Skip to content
The Believer's Library

Desiya Bible

Isaiah 30 Saa25

Show Saa25 only
Verse × ×
1 "Woe to the rebellious children," declares our Father, "who carry out a plan, but not mine, and who forge an alliance, but not of my Spirit, heaping sin upon sin; ସବୁବେଲର୍ ମାପ୍‌ରୁ କଇଲାନି, ଜନ୍ ବିରଦର୍ ଲକ୍‌ମନ୍ ଜଜ୍‌ନା କର୍‌ବାଇ, ମାତର୍ ମର୍ ଲାଗି ନାଇଁ; ଆରି, ପାପ୍ ଉପ୍‌ରେ ପାପ୍ କରି ଡାବାଇବାଇ,ମାତର୍ ମର୍ ଆତ୍‌ମାର୍ ସଙ୍ଗେ ନଏଁ, ସେମନ୍ ଅବିସାପ୍ ପାଇବା ଲକ୍!
2 who set out to go down to Egypt, without asking for my counsel, to take refuge in the protection of Pharaoh and to seek shelter in the shadow of Egypt. ସେମନ୍ ଆମ୍‌କେ ନ ପାଚାରି ପାର ରାଜାର୍ ବପୁ ସଙ୍ଗ୍ ନିଜ୍‌କେ ବପୁ ଅଇବାକେ ଆରି ମିସର୍ ଦେସର୍ ସାଇଜ ନେବାକେ ମିସର୍ ଦେସେ ଜିବାକେ ବାରଇ ଗାଲାଇନି।
3 Therefore the protection of Pharaoh will become your shame, and the shelter in the shadow of Egypt your humiliation. ଏଟାର୍ ପାଇଁ ପାର ରାଜାର୍ ବପୁ ତମ୍‌କେ ଲାଜ୍ କରାଇସି ଆରି ମିସର୍ ଦେସର୍ ସାଇଜ ନେବାକେ ତମ୍‌କେ ଲାଜର୍ କାତା ।
4 For though Pharaoh's officials are at Zoan and his envoys reach Hanes, କାଇକେବଇଲେ ତାର୍ ସାସନ୍‌ କାରିଆମନ୍ ସଅନ ତେଇ ଆଚତ୍‌ ଆରି ତାର୍ ରାଜ୍ ଦୁତ୍‌ମନ୍ ଆନେସ୍‌ ତେଇ ଆଇଲାଇ ଆଚତ୍ ।
5 everyone comes to shame through a people that cannot help them, that brings no aid and no profit, but only shame and disgrace." ଜନ୍ ଗସ୍‌ଟି ସେମନର୍ ଉପ୍‌କାର୍ କରି ନାପାରେ, ସେମନର୍ ବିସଇରେ ସେମନ୍ ସର୍‌ତେ ଲକ୍ ଲାଜ୍ ଅଇବାଇ, ସେ କୁଟୁମ୍‌ ସାଇଜ କର୍‌ବା ଲକ୍ ଅଇ ନାପାରତ୍, ମାତର୍ ସେମନ୍ ଇଜତ୍ ନଇଲା ନିଜର୍ ନାଉଁକେ କାରାପ୍ କର୍‌ବା ଲକର୍ ପାରା ଅଇବାଇ ।
6 "An oracle concerning the beasts of the Negev. Through a land of trouble and anguish, where the lioness and the lion prowl, and the viper and the darting serpent lurk, they carry their riches on the backs of donkeys and their treasures on the humps of camels, to a people who cannot help them. ଦକିନ୍‌ ଦିଗର୍ ପସୁମନର୍ ବିସଇରେ ସବୁବେଲର୍ ମାପ୍‌ରୁର୍ କାତା । ଜନ୍ ଜାଗାଇ ଅନି ବେଣ୍ଡିଆ ବାଗ୍ ଆରି ବୁଡା ସିଅଁ, ବିସ୍ ସାଁପ୍ ଆରି ଉଡ୍‌ବା ଜଇର୍ ସାଁପ୍‌ମନ୍ ଆଇବାଇ, ଏନ୍ତାରି କସ୍‌ଟ ଆରି ଦୁକ୍ ପାଇବା ଦେସ୍ ଡେଗଇ କରି ଜିବା ଜନ୍ ଲକ୍‌ମନ୍ ସେମନର୍ ଉପ୍‌ରେ ଜଦି ଉପ୍‌କାର୍ କରି ନାପାରତ୍, ଏନ୍ତାରି ଗଟେକ୍ ଗସ୍‌ଟିର୍ ଲଗେ ସେମନ୍ ଗଦମନର୍ କନ୍ଦେ ନିଜର୍ ନିଜର୍ ଦନ୍ ସଁପ୍‌ତି ଆରି ଉଟ୍‌ମନର୍ ଉପ୍‌ରେ ଲାଦି କରି ବଇ ନେବାଇ ।
