ ନ ରଇତି ବଇଲେ, ସେମନ୍‌ ଦସି ନ ଅଇତାଇ, ମାତର୍‌ ଏ ପାପର୍‌ ଚଲାଚଲ୍‌ତି ପାଇ କାଇ ଚାଲାକି ଦେକାଇ ନାପାରତ୍‌ ।
23 Whoever hates me hates my Father as well. ଜେ ମକେ ଗିନ୍‌ କର୍‌ସି, ସେ ମର୍‌ ବାବା ପର୍‌ମେସର୍‌କେ ମିସା ଗିନ୍‌ କର୍‌ସି ।
24 Had I not done among them the works no one else did, they would have no sin. But now they have seen and hated both me and my Father. ଜଦି ମୁଇ ତାକର୍‌ ବିତ୍‌ରେ କାବା ଅଇଜିବା କାମ୍‌ ନ କରି ରଇଲେ, ସେମନ୍‌ ପାପି ବଲି ଦସି ନ ଅଇତାଇ । ମାତର୍‌ ସେମନ୍‌ ମୁଇ କଲା କାବାଅଇଜିବା କାମ୍‌ମନ୍‌ ଦେକ୍‌ଲାଇ ଆଚତ୍‌ । ଏନ୍ତି ବଇଲେ ମିସା ସେମନ୍‌ ମକେ ଆରି ମର୍‌ ବାବା ପର୍‌ମେସର୍‌କେ ଗିନ୍‌ କଲାଇ ଆଚତ୍‌ ।
25 But this happened to fulfill what is written in their Law: 'They hated me without cause.' ମାତର୍‌ ଏସବୁ ଗଟ୍‌ବାର୍‌ ରଇଲା । କାଇକେବଇଲେ ସେଟାର୍‌ ଲାଗି ସେମନର୍‌ ସାସ୍‌ତରେ ଜାଇଟା ଲେକାଅଇଲା ଆଚେ, ସେଟା ସିଦ୍‌ ଅଇଲା । କାଇ ଦସ୍‌ ନ ରଇତେ ସେମନ୍‌ ମକେ ଗିନ୍‌ କଲାଇ ।
26 "When the Helper comes, whom I will send you from the Father—the Spirit of truth proceeding from the Father—he will testify about me. ସତଇସେ ସାଇଜକାରିଆ ଆତ୍‌ମା ଆଇସି । ସେ ବାବାର୍‌ତେଇ ଅନି ଆସି, ପର୍‌ମେସରର୍‌ ସବୁ ବିସଇର୍‌ ସତ୍‌ ଦେକାଇଦେଇସି । ମୁଇ ତାକେ ବାବାର୍‌ତେଇଅନି, ତମର୍‌ ଲଗେ ପାଟାଇବି । ଆରି ସେ ମର୍‌ ବିସଇ ତମ୍‌କେ କଇସି ।
27 "And you also must testify, because you have been with me from the beginning." ଆରି ତମେ ମିସା ମର୍‌ ବିସଇସେ କଇସା, କାଇକେବଇଲେ ଆରାମେଅନି ତମେ ମର୍‌ ସଙ୍ଗ୍‍ ଆଚାସ୍‌ ।”
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]