Skip to content
The Believer's Library

Desiya Bible

Isaiah 45 Saa25

Show Saa25 only
Verse × ×
1 This is what our Father says to his anointed, to Cyrus, whose right hand I have grasped to subdue nations before him and to strip kings of their armor, to open doors before him so that gates will not be shut: ସବୁବେଲର୍ ମାପ୍‌ରୁ ତାର୍ ଅବିସେକ୍ କଲା ଲକର୍, କଇବାକେ ଗାଲେ କରସର୍ ବିସଇରେ ଏ କାତା କଇଲାନି, ମୁଇଁ ତାର୍ ମୁଆଟେ ବିନ୍‌ବିନ୍ ଗସ୍‌ଟିକେ ଜୁଇଦ୍ ଲଗେ ଅନି ଆରାଇବାକେ ତାର୍ ଉଜା ଆତ୍‌ ଦାରିଆଚି ଆରି ମୁଇଁ ରାଜାମନର୍ ଆଁଟାବେଡାକେ ଡିଲା କର୍‌ବି; ମୁଇଁ ତାର୍ ମୁଆଟେ କାପାଟ୍ ସବୁ ଉଗାଡ୍‌ବି ଆରି ନଗରର୍ କାପାଟ୍ ଡାବି ଅଇକରି ନ ରଏ;
2 I will go before you and level the mountains; I will shatter the doors of bronze and cut through the bars of iron. ମୁଇଁ ତର୍ ଆଗେ ଆଗେ ଇଣ୍ଡ୍‌ବି, କାଲ୍‌ଡେପ୍ ଜାଗାସବୁ ସମାନ୍ କର୍‌ବି; ମୁଇଁ ପିତଲ୍ କାପାଟ୍ ସବୁ ଗୁଣ୍ଡ୍ ଗୁଣ୍ଡା କରି ବାଙ୍ଗାଇ ପାକାଇବି ଆରି ଲୁଆ କାପାଟର୍ ଗାଡା ସବୁ କାଟି ପାକାଇବି;
3 I will give you the treasures of darkness and hoards stored in secret places, so that you may know that I am the Father of Israel, who calls you by your name. ଆରି,ମୁଇଁ ଆନ୍ଦାର୍ ବିତ୍‌ରେ ରଇବା ଦନ୍ ରଇବା ଗର୍ ଆରି ଲୁଚ୍‌ଲା ଜାଗାଇ ସଙ୍ଗଇଲା ଦନ୍‌ସପତି ସବୁ ତମ୍‌କେ ଦେବି, ତାର୍‌ପଚେ ତମର୍ ନାଉଁଦାରି ଡାକ୍‌ଲା ଆମେ ଜେ ସବୁବେଲର୍ ମାପ୍‌ରୁ, ଇସ୍‌ରାଏଲର୍ ପର୍‌ମେସର୍ ଆଚୁ, ଏଟା ତମେ ଜାନି ପାର୍‌ସା।
4 For the sake of my servant Jacob, and Israel my chosen, I have called you by your name; I give you a title of honor, though you do not know me. ମର୍ ଦାସ୍ ଜାକୁବ୍ ଆରି ମୁଇ ବାଚ୍‌ଲା ଇସ୍‌ରାଲର୍ ପାଇଁ ମୁଇ ତର୍ ନାଉଁ ଦାରି ତକେ ଡାକ୍‌ଲିନି; ତମେ ଆମ୍‌କେ ନାଜାନ୍‌ଲେ ମିସା ଆମେ ତମ୍‌କେ ଉପାଦି ଦେଲିଆଚି ।
5 I am the Father, and there is no other; besides me there is none. I equip you for battle, though you do not know me, ମୁଇ ସବୁବେଲର୍ ମାପ୍‌ରୁ, ଆରି ମର୍ ପାରା ଆର୍ କେ ନାଇଁ ; ମକେ ଚାଡିଦେଲେ ଆରି ପର୍‌ମେସର୍ ନାଇ; ତମେ ମକେ ନାଜାନ୍‌ଲେ ମିସା ମୁଇ ତମର୍ ଆଟାବେଡା ବାନ୍ଦ୍‌ବି।
