Skip to content
The Believer's Library

Desiya Bible

Isaiah 58 Saa25

Show Saa25 only
Verse × ×
1 "Shout aloud, do not hold back; raise your voice like a trumpet. Declare to my people their rebellion, to the house of Jacob their sins. ତମେ ଆଉଲି ଅଇକରି ଜାନାଆ, ଡାକ୍‌ବାଟା ଉନା କରାନାଇଁ, ମଇରି ବାଜ୍‌ଲା ପାରା ତମର୍ ଟଣ୍ଡର୍ ଆଉଲିକେ ଆଉଲି କରା, ମର୍ ଲକ୍‌ମନ୍‌କେ ସେମନର୍ ଅଦରମ୍‌ କାମ୍‌କେ ଆରି ଜାକୁବର୍ କୁଟୁମ୍‌କେ ସେମନର୍ ପାପ୍‌କେ ଜାନାଆ ।
2 "Yet day after day they seek me and delight to know my ways, like a nation that does what is right and has not forsaken the justice of their Father. They ask me for righteous judgments; they delight to draw near to our Father. ଅଇଲେ ମିସା ସେମନ୍ ସବୁଦିନେ ମର୍ ବାଟ୍‌କେ ଜାନ୍‌ବାକେ ଚେସ୍‌ଟା କର୍‌ତେ ରଇବାଇ; ଜନ୍ କୁଟୁମର୍ ଲକ୍‌ମନ୍ ଅଦରମର୍ କାମ୍ କର୍‌ବାଇ ଆରି ମର୍ ପର୍‌ମେ ସରର୍ ବିଦିବିଦାନ୍‌କେ ଚାଡତ୍‌ନାଇଁ, ସେମନର୍‌ପାରା ସେମନର୍ ଦରମର୍ ବିଦିବିଦାନର୍ ବିସଇକେ ପାଚାର୍‌ ବାଇ ଆରି ପର୍‌ମେସରର୍ ଲଗେ ଆଇବାକେ ମନ୍ କର୍‌ବାଇ ।
3 Why have we fasted, and you have not seen it? Why have we humbled ourselves, and you take no notice?' Look—on the day of your fast you pursue your own desire, and you drive all your workers hard. ସେମନ୍ କଇବାଇ, ଆମେ କାଇକେ ଉପାସ୍ କଲୁନି ଆରି ତମେ କାଇକେ ଦେକାସ୍ ନାଇଁ ? ଆମେ କାଇକେ ଆମର୍ ନିଜର୍ ନିଜର୍ ଜିବନ୍‌କେ ଦୁକ୍‌ଦେଲୁନି ଆରି ତମେ କାଇକେ ମନ୍ ଦିଆସ୍ ନାଇ ? ଦେକା, ତମେମନ୍ ଉପାସ୍ ଦିନ୍ ନିଜର୍ ସୁକ୍ ପାଇବାକେ ଚେସ୍‌ଟା କଲାସ୍‌ନି ଆରି ବପୁରେ ସବୁ କସ୍‌ଟ କାମ୍ କଲାସ୍‌ନି ।
4 "Look—you fast only to quarrel and to fight and to strike with a wicked fist. You cannot fast as you do today and expect your voice to be heard in heaven. ଦେକା, ତମେ ଲାଗାଜଡା ଆରି ମାଡ୍‌ଗଲର୍ ପାଇଁ, ଆରି କାରାପ୍‌ କାମ୍ କରୁର୍‌ ବିଦା ସଙ୍ଗେ ମାର୍‌ବାକେ ଉପାସ୍ କଲାସ୍‌ନି ; ତମର୍ ଆଉଲି ଅଇବାଟା ସରଗ୍ ଉପ୍‌ରେ ଜେନ୍‌ତିକି ସୁନା ଜାଇସି, ଏ ରକାମ୍ ଉପାସ୍ ରଇବାଟା ଆଜି ତମେ କରାସ୍ ନାଇଁ ।
5 Is this the kind of fast I choose, a day for a person to humble himself? Is it only to bow the head like a reed, and to spread coarse cloth and ashes beneath him? Is this what you call a fast, a day pleasing to your Father? ଏ ରକାମ୍ ଉପାସ୍ , ନର୍‌ଜାତିର୍ ଜିବନ୍‌କେ କସ୍‌ଟ ଦେବାକେ ଏ ରକାମ୍ ଦିନ୍ , ଆମେ କାଇ ବାଚ୍‌ଲୁ ଆଚୁ ? ନାଲ୍‌ଲଗେ ରଇଲା ଗଚ୍ ପାରା ମୁଣ୍ଡକେ ନୁଆଁଇବାଟା , ସାନ୍ ବାସ୍‌ତା ଆରି ଚାର୍‌କେ ତଲେ ଅଚାଇ ଲାସ୍‌ନି ଏଟାକେ ତମେ ଉପାସ୍ ଆରି ସବୁବେଲର୍ ମାପ୍‌ରୁର୍ ଉଦେସେ କାଇ ନିମାନ୍ ଦିନ୍ ବଲିକରି କଇସା ?
