Skip to content
The Believer's Library

Desiya Bible

Isaiah 60 Saa25

Show Saa25 only
Verse × ×
1 Arise, shine, for your light has come, and the glory of our Father has risen upon you. ଉଟା, ଉଜଲ୍ ଉଆ, କାଇକେ ବଇଲେ ତମର୍ ଉଜଲ୍ କେଟ୍‌ଲା ଆରି ସବୁବେଲର୍ ମାପ୍‌ରୁର୍ ଉଜଲ୍ ତମର୍ ଲଗେ ଆଇଲା ଆଚେ ।
2 For darkness will cover the earth, and thick darkness the peoples; but our Father will rise upon you, and his glory will be seen upon you. କାଇକେ ବଇଲେ, ଦେକା, ଆନ୍ଦାର୍ ପୁର୍‌ତିବିକେ ଡାବି ଆଚେ ଆରି ବିଙ୍ଗ୍ ଆନ୍ଦାର୍ କୁଟୁମ୍‌କେ ଡାବି ଆଚେ; ମାତର୍ ତମର୍ ଉପ୍‌ରେ ସବୁବେଲର୍ ମାପ୍‌ରୁ ଦେକା ଅଇସି ଆରି ତାର୍ ଉଜଲ୍ ତମର୍ ଲଗେ ଡିସ୍‌ସି ।
3 Nations will come to your light, and kings to the brightness of your dawning. ଆରି, ଅଲ୍‌ଗା ଦେସର୍ କୁଟୁମ୍ ଆରି ରାଜାମନ୍ ତମର୍ ବେଲ୍ ଉଦ୍‌ଲା ଉଜଲ୍ ଲଗେ ଆଇବାଇ ।
4 Lift up your eyes all around and see: they all gather together, they come to you; your sons come from far away, and your daughters are carried on the hip. ତମେ ଚାରିବେଡ୍‌ତି ଦେକା, ସେ ସବୁ ଲକ୍ ଏକ୍‌ଜୁଟ୍ ଅଇଲାଇନି, ସେମନ୍ ତମର୍ ପାକେ ଆଇଲାଇନି; ତମର୍ ପିଲାମନ୍ ଦୁରେ ଅନି ଆଇବାଇ ଆରି ତମର୍ ଟକିମନ୍ କାକେ ପାଇ କରି ଆଇବାଇ ।
5 Then you will see and be radiant; your heart will throb and swell, because the abundance of the sea will turn toward you, the wealth of the nations will come to you. ସେଡ୍‌କିବେଲେ ତମେ ସେଟା ଦେକି ଜନ୍ ଉଜଲ୍ ପାରା ଅଇସା ଆରି ତମର୍ ମନ୍ ଦକ୍‌ଦକ୍ ଅଇ ସାର୍‌ଦା ଅଇସି; କାଇକେ ବଇଲେ ସମ୍‌ଦୁରର୍ ସବୁ ଜିନିସ୍ ତମର୍ ବାଟେ ବାଉଡାବାଇ, ବିନ୍ ଦେସର୍ ଲକ୍‌ମନର୍ ଦନ୍ ସଁପ୍‌ତି ତମର୍ ପାକେ ଆଇସି ।
6 A multitude of camels will cover you, the young camels of Midian and Ephah; all those from Sheba will come, bearing gold and frankincense, and they will proclaim the praises of our Father. ବପୁ ରଇଲା ଉଁଟ୍‌, ମିଦିଅନ୍ ଆରି ଏପାର୍ ବେଣ୍ଡିଆ ଉଟ୍ ମନ୍‌ ଆସି ବର୍‌ତି ଅଇ ଜିବାଇ; ସେସବୁ ସିବା ଦେସେ ଅନି ଆଇବାଇ; ସେମନ୍ ସୁନା ଆରି କୁନ୍ଦୁରୁ ଚିକନ୍ ଆନ୍‌ବାଇ ଆରି ସବୁବେଲର୍ ମାପ୍‌ରୁର୍ ମଇମା ପର୍‌ଚାର୍ କର୍‌ବାଇ ।
7 All the flocks of Kedar will be gathered to you, the rams of Nebaioth will minister to you; they will be offered on my altar and accepted, and I will glorify my glorious house. କେଦାରର୍ ସବୁ ମେଣ୍ଡା ରାସି ତମର୍ ପାକେ ରୁଣ୍ଡ୍‌ ଅଇବାଇ, ନବାଅତର୍ ମେଣ୍ଡାମନ୍ ତମର୍ ସେବା କର୍‌ବାଇ; ସେମନ୍ ସିଦ୍ ଅଇକରି ମର୍ ଜଗିଅବେଦି ଉପ୍‌ରେ ଆଇବାଇ, ଆରି ମର୍ ମନ୍ଦିର୍‌କେ ନିମାନ୍‌ କରି ସଜାଇବି ।
8 Who are these that fly like a cloud, and like doves to their windows? ବାଦଲ୍ ପାରା ଆରି ନିଜର୍ ନିଜର୍ ଗୁଡାଇ ଉଡି ବୁଲି ଆଇବା ପରୁଆମନର୍ ପାରା ଆଇଲାନି, ଏ ଲକ୍‌ମନ୍ କେ ?