6 so that people may know, from the rising of the sun to the place of its setting, that there is none besides me. I am the Father, and there is no other. ତାର୍‌ପଚେ ମକେ ଚାଡ୍‌ଲେ ଆରି କେ ନାଇଁ, ଏଟା ବେଲ୍ ଉଦ୍‌ଲା ଜାଗାଇ ଅନି ପଚିମ୍ ଦିଗର୍ ଲକ୍ ଜାକ ଜାନ୍‌ବାଇ; ମୁଇ ସବୁବେଲର୍ ମାପ୍‌ରୁ, ମର୍ ପାରା ଆରି କେ ନାଇଁ ।
7 I form light and create darkness, I make well-being and create calamity; I am the Father, who does all these things. ମୁଇ ଉଜଲ୍ ତିଆର୍ କର୍‌ବି ଆରି ମୁଇ ଆନ୍ଦାର୍ ତିଆର୍ କର୍‌ବି; ମୁଇ ସାନ୍ତି ବିସଇରେ କଇବି, କାରାପ୍ ବିସଇରେ କଇବି; ମୁଇ ସବୁବେଲର୍ ମାପ୍‌ରୁ ଏଟା ସବୁ ସାଦନ୍ କର୍‌ବି ।
8 Rain down, O heavens, from above, and let the skies pour down righteousness; let the earth open wide, that salvation may bear fruit and righteousness spring up together. I, the Father, have created it. ଏ ଆକାସ୍ ମଣ୍ଡଲ୍‌, ତମେ ଉପ୍‌ରେ ଅନି ପାନି ମାର୍‌ଲା ପାରା ଅଦ୍‌ର, ମେଗ୍‌ମାଲା ସୁସ୍‌ତା ପାନି ମାର୍; ଜେନ୍ତାରି କି ଉଦାର୍ କାରିଆ ଉବଜ୍‌ବାଇ, ସେଟାର୍‌ପାଇଁ ପୁର୍‌ତିବି ବିଜି ଜାଅ ଆରି ସେ ଦରମ୍‌ ଲକ୍‌ମନ୍‌କେ ଗଟେକ୍ ଲଗେ ଟୁଲିଆଉ; ମୁଇ ସବୁବେଲର୍‌ ମାପ୍‌ରୁ ଏଟା ତିଆର୍‌ କରିଆଚି ।
9 Woe to the one who quarrels with his Maker—a pottery shard among the shards of the earth! Does the clay say to the one who forms it, "What are you making?" or, "Your work has no handles"? ଜେ ସୁସ୍‌ଟି କାରିଆ ସଙ୍ଗେ ବିରଦ୍‌ କର୍‌ସି, ସେ ଅବିସାପ୍‌ ପାଇବା ଲକ୍‌! ପୁର୍‌ତିବିର୍‌ ଜିକ୍‌ରା ତେଇ ଅନି କଣ୍ଡେକ୍‌ ଜିକ୍‌ରା ମାତର୍‌! ମାଟି କାଇ ତାର୍‌ କୁମାର୍‌କେ କଇସି, ତମେ କାଇଟା ତିଆର୍‌ କଲାସ୍‌ନି? ଆରି ତମର୍‌ କାମ୍ କାଇଟା, ତାର୍‌ ଆତ୍‌ ନାଇଁ?
10 Woe to the one who says to a father, "What are you fathering?" or to a woman, "What are you bringing to birth?" ଜେ ବାବାକେ ପାଚାରି କରି କଇସି, ତୁଇ କାଇଟା ଜନମ୍ ଦେଲୁସ୍‌, କି ତାର୍ ଆୟାକେ କଇସି, ତୁଇ କାଇଟା ଜନମ୍ ଦେଲୁସ୍, ସେ ଅବିସାପ୍ ପାଇବା ଲକ୍!
