Skip to content
The Believer's Library

Desiya Bible

James 4 Saa25

Show Saa25 only
Verse × ×
1 Where do wars and fights among you come from? Isn't it your cravings warring inside you? ତମର୍‌ ବିତ୍‌ରେ ମାରାମାରି ଆରି ଲାଗାଜଡା କାଇକେ ଆଇଲାନି ? ତମର୍‌ ମନ୍‌ବିତ୍‌ରେ ଡସିରଇବା କାରାପ୍‌ ମନ୍‍କଲାଟା ଉଟିକରି ତମର୍‌ ବିତ୍‌ରେ ଜୁଜ୍‌ଲାନି, ଏଟାର୍‌ ଲାଗି ଏନ୍ତାରି ଅଇଲାନି । ସେଟାର୍‌ପାଇଁ ଗଟେକ୍‌ ଲକ୍‌ ଆରିଗଟେକ୍‌ ଲକର୍‌ ସଙ୍ଗ୍‍ ଲାଗ୍‌ଲାସ୍‌ନି ।
2 You want and don't have—you kill. You crave and can't get it—you quarrel and fight. You don't have because you don't ask. କାଇକେବଇଲେ ତମେ ଜନ୍‌ଟା ମିଲାଇବାକେ ମନ୍‌ କଲାସ୍‌ନି, ସେଟା ମିଲାଇ ନାପାର୍‌ଲେ, ମରାଇବାକେ ମନ୍‌କଲାସ୍‌ନି । ଜନ୍‌ଟା ମିଲାଇବାକେ ବେସି ମନ୍‌ ଅଇଲାନି, ସେଟା ମିଲାଇବାକେ ତମ୍‌କେ ବପୁନାଇ । ସେଟାର୍‌ପାଇଁ ତମର୍‌ତମର୍‌ ବିତ୍‌ରେ ଲାଗାଜଡା ଅଇ ମାରାମାରି ଅଇଲାସ୍‌ନି । ତମେ ପର୍‌ମେସର୍‌କେ ମାଙ୍ଗାସ୍‌ ନାଇଜେ ମନ୍‌କଲାଟା ମିଲାଇ ନା ପାର୍‍ଲାସ୍‍ନି ।
3 You ask and do not receive, because you ask wrongly, to spend it on your own pleasures. ତମେ ମାଙ୍ଗ୍‌ତେରଇସା, ମାତର୍‌ ସେ ତମ୍‌କେ ଦେଏ ନାଇ । କାଇକେବଇଲେ ସେଟା କାରାପ୍‌ କର୍‌ବାକେ ମାଙ୍ଗ୍‌ଲାସ୍‌ନି । ସୁକେ ରଇକରି ସାଇସାର୍‌ଦା ସଙ୍ଗ୍‍ ରଇବୁ ବଲି ମାଙ୍ଗ୍‌ଲାସ୍‌ନି ।
4 You adulterous people! Don't you know friendship with the world is hostility toward our Father? Whoever chooses to be its friend becomes an enemy of our Father. ଏ ବିସ୍‌ବାସେ ବିସ୍‌ଦେବା ଲକ୍‌ମନ୍‌, ତମେ କାଇ ନାଜାନାସ୍‌ କି ଜଗତ୍‌କେ ଆଲାଦ୍‌ କରୁମନ୍‌ ପର୍‌ମେସରର୍‌ ସତ୍‌ରୁ ବଲିକରି ? ଜନ୍‌ଲକ୍‌ ଏ ଜଗତର୍‌ ଚଲାଚଲ୍‌ତି ଆଲାଦ୍‌ କର୍‌ବାଇ ସେମନ୍‌ ପର୍‌ମେସରର୍‌ ବିରଦି ।
5 Or does Scripture speak for nothing, saying the spirit he placed in us longs jealously? ତମେ ଦରମ୍‌ ସାସ୍‌ତରେ ଲେକାଅଇରଇବା ଏ ବାକିଅ ଚୁଚାଇ ବଲିକରି ବାବ୍‌ଲାସ୍‌ନି କି ? ପର୍‌ମେସର୍‌ ଜନ୍‌ ଆତ୍‌ମାକେ ଆମର୍‌ ବିତ୍‌ରେ ବାସାଅଇରଇବାକେ ଦେଲାଆଚେ, ସେ ଆମ୍‌କେ ପୁରାପୁରୁନ୍‌ ଅଦିକାର୍‌ କର୍‌ବାକେ ମନ୍‌ କଲାନି ।