7 Egypt's help is worthless and empty; therefore I call her "the Harmless Monster." କାଇକେବଇଲେ ମିସର୍ ଦେସ୍ ମିଚ୍ ଆରି ବେକାର୍ ଲକ୍‌କେ ସାଇଜ କର୍‌ସି; ଏଟାର୍ ପାଇଁ ଆମେ ତାକେ ନିଚ୍ ଦେକିକରି ସାନ୍ ରାଅବ୍ ବଲିକରି ନାଉଁ ଦେଇଆଚୁ ।
8 "Now go, write it before them on a tablet and inscribe it in a book, that it may be for the time to come, as a witness forever. ସବୁବେଲର୍ ମାପ୍‌ରୁ ମକେ କଇଲା, ଏବେ ଜାଆ, ଆରି ସେମନର୍ ମୁଆଟେ ଗଟେକ୍ ପାକ୍‌ନା ଟାନେ ତିଆର୍ ଅଇ ରଇବା ପାଟା ତେଇ କଇଲାଟା ଲେକ୍ ଆରି ସେଟା ଜେନ୍ତାରିକି ଆଇବା ପିଡି ଜାକ, ଜୁଗ୍ ସାର୍‌ବା ଜାକ ରଇସି, ଏଟାର୍ ପାଇଁ ଗଟେକ୍ ଚାମ୍‌ଡା ବଇ ତେଇ ଲେକି ସଙ୍ଗ୍‌ଅ ।
9 For they are a rebellious people, deceitful children, children unwilling to hear the instruction of our Father. କାଇକେବଇଲେ ସେମନ୍ ଅମାନିଆଁ କୁଟୁମ୍‌, ମିଚ୍ କାତା କଇବା ଲକ୍, ସେମନ୍ ସବୁବେଲର୍ ମାପ୍‌ରୁର୍ ସିକିଆ ନ ସୁନ୍‌ବା ଲକ୍;
10 They say to the seers, "Do not see," and to the prophets, "Do not prophesy to us what is right; tell us pleasant things, prophesy illusions. ସେମନ୍ ଲକ୍‌ମନ୍‌କେ କଇବାଇ, ତମେ ଜୁଆର୍ କରା ନାଇଁ ଆରି ବବିସତ୍ କାତା କଇବା ଲକ୍‌ମନ୍‌କେ କଇବାଇ, ତମେ ଆମର୍ ଲଗେ ନିକ ବାକିଅ ପର୍‌ଚାର୍ କରା ନାଇଁ, ଆମ୍‌କେ ସୁସ୍‌ତା କାତା କୁଆ ନାଇଁ, ଆମେ ଜେନ୍ତାର୍ କି ସଁସାରର୍ ବାଟ୍ ବାଟେ ଇଣ୍ଡ୍‌ବୁ ସେ କାତା କୁଆ ।
11 Leave the way, turn aside from the path, let us hear no more about the Holy One of Israel. ଆମେ ଇଣ୍ଡ୍‌ବା ବାଟ୍ ଚାଡି କରି ତମେ ବିନ୍ ବାଟେ ଇଣ୍ଡା, ଇସ୍‌ରାଇଲର୍ ସୁକଲ୍ ସବୁବେଲର୍ ମାପ୍‌ରୁକେ ଆମର୍ ଲଗେ ଅନି ଦୁରିକେ କରା ।
12 Therefore this is what the Holy One of Israel, our Father, says: Because you reject this word and trust in oppression and deceit and lean on them, ଏଟାର୍ ପାଇଁ ଇସ୍‌ରାଇଲର୍ ସୁକଲ୍ ସବୁବେଲର୍ ମାପ୍‌ରୁ ଏ କାତା କଇଲାନି, ତମେ ମୁଇ କଇବା ବାକିଅକେ ଇନ୍ କଲାସ୍‌ନି, ଆରି କୁଟିଆଲ୍‌ମନର୍ କାତାକେ ବିସ୍‌ବାସ୍ କରି ତାକର୍ ଇସାବେ ଇଣ୍ଡ୍‌ଲାସ୍‌ନି;