11 This is what the Holy One of Israel—our Father—and the one who formed him—says: Will you question me about my children, and give me orders about the work of my hands? ସବୁବେଲର୍ ମାପ୍‌ରୁ, ଇସ୍‌ରାଏଲର୍ ସୁକଲ୍ ସବୁବେଲର୍ ମାପ୍‌ରୁ ଆରି ତାକେ ଗଡି ରଇଲା ଲକ୍ ଏ କାତା କଇଲାନି, ଆଗ୍‌ତୁର୍ ଗଟ୍‌ନାର୍ ବିସଇରେ ମକେ ପାଚାରା; ତମେ ମର୍ ପିଲାମନର୍ ବିସଇରେ ଆରି ମର୍ ଆତ୍‌ ସଙ୍ଗ୍ କଲା କାମ୍ ବିଇରେ ମକେ କଅ ।
12 I made the earth and created humanity upon it. It was my hands that stretched out the heavens, and I commanded all their host. ମୁଇ ପୁର୍‌ତିବି ସୁସ୍‌ଟି କରିଆଚି ଆରି ସେ ବିତ୍‌ରେ ନର୍‌ଲକ୍‌କେ ତିଆର୍ କରିଆଚି; ମୁଇ ମର୍ ଆତ୍ ସଙ୍ଗେ ଆକାସ୍ ବାଦଲ୍ ଚିନ୍‌ବିନ୍ କରିଆଚି ଆରି ତେଇର୍ ସବୁ ବିସଇକେ ମୁଇ ଆଦେସ୍ ଦେଲି ଆଚି ।
13 I have stirred him up in righteousness, and I will make all his ways straight. He will rebuild my city and set my exiles free, not for price or reward, says the Father of heaven's armies. ମୁଇ ଦରମ୍‌ ସଙ୍ଗ୍ ତାକେ ଉବ୍‌ଜାଇ ଆଚି ଆରି ମୁଇ ତାର୍ ସବୁ ବାଟ୍ ସିଦା କର୍‌ବି; ସେ ମର୍ ନଅଁର୍‌ ତିଆର୍ କର୍‌ସି ଆରି ସେ ମର୍‌ ବନ୍ଦି ଅଇ ରଇବା ଲକ୍‌ମନ୍‌କେ ଚାଡି ଦେଇସି, ବୁତି ଇସାବେ ନଏଁ କି ଇନାମର୍ ଇସାବେ ନଏଁ, ଏଟା ସବୁର୍ ତେଇ ଅନି ବଡ୍‌ ସବୁବେଲର୍ ମାପ୍‌ରୁ କଇଲାନି ।
14 Our Father says: The wealth of Egypt and the merchandise of Cush, and the Sabeans, men of stature, will come over to you and be yours; they will follow behind you, coming over in chains. They will bow down to you and plead with you, saying, "Surely God is with you, and there is no other; there is none besides him." ସବୁବେଲର୍ ମାପ୍‌ରୁ ଏକାତା କଇଲାନି, ମିସରର୍ କସ୍‌ଟ ଆରି କୁସ୍ ଦେସର୍ ବେବାର୍‌ବାଟର୍ ଲାବ୍‌ ଆରି ସବାଇର୍‌ ଲକ୍‌ମନ୍ ତମର୍ ଲଗେ ଆଇବାଇ ଆରି ତମର୍ ଲକ୍ ଅଇବାଇ; ସେମନ୍ ତମର୍ ପଚେ ପଚେ ଆଇବାଇ; ସିକ୍‌ଲି ସଙ୍ଗେ ବାନ୍ଦି ଅଇଲା ଲକ୍‌ମନ୍ ତମର୍ ଲଗେ ଆଇବାଇ; ଆରି, ସେମନ୍ ତମ୍‌କେ ଜୁଆର୍ କର୍‌ବାଇ ଆରି ଗୁଆରି କରି କଇବାଇ, ସତ୍ ପର୍‌ମେସର୍ ତମର୍ ସଙ୍ଗେ ଆଚେ; ତାକେ ଚାଡି ଦେଲେ ଆରି କେ ନାଇଁ, ଆରି କେ ମିସା ପର୍‌ମେସର୍ ନାଇଁ ।