6 "Is not this the fast I choose: to loosen the chains of wickedness, to untie the cords of the yoke, to set the oppressed free, and to break every yoke? ଆମେ ଜନ୍ ଉପାସ୍ କଲୁନି ସେଟା କାଇ ଏଟା ନଏଁ, କାରାପ୍ ବନ୍ଦନ୍‌କେ କୁସ୍‌ଲାଇ ଦେବାଟା ଆରି ଜୁଆଡିର୍ ଡର୍‌କେ କୁସ୍‌ଲାଇବାଟା ଆରି ଚରାଇବା ଲକ୍‌ମନ୍‌କେ ମୁକ୍‌ତି କରି ଚାଡି ଦେବାଟା , ଆରି ସବୁଜାକ ଜୁଆଡିକେ ବାଙ୍ଗାଇ ଦେବାଟା,
7 Is it not to share your bread with the hungry, and to bring the homeless poor into your house; when you see the naked, to clothe him, and not to hide yourself from your own flesh and blood? କାଇବା ପିଇବାକେ ନ ରଇବା ଲକ୍‌ମନ୍‌କେ କାଦି ବାଟା କର୍‌ବାଟା , ଆରି ଗରେଅନି କେଦି ଦେଇ ରଇବା ଦୁକ୍ କସ୍‌ଟର୍ ଲକ୍‌ମନ୍‌କେ ନିଜର୍ ଗରେ ଡାକି ଆନ୍‌ବାଟା, ତମେ ଡୁମ୍‌ଣ୍ଡା ଅଇଲାଟାକେ ଦେକ୍‌ଲେ, ତାକେ ବସ୍‌ତର୍ ପିନ୍ଦାଇବାଟା ଆରି ତମର୍ ନିଜର୍ କୁଟୁମର୍ ଲକର୍ ଲଗେ ଅନି ନିଜ୍‌କେ ନ ଲୁଚାଇବାଟା, ଏ ରକାମ୍ ଉପାସ୍ ମୁଇ କାଇ ମନ୍‌ କରୁନାଇଁ ?
8 "Then your light will break forth like the dawn, and your healing will spring up quickly; your righteousness will go before you, and my glory will be your rear guard." ଏନ୍‌ତାର୍ କଲେ ଗାଁସ୍ ପାରା ତମର୍ ଉଜଲ୍ ଜାନା ପଡ୍‌ସି ଆରି ତମର୍ ରଗ୍ ଦାପ୍‌ରେ ନିମାନ୍ ଅଇସି ; ଆରି, ତମର୍ ଦରମ୍ ଆଗ୍‌ତୁ ଆଗ୍‌ତୁ ଜାଇସି ; ସବୁବେଲର୍ ମାପ୍‌ରୁର୍ ତାରାସ୍ ତମର୍ ପଚ୍‌ବାଟେ ଆଇସି ।
9 Then you will call, and I will answer; you will cry for help, and I will say, 'Here I am.' If you remove the yoke from among you, the pointing finger and malicious talk, ସେଡ୍‌କିବେଲେ ତମେ ଡାକ୍‌ସା ଆରି ଏ ସବୁବେଲର୍ ମାପ୍‌ରୁ ଆମ୍‌କେ ପର୍‌ସନର୍ ଉତର୍‌ ଦେଇସି; ତମେ ସାଇଜ ପାଇବାକେ ଆର୍‌ତରେକ୍ କାନ୍ଦିକରି କଇସା, ଆରି ସେ କଇସି, ଆମେ ଇତି ଆଚୁ । ଜେବେ ତମେ ଆମର୍ କନ୍ଦର୍ ଜୁଆଡି, ଆଙ୍ଗ୍‌ଟି ସଙ୍ଗେ ଅରଜ୍‌ଲାଟା ଅଦରମ୍ ବାକିଅକେ ଦୁର୍‌କର୍‌;
10 "if you pour yourself out for the hungry and satisfy the desire of the afflicted, then your light will rise in the darkness, and your night will become like noonday. ଆରି , ଜେବେ ଦୁକିରକି ଲକ୍‌ମନର୍ ଲାଗି ତମର୍ ଜିବନ୍ ଦେକ୍‌ସି ଆରି ତମେ ଦୁକର୍ ଜିବନ୍‌କେ ସାନ୍‌ତି କର୍‌ସା , ତେବେ ଆନ୍ଦାରେ ତମର୍ ଉଜଲ୍ ଦେକା ଜାଇସି ଆରି ତମର୍ ଆନ୍ଦାର୍ ମୁଇଦାନିଆର୍‌ ଉଜଲ୍ ପାରା ଅଇସି;