13 therefore this guilt will be to you like a breach about to fall, a bulge in a high wall, whose collapse comes suddenly, in an instant. ଏଟାର୍ ପାଇଁ ଗଟେକ୍ ଡେଙ୍ଗ୍ ରଇଲା ମାଟି କୁଡ୍ ଜେନ୍ତାର୍ ଅଟାତ୍ ବାଙ୍ଗି ତଲେ ଅଦର୍‌ସି ସେନ୍ତାରି ଏ ଅପ୍‌ରାଦ୍‌ ତମ୍‌କେ ଅଇସି ।
14 Its breaking is like the smashing of a potter's jar, shattered so ruthlessly that among its fragments not a shard is found to scoop fire from the hearth or to dip water from the cistern. ଆରି, ଜେନ୍ତାରି କୁମାର୍ ଆଣ୍ଡି ନସି ଗାଲେ ଜେନ୍ତାରି କୁଟ୍‌କୁଟା କରି ବାଙ୍ଗାଇସି ଆରି କୁଣ୍ଡେଅନି ପାନି ଆନ୍‌ବାକେ କି ଚୁଲି ଅନି ଜଇ କାଡ୍‌ବାକେ ମିସା ଅଲପ୍ ଜିକ୍‌ରା ନ ରଏ, ସେନ୍ତାରି ବାଙ୍ଗାଇସି ।
15 For this is what the Sovereign Father, the Holy One of Israel, said: In returning and rest you will be saved; in quietness and trust will be your strength. But you were unwilling, କାଇକେବଇଲେ ପର୍‌ମେସର୍, ଇସ୍‌ରାଇଲର୍ ସୁକଲ୍ ସବୁବେଲର୍ ମାପ୍‌ରୁ ଲକ୍‌ମନ୍‌କେ କଇଲା, ବାଉଡି କରି ଆସା, ତେବେ ତମେ ଉଦାର୍ ପାଇସା; ସୁସ୍‌ତା ଆରି ବିସ୍‌ବାସ୍ ସଙ୍ଗ୍ ତମେ ବପୁ ପାଇସା, ତମେ ଜଦି ରାଜି ଅଇସା ବଇଲେ।
16 and you said, "No! We will flee on horses"—therefore you will flee; and, "We will ride on swift steeds"—therefore your pursuers will be swift. ମାତର୍ ତମେ କଇଲାସ୍‌ନି, ନାଇଁ, ଆମେ ଗଡା ତେଇ ଜିବୁ; ଏଟାର୍ ପାଇଁ ତମେ ପାଲାଇ ଲାସ୍‌ନି; ଆରି ସବୁବେଲର୍ ମାପ୍‌ରୁ କଇଲା, ଆମେ ଜବର୍ ପାଲାଇବା ଗଡା ତେଇ ଚଗି ପାଲାଇବୁ; ସେଟାର୍ ପାଇଁ ପଚ୍‌ବାଟେ ପାଲାଇବା ଗଡା ତେଇ ଚଗ୍‌ସା।
17 1,000 will flee at the threat of one; at the threat of five you will flee, till you are left like a flagstaff on a mountaintop, like a signal on a hill. ଗଟେକ୍ ଲକର୍ ଡର୍‌କେ ଅଜାର୍ ଲକ୍ ପାଲାଇସା; ପାଁଞ୍ଚ୍ ଲକର୍ ଡର୍‌କେ ତମେ ସର୍‌ତେ ଲକ୍ ପାଲାଇସା; ସେଟାର୍ ପାଇଁ ଡଙ୍ଗ୍‌ର୍ ଟିପର୍ ଚିନ୍ ପାରା ଆରି ସାନ୍ ଡଙ୍ଗରେ ରଇବା ଚିରାଲ୍‌ ପାରା ଉବ୍‌ରି ରଇସି ।