9 Surely the coastlands wait for me, the ships of Tarshish first, to bring your sons from far away, with their silver and gold, for the name of your Father, the Holy One of Israel, because he has glorified you. ସମ୍‌ଦୁର୍ ମଜାଇ ରଇଲା ଦେସର୍ ଲକ୍‌ମନ୍ ମକେ ଜାଗ୍‌ବାଇ, ଆରି ତର୍‌ସିସର୍ ଜାଜ୍‌ସବୁ ଦାପ୍‌ରେ ଆସି ପର୍‌ତୁମ୍ ନିଜର୍ ନିଜର୍ ରୁପା ଆରି ସୁନା ନେଇ, ତମର୍ ପିଲାମନ୍‌କେ ଦୁରିକେ ଅନି ଆନି, ତମର୍ ପର୍‌ମେସର୍ ସବୁବେଲର୍ ମାପ୍‌ରୁର୍ ନାଉଁର୍ ପାଇଁ ଆରି ଇସ୍‌ରାଏଲର୍ ସୁକଲ୍ ସବୁବେଲର୍ ମାପ୍‌ରୁର୍‌ ପାଇଁ ଆଇସି, କାଇକେ ବଇଲେ ସେ ତମ୍‌କେ ମଇମା କରିଆଚେ ।
10 Foreigners will build up your walls, and their kings will serve you; for in my wrath I struck you, but in my favor my heart was moved with compassion for you. ଆରି, ବିନ୍ ଦେସର୍ ଲକ୍‌ମନ୍‌ ତମର୍ ପାଚୁରି ତିଆର୍ କର୍‌ବାଇ ଆରି ସେମନର୍ ରାଜାମନ୍ ତମର୍ ସେବା କର୍‌ବାଇ; କାଇକେ ବଇଲେ ମୁଇଁ ନିଜର୍ ରିସା ସଙ୍ଗ୍ ତମ୍‌କେ ମାର୍‌ଲି, ମାତର୍ ନିଜର୍ ଲାଡ୍‌ମୁଆଁସ୍ ସଙ୍ଗ୍ ମୁଇଁ ତମ୍‌କେ ଆଦର୍ କରିଆଚି ।
11 Your gates will stand open continually; day and night they will not be shut, so that the wealth of the nations may be brought to you, with their kings led in procession. ବିନ୍ ଦେସର୍ ଲକର୍ ଦନ୍ ସଁପତି ଆରି ତାର୍ ସଙ୍ଗେ ସେମନର୍ ରାଜାମନ୍ ବନ୍ଦି କରି ଜେମ୍‌ତିକି ତମର୍ ଲଗେ ଆନ୍‌ବାଇ, ଏଟାର୍ ପାଇଁ ତମର୍ ନଗରର୍ ଦୁଆର୍ ସବୁବେଲେ ମେଲା ଅଇ ରଇସି, ରାତିଦିନ୍ ଉଗ୍‌ଡା ଅଇ ରଇସି ବନ୍ଦ୍ ନ ଅଏ ।
12 For the nation and kingdom that will not serve you will perish; those nations will be utterly laid waste. କାଇକେ ବଇଲେ ଜନ୍ ଦେସ୍ ଆରି ରାଇଜ୍‌ ତମର୍ ସେବା ନ କରେ, ସେ ବିନସ୍‌ଟ ଅଇସି, ଉଁ, ସେ ଦେସ୍‌ ସବୁ ପୁରା ପୁରି ବାବେ କୁରୁପ୍‌ନାସ୍ ଅଇ ଜାଇସି ।
13 The glory of Lebanon will come to you—the cypress, the plane, and the pine together—to beautify the place of my sanctuary; and I will glorify the place of my feet. ଲିବାନନର୍ ମଇମା ତମର୍ ଲଗେ ଆଇସି, ଦେବ୍‌ଦାରୁ, ତିଦର୍, ତାସୁର୍ ଗଚ୍ ଏକ୍‌ଜୁଟ୍ ଅଇ ମର୍ ସୁକଲ୍ ଜାଗାଇ ସେବା କର୍‌ବାକେ ଆଇବାଇ, ଆରି ମୁଇ ନିଜର୍ ପାଦ୍ ସଙ୍ଗଇବା ଜାଗାଇ ମଇଁମା କର୍‌ବି ।