6 But he gives more grace. That is why Scripture says, "Our Father opposes the proud but gives grace to the humble." ମାତର୍‌ ପର୍‌ମେସର୍‌ ଜିବନ୍‌ ଦୁକାଇଲାଟା, ତାର୍‌ତେଇଅନି ଅଦିକ୍‌ ବପୁଆଚେ । ସେଟାର୍‌ପାଇଁ ସାସ୍‌ତର୍‌ କଇଲାନି, ଆଁକ୍‌ରିଆମନ୍‌କେ ପର୍‌ମେସର୍‌ ବିରଦ୍‌ କର୍‌ସି, ମାତର୍‌ ସୁଆଲେ ରଇବା ଲକ୍‌କେ ତାର୍‌ ଜିବନ୍‌ ଦୁକାଇ, ଦୟା କର୍‌ସି ।
7 Submit yourselves, then, to our Father. Resist the devil, and he will flee from you. ତେବର୍‌ ପାଇ, ତମେ ପର୍‌ମେସର୍‌କେ ସର୍‌ପାଇଉଆ । ସଇତାନ୍‌କେ ଜାକି ଦିଆସ୍‌ । ସେନ୍ତାରି କଲେ ସଇତାନ୍‌ ତମର୍‌ଲଗେ ଅନି ପାଲାଇସି ।
8 Come close to our Father, and he will come close to you. Cleanse your hands, sinners; purify your hearts, double-minded. ପର୍‌ମେସରର୍‌ ଲଗେ ଆସା, ତେବେ ସେ ମିସା ତମର୍‌ ଲଗେ ଲଗେ ରଇସି । ଏ ପାପିମନ୍‌, କାରାପ୍‌ କାମ୍‌କର୍‌ବାଟା ଚାଡିଦିଆସ୍‌ । ଆରି ଏ ଦୁଇବାଟେ ମନ୍‌କରୁମନ୍‌ ତମର୍‌ ମନ୍‌ ନିର୍‌ମଲ୍‌ କରା ।
9 Grieve, mourn, and weep. Turn your laughter to mourning and your joy to gloom. ତମର୍‌ ପାପର୍‌ଲାଗି ମାରିଚପି ଅଇକରି କାନ୍ଦ୍‌ତେରୁଆ । ନ ଆଁସିକରି କାନ୍ଦ୍‌ତେରୁଆ, ସାର୍‌ଦା ନ ଅଇକରି ଦୁକେ ରୁଆ ।
10 Humble yourselves before our Father, and he will lift you up. ମାପ୍‌ରୁର୍‌ ମୁଆଟେ ନିଜେ ନିଜେ ସର୍‌ପିଉଆ, ସେ ତମ୍‌କେ ଉଟାଇସି ।
11 Don't speak against each other, brothers and sisters. Whoever speaks against a brother, or judges him, speaks against the law and judges it. But if you judge the law, you're not keeping it—you're judging it. ଏ ମର୍‌ ବାଇବଇନିମନ୍‌, ନିଜର୍‌ ନିଜର୍‌ ବିତ୍‌ରେ କୁଟ୍‌ କାତା କୁଆ ନାଇ । ଜଦି ବିସ୍‌ବାସି ବାଇମନର୍‌ ବିରୁଦେ କୁଟ୍‌ କାତା କଇ ତାକେ ଦସ୍‌ ଦେଇସା, ତମେ ପର୍‌ମେସରର୍‌ ନିୟମ୍‌ ବିରୁଦେ କାତା ଅଇଲାସ୍‌ନି । ଆରି ତାର୍‌ ନିୟମ୍‌କେ ବିଚାର୍‌ କଲାସ୍‌ନି । ପର୍‌ମେସରର୍‌ ନିୟମ୍‌ ବିଚାର୍‌ କଲେ, ତମେ ତାର୍‌ ଆଦେସ୍‌ ମାନାସ୍‌ ନାଇ । ମାତର୍‌ ବିଚାର୍‌କାରିଆ ଇସାବେ ରଇଲାସ୍‌ନି ।