15 Truly you are a Father who has hidden yourself, the Father of Israel, the Savior. ଏ ଉଦାର୍ କାରିଆ ଇସ୍‌ରାଏଲର୍ ପର୍‌ମେସର୍, ତୁଇ ଆତ୍‌ମା ବିତ୍‌ରେ ଲୁଚି ରଇବା ପର୍‌ମେସର୍‌ ।
16 All of them are ashamed and disgraced; the makers of idols go off together in confusion. ସେମନ୍ ଲାଜ୍ ଅଇବାଇ, ଉଁ, ସେ ସବୁଲକ୍ ଗାବ୍‌ରା ଅଇବାଇ; ଆରି ମୁର୍‌ତି ତିଆର୍ କର୍‌ବା ଲକ୍‌ମନ୍ ମିସା ମିସ୍‌ତେ ଲାଜ୍ ଅଇବାଇ ।
17 But Israel is saved by our Father with an everlasting salvation; you will not be ashamed or disgraced for all eternity. ମାତର୍ ଇସ୍‌ରାଏଲ୍, ସବୁବେଲର୍ ମାପ୍‌ରୁର୍ ଲାଗି ସବୁବେଲେ ରଇବା ଉଦାର୍‌ କାରିଆ ; ତମେ ଜୁଗ୍‌ଜୁଗ୍ ଜାକ ଲାଜ୍ କି ତେରେପେତେ ନ ଉଆସ୍‌ ।
18 For this is what the Father says, who created the heavens—he is the Father!—who formed the earth and made it; he established it. He did not create it empty; he formed it to be inhabited: I am the Father, and there is no other. ଆକାସ୍ ମଣ୍ଡଲ୍‌ ତିଆର୍ କଲା ସବୁବେଲର୍ ମାପ୍‌ରୁ ଏନ୍ତାରି କଇଲାନି; ସେ ପର୍‌ମେସର୍ ସେ ପୁର୍‌ତିବିକେ ତିଆର୍ କଲା, ସେ ସେଟା ସୁନ୍‌ସାନ୍ କରି ତିଆର୍ ନ କରି ଲକ୍‌ବାକ୍ ବାସା ଅଇବାକେ ସୁସ୍‌ଟି କଲାଆଚେ, ମୁଇ ସବୁବେଲର୍ ମାପ୍‌ରୁ, ମକେ ଚାଡି ଦେଲେ ଆରି ମର୍ ପାରା କେ ନାଇଁ ।
19 I did not speak in secret, in a land of darkness; I did not say to the descendants of Jacob, "Seek me in vain." I, your Father, speak what is right; I declare what is true. ମୁଇ ଲୁଚ୍‌ତେ ଆନ୍ଦାର୍ ଦେସର୍ କନ୍ ମିସା ଜାଗାଇ କଉ ନାଇଁ; ତମେ ଚୁଚାଇ ଚୁଚାଇ ମକେ କଜ୍‌ସା, ଏଟା ମୁଇ ଜାକୁବର୍‌ କୁଲ୍‌କେ କଇ ନାଇଁ, ମୁଇ ସବୁବେଲର୍ ମାପ୍‌ରୁ ଦରମ୍‌, ମୁଇ ସୁଆଲ୍ କାତା କଇବି ।
20 Gather together and come; draw near, you survivors of the nations! They have no knowledge—those who carry around their wooden idols and keep praying to a god that cannot save. ଏ ବିନ୍ ବିନ୍ ଗସ୍‌ଟି ବିତ୍‌ରେ ଅନି ରକିଆ ପାଇବା ଲକ୍‌ମନ୍, ତମେ ଟୁଲ୍ ଅଇ କରି ଆସା, ସର୍‌ତେ ଲକ୍ ମିସି ମର୍ ଲଗେ ଆସା, ଜନଲକ୍‌ମନ୍ ତମର୍ ମୁର୍‌ତିର୍ ଦାରୁକେ ବଇ ବୁଲ୍‌ଲାଇନି ଆରି ମୁକ୍‌ତି କର୍‌ବାକେ ସକ୍‌ତି ନଇଲା ଦେବ୍‌ତାର୍ ଲଗେ ପୁଜାକର୍‌ବାଇ,ସେମନ୍‌କେ କାଇ ବୁଦିନାଇଁ ।