14 The children of those who oppressed you will come bowing before you; all who despised you will bow down at your feet. They will call you the City of our Father, the Zion of the Holy One of Israel. ଆରି, ଜନ୍ ଲକ୍‌ମନ୍ ତମ୍‌କେ ଦୁକ୍ ଦେଲାଇ, ସେମନର୍ ପିଲାମନ୍ ଇନ୍‌ ଅଇ ତମର୍ ଲଗେ ଆଇବାଇ ଆରି ଜନ୍‌ ଲକ୍‌ମନ୍ ତମ୍‌କେ ନିସାର୍ କଲାଇ ଆଚତ୍‌, ସେ ଲକ୍‌ମନ୍ ତର୍ ପାଦ୍‌ତଲେ ଜୁଆର୍ କର୍‌ବାଇ; ଆରି, ସେମନ୍ ତକେ ସବୁବେଲର୍ ମାପ୍‌ରୁର୍ ନଅଁରି ବଲି ନାମ୍‌ବାଇ, ଇସ୍‌ରାଏଲର୍ ସୁକଲ୍ ସବୁବେଲର୍ ମାପ୍‌ରୁ ସିଅନ୍ ବଲି ଉଡ୍‌ରା କର୍‌ବାଇ ।
15 Though you have been forsaken and hated, with no one passing through, I will make you an everlasting pride, a joy from generation to generation. ତୁଇ ଚାଡି ରଇବା ଆରି ଗିନ୍ ଅଇବାର୍ ଲାଗି କେ ମିସା ତର୍ ବାଟେ ଆସ୍ ଜା ନ ଅତ୍‌, ତାର୍ ବାଦୁଲେ ମୁଇଁ ତକେ ସବୁଦିନର୍ ପାଇଁ ମଇମା ଆରି ଆଇବା ପିଡି ଜାକ ସାର୍‌ଦା ପାରା କର୍‌ବାଇ ।
16 You will drink the milk of nations, and nurse at the breast of kings; and you will know that I, your Father, am your Savior and your Redeemer, the Mighty One of Jacob—your Father. ବିନ୍ ଦେସର୍ ଗସ୍‌ଟିମନ୍ ଆରି ରାଜାମନ୍ ତମର୍ ଲାଲନ୍ ପାଲନ୍‌ କର୍‌ବାଇ, ଜେନ୍‌ତିକି ନିଜର୍ ଆୟା ତାର୍ ପିଲାକେ ଜତନ୍ କର୍‌ସି ସେ ରକାମ୍ ; ମୁଇଁ ଜେ ସବୁବେଲର୍ ମାପ୍‌ରୁ ତର୍ ଉଦାର୍ କାରିଆ ଆରି ତର୍ ମୁକ୍‌ତି ଦାତା, ଜାକୁବର୍ ବପୁ, ଏଟା ତମେ ଜାନାସ୍‌ ।
17 Instead of bronze I will bring gold, instead of iron I will bring silver, instead of wood, bronze, and instead of stones, iron. I will make peace your governor and righteousness your taskmaster. ମୁଇଁ ପିତଲର୍ ବାଦୁଲେ ସୁନା ଆନ୍‌ବି ଆରି ଲୁଆର୍ ବାଦୁଲେ ରୁପା, ଗଚର୍ ବାଦୁଲେ ପିତଲ୍ ଆରି ପାକ୍‌ନା ବାଦୁଲେ ଲୁଆ ଆନ୍‌ବି; ଆରି, ମୁଇଁ ତର୍ ମୁକିଆ ଜାଗାଇ ସାନ୍ତି ଆନ୍‌ବି ଆରି ତର୍ ଅଦିକାର୍ ଜାଗାଇ ଦରମ୍ ଲକ୍‌କେ ବାଚ୍‌ବି।