18 Therefore our Father waits to be gracious to you, and therefore he rises to show you mercy. For he is a Father of justice; blessed are all who wait for him. ଆରି, ସେଟାର୍ ପାଇଁ ସବୁବେଲର୍ ମାପ୍‌ରୁ ତମର୍ ଉପ୍‌ରେ ଦୟା କର୍‌ବାକେ ଜାଗି ରଇସି, ଆରି ସେଟାର୍ ପାଇଁ ତମ୍‌କେ ଦୟା କର୍‌ବାକେ ସେ ଉପର୍‌କେ ଉଟ୍‌ସି; କାଇକେବଇଲେ ସବୁବେଲର୍ ମାପ୍‌ରୁ ନିଆଇ ବିଚାର୍ କର୍‌ବା ପର୍‌ମେସର୍ ଅଇସି; ଜନ୍ ଲକ୍‌ମନ୍ ସବୁବେଲର୍ ମାପ୍‌ରୁକେ ଜାଗ୍‌ବାଇ, ସେ ଲକର୍‌ ଜିବନ୍ କେଡେକ୍ ନିମାନ୍ ।
19 A people will live in Zion, in Jerusalem; you will weep no more. At the sound of your cry he will surely be gracious; when he hears, he answers you. ଏ ଜିରୁସାଲାମ୍ ତେଇ ବାସା ଅଇରଇବା ସିଅନର୍ ଲକ୍‌ମନ୍ ; ତମେ ଆରି ନ କାନ୍ଦାସ୍; ତମର୍ କାନ୍ଦ୍‌ବାଟା ସବୁବେଲର୍ ମାପ୍‌ରୁ ନ ପିଟ୍‌ତେ ଆସିର୍‌ବାଦ୍ କର୍‌ସି; ସେ ସୁନ୍‌ଲା ଦାପ୍‌ରେ ତମେ ମାଗ୍‌ଲାଟା ଦେଇସି ।
20 Though our Father gives you the bread of adversity and water of suffering, your Teacher will no longer hide, but your eyes will see your Teacher. ଆରି, ଜଦି ସବୁବେଲର୍ ମାପ୍‌ରୁ ତମ୍‌କେ ଦୁକର୍ କାଦି ଆରି କସ୍‌ଟର୍ ପାନି ଦେଇସି, ଅଇଲେମିସା ତମ୍‌କେ ସିକାଇବା ଲକ୍ ଲୁଚି କରି ନ ରଅତ୍, ମାତର୍ ତମର୍ ଆଁକି ତମ୍‌କେ ସିକାଇରଇବା ଲକ୍‌କେ ଦେକ୍‌ସା ।
21 Your ears will hear a word behind you: "This is the way; walk in it," when you turn right or left. ଆରି, ଉଜାବାଟେ କି ଡେବ୍‌ରିବାଟେ ବାଉଡ୍‌ବା ବେଲେ ତମର୍ କାନ୍ ପଚ୍‌ବାଟେ ଅନି ଏ କାତା ସୁନ୍‌ସା, ଏଟା ଅଇଲାନି ତମର୍ ବାଟ୍, ଏ ବାଟେ ଆକା ତମେ ଇଣ୍ଡ୍‌ସା ।
22 Then you will desecrate your silver-plated carved images and gold-plated metal idols. You will throw them away like a menstrual cloth and say, "Get out!" ଆରି, ତମେ ନିଜର୍ ରୁପାର୍ ମୁର୍‌ତିମନ୍‌କେ ଲିପ୍‌ଲାଟା ଆରି ଚଁଚ୍‌ ସଙ୍ଗ୍ ତିଆର୍ କଲା ସୁନାର୍ ମୁର୍‌ତିମନର୍ ଲିପି ରଇବାଟାକେ ଅସୁଚି କର୍‌ସା; ତମେ ସେଟାକେ ଅସୁଚି ଜିନିସ୍ ବଲିକରି ପିଙ୍ଗି ଦେଇସା; ତମେ କଇସା ଇତି ଅନି ବାରଇ ଜା ।
23 He will send rain for the seed you sow, and bread from the land's produce, rich and plentiful. That day your livestock will graze in broad pastures. ଆରି, ମାଟି ତେଇ ବୁନ୍‌ଲେ ସେ ତମ୍‌କେ ମୁଞ୍ଜି ଆଁକର୍‌ବାକେ ପାନି ମାରାଇସି; ଆରି ବଡ୍‌ବାକେ ସାଇଜ କର୍‌ସି ଆରି ସେଟା ବଡିଆ ଅଇସି ଆରି ଲଚେକ୍ ଅଇସି; ସେ ଦିନେ ତମର୍‌ ଗାଇରାସି ବଡ୍ ଗାଁସ୍ ରଇଲା ପଡିଆଇ ଚାର୍‌ବାଇ ।