21 Declare and present your case; let them consult together! Who foretold this long ago and declared it from ancient times? Was it not I, the Father? There is no other besides me—a righteous Father and a Savior; there is none besides me. ତମେ ଜାନାଆ ଆରି ସେଟା କେଟାଆ; ଉଁ ସେମନ୍ ନିଜର୍ ନିଜର୍ ବିତ୍‌ରେ କୁଆବଲା ଅଇତ୍; ଆଗ୍‌ତୁ ଅନି କେ ସେଟା ଜାନାଇ ଆଚେ? ମୁଇ ସବୁବେଲର୍ ମାପ୍‌ରୁ କି ଏଟା କରି ନାଇଁ? ମକେ ଚାଡ୍‌ଲେ ଅଲ୍‌ଗା ପର୍‌ମେସର୍ ନାଇଁ, ମୁଇ ସୁକଲ୍ ପର୍‌ମେସର୍ ଆରି ଉଦାର୍ କାରିଆ; ମକେ ଚାଡି ଦେଲେ ଆରି କେ ନାଇଁ ।
22 Turn to me and be saved, all the ends of the earth! For I am the Father, and there is no other. ଏ ପୁର୍‌ତିବିର୍ କନେକନେ ରଇବା ଲକ୍‌ମନ୍ , ତମେ ମର୍ ବାଟେ ଆସି ଉଦାର୍ ପାଆ; କାଇକେବଇଲେ ମୁଇ ପର୍‌ମେସର୍, ମକେ ଚାଡି ଦେଲେ ଆରି ମର୍ ପାରା କେ ନାଇଁ ।
23 By myself I have sworn; a word has gone out from my mouth in righteousness that will not return: To me every knee will bow, every tongue will swear allegiance. ମୁଇ ନିଜର୍ ନାଉଁ ଦାରି ପର୍‌ମାନ୍‌ କରିଆଚି ଆରି ସୁକଲ୍ ବାକିଅ ମର୍‌ ଟଣ୍ଡେଅନି ବାରଇ ଆଚେ, ସେଟା ମିଚ୍‌ ନ ଅଏ, ମର୍‌ ମୁଆଟେ ସବୁ ଲକ୍‌ ମାଣ୍ଡିକୁଟା ଦେଇ କରି ଜୁଆର୍‌ କର୍‌ବାଇ, ସର୍‌ତେ ଲକ୍ ପର୍‌ମାନ୍ କର୍‌ବାଇ ।
24 They will say of me, "Only in God are righteousness and strength." To him all who raged against him will come, and they will be ashamed. ଲକ୍‌ମନ୍‌ ମର୍‌ ନାଉଁରେ କଇବାଇ, ଆରି ସବୁବେଲର୍‌ ମାପ୍‌ରୁର୍‌ ଲଗେ ଦରମ୍‌ ଆରି ବପୁ ଆଚେ; ତାର୍‌ଲଗେ ଲକ୍‌ମନ୍‌ ଆଇବାଇ, ଆରି ଜନ୍‌ ଲକ୍‌ମନ୍‌ ତାର୍ ଉପ୍‌ରେ ରିସା ଅଇ ବିରଦ୍ ଅଇ ରଇଲାଇ ସେ ସବୁ ଲକ୍‌ ଲାଜ୍‌ ଅଇ ଜିବାଇ ।
25 In our Father all the children of Israel will be justified, and in him they will glory. ଇସ୍‌ରାଏଲ୍ ଦେସର୍‌ ସବୁ ବଁସର୍ ଲକ୍ ସବୁବେଲର୍‌ ମାପ୍‌ରୁର୍‌ ଲଗେ ଦର୍‌ମ୍‌ ଅଇବାଇ ଆରି ବଡ୍‌ପନ୍‌ ଅଇବାଇ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]