12 Only one gives the law and judges—able to save or destroy. Who are you to judge your neighbor? ପର୍‌ମେସର୍‌ସେ ନିୟମ୍‌ ଦେଇପାର୍‌ସି । ସେ ସେ ଆମ୍‌କେ ବିଚାର୍‌ କରିପାର୍‌ସି । ସେ ସେ ଲକ୍‌ମନ୍‌କେ ରକିଆ କରିପାର୍‌ସି ଆରି ସେ ସେ କୁରୁପ୍‌ନାସ୍‌ କରିପାର୍‌ସି । ମାତର୍‌ ତମେ କେ ଜେ, ବିନ୍‌ ଲକର୍‌ ବିଚାର୍‌ କରିପାରାସ୍‌ ?
13 Come now, you who say, "Today or tomorrow we will go to this or that city, spend a year, trade, and profit." ତେବେ ମର୍‌ କାତା ସୁନା । ତମର୍‌ ବିତ୍‌ରେ ଜନ୍‌ ଲକ୍‌ମନ୍‌ ଏନ୍ତାରି କାତା ଅଇତେରଇସା, ଆଜି ନଇଲେ କାଲିକେ ଆମେ ଏ ନଅରେ କି ସେ ନଅରେ ଜିବୁ, ତେଇ ବର୍‌ସେକ୍‌ ରଇବୁ ଆରି ବେବାର୍‌ କରି ଡାବୁ ଅରଜ୍‌ବୁ ।
14 You don't know what tomorrow brings. What is your life? For you're a mist, visible briefly, then gone. ମାତର୍‌ କାଲିକେ କାଇଟା ଗଟ୍‌ସି, ସେଟା ତମେତା ନାଜାନାସ୍‌ ! ତମର୍‌ ଜିବନ୍‌ ଦୁଉଁରି ସମାନ୍‌, ଜନ୍‌ଟାକି ଚନେକର୍‌ ପାଇ ଡିସ୍‌ସି ଆରି ମାୟା ଅଇଜାଇସି ।
15 Instead you ought to say, "If our Father wills, we will live and do this or that." ତାର୍‌ ବାଦୁଲେ ତମେ ମାପ୍‌ରୁ ମନ୍‍ କଲେ ଆମେ ଜିଇକରି ଏନ୍ତାରି ନଇଲେ ସେନ୍ତାରି କରୁ ବଲି କଇବାର୍‌ ଆଚେ ।
16 As it is, you boast in your arrogance. All such boasting is evil. ମାତର୍‌ ତମେ ସେନ୍ତାରି କରାସ୍‌ ନାଇ । ଆଁକ୍‌ରିଆମନ୍‌ ଆରି ବଡ୍‌ପନ୍‌ କାତା କଉଁମନ୍‍ । ଏନ୍ତାରି ବଡ୍‌ପନ୍‌ କାତା କଇବାଟା ବୁଲ୍‌ଆଚେ ।
17 So whoever knows the good to do and fails to do it, sin is theirs. ଏତାଇ ରୁଆ । ଜେ ଜଦି ଏଟା ନିକ କାମ୍‌ ବଲି ଜାନେ, ମାତର୍‌ ସେଟା ନ କରେ ବଇଲେ, ପର୍‌ମେସର୍‌ ଦେକ୍‌ବା ଇସାବେ ସେ ଦସ୍‌ କଲାଆଚେ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]