24 The oxen and donkeys that work the ground will eat seasoned fodder, winnowed with shovel and fork. ଆରି ବେଡାଇ କସ୍‌ବା ବଲଦ୍ ଆରି ଗଦମନ୍ ଚାଲ୍‌ନି ତେଇ ଚାଲାଇଲାଟା ଆରି କୁଲା ତେଇ ପୁନ୍‌ଲା ନିମାନ୍ କାଦି କାଇବାଇ ।
25 On every high mountain and hill will run streams of water, on the day of the great slaughter when the towers fall. ଏନ୍ତାରି ଗଟେକ୍ କୁରୁପ୍‌ନାସ୍ ଅଇବା ଦିନ୍ ଆଇସି ସେ ଦିନେ ଡେଙ୍ଗ୍ ଡେଙ୍ଗ୍ କରି ତିଆର୍ କଲା ପାଚୁରି ସର୍‌ତେ ବସ୍‌ଲି ମାଟି ତେଇ ମିସି ଜାଇସି, ଆରି ସେଦିନେ ସର୍‌ତେ ବଡ୍ ବଡ୍ ଡଙ୍ଗର୍ ଆରି ସାନ୍ ସାନ୍ କୁପ୍‌ଲି ବସ୍‌ଲି କରି ପାନି ଗାଡ୍ ଅଇ ଜାଇସି ।
26 The moon's light will be like the sun's, and the sun's light seven times brighter, like the light of seven days, when our Father binds up his people's brokenness and heals the wound he inflicted. ଆରି, ଜନ୍ ଦିନେ ସବୁବେଲର୍ ମାପ୍‌ରୁ ତାର୍ ଲକ୍‌ମନ୍‌କେ ମାରାମାରି ଅଇବା ଜାଗାଇ ବାନ୍ଦ୍‌ସି ଆରି ସେମନ୍‌କେ ମାଡ୍ ଅଇଲାଟା ନିମାନ୍ କର୍‌ସି, ସେ ଦିନେ ଜନର୍ ଉଜଲ୍ ବେଲ୍ ପାରା ଅଇସି, ଆରି, ବେଲର୍ ଉଜଲ୍ ସାତ୍ ଦିନର୍ ଉଜଲ୍ ପାରା ସାତ୍ ଗୁନ୍ ଉଜଲ୍ ଅଇସି ।
27 Look—the name of our Father comes from afar, burning with his anger, in thick rising smoke; his lips are full of fury, and his tongue is like a devouring fire. ଦେକା, ସବୁବେଲର୍ ମାପ୍‌ରୁର୍ ବପୁ ବେସି ରିସା ପାରା ଆରି ବେସି ଦୁଆଁ ପାରା ଡାବି ଅଇ ଦୁରିକେ ଅନି ଆଇଲାନି ; ତାର୍ ମୁଁ ରିସା ଅଇ କରି ଆଇଲାନି ଆରି ତାର୍ ଜିବ୍ ସବୁକେ ଗିଲ୍‌ବା ଜଇ ପାରା ଡିସ୍‌ଲାନି;
28 His breath is like an overflowing torrent that reaches up to the neck, to sift the nations in the sieve of destruction and to put a bridle on the jaws of the peoples that leads them astray. ଆରି, ତାର୍ ପୁଣ୍ଡ୍‌ବାଟା ବାଉପବନ୍ ପାରା, ସାରା ଦେସର୍ ଲକ୍‌ମନ୍‌କେ ଗଟେକ୍ ଚାଲ୍‌ନି ଲଗେ ଚାଲାଇବାକେ ତାର୍ ରିସା ସଁକ୍ ନାଲା ଜାକ ଚଗି ଆଇଲା ଆଚେ; ଆରି, ଲକ୍‌ମନର୍ ଟଣ୍ଡେ କାତା ନ ଅଇବାକେ ଲାଗାମ୍ ଲାଗାଇଲା ଆଚେ ।