11 I will guide you continually, and satisfy you in scorched places; I will strengthen your bones. You will be like a watered garden, like a spring of water whose waters never fail. ଆରି ସବୁବେଲର୍ ମାପ୍‌ରୁ ସବୁବେଲେ ତମର୍ ସଙ୍ଗେ ରଇକରି ବାଟ୍ ଦେକାଇ ନେଇସି ଆରି ମରୁବାଲି ବୁଏଁ ଅନି ତମର୍ ଜିବନର୍ ସସ୍‌କେ ସାନ୍‌ତି କର୍‌ସି ଆରି ତମର୍ ଦୁର୍‌ବଲ୍ ଲକ୍‌କେ ବପୁ କୁରାଇସି; ତେଇ ତମେ ପାନି ଟୁଲିଆଇ କରି ଉଦିଆନ୍ ବାଡେ ଡାଲ୍‌ଲା ପାରା ଆରି କେବେ ନ ଆଁଟ୍‌ବା ଜର୍‌ନା ପାନିପାରା ଅଇସି
12 Your people will rebuild the ancient ruins; you will raise up the age-old foundations. You will be called Repairer of the Breach, Restorer of Streets to Live In. ଆରି , ତମେ ତମର୍ ବଁସର୍ ଲକ୍ ଆଗର୍ କାଲର୍ କୁନାଦି ଉପ୍‌ରେ ଆରି ତରେକ୍ ଗର୍ ତିଆର୍ କର୍‌ବାଇ; ତମେ ଆଗର୍‌ କାଲର୍ ବେସି କୁନାଦି ଉପ୍‌ରେ ଗର୍ କର୍‌ସା; ଆରି , ବାଙ୍ଗିଜାଇ ରଇବା ପାଚୁରିକେ ଟେକ୍‌ବା ଲକ୍ ପାରା ଆରି ବାସା କରି ରଇଲା ଲକ୍‌ମନର୍ ବାଟ୍‌କେ ତିଆର୍ କରି ଆଚୁସ୍ ବଲିକରି ଡାକ୍‌ପୁଟା ଅଇସା ।
13 "If you keep your foot from breaking the Sabbath, from pursuing your own desire on my holy day; if you call the Sabbath a delight and honor my holy day; if you honor it by not going your own way, not pursuing your own desire or speaking idle words, ତମେ ଜେବେ ବିସ୍‌ରାମ୍‌ ବାର୍‌କେ ନ ମାନାସ୍, ମର୍ ସୁକଲ୍ ଦିନେ ନିଜର୍ ମନ୍‌କାମ୍‌ନାକେ ପୁରାପୁରୁନ୍ କର୍‌ବାକେ ଚେସ୍‌ଟା ଟାନେ ଅନି ନିଜର୍ ମନ୍‌କେ ପେରାଇସା ;ଆରି , ବିସ୍‌ରାମ୍ ବାର୍‌କେ ସୁକର୍ ଆରି ସବୁବେଲର୍ ମାପ୍‌ରୁର୍ ସୁକଲ୍ ଦିନ୍‌କେ ଆଲାଦର୍‌ ଦିନ୍ ବଲିକରି କଇସା ; ଆରି , ନିଜର୍ କାମ୍‌କେ ନ କରି ନିଜର୍ ମନ୍ କଲାଟାକେ ପାଇବାକେ ଚେସ୍‌ଟା ନ କରି କି ନିଜର୍ କାତା ନ କଇକରି ତାକେ ନିଜର୍ କର୍‌ବାଇ:
14 then you will find your delight in me, and I will make you ride on the heights of the land and feed you with the heritage of your father Jacob—for the mouth of your Father has spoken." ସେନ୍‌ତାର୍ କଲେ ତମେ ସବୁବେଲର୍ ମାପ୍‌ରୁର୍ ଲଗେ ସାର୍‌ଦା କର୍‌ସା ; ଆରି, ମୁଇଁ ତମ୍‌କେ ପୁର୍‌ତିବିର୍ ଉଚ୍‌ଜାଗା ମନ୍‌କେ ବାସା କରାଇବି ; ଆରି ,ତମେ ବାବା ଜାକୁବର୍ ଅଦିକାର୍ ତମ୍‌କେ ବଗ୍‌ କର୍‌ବାକେ ଦେବି: କାଇକେ ବଇଲେ ସବୁବେଲର୍ ମାପ୍‌ରୁ ନିଜର୍ ଟଣ୍ଡେ ଅନି ଏନ୍‌ତାରି ବଲିକରି କଇଲା ଆଚେ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]