18 Violence will no longer be heard in your land, nor ruin and destruction within your borders; but you will call your walls Salvation and your gates Praise. ତମର୍ ଦେସ୍‌ ଲଗେ କାରାପ୍‌ କାତା ଆରି ତମର୍ ସନ୍ଦି ଲଗର୍ ପାଚୁରି ବାଙ୍ଗାଇବା କାତା ଆରି ବିନାସର୍ କର୍‌ବା କାତା ଆରି ସୁନ୍‌ବାକେ ନ ଜାଏ; ମାତର୍ ତମେ ନିଜର୍ ପାଚୁରି ସବୁର୍ ନାଉଁ ଉଦାର୍‌ ଆରି ନିଜର୍ ନଗର୍ ଦୁଆର୍ ସବୁର୍ ନାଉଁ ପର୍‌ସଙ୍ଗ୍‌ସା ସଙ୍ଗଇସି ।
19 The sun will no longer be your light by day, nor will the moon give you its light; but our Father will be your everlasting light, and your Father your glory. ଦିନ୍‌ ବେଲେ ତମର୍ ଉଜଲ୍ ନ ରଏ, ରାତି ବେଲେ ଉଜଲ୍ ଦେବାକେ ଜନ୍ ତମ୍‌କେ ଉଜଲ୍ ନ ଦେଏ; ମାତର୍ ସବୁବେଲର୍ ମାପ୍‌ରୁ ତମର୍ ପାଇଁ ସବୁବେଲର୍ ପାଇଁ ଉଜଲ୍ ଆରି ତମର୍ ପର୍‌ମେସର୍ ତମର୍ ମଇମା ପାରା ଅଇସି ।
20 Your sun will no longer set, and your moon will not wane; for our Father will be your everlasting light, and the days of your mourning will be ended. ତମର୍ ବେଲ୍ ଆରି ନ ବୁଡେ, କି ତମର୍ ଜନ୍ ନିଜ୍‌କେ ଉଜଲ୍ ନ ଦେଏ; କାଇକେ ବଇଲେ ସବୁବେଲର୍ ମାପ୍‌ରୁ ତମର୍ ସବୁବେଲେ ଉଜଲ୍ ପାରା ଅଇସି ଆରି ତମର୍ ଦୁକର୍ ଦିନ୍ ସାରି ଜାଇସି ।
21 Your people will all be righteous; they will possess the land forever—the branch of my planting, the work of my hands, that I may be glorified. ଆରି ତମର୍ ଲକ୍‌ମନ୍ ସବୁ ଦରମ୍ କାମ୍ କର୍‌ବାକେ , ସେମନ୍ ସବୁଦିନର୍ ପାଇଁ ଦେସ୍ ଅଦିକାର୍ କର୍‌ବାଇ,ସେମନ୍ ମର୍‌ ମଇମା କର୍‌ବାକେ ମର୍ ରପି ଅଇଲା ଗଚ୍ ଆରି ମର୍ ଆତ୍ ସଙ୍ଗ୍ କର୍‌ବା କାମ୍ ।
22 The least one will become 1,000, and the smallest a mighty nation. I am your Father; when the time is right, I will make it happen quickly. ଉନା ଲକ୍ ବେସି ଲକ୍ ଅଇବାଇ ଆରି ଦୁର୍‌ବଲ୍ କୁଟୁମ୍ ବେସି ବପୁ କୁଟୁମ୍ ଅଇବାଇ; ମୁଇଁ ସବୁବେଲର୍ ମାପ୍‌ରୁ ସମାନ୍ ବେଲାଇ ଏଟା ଦାପ୍‌ରେ ଗଟାଇବି ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]