29 You will have a song, as in the night when a holy feast is kept, and gladness of heart, as when one marches to the sound of the flute to go to the mountain of our Father, to the Rock of Israel. ସୁକଲ୍ ଦିନର୍ ପରବ୍ ପାଲ୍‌ବା ରାତିଆ ଜେନ୍ତାରି ରଇଲା, ସେନ୍ତାରି ତମେ ଗିତ୍ ଗାଇସା; ଆରି, ଲକ୍‌ମନ୍ ଜେନ୍ତାରି ସବୁବେଲର୍ ମାପ୍‌ରୁର୍ ଡଙ୍ଗ୍‌ରେ ଇସ୍‌ରାଏଲର୍‌ ପାକ୍‌ନା ଲଗେ ଜିବାକେ ବାଜା ବାଜାଇ ବାଉଁସି ପୁକି ଇଣ୍ଡି ଜିବାଇ, ସେନ୍ତାରି ତମର୍ ମନେ ସାର୍‌ଦା ଅଇବାର୍ ଆଚେ ।
30 And our Father will make his majestic voice heard and reveal the descending blow of his arm, in furious anger and a flame of devouring fire, with cloudburst and storm and hailstones. ଆରି, ସବୁବେଲର୍ ମାପ୍‌ରୁ ତାର୍ ରିସା ଆରି ସବୁକେ କୁରୁପ୍‌ନାସ୍ କର୍‌ବା ଜଇ ଇଙ୍ଗ୍‌ରା,ପାନିପବନ୍ ଆରି କାରା ପାକ୍‌ନା ସଙ୍ଗେ ତାର୍ ଆଇବା ସବଦ୍ ସୁନାଇସି ଆରି ତାର୍ ଆତେ ଅନି ସଗତ୍ ସାରି ଆଇବାଟା ଜାନା ପଡ୍‌ସି ।
31 For at the voice of our Father the Assyrians will be shattered, when he strikes them with his rod. କାଇକେବଇଲେ ସବୁବେଲର୍ ମାପ୍‌ରୁର୍ ସବଦ୍ ସୁନିକରି ଅସୁର୍‌ ଦେସ୍ କଣ୍ଡ୍ କଣ୍ଡ୍ ଅଇ କୁରୁପ୍ ନାସ୍ କର୍‌ସି ଆରି ତାର୍ ସାସନ୍ କର୍‌ବା ଡାଙ୍ଗ୍ ସଙ୍ଗେ ମାର୍‌ସି ।
32 And every stroke of the punishing rod that our Father lays on them will come with tambourines and lyres, as he fights against them with the blows of his brandished arm. ଆରି ସବୁବେଲର୍ ମାପ୍‌ରୁ ଜେଡେବଲ୍ ତାର୍ ସାସନ୍ କର୍‌ବା ଡାଙ୍ଗ୍ ସଙ୍ଗେ ଚିଆଇସି, ସେଡ୍‌କିବେଲେ ସର୍‌ତେ ଡାପୁ ଆରି ଡୁଡୁଙ୍ଗା ବାଜ୍‌ସି ଆରି ସେ ସେମନର୍ ସଙ୍ଗ୍ ବେସି ଜୁଇଦ୍ କର୍‌ସି ।
33 For a burning place has long been prepared; indeed, it is made ready for the king, its pyre deep and wide, with fire and wood in abundance; the breath of our Father, like a stream of sulfur, sets it ablaze. କାଇକେବଇଲେ ଜଇର୍‌ କୁଣ୍ଡ୍ ପୁରୁବ୍ କାଲେ ଅନି ତିଆର୍ ଅଇଲା ଆଚେ ଆରି ସେଟା ଅସୁରର୍ ରାଜାର୍ ପାଇଁ ତିଆର୍ ଅଇଲା ଆଚେ; ସେ ତାକେ ଡେଙ୍ଗ୍ ଆରି ଅସାର୍ କରି ଆଚେ, ସେ ସେଟାକେ ଡେଙ୍ଗ୍ କାଲ୍ ଆରି ଦାରୁ ରଚା ଅଇଲା ଆଚେ, ତେଇ ଜଇ ଲାଗ୍‌ତେ ରଇବା କୁଣ୍ଡ୍ ଆରି ବେସି କସ୍‌ଟ; ଆରି , ସବୁବେଲର୍ ମାପ୍‌ରୁର୍ ଜଇଲାଗ୍‌ବା ଗାଦି ପାରା ସେଟା ଲାଗ୍‌ସି ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]